କନକ ବ୍ୟୁରୋ: ମହଙ୍ଗା ପଡିପାରେ ଖେଳ ମଝିରେ ନମାଜ ପଢିବା । ଏବେ ଅଡୁଆରେ ଛନ୍ଦି ହୋଇପାରନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ । କାରଣ ଏନେଇ ଅଭିଯୋଗ ଏବେ ଆଇସିସି ପାଖରେ ପହଞ୍ଚିଛି । ଆଇସିସିରେ ରିଜୱାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ଜଣେ ଓକିଲ ବିନିତ ଜିନ୍ଦଲ । ସେ ଆଇସିସିକୁ ଏକ ଚିଠି ଲେଖି କହିଛନ୍ତି, ମହମ୍ମଦ ରିଜୱାନ ନେଦଲାଣ୍ଡ ବିରୋଧରେ ଫିଲ୍ଡ ମଝିରେ ନମାଜ ପଢିଥିଲେ, ଯାହା ମ୍ୟାଚର ଭାବନା ଉପରେContinue reading “ଭାରତରେ ବଢିଲା ପାକିସ୍ତାନ ବ୍ୟାଟରଙ୍କ ଅଡୁଆ: ଆଇସିସିରେ ଅଭିଯୋଗ କଲେ ଭାରତୀୟ ଓକିଲ”
Tag Archives: News
ପ୍ରାଥମିକ ଶିକ୍ଷକତା ପାଇଁ ମାନ୍ୟ ନୁହେଁ ବିଇଡି କୋର୍ସ, ଏବେ ଶିକ୍ଷକ ହେବାକୁ ହେଲେ କରିବାକୁ ପଡିବ ଆଇଟିଇପି କୋର୍ସ
କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ସରକାରୀ ସ୍କୁଲରେ ଶିକ୍ଷକତା କରିବାକୁ ହେଲେ ବିଇଡି କୋର୍ସ ମାନ୍ୟ ହେବନାର୍ହି । ଏବେ ବିଇଡି କୋର୍ସ ସ୍ଥାନରେ ପ୍ରସ୍ତୁତ ହୋଇସାରିଛି ଆଇଟିଇପି ପୋଗ୍ରାମ । ଏହି ପ୍ରୋଗ୍ରାମକୁ ଏନସିଇଟି ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟିଚର ଏଜୁକେଶନ । ଆଇଟିଇପି ବା ଟିଚର୍ସ ବା ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେଶନ ପ୍ରୋଗ୍ରାମ ନାମରେ ନାମିତ କରାଯାଇଛି । ୪ବର୍ଷିୟା ଗ୍ରାଜୁଏସନ କୋର୍ସ ପରେ ୨୦୩୦ ଠାରୁ ଏହିContinue reading “ପ୍ରାଥମିକ ଶିକ୍ଷକତା ପାଇଁ ମାନ୍ୟ ନୁହେଁ ବିଇଡି କୋର୍ସ, ଏବେ ଶିକ୍ଷକ ହେବାକୁ ହେଲେ କରିବାକୁ ପଡିବ ଆଇଟିଇପି କୋର୍ସ”
ବୁର୍ଲାରେ ଦୋକାନ ଓ ଘର ଭଙ୍ଗାକୁ ନେଇ ତେଜୁଛି ରାଜନୀତି: ଜୟନାରାୟଣ ମିଶ୍ର କହିଲେ, ଥଇଥାନ ବନ୍ଦୋବସ୍ତ ନକରି କରାଯାଉଛି ଉଚ୍ଛେଦ
କନକ ବ୍ୟୁରୋ: ବୁର୍ଲାରେ ଆକ୍ରୋଶମୂଳକ ଭାବେ ଭଙ୍ଗାଯାଉଛି ଦୋକାନ । ପାର୍ବଣ ସମୟରେ ଘର ଗୁଡ଼ିକ ବି ଭଙ୍ଗାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ବାସହୀନଙ୍କୁ ଘର ଦେଉଥିବା ବେଳେ କିପରି ଘର ଭଙ୍ଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଥଇଥାନ ବନ୍ଦୋବସ୍ତ କରାନଯାଇ ଦୋକାନ ଘର ସବୁ ଭଙ୍ଗାଯାଉଛି । ସରକାର ଭଙ୍ଗାରୁଜା ତୁରନ୍ତ ବନ୍ଦ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଏହାContinue reading “ବୁର୍ଲାରେ ଦୋକାନ ଓ ଘର ଭଙ୍ଗାକୁ ନେଇ ତେଜୁଛି ରାଜନୀତି: ଜୟନାରାୟଣ ମିଶ୍ର କହିଲେ, ଥଇଥାନ ବନ୍ଦୋବସ୍ତ ନକରି କରାଯାଉଛି ଉଚ୍ଛେଦ”
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଉତ୍କଟ ହେଉଛି ଗାଜାର ସ୍ଥିତି: ସମୁଦ୍ରପଟୁ ବି ଆକ୍ରମଣ କରିବା ଆରମ୍ଭ କରିଦେଇଛି ଇସ୍ରାଏଲ ସେନା
