କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ । ତଳ କୋର୍ଟର ରେକର୍ଡ ଦାଖଲ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ମାମଲା ଖାରଜ କରିବା ପରେ ହାଇକୋର୍ଟ ଯାଇଥିଲେ ଅନୁଭବ । ଫ୍ୟାମିଲ କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ ମିଡିଆରେ ପୁଣି ଭିଡିଓ ଛାଡି ଛାଡପତ୍ର ସ୍ୱୀକାର କରିବାକୁContinue reading “ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ : ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ”
Tag Archives: News
ବେଆଇନ୍ ମଦ ଭାଟିରେ ୧୦୦ ଜଣିଆ ଟିମର ଚଢ଼ାଉ : ବିପୁଳ ମାତ୍ରାରେ ପୋଚ, ରନ୍ଧାମଦ ଜବତ
କନକ ବ୍ୟୁରୋ : ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ । ପୁରୁଣା ବାଲେଶ୍ୱରରେ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ଜବତ କରିଛି ଏହି ଟିମ୍ । ପାଖାପାଖି ୫ ଶହ ଲିଟର ରନ୍ଧା ମଦ ଓ ୪୧ ହଜାର ଲିଟର ପୋଚ ଅବକାରୀ ବିଭାର ଟିମ୍ ଜବତ କରିଛି । ଏହା ସହ ମଦ ରନ୍ଧାଯାଉଥିବାContinue reading “ବେଆଇନ୍ ମଦ ଭାଟିରେ ୧୦୦ ଜଣିଆ ଟିମର ଚଢ଼ାଉ : ବିପୁଳ ମାତ୍ରାରେ ପୋଚ, ରନ୍ଧାମଦ ଜବତ”
ଅସ୍ତ୍ର ଯୁଦ୍ଧ ପରେ ଏବେ ବ୍ଲାକମେଲ୍ ଆରମ୍ଭ କରିଛି ହମାସ୍ । ବୋମା ମାଡ ରୋକିବାକୁ ଜାରି କରିଛି ଇସ୍ରାଏଲି ଯୁବତୀଙ୍କ ଭିଡିଓ
କନକ ବ୍ୟୁରୋ: ଶସ୍ତ୍ର ଯୁଦ୍ଧ ପରେ ଏବେ ମନସ୍ତତ୍ତ୍ୱ ଯୁଦ୍ଧ । କାରଣ ଲଗାତାର ପ୍ରଚଣ୍ଡ ବୋମାମାଡକୁ ରୋକିବାକୁ ଇସ୍ରାଏଲି ଯୁବତୀଙ୍କୁ ଢାଲ କରିଛି ହମାସ୍ ସଙ୍ଗଠନ । ବନ୍ଧକ ରଖିଥିବା ଆହତ ଇସ୍ରାଏଲି ହଷ୍ଟେସଙ୍କର ଚିକିତ୍ସା କରାଯାଉଥିବାର ଏକ ଭିଡିଓ ଜାରି କରି ବ୍ଲାକମେଲ କରୁଛି ହମାସ୍ । ସପ୍ତାହରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାରି ଭିତରେ ହମାସ ଆତଙ୍କବାଦୀ ଗାଜାରେ କରିଥିବା ପଣବନ୍ଦୀମାନଙ୍କର ପ୍ରଥମ ଭିଡିଓContinue reading “ଅସ୍ତ୍ର ଯୁଦ୍ଧ ପରେ ଏବେ ବ୍ଲାକମେଲ୍ ଆରମ୍ଭ କରିଛି ହମାସ୍ । ବୋମା ମାଡ ରୋକିବାକୁ ଜାରି କରିଛି ଇସ୍ରାଏଲି ଯୁବତୀଙ୍କ ଭିଡିଓ”
ମୋବାଇଲ ଟଙ୍କା ପାଇଁ ବନ୍ଧୁ ହତ୍ୟା : ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଲା ସତ
କନକ ବ୍ୟୁରୋ : ମୋବାଇଲ ଟଙ୍କାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଣଖା ସାହି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ଟଙ୍କାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କରି ପରେ ପୋଖରିରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ମାଧପୁର ପଞ୍ଚାୟତ ଅଣଖା ସାହି ଗାଁର ସୁକାନ୍ତ ଦାସ । ସେହି ଗାଁର ତାଙ୍କ ବନ୍ଧୁ ଜୟ ଦେବାଶିଷ ତାଙ୍କୁ ହତ୍ୟା କରିବାContinue reading “ମୋବାଇଲ ଟଙ୍କା ପାଇଁ ବନ୍ଧୁ ହତ୍ୟା : ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଲା ସତ”
‘ସମଲିଙ୍ଗୀ ବିବାହ ମାନସିକ ବ୍ୟାଧି ନୁହେଁ… ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ଅଛି’: ସମଲିିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ
କନକ ବ୍ୟୁରୋ : ‘ସମଲିଙ୍ଗୀ ବିବାହ ଅନୈତିକ ନୁହେଁ । ପରିବାରରେ ରହିବାକୁ ହେଲେ ମଣିଷକୁ ସର୍ତ୍ତହୀନ ସ୍ନେହ ଶ୍ରଦ୍ଧା ଦରକାର । ଏ ଭଲପାଇବା କାହାଠାରୁ ବି ମିଳିପାରେ । ନିଜ ଜୀବନସାଥୀଠାରୁ ବି । ସେ ଜୀବନସାଥୀ ଜଣକ ସମଲିଙ୍ଗୀ ବି ହୋଇପାରେ । କାରଣ ନିଜର ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛ’ି । ସମଲିଙ୍ଗୀ ବିବାହକୁ ନେଇ ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମଲିଙ୍ଗୀ ବିବାହକୁ ନେଇ ୧୮Continue reading “‘ସମଲିଙ୍ଗୀ ବିବାହ ମାନସିକ ବ୍ୟାଧି ନୁହେଁ… ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ଅଛି’: ସମଲିିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ”
ସାମ୍ନାକୁ ଆସିଲା ଲେଡି ଡନ୍ ମୁସ୍କାନର ଡ୍ୟାନ୍ସ ଭିଡିଓ, ଲୋକେ କରୁଛନ୍ତି ଟଙ୍କା ବର୍ଷା
