କନକ ବ୍ୟୁରୋ : ବିଶ୍ୱକପରେ ଆଜି ଏକ ଅବିଶ୍ୱସନୀୟ ମ୍ୟାଚ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ୩୮ ରନରେ ପରାଜିତ କରିଛି । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଏଥିରେ ନେଦରଲ୍ୟାଣ୍ଡ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ କରିବାରେ ସକ୍ଷମ ହୋଇଥିଲା । ୨୪୬ ରନର ପିଛା କରି ଦକ୍ଷିଣ ଆଫ୍ରିକା ତାର ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନContinue reading “ବିଶ୍ୱକପରେ ଅବିଶ୍ୱସନୀୟ ଖେଳ ଖେଳିଲା ନେଦରଲ୍ୟାଣ୍ଡ । ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ”
Tag Archives: News
ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ
କନକ ବ୍ୟୁରୋ : ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କରିଛନ୍ତି ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । କଟକ ସବରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ସୋମାଲିକା । ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ବିଜୟଶଙ୍କର କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଆଉ ଏହା ବିରୋଧରେ ହାଇକୋର୍ଟ ଯାଇଛନ୍ତି ସୋମାଲିକା । ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସContinue reading “ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ”
ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସୃଷ୍ଟିି ହେବ ନୂଆ ଇତିହାସ । ପ୍ରଥମଥର ବିଶ୍ୱମଂଚରେ ଭାଗ ନେବେ ୨ଜଣ କିନ୍ନର
କନକ ବ୍ୟୁରୋ : ନଭେମ୍ବର ୧୮ରେ । ଆମେରିକା ସାନ ସାଲଭାଦରରେ ଆୟୋଜିତ ହେବ ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ପ୍ରତିଥର ପରି ଏଥରକ ମଂଚରେ କିିଛି ନୂଆ ହେବାକୁ ଯାଉଛି । ଯାହା ଇତିହାସ ରଚିବ । କାରଣ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଦୁଇଜଣ କିନ୍ନର ପ୍ରତିଯୋଗୀ । ୨୮ବର୍ଷୀୟା ଏୟାର ହୋଷ୍ଟେଜ ମାରିନା ମଚେଟ୍ ମିସ୍ ପର୍ତ୍ତୃଗାଲ ମୁକୁଟ ପିନ୍ଧିବା ପରେ ଏଭଳି ଖବର ସାମ୍ନାକୁ ଆସିଛି ।Continue reading “ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସୃଷ୍ଟିି ହେବ ନୂଆ ଇତିହାସ । ପ୍ରଥମଥର ବିଶ୍ୱମଂଚରେ ଭାଗ ନେବେ ୨ଜଣ କିନ୍ନର”
୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ । ରକେଟ୍ରି ପାଇଲା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର,ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ସର୍ବଶ୍ରେଷ୍ଠ ଅଭିନେତା
କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ବିଜ୍ଞାନଭବନରେ ଆୟୋଜିତ ହୋଇଛି ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର କାର୍ଯ୍ୟକ୍ରମ । ସର୍ବଶ୍ରେଷ୍ଠ ଫିଚର ଚଳଚିତ୍ର ପାଇଁ ରକେଟ୍ରିକୁ ସମ୍ମାନିତ କରାଯାଇଛି । ସେହିପରି ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ପୁରସ୍କାର ହାତେଇଛି ସର୍ଦ୍ଦାର ଉଧମ ସିଂ । ଆରଆରଆରକୁ ମିଳିଛି ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚିତ୍ର ସମ୍ମାନ । ଫିଲ୍ମ ଗୋଦାବରୀ ପାଇଁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ନିଖିଲ ମହାଜନଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଫିଲ୍ମ ପୁଷ୍ପାରେ ଦମଦାର ଅଭିନୟ ପାଇଁContinue reading “୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ । ରକେଟ୍ରି ପାଇଲା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର,ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ସର୍ବଶ୍ରେଷ୍ଠ ଅଭିନେତା”
ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶକୁ କଂଗ୍ରେସର ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ସମସ୍ତଙ୍କୁ ମିଳିବ ୨୫ଲକ୍ଷ ଟଙ୍କାର ବୀମା ….
କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ନିର୍ବାଚନ ଇସ୍ତାହାର । ରାଜ୍ୟବାସୀଙ୍କ ପାଇଁ ରହିଛି ଭଳିକି-ଭଳି ପ୍ରତିଶ୍ରୁତି । ଦଳ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶରୁ ଆଇପିଏଲ ଟିମ୍ ଗଠନ ସହ ରାଜ୍ୟରେ କରାଯିବ ଜାତିଭିତିକ ଜନଗଣନା । ସେପଟେ କଂଗ୍ରେସର ଏହି ନିର୍ବାଚନୀ ଇସ୍ତାହାର ପତ୍ରକୁ ମହାମିଛ ପତ୍ର କହି ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଶିବରାଜ କହିଛନ୍ତି କଂଗ୍ରେସ କେବଳ ପ୍ରତିଶ୍ରୁତି ଦେବାContinue reading “ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶକୁ କଂଗ୍ରେସର ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ସମସ୍ତଙ୍କୁ ମିଳିବ ୨୫ଲକ୍ଷ ଟଙ୍କାର ବୀମା ….”