କନକ ବ୍ୟୁରୋ: ୧୧ ଦିନରେ ପହଁଚିଲାଣି ଇସ୍ରାଏଲ- ହମାସ ଯୁଦ୍ଧ । ଏହାରି ଭିତରେ ଗାଜା ସହରରେ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧର ୧୧ ଦିନରେ ସମୁଦ୍ର ପଟୁ ବି ଗାଜା ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି ଇସ୍ରାଏଲ ସେନା । ମିଳିଥିବା ସୂଚନା ଅନୁସାରେ ହମାସର ଅସ୍ତ୍ର ନିରୋଧୀ ସିଷ୍ଟମ୍ ଉପରେ ଆକ୍ରମଣ କରିଛି ଆଇଡିଏଫ୍ । ଏହାସହ ଦକ୍ଷିଣ ଗାଜା ଉପରେ ବିContinue reading “ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଉତ୍କଟ ହେଉଛି ଗାଜାର ସ୍ଥିତି: ସମୁଦ୍ରପଟୁ ବି ଆକ୍ରମଣ କରିବା ଆରମ୍ଭ କରିଦେଇଛି ଇସ୍ରାଏଲ ସେନା”
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ
କନକ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମି ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ଼ ସହ ସାମନ୍ୟରୁ ମଧ୍ୟମContinue reading “ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ”
୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ , ୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବ ମଣିଷ: ଇସ୍ରୋ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦୀ
କନକ ବ୍ୟୁରୋ: ଚନ୍ଦ୍ର ଅଭିଯାନର ସଫଳତା ପରେ ଏବେ ଗଗନାୟନ ମିଶନରେ ଜୁଟିଯାଇଛନ୍ତି ଇସ୍ରୋ ବୈଜ୍ଞାନିକ । ଏହି ପ୍ରସ୍ତୁତିର ସମୀକ୍ଷା କରିବାକୁ ଯାଇଥିବାବେଳେ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏବଂ ଇସ୍ରୋ ପାଇଁ ଧାର୍ଯ୍ୟ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ । ବୈଠକରେ ଇସ୍ରୋ ବୈଜ୍ଞାନିକ ତଥା ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା କ୍ରମରେ କହିଛନ୍ତି ଯେ, ‘ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମାନବContinue reading “୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ , ୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବ ମଣିଷ: ଇସ୍ରୋ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦୀ”
ଦେବଗଡ, ମୟୂରଭଞ୍ଜ ଓ ବରଗଡରେ ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା । ୩ ଜିଲ୍ଲା ପାଇଁ ୨୬୩ କୋଟି ୧୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ଦେବଗଡ, ବରଗଡ ଓ ମୟୂରଭଞ୍ଜରେ ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁର ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ଜରିଆରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା । ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମContinue reading “ଦେବଗଡ, ମୟୂରଭଞ୍ଜ ଓ ବରଗଡରେ ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା । ୩ ଜିଲ୍ଲା ପାଇଁ ୨୬୩ କୋଟି ୧୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । “
