ସରକାରୀ ବାବୁଙ୍କୁ ମହଙ୍ଗା ପଡିଲା ସର୍କିଟ ହାଉସ ପ୍ରିତୀ । କ୍ୱାର୍ଟର୍ସ ମିଳିବା ପରେ ବି ସର୍କିଟ ହାଉସରେ ଥିଲେ ୪୦୭ ଦିନ

କନକ ବ୍ୟୁରୋ : ସରକାରୀ ବାବୁଙ୍କୁ ମହଙ୍ଗା ପଡିଲା ସର୍କିଟ ହାଉସ ପ୍ରିତୀ । କ୍ୱାର୍ଟର୍ସ ମିଳିବା ପରେ ବି ସର୍କିଟ ହାଉସରେ ଥିଲେ ୪୦୭ ଦିନ । ଆରଟିଆଇ ତଥ୍ୟ ମିଳିବା ପରେ ଭଡା ବାବଦରେ ୧ ଲକ୍ଷ ୨୨ ହଜାର ଟଙ୍କା ପୈଠ ପାଇଁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ନୋଟିସ୍ କରାଯାଇଛି । ରାୟଗଡାର ତତକାଳୀନ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ବଦଳି ପୂର୍ବରୁ ସରକାରଙ୍କContinue reading “ସରକାରୀ ବାବୁଙ୍କୁ ମହଙ୍ଗା ପଡିଲା ସର୍କିଟ ହାଉସ ପ୍ରିତୀ । କ୍ୱାର୍ଟର୍ସ ମିଳିବା ପରେ ବି ସର୍କିଟ ହାଉସରେ ଥିଲେ ୪୦୭ ଦିନ”

ଅସୁରକ୍ଷିତ ବିଦ୍ୟାଳୟ ଶ୍ରେଣୀ ଗୃହ । ଜିଲ୍ଲାପାଳଙ୍କ ଯୁଗ୍ନ ଅଭିଯୋଗ ଶିବିରରେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଗ୍ରାମାଂଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ୧୯୮୪ ରେ ଶୁଳିଆ କଲୋନୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯାଇଛି । ଦେବଗଡ ରିଆମାଳ ବ୍ଲକ ପୁଡାଡିହି ଠାରେ ଥିବା ବିଦ୍ୟାଳୟଟି ଦିନକୁ ଦିନ ଦୁର୍ବଳ ହୋଇପଡୁଛି । ପାଠ ପଢିବା ପାଇଁ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ପଢୁଛନ୍ତି । ବିଦ୍ୟାଳୟରେ ୩ଟି ଶ୍ରେଣୀ ଗୃହ ଥିବା ବେଳେ ୨ଟି ଘରର ଛାତରୁ ପାଣି ଗଳିବା ସହ ସିମେଂଟ ପ୍ଲାଷ୍ଟରContinue reading “ଅସୁରକ୍ଷିତ ବିଦ୍ୟାଳୟ ଶ୍ରେଣୀ ଗୃହ । ଜିଲ୍ଲାପାଳଙ୍କ ଯୁଗ୍ନ ଅଭିଯୋଗ ଶିବିରରେ ଛାତ୍ରଛାତ୍ରୀ”

ରାଜନଗର ବିଜେଡି ଦୁଇଫାଳ: ଉଗ୍ର ହେଲାଣି ଗୋଷ୍ଠୀକନ୍ଦଳ ! ଅଶୋକ ମାରିଲେ ବାଣ । କହିଲେ, ଧ୍ରୁବ ସାହୁ କିଏ ଜାଣିନି?

