କନକ ବ୍ୟୁରୋ : ୨୮ ଦିନ ପରେ ବି ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ହୋଟେଲ ଅନୁରାଗର ମ୍ୟାନେଜର ସହ ୧୪ଜଣଙ୍କୁ ଜେରା କରିସାରିଲେଣି ଏଚଆରପିସି ଡିଏସ୍ପି ବନିତା ମାଝି । ଅଭିଯୋଗ ଆଧାରରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ପ୍ରଶ୍ନରେ ଏସପି ମିତ୍ରଭାନୁ କହିଛନ୍ତି, ମାମଲାରେ ଯେଉଁମାନଙ୍କ ସଂପୃକ୍ତି ଆସିବ ସେମାନଙ୍କୁ ଆଇନ ଅନୁଯାୟୀ ଜେରା କରାଯିବ । ଅନୁରାଗ ହୋଟେଲର ସିସିଟିଭିContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା : ହୋଟେଲର ସିସିଟିଭି ଫୁଟେଜ ଡିଲିଟ ହୋଇଥିବା ସୂଚନା”
Tag Archives: News
ବର୍ଷକୁ ୨ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର, ଦୀପାବଳିଠାରୁ ହେବ ଶୁଭାରମ୍ଭ ।
କନକ ବ୍ୟୁରୋ: ଏଥର ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାର ଅର୍ଥ , ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷେ୍ନøରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି କରିଛି ବଡ ଘୋଷଣା । ବର୍ଷକୁ ଏଲପିଜି ଗ୍ରାହକଙ୍କୁContinue reading “ବର୍ଷକୁ ୨ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର, ଦୀପାବଳିଠାରୁ ହେବ ଶୁଭାରମ୍ଭ ।”
ଏସସିବିରେ ପୁଣି ଅବ୍ୟବସ୍ଥା ଅଭିଯୋଗ : ଅଲଟ୍ରାସାଉଣ୍ଡ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ୁଛି ଏକମାସ
କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ପୁଣି ଥରେ ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି । ଏସସିବିରେ ଅଲଟ୍ରାସାଉଣ୍ଡ କରିବାକୁ ହେଲେ ମାସେ ଅପେକ୍ଷା କରିବାକୁ ପଡ଼ିବ । ଯାଜପୁର ଅଞ୍ଚଳର ଜଣେ ରୋଗୀଙ୍କ କ୍ଷେତ୍ରରେ ଏପରି ଘଟିଛି । ଯାଜପୁରର ରେବତୀ ନାମକ ଜଣେ ମହିଳା ଅସୁସ୍ଥା ଅନୁଭବ କରି ଏସସିବି ଆସିଥିଲେ । ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ । ହେଲେ ଅଲଟ୍ରାସାଉଣ୍ଡ କରିବା ପାଇଁ ତାଙ୍କୁ ମାସେ ଅପେକ୍ଷା କରିବାକୁContinue reading “ଏସସିବିରେ ପୁଣି ଅବ୍ୟବସ୍ଥା ଅଭିଯୋଗ : ଅଲଟ୍ରାସାଉଣ୍ଡ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ୁଛି ଏକମାସ”
ଆମେରିକା ଉପରେ ଖପ୍ପା ସାଉଦୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍! ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଲେ ।
କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସାଉଦୀ ମୁଖ୍ୟଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଏପରି କିଛି ଘଟଣା ହେଲା ଯାହା ଏବେ ଚର୍ଚ୍ଚାର ବିଷୟ । ବୈଠକ ହେବା ପୂର୍ବରୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ)ଙ୍କ ସହ ସାକ୍ଷାତ ପାଇଁ ବ୍ଲିଙ୍କେନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ତେଣୁ ବୋଧହୁଏ ପ୍ରିନ୍ସ ଆମେରିକା ଉପରେContinue reading “ଆମେରିକା ଉପରେ ଖପ୍ପା ସାଉଦୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍! ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଲେ ।”
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ : ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପୂଜାମଣ୍ଡପ; କେଉଁଠି ହସ୍ତିନାପୁର ତ କେଉଁଠି ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଶୈଳୀରେ ପୂଜାମଣ୍ଡପ
କନକ ବ୍ୟୁରୋ : ମଣି ମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି ନୟାପଲ୍ଲୀ ପୂଜା ମଣ୍ଡପ । ୧୪ ଦେବଦେବୀ ପ୍ରତିମା ସହ ୨ ନର୍ତ୍ତକୀ ମୂର୍ତ୍ତି ତା ସହ ସୁନ୍ଦର ଆଖିଲାଖିଲା ପରି ସୂକ୍ଷ୍ମ କାରିଗରୀ । ମୋର୍ବିର ରାଜା ଭାଗଜି ଠାକୁରଙ୍କ ପ୍ରଥମ ପତ୍ନୀ ମିନବାଇ ପ୍ରତି ଭଲ ପାଇବାର ପ୍ରତୀକ ହେଉଛି ଏହି ମନ୍ଦିର । ନୟାପଲ୍ଲୀ ପୂଜା କମିଟି ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମହିଳାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ସୁନ୍ଦରContinue reading “ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ : ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପୂଜାମଣ୍ଡପ; କେଉଁଠି ହସ୍ତିନାପୁର ତ କେଉଁଠି ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଶୈଳୀରେ ପୂଜାମଣ୍ଡପ”
ହମାସକୁ ଛାଡି ଲେବାନନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ସାରା ରାତି ବୋମା ବର୍ଷା, କାରଣ କ’ଣ?
କନକ ବ୍ୟୁରୋ: ସୋମବାରଠାରୁ ଲେବାନନ୍ ଉପରେ ବୋମା ବର୍ଷଣ କରିଚାଲିଛି ଇସ୍ରାଏଲ । ଏଠାରେ ଥିବା ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା । ଆଇଡିଏଫ୍ ସୂଚନା ମୁତାବକ, ଅକ୍ଟୋବର ୭ ତାରିଖରେ ଯେତେବେଳେ ହମାସ୍ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା, ସେ ସମୟରେ ଏହି ଯୁଦ୍ଧାର ସୁଯୋଗ ନେଇଥିଲା ହିଜବୁଲ୍ଲାହ ଏବଂ ନିଜ ଆଡୁ ଇସ୍ରାଏଲ ଉପରେ ସୀମାରୁ ଆକ୍ରମଣ କରିଥିଲା, ଯେଉଁଥିରେ ୨ଜଣContinue reading “ହମାସକୁ ଛାଡି ଲେବାନନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ସାରା ରାତି ବୋମା ବର୍ଷା, କାରଣ କ’ଣ?”
୧୧ ଦିନରେ ଇସ୍ରାଏଲ-ହମାସ୍ ଯୁଦ୍ଧ : ଭୟଙ୍କର ଯୁଦ୍ଧରେ ଗଲାଣି ୪ହଜାରରୁ ଅଧିକ ଜୀବନ
କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ପାର କଲାଣି । ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଲାଣି । ଉତ୍ତର ଗାଜାରେ ବଡ଼ ଧରଣର ଆକ୍ରମଣ ପାଇଁ ଇସ୍ରାଏଲର ସ୍ଥଳସେନା ପ୍ରସ୍ତୁତ ହୋଇଛି । ଯୁଦ୍ଧ ବ୍ୟାପକ ହେଉଥିବା ବେଳେ ଗାଜାରେ ମାନବ ସଙ୍କଟ ବଢିବାରେ ଲାଗିଛି । ଇସ୍ରାଏଲର ତାଗିଦ୍ ପରେ ଉତ୍ତର ଗାଜାରୁ ୧୦ ଲକ୍ଷ ଲୋକ ଘର ଛାଡିଛନ୍ତି । ଏମାନେ ଦକ୍ଷିଣ ଗାଜାରେContinue reading “୧୧ ଦିନରେ ଇସ୍ରାଏଲ-ହମାସ୍ ଯୁଦ୍ଧ : ଭୟଙ୍କର ଯୁଦ୍ଧରେ ଗଲାଣି ୪ହଜାରରୁ ଅଧିକ ଜୀବନ”
ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି : ଗସ୍ତ ପୂର୍ବରୁ ବାଇଡେନଙ୍କ ଚେତାବନୀ; ଗାଜା କବଜା କରିବା ସବୁଠାରୁ ବଡ ଭୁଲ
କନକ ବ୍ୟୁରୋ : ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆସନ୍ତାକାଲି ଇସ୍ରାଏଲ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଫୋନେ ଯୋଗେ ବାଇଡେନଙ୍କ ସହ ଆଲୋଚନା ବେଳେ ତାଙ୍କୁ ଇସ୍ରାଏଲ ଆସିବାକୁ କହିଥିଲେ ନେତାନ୍ୟାହୁ । ଏହା ପରେ ଆସନ୍ତାକାଲି ବାଇଡେନ୍ ଇସ୍ରାଏଲ ଯିବେ ବୋଲି ଜଣାପଡ଼ିଛି । ଏହାରି ଭିତରେ ଇସ୍ରାଏଲ-Continue reading “ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି : ଗସ୍ତ ପୂର୍ବରୁ ବାଇଡେନଙ୍କ ଚେତାବନୀ; ଗାଜା କବଜା କରିବା ସବୁଠାରୁ ବଡ ଭୁଲ”
ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସୀକୃତି ? ଆଜି ସୁପ୍ରିକୋର୍ଟରେ ଶୁଣାଣି; ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ
କନକ ବ୍ୟୁରୋ : ଆଜି ଆସିବ ସମଲିଙ୍ଗୀ ବିବାହ ରାୟ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ରାୟ ଆଜି ଶୁଣାଇବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗତ ଏପ୍ରିଲ ୧୧ ତାରିଖରେ ଶୁଣାଣି ଆରମ୍ଭ କରିଥିଲେ । ଲଗାତାର ଭାବେ ୧୦ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ମେ’ ୧୧ ତାରିଖରେContinue reading “ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସୀକୃତି ? ଆଜି ସୁପ୍ରିକୋର୍ଟରେ ଶୁଣାଣି; ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ”
ପେଶାରେ ଡାକ୍ତର, ନିଶା ଗୀତ ଗାଇବା : ଇଣ୍ଡିଆନ୍ ଆଇଡଲରେ ଓଡିଆ ପୁଅ ରୋହନ ବିଶ୍ୱାଳ
କନକ ବ୍ୟୁରୋ : ରିଏଲିଟି ଟିଭି ସୋ ଇଣ୍ଡିଆନ ଆଇଡଲରେ ଓଡିଆ ପୁଅ । ପେଶା ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଆମେ ଡାକ୍ତର ରୋହନ ବିଶ୍ୱାଳଙ୍କ କଥା କହୁଛୁ । ଯିଏ ଇଣ୍ଡିଆନ ଆଇଡଲ ଭଳି ପ୍ଲାଟଫର୍ମରେ ନିଜର କଣ୍ଠର ଜାଦୁ ଦେଖାଇ ସିଲେକ୍ଟ ହୋଇଛନ୍ତି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଯୁବକ ରୋହନ ବିଶ୍ୱାଳ ଏବେ ସମ୍ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟରତ । ପିଲାଦିନରୁ ସେ ଗୀତ ଗାଇବାକୁ ଭଲContinue reading “ପେଶାରେ ଡାକ୍ତର, ନିଶା ଗୀତ ଗାଇବା : ଇଣ୍ଡିଆନ୍ ଆଇଡଲରେ ଓଡିଆ ପୁଅ ରୋହନ ବିଶ୍ୱାଳ”