କନକ ବ୍ୟୁରୋ : ପୁଲିସ ଏଡ଼୍ ପୋଷ୍ଟ ପାଲଟିଛି କପଡ଼ା ଦୋକାନ । ଟ୍ରାଫିକ ଡ୍ୟୁଟିରେ ରହୁ ନାହାନ୍ତି କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ରାଇଘର ବଜାରରେ ଥିବା ପୋଲିସ ଏଡ ପୋଷ୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଡ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ରହୁ ନଥିବାରୁ ଏବେ ଏହା ଉଠା କପଡ଼ା ଦୋକାନରେ ପରିଣତ ହୋଇଯାଇଛି । ୧୦ ବର୍ଷ ପୂର୍ବେ ଥାନାକୁ ଛୋଟ ଛୋଟ ଅଭିଯୋଗ ନେଇ ଆସି ପାରୁନଥିବା ଲୋକଙ୍କContinue reading “ପୁଲିସ ଏଡ଼୍ ପୋଷ୍ଟ ପାଲଟିଛି କପଡ଼ା ଦୋକାନ : ଟ୍ରାଫିକ ଡ୍ୟୁଟିରେ ରହୁ ନାହାନ୍ତି କର୍ମଚାରୀ”
Tag Archives: News
ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡାନ୍ତ : ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା
କନକ ବ୍ୟୁରୋ : ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡାନ୍ତ ହୋଇଛି । ସେହିପରି ଶାଳିନତା ପୋଷାକ ପରିଧାନ ଉପରେ ସବୁ ପ୍ରକାର ସହଯୋଗ ନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଛତିଶାନିଯୋଗ ବୈଠକରେ ସବୁ ନିଯୋଗ ସାମିଲ ହୋଇଥିଲେ । ଏଥିରେ ଶୃଙ୍ଖଳିତ ଦର୍ଶନ, ବାଳଭୋଗ ଓ କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ, କାର୍ତ୍ତିକ ମାସର ଶେଷ ୫ ଦିନରେ ମହାପ୍ରଭୁଙ୍କ ୫ଟିContinue reading “ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡାନ୍ତ : ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା”
ବୋହିଗଲା ମଦର ଝରଣା : ଓଡିଶା ଝାଡଖଣ୍ଡ ସୀମାନ୍ତ ଜରେଇକେଲାରେ ଦେଖିବାକୁ ମିଳିଲା ଏହି ଦୃଶ୍ୟ
କନକ ବ୍ୟୁରୋ : ବୋହିଗଲା ମଦର ଝରଣା । ଓଡିଶା ଝାଡଖଣ୍ଡ ସୀମାନ୍ତ ଜରେଇକେଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦେଶୀ ମଦ କାରଖାନାରେ ଚଢାଉ କରି ୪୬ ଡ୍ରମ ମଦକୁ ଢାଳି ଅବକାରୀ ଅଧିକାରୀ ନଷ୍ଟ କରିଥିଲେ । ବିପୁଳ ପରିମାଣର ମଦ ଢାଳିଦେବା ପରେ ଝରଣା ସୁଅ ଭଳି ମଦ ବୋହି ଯାଇଥିଲା । ଓଡିଶା ସୀମାନ୍ତରେ ବେଆଇନ ଭାବେ ଦେଶୀ ମଦ ରାନ୍ଧି ଚୋରା ଚାଲାଣ ହେଉଥିବାContinue reading “ବୋହିଗଲା ମଦର ଝରଣା : ଓଡିଶା ଝାଡଖଣ୍ଡ ସୀମାନ୍ତ ଜରେଇକେଲାରେ ଦେଖିବାକୁ ମିଳିଲା ଏହି ଦୃଶ୍ୟ”
ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିକୁ ନେଇ ଉତ୍ତେଜନା : ପ୍ରଶାସନ ଓ ସାଧାରଣ ଲୋକେ ମୁହାଁମୁହିଁ