କନକ ବ୍ୟୁରୋ : ଦିନେ ଥିଲେ ଏକାନ୍ତ ଅନୁଗତ, ଏବେ କିନ୍ତୁ ପରସ୍ପରର ଛାଇ ଦେଖିଲେ ନାହି ଡେଉଁଛି । ପରସ୍ପରକୁ ହଟାଇବାକୁ ଚାଲିଛି ଯୋଜନାବଦ୍ଧ ଷଡଯନ୍ତ୍ର । ୨୦୨୪ ନିର୍ବାଚନ ପୂର୍ବରୁ ରାଜନଗର ବିଜେଡି ରାଜନୀତିରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଲାଣି । ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁ ଏବଂ ଅନ୍ୟପଟେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀଙ୍କ ମଧ୍ୟରେ ଲାଗିଥିବା ଶୀତଳଯୁଦ୍ଧ ଏବେ ଉଗ୍ର ରୂପ ନେବା ଆରମ୍ଭ କରିଛି । ସୋସିଆଲContinue reading “ରାଜନଗର ବିଜେଡି ଦୁଇଫାଳ: ଉଗ୍ର ହେଲାଣି ଗୋଷ୍ଠୀକନ୍ଦଳ ! ଅଶୋକ ମାରିଲେ ବାଣ । କହିଲେ, ଧ୍ରୁବ ସାହୁ କିଏ ଜାଣିନି?”

ଚିଲିକାରେ ଘେରି ଉଚ୍ଛେଦକୁ ବିରୋଧ । ପ୍ରଶାସନର ଜେସିବି ଆଗରେ ବସିଲେ ମହିଳା

କନକ ବ୍ୟୁରୋ : ଘେରି ଉଚ୍ଛେଦକୁ ବିରୋଧ । ଜେସିବି ଆଗରେ ବସିଲେ, ତହସିଲଦାରଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ । ଚିଲିକାରେ ଘେରୀବନ୍ଧ ଉଚ୍ଛେଧକୁ ଜୋରଦାର ବିରୋଧ କରାଯାଇଛି । ମାଟିଆ ଫାର୍ମର ବନ୍ଧ ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ଯାଇଥିବା ଜେସିବି ଆଗରେ ବସି ରହିଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଉଠାଣିକୁଦା ଗାଁର ଶତାଧିକ ପୁରୁଷ ଓ ମହିଳା । ଏବଂ ଅଭିଯୋଗ କରିଛନ୍ତି, ଚିଲିକା ହେଉଛି ମୁଖ୍ୟ ରୋଜଗାର ପନ୍ଥା    । ଚିଲିକା ବିନାContinue reading “ଚିଲିକାରେ ଘେରି ଉଚ୍ଛେଦକୁ ବିରୋଧ । ପ୍ରଶାସନର ଜେସିବି ଆଗରେ ବସିଲେ ମହିଳା”

ଉତ୍ତର ଘୁମୁସ ବନଖଣ୍ଡ ଜଙ୍ଗଲରେ ଅଛନ୍ତି କେତେ ବାଘ? ପାଦ ଚିହ୍ନ ଠାବ ପାଇଁ ପ୍ରସ୍ତୁତ ରହିଛି ପିଆଇପି କିଟପେଡ଼୍

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଘୁମୁସର ବନଖଣ୍ଡରେ ବାଘ ଗଣନା ଚାଲିଛି । ୫ଟି ରେଂଜର ୭୫ଟି ବିଟରେ ଆସନ୍ତା ୩୧ ତାରିଖ ଯାଏଁ ଗଣତି ଜାରି ରହିବ । ତାଲିମ ପ୍ରାପ୍ତ ବନକର୍ମଚାରୀ ବିଭି୍ନ୍ନ୍ ଉପକରଣ ଧରି ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବନାଂଚଳର ବିଭିନ୍ନ ଦିଗରେ ବୁଲୁଛନ୍ତି । ଜଙ୍ଗଲରେ ବାଘର ପାଦ ଚିହ୍ନ ସହ ମଳ, ନିଶ ଓ ରାମ୍ପୁଡ଼ା ଚିହ୍ନ ଚିହ୍ନଟ କରି ବାଘ ଗଣନା କରିବା କାମରେContinue reading “ଉତ୍ତର ଘୁମୁସ ବନଖଣ୍ଡ ଜଙ୍ଗଲରେ ଅଛନ୍ତି କେତେ ବାଘ? ପାଦ ଚିହ୍ନ ଠାବ ପାଇଁ ପ୍ରସ୍ତୁତ ରହିଛି ପିଆଇପି କିଟପେଡ଼୍”