କୌଣସି ବଡ କଲେଜରୁ ପଢିନାହାଁନ୍ତି, କିନ୍ତୁ ଗୁଗୁଲରେ ପାଇଲେ ୫୨ ଲକ୍ଷ ପ୍ୟାକେଜର ଚାକିରୀ
କନକ ବ୍ୟୁରୋ: ଉତ୍ତରପ୍ରଦେଶ ଝିଅ ଆରାଧ୍ୟା ତ୍ରିପାଠୀଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ଆଇଆଇଟି ବା ଆଇଆଇଏମରେ ନପଢ଼ି ବି ଗୁଗଲରେ ମିଳିଲା ୫୨ଲକ୍ଷ ପ୍ୟାକେଜର ଚାକିରି। ସାଧାରଣତଃ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ଗୁଗଲ-ମେଟା ଭଳି କମ୍ପାନିରେ ଅଧିକ ବେତନ ଥିବା ଚାକିରି ମିଳେ। ହେଲେ ଆରାଧ୍ୟା କୌଣସି ବଡ଼ କଲେଜରେ ପାଠ ନପଢ଼ି ବି ଗୁଗଲ ଭଳି କମ୍ପାନିରେContinue reading “କୌଣସି ବଡ କଲେଜରୁ ପଢିନାହାଁନ୍ତି, କିନ୍ତୁ ଗୁଗୁଲରେ ପାଇଲେ ୫୨ ଲକ୍ଷ ପ୍ୟାକେଜର ଚାକିରୀ”
ରାଜଧାନୀରେ ମୋ ଦଳର ଜୋରଦାର ବିକ୍ଷୋଭ : ବେଦାନ୍ତ ବେଆଇନ୍ ଜମି ଅଧିଗ୍ରହଣ ମାମଲାରେ ପ୍ରତିବାଦ ଶୋଭାଯାତ୍ରା
କନକ ବ୍ୟୁରୋ : ଭୁବନେଶ୍ୱର ମୋ ଦଳ ପକ୍ଷରୁ ବିକ୍ଷୋଭ । ମାଷ୍ଟର କ୍ୟାଣ୍ଟିନରୁ କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ରାଲିରେ ଯିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବେଆଇନ ଜମି ଅଧିଗ୍ରହଣ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । The post ରାଜଧାନୀରେ ମୋ ଦଳର ଜୋରଦାର ବିକ୍ଷୋଭ : ବେଦାନ୍ତ ବେଆଇନ୍ ଜମି ଅଧିଗ୍ରହଣ ମାମଲାରେ ପ୍ରତିବାଦ ଶୋଭାଯାତ୍ରା first appeared on Kanak News. fromContinue reading “ରାଜଧାନୀରେ ମୋ ଦଳର ଜୋରଦାର ବିକ୍ଷୋଭ : ବେଦାନ୍ତ ବେଆଇନ୍ ଜମି ଅଧିଗ୍ରହଣ ମାମଲାରେ ପ୍ରତିବାଦ ଶୋଭାଯାତ୍ରା”
ହମାସର ଲିଡର ମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ଇସ୍ରାଏଲ
ଅକ୍ଟୋବର ୭ ରେ ହମାସ ଆକ୍ରମଣରେ ଇସ୍ରାଏଲର ୧୪୦୦ ରୁ ଉର୍ଦ୍ଧ ଲୋକଙ୍କର ମୃତ୍ଯୁ ଘଟିଛି । ହମାସ ଅତ୍ୟନ୍ତ ବର୍ବରତାର ସହ ଇସ୍ରାଏଲି ନାଗରିକ ମାନଙ୍କୁ ହତ୍ୟା କରିଥିଲା । ଏହାର ପ୍ରତିଶୋଧ ନେବାପାଇଁ ଇସ୍ରାଏଲ ହମାସ ଶାସିତ ଗାଜା ସହରରେ ଥିବା ହମାସର ଆଡ୍ଡା ଉପରେ ଲଗାତର ବୋମାବର୍ଷଣ କରିଚାଲିଛି ଏବଂ ହମାସର ନେତାମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି । କେଉଁ କେଉଁ ହମାସ୍ ଆତଙ୍କବାଦୀ ନିହତ ହୋଇଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ୍Continue reading “ହମାସର ଲିଡର ମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ଇସ୍ରାଏଲ”