କନକ ବ୍ୟୁରୋ : ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ । ପୁରୁଣା ବାଲେଶ୍ୱରରେ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ଜବତ କରିଛି ଏହି ଟିମ୍ । ପାଖାପାଖି ୫ ଶହ ଲିଟର ରନ୍ଧା ମଦ ଓ ୪୧ ହଜାର ଲିଟର ପୋଚ ଜବତ କରିଛି ଅବକାରୀ ବିଭାର ଟିମ୍ । ଏହା ସହ ମଦ ରନ୍ଧାଯାଉଥିବାContinue reading “ସାମ୍ନାକୁ ଆସିଲା ଲେଡି ଡନ୍ ମୁସ୍କାନର ଡ୍ୟାନ୍ସ ଭିଡିଓ, ଲୋକେ କରୁଛନ୍ତି ଟଙ୍କା ବର୍ଷା”
ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ
କନକ ବ୍ୟୁରୋ : ହମାସ ଉପରେ ଆକ୍ରମଣ ଭିତରେ ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହର ବିଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ ବର୍ଷା କରିଛି ଇସ୍ରାଏଲ । ହିଜବୁଲ୍ଲାହ, ହମାସ ସମର୍ଥନରେ ଇସ୍ରାଏଲର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଥମେ ଆକ୍ରମଣ କରିବାରୁ ଏହାର ଜୋରଦାର ଜବାବ ଦେଇଛି ଇସ୍ରାଏଲ ସେନା । କେବଳ ସେତିକି ନୁହେଁ ଏଭଳି ଭୂଲ ନକରିବାକୁ ହିଜବୁଲ୍ଲାହଙ୍କୁContinue reading “ଅଶାନ୍ତ ମଧ୍ୟପ୍ରାଚ୍ୟ, ଉଗ୍ର ହେଉଛି ଯୁଦ୍ଧ : ହମାସ ସହ ଲଢେଇ ଭିତରେ ପଡୋଶୀ ଲେବାନନ୍ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ”
ଭିକାରିମୁକ୍ତ ହେବ ରାଜଧାନୀ : ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ମାଗିବେନି ଭିକ; ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ
କନକ ବ୍ୟୁରୋ : ଆଉ ରାସ୍ତା କଡ଼ରେ ବୁଲିବେନି ଭିକାରି । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । କମିଶନରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଭିକାରିମୁକ୍ତ ହେବା ପାଇଁ ସ୍ୱତନ୍ତ୍ର ବୈଠକ ବସିଛି । ସରକାରଙ୍କ ସହାୟତାରେ ଭୁବନେଶ୍ୱରରେ ୫୦୦ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନରContinue reading “ଭିକାରିମୁକ୍ତ ହେବ ରାଜଧାନୀ : ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ମାଗିବେନି ଭିକ; ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ”
ବନ୍ଦ ଡାକରା ଦେଲା ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ : ୧୧ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ସଂଘ
କନକ ବ୍ୟୁରୋ : ବନ୍ଦ ଡାକରା ଦେଇଛି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ । ଆସନ୍ତା ଶୁକ୍ରବାରଠାରୁ ରାଜଧାନୀର ୧ ନମ୍ବର ହାଟରେ ପରିବା ବିକ୍ରି ବନ୍ଦ ରହିବ । ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି । ପାର୍ବଣ ବେଳେ ଏହି ବନ୍ଦ ଡାକରା ଲୋକଙ୍କୁ ଚିନ୍ତାରେ ପକାଇଛି । ସଂଘ ଅଭିଯୋଗ କରିଛି, ପରିବା ଆସିବା ପାଇଁ ୨ଟିContinue reading “ବନ୍ଦ ଡାକରା ଦେଲା ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ : ୧୧ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ସଂଘ”
ବହୁ ଚର୍ଚ୍ଚିତ ନିଠାରୀ ହତ୍ୟା ମାମଲା : ସିବିଆଇକୁ ଭର୍ତ୍ସନା କଲେ ଆହ୍ଲାବାଦ ହାଇକୋର୍ଟ; ମାମଲାର ତଦନ୍ତ ସଠିତ୍ ଭାବେ କରାଯାଇନଥିବା କହି କଲେ ନିନ୍ଦା
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ସଠିକ୍ ଭାବେ କରିନଥିବାରୁ ସିବିଆଇ ଉପରେ ବର୍ଷିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଭଳି ବର୍ବର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ସଠିକ୍ ଭାବେ ନକରିବା ଅର୍ଥ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ସହ ସମାନ । ଦିଲ୍ଲୀକୁ ଲାଗି ରହିଥିବା ନଏଡାରେ ଛୋଟ ପିଲାଙ୍କ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ପ୍ରମାଣ ଅଭାବରୁ ଦୁଇContinue reading “ବହୁ ଚର୍ଚ୍ଚିତ ନିଠାରୀ ହତ୍ୟା ମାମଲା : ସିବିଆଇକୁ ଭର୍ତ୍ସନା କଲେ ଆହ୍ଲାବାଦ ହାଇକୋର୍ଟ; ମାମଲାର ତଦନ୍ତ ସଠିତ୍ ଭାବେ କରାଯାଇନଥିବା କହି କଲେ ନିନ୍ଦା”