ଜାତୀୟ ସ୍ତରରେ ଚମକିଲା ଓଡିଆ ଫିଲ୍ମ ପ୍ରତୀକ୍ଷା: ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ହାତେଇଲା ଜାତୀୟ ଚଳଚ୍ଚିତ୍ର ସମ୍ମାନ-୨୦୨୩

କନକ ବ୍ୟୁରୋ: ଜାତୀୟ ଚଳଚ୍ଚିତ୍ର ସମ୍ମାନ ହାତେଇଛି ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ । ଆଉ ଏହି ସମ୍ମାନ ହାତେଇବା ପରେ ପୁରା ପ୍ରତୀକ୍ଷା ଟିମ୍ ଭିତରେ ଦେଖିବାକୁ ମିଳିଛି ଖୁସିର ଝଲକ । ୨୦୨୨, ଡିସେମ୍ବର ମାସରେ ସିନେମାଟି ପରଦାକୁ ଆସିଥିଲା । ଓଡିଆ ଦର୍ଶକଙ୍କୁContinue reading “ଜାତୀୟ ସ୍ତରରେ ଚମକିଲା ଓଡିଆ ଫିଲ୍ମ ପ୍ରତୀକ୍ଷା: ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ହାତେଇଲା ଜାତୀୟ ଚଳଚ୍ଚିତ୍ର ସମ୍ମାନ-୨୦୨୩”

ଦିଲ୍ଲୀରେ ଆୟୋଜିତ ହେଲା ନ୍ୟାସନାଲ ପିଲ୍ମ ପୁରସ୍କାର ଉତ୍ସବ । ଆଲିଆ ଭଟ୍ଟ ଓ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ ଓ ଅଭିନେତା ପୁରସ୍କାର, ‘ରକେଟ୍ରି’ କୁ ମିଳିଲା ଶ୍ରେଷ୍ଠ ଚଳଚିତ୍ର ସମ୍ମାନ

କନକ ବ୍ୟୁରୋ : ମଙ୍ଗଳବାର ଦିନ ଦିଲ୍ଲୀରେ ୬୯ ତମ ନ୍ୟାସନାଲ ସନେମା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ସିନେମା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ରକେଟ୍ରି ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଗଙ୍ଗୁବାଇ କାଠିଆୱାଡୀ ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ଚଳଚିତ୍ର ପାଇଁ କୃତି ସେନନଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି    । ନୂଆContinue reading “ଦିଲ୍ଲୀରେ ଆୟୋଜିତ ହେଲା ନ୍ୟାସନାଲ ପିଲ୍ମ ପୁରସ୍କାର ଉତ୍ସବ । ଆଲିଆ ଭଟ୍ଟ ଓ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ ଓ ଅଭିନେତା ପୁରସ୍କାର, ‘ରକେଟ୍ରି’ କୁ ମିଳିଲା ଶ୍ରେଷ୍ଠ ଚଳଚିତ୍ର ସମ୍ମାନ”

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରିକଲା ଘୋଷଣା ପତ୍ର । ଓବିସି ବର୍ଗକୁ ୨୭ ପ୍ରତିଶିତ ସଂରକ୍ଷଣ ସହ ଗଠନ ହେବ ଆଇପିଏଲ ଟିମ୍

