୪ ବର୍ଷର ଝିଅକୁ ମାରି ପୋତି ଦେଲା ମା’ : ବାପାର ଅଭିଯୋଗ ପରେ ମା’କୁ ଥାନାରେ ଅଟକ ରଖି ପଚରାଉଚରା

କନକ ବ୍ୟୁରୋ : ବାଲିଗୁଡ଼ା ସାରଙ୍ଗଗଡ଼ରେ ଚାଞ୍ଚଲ୍ୟ । ୪ ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କରିବା ପରେ ଜଙ୍ଗଲରେ ପୋତିଦେଇଥିଲା ମା’ । ଛାନଭିନ୍ ପରେ ମାଟି ତଳୁ ମିଳିଲା ଝିଅର ଶବ । ଗତ ଶନିବାର ଦିନ ଝିଅ ଓ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି ପରେ ମାଟି ତଳୁ ଝିଅର ଶବ ଉଦ୍ଧାର କରିଛି । ଅନ୍ୟପଟେContinue reading “୪ ବର୍ଷର ଝିଅକୁ ମାରି ପୋତି ଦେଲା ମା’ : ବାପାର ଅଭିଯୋଗ ପରେ ମା’କୁ ଥାନାରେ ଅଟକ ରଖି ପଚରାଉଚରା”

ବଡ ହୃଦୟ ଦେଖାଇଲେ ମୁସଲିମ ଯୁବକ : ମାଆଙ୍କ ଗହଣା ମୁକୁଳାଇଲେ ଶେଖ୍ ଲିଆକତ୍

କନକ ବ୍ୟୁରୋ :  କଟକର ଶେଖ୍ ଲିଆକତ ଉଦ୍ଦିନ ଅହମ୍ମଦ । କଟକ ଦୁର୍ଗାପୂଜା ପାଇଁ ବଡ ହୃଦୟ ଦେଖାଇ ସହରର ଭାଇଚାରାକୁ ଆଗକୁ ବଢାଇଛନ୍ତି । କଟକ ସୂତାହାଟ ଦୁର୍ଗାପୂଜା ପାଇଁ ସହାୟତାର ହାତ ବଢାଇଛନ୍ତି ଶେଖ୍ ଲିଆକତ । ପୂଜାରେ ମାଙ୍କ ଗହଣା ଦେବୀ ଦୁର୍ଗାଙ୍କ ଶୋଭାକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହି ପୂଜାରେ ଗହଣାକୁ ନେଇ ଏକ ବଡ ସମସ୍ୟା ଦେଖା ଦେଇଥିଲା । ପୁରୁଣା ଟଙ୍କା ମିଳିନଥିବାରୁ ପୂଜା କମିଟିରContinue reading “ବଡ ହୃଦୟ ଦେଖାଇଲେ ମୁସଲିମ ଯୁବକ : ମାଆଙ୍କ ଗହଣା ମୁକୁଳାଇଲେ ଶେଖ୍ ଲିଆକତ୍”

ପାର୍ବଣରେ କେମିତି ହେବ ଛ’ ତିଅଣ ନଅ ଭଜା ? ଖାଇବା ଥାଳିରୁ ଉଭାଇ ଯାଇପାରେ କଞ୍ଚା ପରିବା ! ପାର୍ବଣରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ

କନକ ବ୍ୟୁରୋ : ପାର୍ବଣରେ କେମିତି ହେବ ଛ’ ତିଅଣ ନଅ ଭଜା ? ଖାଇବା ଥାଳିରୁ ଉଭାଇ ଯାଇପାରେ କଞ୍ଚା ପରିବା ! ପାର୍ବଣରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ । ଏଭଳି ଆଶଙ୍କା ଏଥିପାଇଁ ସୃଷ୍ଟି ହୋଇଛି-କାରଣ ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେବ ୧ ନମ୍ବର ପରିବା ହାଟ । ତା ସହ ବନ୍ଦ ହୋଇଯିବ ଆଇଗିଣିଆ ପରିବା ମଣ୍ଡି । ବିଏମସି ସାମ୍ନାରେ ୭ ଦଫା ଦାବିContinue reading “ପାର୍ବଣରେ କେମିତି ହେବ ଛ’ ତିଅଣ ନଅ ଭଜା ? ଖାଇବା ଥାଳିରୁ ଉଭାଇ ଯାଇପାରେ କଞ୍ଚା ପରିବା ! ପାର୍ବଣରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ”

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଅପହରଣ : ମଲ୍ ଆଗରୁ ଯୁବକଙ୍କୁ ଟେକିନେଲେ, ଟଙ୍କା କାରବାରରୁ ଅପହରଣ ସନ୍ଦେହ

କନକ ବ୍ୟୁରୋ : ଭୁବନେଶ୍ୱରର ଏସପ୍ଲାନେଡ ମଲ ଆଗକୁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗ ହୋଇଛି । ଅପହୃତ ଆନନ୍ଦପୁର ବେଲବାହାଳିର ପ୍ରିୟବ୍ରତ ସାହୁ ବୋଲି ଜଣାପଡିଛି । କାରରେ ଆସି ୪ରୁ ୫ ଜଣ ଦୁର୍ବୃତ୍ତ ପ୍ରିୟବ୍ରତଙ୍କୁ ଉଠାଇନେଇଛନ୍ତି । ପ୍ରିୟବ୍ରତ ସାଙ୍ଗଙ୍କ ସହ ଏସପ୍ଲାନେଡ ମଲ ବୁଲିବାକୁ ଆସିଥିଲେ । ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଟଙ୍କା ପାଇଁContinue reading “ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଅପହରଣ : ମଲ୍ ଆଗରୁ ଯୁବକଙ୍କୁ ଟେକିନେଲେ, ଟଙ୍କା କାରବାରରୁ ଅପହରଣ ସନ୍ଦେହ”