ମିଶନ ଗଗନଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବୈଜ୍ଞାନିକଙ୍କ ସହ ବିସ୍ତୁତ ଆଲୋଚନା କଲେ ମୋଦୀ
କନକ ବ୍ୟୁରୋ : ମିଶନ ଗଗନଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ବସିିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯିବା ସହ ନିଷ୍ପତି ନିଆଯାଇଛି ।୨୦୩୫ ସୁଦ୍ଧା ମହାକାଶରେ ଭାରତ ଖୋଲିବ ସ୍ପେଶ ଷ୍ଟେସନ ଓ ୨୦୪୦ ସୁଦ୍ଧା ମହାକାଶକୁ ଯିବେ ମହାକାଶଚାରୀ । ଏନେଇ ଲକ୍ଷ୍ୟ ରଖାଯାଇଥିବା ସମୀକ୍ଷା ବୈ÷ଠକରେ କୁହାଯାଇଛି । ଗଗନଯାନ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି ମୋଦୀ । ମହାକାଶContinue reading “ମିଶନ ଗଗନଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବୈଜ୍ଞାନିକଙ୍କ ସହ ବିସ୍ତୁତ ଆଲୋଚନା କଲେ ମୋଦୀ”
ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନଗସ୍ତ । କାରଣ ଉପରେ ରହିଛି ସାରା ବିଶ୍ୱର ନଜର
କନକ ବ୍ୟୁରୋ : ଚୀନ ଗସ୍ତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଆରଆଇ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଚୀନ ସହ ସର୍ମ୍ପକ ମଜବୁତ ସହ ପାଶ୍ଚାତ୍ୟ ଦେଶ ବିରୋଧରେ ଶକ୍ତିଶାଳି ମେଂଟ ପାଇଁ ଜିନ ପିଙ୍ଗଙ୍କ ସହ ପୁଟିନ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ୟୁକ୍ରେନContinue reading “ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନଗସ୍ତ । କାରଣ ଉପରେ ରହିଛି ସାରା ବିଶ୍ୱର ନଜର”
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ମିଳିଲାନି ବିବାହକୁ ସୀକୃତି । ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ
କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଆଇନ ଗଢିବା କ୍ଷମତା କୋର୍ଟଙ୍କ ନିକଟରେ ନାହିଁ । ହେଲେ ସେମାନଙ୍କୁ ବିବାହ ପାଇଁ ଅନୁମତି ମିଳିବା ଉଚିତ । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣିବେଳେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସମର୍ଥନ କରୁContinue reading “ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ମିଳିଲାନି ବିବାହକୁ ସୀକୃତି । ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ”
୧୧ଦିନରେ ପହଁଚିଲା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଲଢେଇ ଭିତରେ ଲେବାନନ୍ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ
କନକ ବ୍ୟୁରୋ : ୧୧ ଦିନରେ ପହଁଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଏହାରି ଭିତରେ ଗାଜା ସହରରେ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧର ୧୧ ଦିନରେ ସମୁଦ୍ର ପଟୁ ବି ଗାଜା ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି ଇସ୍ରାଏଲ ସେନା । ମିଳିଥିବା ସୂଚନା ଅନୁସାରେ ହମାସର ଅସ୍ତ୍ର ନିରୋଧୀ ସିଷ୍ଟମ୍ ଉପରେ ଆକ୍ରମଣ କରିଛି ଆଇଡିଏଫ୍ । ଏହାସହ ଦକ୍ଷିଣ ଗାଜା ଉପରେ ବିContinue reading “୧୧ଦିନରେ ପହଁଚିଲା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଲଢେଇ ଭିତରେ ଲେବାନନ୍ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ”
ବର୍ଷାରେ ଭିଜିବ ଦଶହରା । ବଙ୍ଗୋପସାଗରରେ ସକ୍ରିୟ ରହିଛି ପୂର୍ଣ୍ଣିବଳୟ । ୩ଦିନ ଯାଏଁ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ଼ ସହ ସାମନ୍ୟରୁContinue reading “ବର୍ଷାରେ ଭିଜିବ ଦଶହରା । ବଙ୍ଗୋପସାଗରରେ ସକ୍ରିୟ ରହିଛି ପୂର୍ଣ୍ଣିବଳୟ । ୩ଦିନ ଯାଏଁ ବର୍ଷା ସମ୍ଭାବନା”