କନକ ବ୍ୟୁରୋ : ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିକୁ ନେଇ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ପଞ୍ଚାୟତରେ ଉତ୍ତେଜନା । ପ୍ରଶାସନ ଓ ସାଧାରଣ ଲୋକେ ମୁହାଁମୁହିଁ । ଜବରଦଖଲ ଦାବିରେ ତମ୍ବୁମାରି ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠାଇବାକୁ ଆସିଥିଲେ ପ୍ରଶାସନିକ ଅଧିକାରୀ । ତହସିଲଦାରଙ୍କ ଉପସ୍ଥିତିରେ ବିଡିଓ ତମ୍ବୁ ଉପାଡିବାରୁ ଉତ୍ତେଜନା ଦେଖା ଦେଇଥିଲା । ଯାହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କଥାContinue reading “ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିକୁ ନେଇ ଉତ୍ତେଜନା : ପ୍ରଶାସନ ଓ ସାଧାରଣ ଲୋକେ ମୁହାଁମୁହିଁ”
ଘୁମୁସର ବନଖଣ୍ଡରେ ବାଘ ଗଣନା : ବାଘର ପାଦଚିହ୍ନ, ରାମ୍ପୁଡ଼ା ଦାଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡରେ ବାଘ ଗଣତି ଆରମ୍ଭ ହୋଇଛି । ଗଣତି ପାଇଁ ଫଗ୍ ଇମ୍ପ୍ରେସନ୍ ପେଡ଼୍ ପିଆଇପି ପ୍ରସ୍ତୁତ କରି ପାଦଚିହ୍ନ ସଂଗ୍ରହ ପାଇଁ ଯୋଜନା କରିିଛି ବନବିଭାଗ । ତାଲିମ ପ୍ରାପ୍ତ ବନକର୍ମଚାରୀମାନେ ବିଭି୍ନ୍ନ୍ ଉପକରଣ ଧରି ସକାଳ ୬ଟାରୁ ଜଙ୍ଗଲରେ ପଶିଛନ୍ତି । ଦିନ ୧୦ଟା ପର୍ଯ୍ୟନ୍ତ ଜଙ୍ଗଲରେ ବୁଲି ବାଘର ପାଦଚିହ୍ନ ସହ ମଳ, ନିଶ ଓ ରାମ୍ପୁଡ଼ା ଦାଗ ଚିହ୍ନଟ କରିବେ ।Continue reading “ଘୁମୁସର ବନଖଣ୍ଡରେ ବାଘ ଗଣନା : ବାଘର ପାଦଚିହ୍ନ, ରାମ୍ପୁଡ଼ା ଦାଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି”
ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା : ଛାଡପତ୍ର ପାଇଁ ହାଇକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି; ଫ୍ୟାମିଲିକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ
କନକ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଛି ସେଲିବ୍ରେଟି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯାହାକୁ ନେଇ ପୁଣି ଥରେ ହାଇକୋର୍ଟ ଯାଇଛନ୍ତି ଅନୁଭବ । ତେବେ କେନ୍ଦ୍ରାପଡା ସାଂସଦଙ୍କ ଆବେଦନର ବିଚାର ହାଇକୋର୍ଟ କରିବେ ନା ନାହିଁ ଆଜି ଜଣାପଡିବ ବୋଲି ସୂଚନା ମିଳିଛିContinue reading “ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା : ଛାଡପତ୍ର ପାଇଁ ହାଇକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି; ଫ୍ୟାମିଲିକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ “
ଚିନ୍ତା ବଢ଼ାଇଲା ଆମେରିକା ପାଣିପାଗ ଏଜେନ୍ସି: ୨୦୨୪ରେ ସାରା ବିଶ୍ୱ ଦେଖିପାରେ ସୁପର ଏଲ-ନିନୋ
କନକ ବ୍ୟୁରୋ: ବଢ଼ୁଛି ପ୍ରଶାନ୍ତ ମହାସାଗରର ତାପମାତ୍ରା । ମାଡି ଆସୁଛି ବିପଦ । ୨୦୨୪ରେ ସୁପର ଏଲ-ନିନୋ ଆସୁଛି । ଯାହା ପାଣିପାଗ ବିଗାଡିବ, ମରୁଡି ଆଣିବ ବୋଲି ଆକଳନ କରିଛି ଆମେରିକା ପାଣିପାଗ ଏଜେନ୍ସି ନ୍ୟାଶନାଲ ଓସନିକ ଆଣ୍ଡ ଆଟମୋସଫେରିକ ଆଡମିନଷ୍ଟ୍ରେସନ । ସୁପର ଏଲ-ନିନୋ ଯୋଗୁଁ ଭାରତର ପାଣିପାଗ ମଧ୍ୟ ବେଶ ପ୍ରଭାବିତ ହେବ । ଦେଶରେ ମରୁଡି ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ୨୦୨୪ରେ ମାର୍ଚ୍ଚରୁ ମେ ମାସ ଭିତରେContinue reading “ଚିନ୍ତା ବଢ଼ାଇଲା ଆମେରିକା ପାଣିପାଗ ଏଜେନ୍ସି: ୨୦୨୪ରେ ସାରା ବିଶ୍ୱ ଦେଖିପାରେ ସୁପର ଏଲ-ନିନୋ “