ଜାତୀୟସ୍ତରରେ ଚମକିଲା ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ : ରାଷ୍ଟ୍ରପତିଙ୍କଠୁ ସମ୍ମାନ ଗ୍ରହଣ କଲେ ଅନୁପମ ପଟ୍ଟନାୟକ

କନକ ବ୍ୟୁରୋ : ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଲା ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ । ଆଉ ଏହି ସମ୍ମାନ ହାତେଇବା ପରେ ପୁରା ପ୍ରତୀକ୍ଷା ଟିମ୍ ଭିତରେ ଦେଖିବାକୁ ମିଳିଛି ଖୁସିର ଝଲକ । ୨୦୨୨, ଡିସେମ୍ବର ମାସରେ ସିନେମାଟି ପରଦାକୁ ଆସିଥିଲା । ଓଡିଆContinue reading “ଜାତୀୟସ୍ତରରେ ଚମକିଲା ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ : ରାଷ୍ଟ୍ରପତିଙ୍କଠୁ ସମ୍ମାନ ଗ୍ରହଣ କଲେ ଅନୁପମ ପଟ୍ଟନାୟକ”

ଗରମ ଓ ଗୁଳୁଗୁଳିରେ ମିଳିବ ମୁକ୍ତି : ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ସମ୍ଭାବନା

କନକ ବ୍ୟୁରୋ : ବଦଳିବ ପାଗ । ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଅକ୍ଟୋବରରେ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ତାହା ଏବେ କ୍ରମଶଃ ୨୦ ତାରିଖରୁ କମି ବୋଲି ଜଣାପଡିଛି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ୨୦ରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିବା ଆରମ୍ଭ କରିବ । ଏଥିସହିତ ରାତିରେ ହାଲ୍କା ଶୀତ ପଡ଼ିବା ଆରମ୍ଭ ହୋଇଯିବ । ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନContinue reading “ଗରମ ଓ ଗୁଳୁଗୁଳିରେ ମିଳିବ ମୁକ୍ତି : ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ସମ୍ଭାବନା”

ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା : ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନା; ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା

କନକ ବ୍ୟୁରୋ : ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନ।। ଏଥିପାଇଁ ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା । ବିସ୍ତୁତ ଅଞ୍ଚଳ ହୋଇଥିବାରୁ ୩ଟି ପର୍ଯ୍ୟାୟରେ ଟ୍ରାପ କରାଯିବ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡାContinue reading “ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା : ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନା; ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା”

କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ ଘୋଷଣା କଲେ କେନ୍ଦ୍ର ସରକାର : ଉପକୃତ ହେବେ ଗ୍ରୁପ ବି ଏବଂ ଗ୍ରୁପ ସି ବର୍ଗର କର୍ମଚାରୀ

କନକ ବ୍ୟୁରୋ : ଦିପାବଳୀ ନଭେମ୍ବର ୧୨ । ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି । ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ । v ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣାContinue reading “କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ ଘୋଷଣା କଲେ କେନ୍ଦ୍ର ସରକାର : ଉପକୃତ ହେବେ ଗ୍ରୁପ ବି ଏବଂ ଗ୍ରୁପ ସି ବର୍ଗର କର୍ମଚାରୀ”

ରାତିରେ ରକ୍ତରଞ୍ଜିତ ହେଲା ରାଜଧାନୀ : ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ

କନକ ବ୍ୟୁରୋ : ରାତିରେ ରକ୍ତରଞ୍ଜିତ ହେଲା ରାଜଧାନୀ । ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଭାବେ ଆହତ ଗୌରାଙ୍ଗ ଦାସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି । ତିନି ଜଣ ଦୁର୍ବୁତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କ ଉପରେ ନିର୍ମମContinue reading “ରାତିରେ ରକ୍ତରଞ୍ଜିତ ହେଲା ରାଜଧାନୀ : ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ”

ଯୁଦ୍ଧଭୂମିର ଗର୍ଭବତୀ ମହିଳା : ଗର୍ଭଯନ୍ତ୍ରଣାରେ ଛଟପଟ ପ୍ରସୂତି ମହିଳା, ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ : ଗୋଟିଏ ପଟେ ଯୁଦ୍ଧର ଯନ୍ତ୍ରଣା, ଆଉ ଗୋଟିଏ ପଟେ ପ୍ରସବ ବେଦନା । ଗର୍ଭ ଯନ୍ତ୍ରଣାରେ ଛଟପଛ ହେଉଛନ୍ତି ପ୍ରସୂତି ମହିଳା । ହେଲେ ଚିକିତ୍ସା ହୋଇପାରୁନି । କାରଣ, ବନ୍ଦ ରହିଛି ପ୍ରାୟ ସବୁ ହସ୍ପିଟାଲ୍ । ଯେଉଁ ଗୋଟିଏ ଦୁଇଟି ହସ୍ପିଟାଲରେ ଚାଲିଛି, ତାହା କେତେବେଳେ ବନ୍ଦ ହୋଇଯିବ ତାର ଠିକ୍ ଠିକଣା ନାହିଁ । ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ପରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟିContinue reading “ଯୁଦ୍ଧଭୂମିର ଗର୍ଭବତୀ ମହିଳା : ଗର୍ଭଯନ୍ତ୍ରଣାରେ ଛଟପଟ ପ୍ରସୂତି ମହିଳା, ହୋଇପାରୁନି ଚିକିତ୍ସା”

Design a site like this with WordPress.com
Get started