କନକ ବ୍ୟୁରୋ : ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ମଙ୍ଗଳବାର ଦିନ ଘୋଷଣାପତ୍ର ଜାରି କରିଛନ୍ତି । ଏଥିରେ ରାଜ୍ୟର ପ୍ରତ୍ୟକ ନାଗରିକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଓ ରାଜ୍ୟରେ ଏକ ଆଇପିଏଲ ଟିମ୍ ଗଠନ କରିବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟର ଓବିସି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣାପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି । ମଧ୍ୟପ୍ରଦେଶର ମୁଖ୍ୟ ବିରୋଧୀ ଦଳContinue reading “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରିକଲା ଘୋଷଣା ପତ୍ର । ଓବିସି ବର୍ଗକୁ ୨୭ ପ୍ରତିଶିତ ସଂରକ୍ଷଣ ସହ ଗଠନ ହେବ ଆଇପିଏଲ ଟିମ୍”

ପୂଜା ପାଇଁ ବନ୍ଧା ପଡ଼ିଥିବା ମା’ଙ୍କ ଗହଣାକୁ ମୁକୁଳାଇରେ ମୁସଲମାନ ଯୁବକ: କଟକ ସୂତାହାଟ ମଣ୍ଡପରୁ ଆସିଲା ନିଆରା ଭାଇଚାରର ନିଦର୍ଶନ

କନକ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଆଡ଼େ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହାରି ଭିତରେ ଜଣେ ମୁସଲିମ୍ ଯୁବକ ୪୮ ହଜାର ଟଙ୍କା ଦେଇ ମା’ଙ୍କ ଗହଣା ମୁକୁଳାଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଜଣେ କଟକ ସୁତାହାଟ ପୂଜା ମଣ୍ଡପର ପୂର୍ବତନ କର୍ମକର୍ତା ପୂର୍ବବର୍ଷ ନିଜ ପକେଟରୁ ଖର୍ଚ୍ଚ କରିଥିବା ଟଙ୍କା ବଦଳରେ ମା’ଙ୍କ ଗହଣା ଅଟକାଇ ରଖିଥିଲେ ।Continue reading “ପୂଜା ପାଇଁ ବନ୍ଧା ପଡ଼ିଥିବା ମା’ଙ୍କ ଗହଣାକୁ ମୁକୁଳାଇରେ ମୁସଲମାନ ଯୁବକ: କଟକ ସୂତାହାଟ ମଣ୍ଡପରୁ ଆସିଲା ନିଆରା ଭାଇଚାରର ନିଦର୍ଶନ”

ପାର୍ବଣ ଋତୁରେ ବଢ଼ୁଛି ସୁନା ଦର: ୫୯ ହଜାର ଟଙ୍କାରେ ପହଞ୍ଚିଲାଣି ୧୦ ଗ୍ରାମ ବିଶିଷ୍ଟ ୨୪ କ୍ୟାରେଟ୍ ସୁନା ଦର

କନକ ବ୍ୟୁରୋ: ପାର୍ବଣ ଋତୁରେ ମହଙ୍ଗା ସୁନା ଦର । ଆଗକୁ ଧନତେରସ ଆସୁଥିବାରୁ ସେତେବେଳକୁ ସୁନା ଦର ଆହୁରି ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । ବର୍ତମାନ ୧୦ ଗ୍ରାମ ବିଶିଷ୍ଟ ୨୪ କ୍ୟାରେଟ୍ ସୁନା ଦର ୫୯ଜହାର ଅତିକ୍ରମ କରିଛି । ତେବେ ଦିପାବଳୀ ବେଳକୁ ସୁନା ଦର ୬୦ହଜାର ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ମହଙ୍ଗା ହୋଇଛି ।Continue reading “ପାର୍ବଣ ଋତୁରେ ବଢ଼ୁଛି ସୁନା ଦର: ୫୯ ହଜାର ଟଙ୍କାରେ ପହଞ୍ଚିଲାଣି ୧୦ ଗ୍ରାମ ବିଶିଷ୍ଟ ୨୪ କ୍ୟାରେଟ୍ ସୁନା ଦର”

Design a site like this with WordPress.com
Get started