ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ଜାତିସଂଘ କହିଛି- ତୁରନ୍ତ ଅସ୍ତ୍ରବିରତି ଆବଶ୍ୟକ, ଗାଜାରେ କୌଣସି ସହାୟତା ପହଞ୍ଚି ପାରୁନାହିଁ ।

ଗାଜା ଏବଂ ଇଜିପ୍ଟ ମଧ୍ୟରେ ଥିବା ରାଫା କ୍ରସିଂ ହେଉଛି ଯୋଗାଣ ପାଇଁ କେବଳ ଶେଷ ଆଉଟଲେଟ୍, କିନ୍ତୁ ଗତ ସପ୍ତାହରୁ ଏହା ବନ୍ଦ ହୋଇଯାଇଛି । ଯାହା ଦ୍ଵାରା ଗାଜାବାସୀ କିମ୍ବା କୌଣସି ବିଦେଶୀ ନାଗରିକ ପ୍ରବେଶ କରିପାରୁନାହାନ୍ତି । ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଅନୁଯାୟୀ ଗାଜାରେ ମାନବିକ ସହାୟତାକୁ ଅନୁମତି ଦେବା ପାଇଁ ଶତ୍ରୁତାକୁ ତତ୍କାଳ ବନ୍ଦ କରିବା ନିତ୍ୟାନ୍ତ ଜରୁରୀ । UNHRO ମୁଖପାତ୍ର ରେଭେନା ଶାମଦାସାନି ସୋମବାର CNN କୁContinue reading “ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ଜାତିସଂଘ କହିଛି- ତୁରନ୍ତ ଅସ୍ତ୍ରବିରତି ଆବଶ୍ୟକ, ଗାଜାରେ କୌଣସି ସହାୟତା ପହଞ୍ଚି ପାରୁନାହିଁ ।”

ଅଲିମ୍ପିକ୍ସରେ ମିଶିଲା କ୍ରିକେଟ୍: ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସରେ ଖେଳାଯିବ ଟି-୨୦ କ୍ରିକେଟ୍

କନକ ବ୍ୟୁରୋ: ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍ । ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ରିକେଟ୍ ବ୍ୟତୀତ ଆଉ ୪ଟି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରାଯାଇଛି । ବେସ୍ବଲ୍, ସଫ୍ଟବଲ୍, ଫ୍ଲାଗ୍ ଫୁଟ୍ବଲ ଓ ସ୍କ୍ୱାସକୁ ଅଲିମ୍ପିକ୍ସରେ ସାମିଲ କରାଯାଇଛି । ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ପଛରେ ବିରାଟ କୋହଲିଙ୍କର ବଡ଼Continue reading “ଅଲିମ୍ପିକ୍ସରେ ମିଶିଲା କ୍ରିକେଟ୍: ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସରେ ଖେଳାଯିବ ଟି-୨୦ କ୍ରିକେଟ୍”

୨୬ ସପ୍ତାହର ଗର୍ଭବତୀଙ୍କୁ ମିଳିଲାନି ଗର୍ଭପାତର ଅନୁମତି: ଉଚିତ ସମୟରେ ଏମ୍ସରେ ପ୍ରସବ ହେବ ବୋଲି କହିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ଜଣେ ବିବାହିତ ମହିଳାଙ୍କ ୨୬ ସପ୍ତାହର ଗର୍ଭଧାରଣ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଶିଶୁରେ କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଇବ। ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଏକ ଆବେଦନ କରିଥିଲେ ଓ ଦର୍ଶାଇଥିଲେ କି ଅବସାଦ , ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଗର୍ଭପାତ କରିବାକୁContinue reading “୨୬ ସପ୍ତାହର ଗର୍ଭବତୀଙ୍କୁ ମିଳିଲାନି ଗର୍ଭପାତର ଅନୁମତି: ଉଚିତ ସମୟରେ ଏମ୍ସରେ ପ୍ରସବ ହେବ ବୋଲି କହିଲେ ସୁପ୍ରିମକୋର୍ଟ”

ରାତି ଅଧରେ ପୁରୀରେ ଆତଙ୍କରାଜ: ସିିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଉତ୍ପାତର ଦୃଶ୍ୟ

କନକ ବ୍ୟୁରୋ: ରାତି ଅଧରେ ପୁରୀରେ ଆତଙ୍କରାଜ । ସିିସିଟିଭିରେ କଏଦ ହେଲା ଦୁର୍ବୃତଙ୍କ ଉତ୍ପାତର ଦୃଶ୍ୟ । ଦୁବୃର୍ତଙ୍କ ଆକ୍ରଣର ଶିକାର ହେଲେ ରାତିରେ ଔଷଧ ପାଇଁ ଯାଉଥିବା ବେଳେ ଦମ୍ପତି । ମନ୍ଦିରଠୁ ମାତ୍ର ୭ଶହ ମିଟର ଦୂରରେ ଘଟିଛି ଅଘଟଣ । ରାସ୍ତା ମଝିରେ ଗାଡ଼ି ରଖି ବସିଥିଲେ ୭ଜଣ ପିଲା । ହର୍ଣ୍ଣମାରିବା ସତ୍ୱେ ରାସ୍ତାରୁ ନହଟି ଓଲଟି ଦମ୍ପତିଙ୍କୁ ମାଡ଼ ମାରିଥିବା ହୋଇଛି ଅଭିଯୋଗ । The post ରାତିContinue reading “ରାତି ଅଧରେ ପୁରୀରେ ଆତଙ୍କରାଜ: ସିିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଉତ୍ପାତର ଦୃଶ୍ୟ”

ନିଠାରୀ ଗଣହତ୍ୟା ମାମଲା: ଏକାଧିକ ହତ୍ୟା ମାମଲା ଥାଇ ବି ଫାଶୀ ଦଣ୍ଡରୁ ମୁକ୍ତ କଲେ କୋର୍ଟ । ସିବିଆଇ କୋର୍ଟ ଦେଇଥିଲେ ଫାଶୀଦଣ୍ଡ

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟ ନିଠାରୀ ଗଣମାମଲାର ଅଭିଯୁକ୍ତ ମନିନ୍ଦର ସିଂହ ପାଣ୍ଡେର ଓ ସୁରେନ୍ଦ୍ର କୋଲିଙ୍କୁ ଦୋଷମୁକ୍ତ କରିଛନ୍ତି। ସିବିଆଇ ଅଦାଲତ ଉଭୟଙ୍କୁ ଦେଇଥିବା ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅକ୍ଟୋବର ୧୬ତାରିଖରେ ଆହ୍ଲାବାଦ ହାଇକୋର୍ଟ ନୋଏଡାର ନିଥାରୀ ମାମଲାରେ ଏକ ବଡ଼ ରାୟ ଦେଇଥିଲେ, ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଦୋଷୀ ମନିନ୍ଦର ସିଂ ପାନ୍ଧେର ଓ ସୁରେନ୍ଦ୍ର କୋଲିଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ସିବିଆଇ ଅଦାଲତ ଅଭିଯୁକ୍ତଙ୍କୁ ଦେଇଥିବାContinue reading “ନିଠାରୀ ଗଣହତ୍ୟା ମାମଲା: ଏକାଧିକ ହତ୍ୟା ମାମଲା ଥାଇ ବି ଫାଶୀ ଦଣ୍ଡରୁ ମୁକ୍ତ କଲେ କୋର୍ଟ । ସିବିଆଇ କୋର୍ଟ ଦେଇଥିଲେ ଫାଶୀଦଣ୍ଡ”

ସୋଏବଙ୍କୁ ମହଙ୍ଗା ପଡିଲା ଟ୍ରୋଲ । ମୁହଁତୋଡ ଜବାବ ଦେଲେ ସଚିନ ତେନ୍ଦୁଲକର ।

କନକ ବ୍ୟୁରୋ : ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ପାକିସ୍ତାନକୁ ୭ ୱିକେଟରେ ଟିମ୍ ଇଣ୍ଡିଆ ମାତ୍ ଦେଇଥିବା ବେଳେ ସୋସିଆଲ ମିଡ଼ିଆରେ କିନ୍ତୁ ଏବେ ବି ଯୁଦ୍ଧ ଜାରି ରହିଛି । ଭାରତର ଏହି ବିଜୟ ସେଲିବ୍ରେସନରେ କ୍ରିକେଟପ୍ରେମୀଙ୍କ ସମେତ ପୂର୍ବତନ କ୍ରିକେଟର ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ରହି ଟିମ୍ ଇଣ୍ଡିଆକୁ ଚିୟର କରିଥିବା ବେଳେ ଦଳରContinue reading “ସୋଏବଙ୍କୁ ମହଙ୍ଗା ପଡିଲା ଟ୍ରୋଲ । ମୁହଁତୋଡ ଜବାବ ଦେଲେ ସଚିନ ତେନ୍ଦୁଲକର ।”

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା । ଏଯାଏଁ ମିଳିନି କ୍ଷୟକ୍ଷତିର ସୂଚନା

କନକ ବ୍ୟୁରୋ: ଦିଲ୍ଲୀ ପରେ ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବା ଉତ୍ତରାଖଣ୍ଡରେ ଏଭଳି ଝଟକା ଲୋକଙ୍କୁ ଆହୁରି ଭୟଭୀତ କରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଏଥିରେ କୌଣସି ମୃତାହତର ଖବର ଏଯାଏଁ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୫ ତାରିଖରେ ଉତ୍ତରକାଶୀରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲାContinue reading “ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା । ଏଯାଏଁ ମିଳିନି କ୍ଷୟକ୍ଷତିର ସୂଚନା”

ବହୁ ଚର୍ଚ୍ଚିତ ନିଠାରୀକାଣ୍ଡ  ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ : ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ

୨୦୦୬ ମସିହାର ଲୋମଟାଙ୍କୁରା ବହୁ ଚର୍ଚ୍ଚିତ ନଏଡା ନିଠାରୀକାଣ୍ଡ  ମାମଲାରେ ଆସିଲା ଆଲ୍ହାବାଦ କୋର୍ଟଙ୍କ ବଡ଼ ରାୟ । ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ। କେବଳ ସେତିକି ନୁହେଁ ଏମାନେ ଦୋଷମୁକ୍ତ ମଧ୍ୟ ହୋଇଛନ୍ତି । ଆଜି ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ମନିନ୍ଦର ସିଂହ ପଣ୍ଡେର ଓ ସୁରେନ୍ଦ୍ର କୋଲିଙ୍କ ଫାଶୀ ରଦ୍ଦ କରିବା ସହ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ବହୁ ଚର୍ଚ୍ଚିତ ନିଠାରୀକାଣ୍ଡ  ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ : ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ”

ଦିନେ ଭାଇଠୁ ୫ହଜାର ଟଙ୍କା ଉଦ୍ଧାର ନେଇ ଆରମ୍ଭ କରିଥିଲେ ବିଜନେସ୍ । ଆଜି ୧୪ହଜାର କୋଟିର ମାଲିକ । କିଛି ନୂଆ କରି ଦେଖାଇବାର ପ୍ରେରଣା ଦେବ ଏହି ବିଜନେସ୍ ମ୍ୟାନଙ୍କ କାହାଣୀ…

କନକ ବ୍ୟୁରୋ : ବ୍ୟବସାୟ କରି ମଣିଷ ଗରିବରୁ ଧନୀ ଓ ଧନୀରୁ ଗରିବ ହେବା କାହାଣୀ ଆମେ ଶୁଣିଛେ ଏବଂ ଦେଖିଛେ ମଧ୍ୟ । କିଏ ନିଜ ବପାଙ୍କ ଛୋଟ ବ୍ୟବସାୟକୁ ବଢାଇ ନୂଆ ପରିଚୟ ସୃଷ୍ଟି କରିଛି ତ ଆଉ କିଏ ନିଜେ ଏକ ଛୋଟ ବ୍ୟବସାୟ କରି ପରିଶ୍ରମ ବଳରେ ବଡ ହୋଇଥିବା କାହାଣୀ ଶୁଣିଛେ । ଠିକ୍ ସେହିଭଳି ଜଣେ ବ୍ୟକ୍ତିଙ୍କ ସଫଳତାର କାହାଣୀ ଆଜି ସାମ୍ନାକୁ ଆସିଛି । ଦିନେContinue reading “ଦିନେ ଭାଇଠୁ ୫ହଜାର ଟଙ୍କା ଉଦ୍ଧାର ନେଇ ଆରମ୍ଭ କରିଥିଲେ ବିଜନେସ୍ । ଆଜି ୧୪ହଜାର କୋଟିର ମାଲିକ । କିଛି ନୂଆ କରି ଦେଖାଇବାର ପ୍ରେରଣା ଦେବ ଏହି ବିଜନେସ୍ ମ୍ୟାନଙ୍କ କାହାଣୀ…”

ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା; ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ

କନକ ବ୍ୟୁରୋ : ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା । ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ । ତୁରନ୍ତ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି ଗାଁ ସାଥୀ । ଲୋୟର ପିଏମଜିରେ ଧାରଣାକୁ ନେଇ ଆଲୋଚନା ହୋଇଥିଲା । ହେଲେ ଆଲୋଚନା ପରେ କୌଣସି ସୁଫଳ ମିଳିନଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିିଥିଲେ । ହେଲେ ଆଲୋଚନା ମୁତାବକ ସୁଫଳ ମିଳିଲାନିContinue reading “ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା; ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ”

Design a site like this with WordPress.com
Get started