ବିଜେପି-ଟିଏମସି ମଧ୍ୟରେ ପ୍ରଶ୍ନ-ପଇସା ବିବାଦ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ
କନକ ବ୍ୟୁରୋ: ସାଂସଦ ମହୁଆ ମୋଇତ୍ରା । ଟିଏମସିର ଜଣେ ହେଭିୱେଟ ସାଂସଦ । ଯେତେବେଳେ ସଂସଦରେ ମୁହଁ ଖୋଲନ୍ତି ସେତେବେଳେ ଏଭଳି କିଛି ଥାଏ ତାଙ୍କ ଅନ୍ଦାଜ । ବିରୋଧୀଙ୍କୁ ଚୁପ କରିବା ପାଇଁ କେବେ ପ୍ରଶ୍ନବାଣ କରନ୍ତି କେବେ ବଡ ପାଟି କରି ନିଜ କଥା ରଖନ୍ତି । ମୋହୁଆଙ୍କ ଏହି ଆଚରଣ ଉପରେ ଏବେ ଲାଗିଛି ସଂଗୀନ ଅଭିଯୋଗର ଦାଗ । ମୋହୁଆ ଗୃହରେ ହୋହାଲ୍ଲା କରିବା ଓ ପ୍ରଶ୍ନ ପଚାରିବାକୁ କୁଆଡେContinue reading “ବିଜେପି-ଟିଏମସି ମଧ୍ୟରେ ପ୍ରଶ୍ନ-ପଇସା ବିବାଦ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ”
ଅର୍ଥନୀତି ବଜାରରେ ଯୁଦ୍ଧର ବଡ ପ୍ରଭାବ: ବଢ଼ୁଛି ସୁନା ଦର, ଅଶୋଧିତ ତୈଳ ଦର ବୃଦ୍ଧି ନେଇ ବଢିଲା ସମ୍ଭାବନା
କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସାରା ପୃଥିବୀକୁ ଅସ୍ଥିର କରିଛି । ଇସ୍ରାଏଲ ପାଲେଷ୍ଟାଇନ ଉପରେ ଘନ ଘନ ଆକ୍ରମଣ କରୁଛି । ଆଉ ଯୁଦ୍ଧ ତୀବ୍ରତର ହେଉଛି । ଆଉ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ଭାରତ ସମେତ ସାରା ପୃଥିବୀ ଉପରେ ପଡିବା ସମ୍ଭାବାନା ରହିଛି ? ବିଶେଷ କରି ଏବେ ସୁନା ଓ ତୈଳ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣିି । ଭାରତ ଉପରେ ପ୍ରଭାବ ପକାଉଛିContinue reading “ଅର୍ଥନୀତି ବଜାରରେ ଯୁଦ୍ଧର ବଡ ପ୍ରଭାବ: ବଢ଼ୁଛି ସୁନା ଦର, ଅଶୋଧିତ ତୈଳ ଦର ବୃଦ୍ଧି ନେଇ ବଢିଲା ସମ୍ଭାବନା”
ଭୟଙ୍କର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଗାଜାକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ
କନକ ବ୍ୟୁରୋ: ଗାଜା ସୀମାରେ ପ୍ରସ୍ତୁତ ହୋଇ ରହିଛନ୍ତି ୧ ଲକ୍ଷରୁ ଅଧିକ ଇସ୍ରାଏଲ ସେନା । ୨୨ ଶହ ଟ୍ୟାଙ୍କ ଜରିଆରେ ଗାଜାକୁ ତିନି ଆଡୁ ଘେରି ରହିଛନ୍ତି ଏମାନେ । ହମାସ ସହ ଶେଷ ଲଢେଇ ଲଢିବା ପାଇଁ ପ୍ରସ୍ତୁତ ଇସ୍ରାଏଲ । ଯୁଦ୍ଧର ୧୦ ଦିନରେ ଶେଷ ଲଢେଇ ପାଇଁ ରଣହୁଙ୍କାର ଦେଇଛି ଇସ୍ରାଏଲ ସେନା । ଅକ୍ଟୋବର -୭ ତାରିଖ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଥିବା ହମାସ ଆତଙ୍କୀ ଅନୁଷ୍ଠାନକୁContinue reading “ଭୟଙ୍କର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଗାଜାକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ”