‘ଗାଜା ଅଧିକାର କରିବାର ଭୁଲ କରନି’… ନେତାନ୍ୟାହୁଙ୍କୁ ବାଇଡେନଙ୍କ ଚେତାବନୀ

କନକ ବ୍ୟୁରୋ: ଇସ୍ରାଏଲ – ହମାସ୍ ଯୁଦ୍ଧକୁ ୧୦ ଦିନ ହେଲାଣି । ଦୁଇ ପକ୍ଷର ହଜାର ହଜାର ଲୋକେ ପ୍ରାଣ ହରାଇଥିବାବେଳେ, ଅନେକ ଗୁରୁତର ଆହତ ହୋଇଛନ୍ତି ପୁଣି ଅନେକ ଇସ୍ରାଏଲି ନାଗରିକ ହମାସର ଅକ୍ତିଆରରେ ଅଛନ୍ତି । ଅଚାନକ ଆକ୍ରମଣ କରିଥିବା ହମାସର ପେଣ୍ଠସ୍ଥଳୀ ଗାଜାକୁ ମାଟିରେ ମିଶାଇବାକୁ ପଣ କରିଥିବା ଇସ୍ରାଏଲ ପ୍ରତି ସ୍ୱର ବଦଳାଇଲେଣି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଯୁଦ୍ଧରେ ଇସ୍ରାଏଲକୁ ଯୁଦ୍ଧ ଜାହାଜ ଯୋଗାଇଥିବା ଆମେରିକା ରାଷ୍ଟ୍ରପତିContinue reading “‘ଗାଜା ଅଧିକାର କରିବାର ଭୁଲ କରନି’… ନେତାନ୍ୟାହୁଙ୍କୁ ବାଇଡେନଙ୍କ ଚେତାବନୀ”

ମୟୂରଭଞ୍ଜକୁ ଅବହେଳା ଅଭିଯୋଗ : ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

କନକ ବ୍ୟୁରୋ : ମୟୂରଭଞ୍ଜର ୩ଟି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି, ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ବାଧା ଦେଇଛନ୍ତି । ଏହି ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହୋଇଥିଲେ କେନ୍ଦୁଝର ସମେତ ଖଡ଼କପୁର ପର୍ଯ୍ୟନ୍ତ ଲୋକ ଉପକୃତ ହୋଇଥାନ୍ତେ । ମୟୂରଭଞ୍ଜ ଅଞ୍ଚଳର ବିକାଶ ହୋଇଥାନ୍ତ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଥାନ୍ତା ଯାହା ରାଜ୍ୟContinue reading “ମୟୂରଭଞ୍ଜକୁ ଅବହେଳା ଅଭିଯୋଗ : ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ”

ଖୋଲୁଛି ଲେଡି ଡନ ମୁସ୍କାନର ଗୁମର : ଡ୍ୟାନ୍ସ ବାରରେ ନାଚି କରୁଥିଲା ଟଙ୍କା ରୋଜଗାର; ନିଜ ମାୟା ଜାଲରେ ଅନେକ ବଡ ବଡିଆଙ୍କୁ ଫସାଇଥିବା ସୂଚନା

କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନରେ ମାତି ଥିବା ଡକାୟତି ଗ୍ୟାଙ୍ଗର ଲେଡି ଡନ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମୁସ୍କାନ ଓରଫ ସରିଫା ଖାତୁନର ବୟସ ୨୨ ବର୍ଷ । ରାଜଧାନୀର ଏକାଧିକ ଡାନ୍ସ ବାରରେ ନାଚୁଥିଲା ମୁସ୍କାନ । ଡାନ୍ସ ବାରକୁ ଯାଉଥିବା ବଡ଼ବଡ଼ିଆଙ୍କୁ ଟାର୍ଗେଟ କରୁଥିଲା ଏବଂ ନିଜ ରୂପରେ ଫସାଉଥିଲା । ଜାଲ ବିଛାଇ ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । ଭୁବନେଶ୍ୱର ଓ ଅନ୍ୟContinue reading “ଖୋଲୁଛି ଲେଡି ଡନ ମୁସ୍କାନର ଗୁମର : ଡ୍ୟାନ୍ସ ବାରରେ ନାଚି କରୁଥିଲା ଟଙ୍କା ରୋଜଗାର; ନିଜ ମାୟା ଜାଲରେ ଅନେକ ବଡ ବଡିଆଙ୍କୁ ଫସାଇଥିବା ସୂଚନା”

କୁନି ପୁଅ ଉପରେ ଗାଜା ଯୁଦ୍ଧର ରାଗ ସୁଝାଇଲେ ବୃଦ୍ଧ । ୬ ବର୍ଷର ପୁଅକୁ ଛୁରି ଭୁଷି ହତ୍ୟା କଲେ , ମା’ ମଧ୍ୟ ଗୁରୁତର ଆହତ

କନକ ବ୍ୟୁରୋ: ପାଲେଷ୍ଟାଇନ୍ ଓ ଇସ୍ରାଏଲର ଯୁଦ୍ଧର ପରିଣାମ ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି । ପର୍ବରୁ ଜଣେ ଇସ୍ରାଏଲୀ ଯୁବତୀଙ୍କ ବୟଫ୍ରେଣ୍ଡଙ୍କୁ ଘର ମାଲିକ ଘରୁ ତଡିଦେଇଥିବାବେଳେ ଏବେ ଏହି ଯୁଦ୍ଧର ପରିଣାମ ୬ ବର୍ଷର ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି । ଆମେରିକାର ଚିକାଗୋ ସହରରେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ୱେଷ ଅପରାଧରେContinue reading “କୁନି ପୁଅ ଉପରେ ଗାଜା ଯୁଦ୍ଧର ରାଗ ସୁଝାଇଲେ ବୃଦ୍ଧ । ୬ ବର୍ଷର ପୁଅକୁ ଛୁରି ଭୁଷି ହତ୍ୟା କଲେ , ମା’ ମଧ୍ୟ ଗୁରୁତର ଆହତ”

ଇସ୍ରାଏଲ-ହମାସ ଯୁଦ୍ଧ ବଢାଉଛି ସୁନା ଦର : ଗୋଟିଏ ସପ୍ତାହରେ ଦର ୧୮୫୭ ଟଙ୍କା ବୃଦ୍ଧି; ଅଶୋଧିତ ତେଲ ଦର ବି ଲଗାତର ଉପରମୁହାଁ

କନକ ବ୍ୟୁରୋ : ସୁନା ଦର ଉପରେ ପଡ଼ିଛି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧର ପ୍ରଭାବ । ଲଗାତର ବଢି ଚାଲିଛି ସୁନା ଦର । ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢିଛି । କେବଳ ସୁନା ନୁହେଁ ରୂପା ଦର ମଧ୍ୟ ୨୬୩୬ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି । ଗୋଟିଏ ସପ୍ତାହରେ ସୁନା ୩୫ ପ୍ରତିଶତContinue reading “ଇସ୍ରାଏଲ-ହମାସ ଯୁଦ୍ଧ ବଢାଉଛି ସୁନା ଦର : ଗୋଟିଏ ସପ୍ତାହରେ ଦର ୧୮୫୭ ଟଙ୍କା ବୃଦ୍ଧି; ଅଶୋଧିତ ତେଲ ଦର ବି ଲଗାତର ଉପରମୁହାଁ”

କାମ କରୁନି ଏସବିଆଇ ୟୁପିଆଇ ସେବା, ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ । ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଅପଗ୍ରେଡ ଚାଲିଛି, ଖୁବଶୀଘ୍ର ହେବ ସମାଧାନ ।

କନକ ବ୍ୟୁରୋ : କାମ କରୁନି ଏସବିଆଇ ୟୁପିଆଇ ସେବା । ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୟୁପିଆଇ ସେବା ପ୍ରଭାବିତ ହୋଇଛି । ୩ ଦିନ ହେଲା ଏସବିଆଇର ଅନଲାଇନ ନେଣଦେଣରେ ସମସ୍ୟା ଦେଖାଦେଇଛି । ଫଳରେ କୋଟି କୋଟି ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ । ଟଙ୍କା ନେଣଦେଣରେ ସମସ୍ୟା ଦେଖାଦେବା କାରଣରୁ ସୋସିଆଲ ମିଡିଆରେ ଚରମ ଅସନ୍ତୋଷ ଦେଖିବାକୁContinue reading “କାମ କରୁନି ଏସବିଆଇ ୟୁପିଆଇ ସେବା, ଟଙ୍କା ନେଣଦେଣ କରିପାରୁନାହାନ୍ତି ଗ୍ରାହକ । ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଅପଗ୍ରେଡ ଚାଲିଛି, ଖୁବଶୀଘ୍ର ହେବ ସମାଧାନ ।”

ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା : ଦୁଇ ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର; ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ବଲାଙ୍ଗୀର କଣ୍ଟାବାଞ୍ଜିରେ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର । ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଦୁଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ୨ ଗୁରୁତର ବଙ୍ଗୋମୁଣ୍ଡା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ମୃତକ ହେଲେ ବରଗଡ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡାContinue reading “ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା : ଦୁଇ ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର; ପୋଲିସର ତଦନ୍ତ ଜାରି”

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ, ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ତ୍ୟାଗ କଲେ ଶେଷ ନିଶ୍ୱାସ ।

କନକ ବ୍ୟୁରୋ : ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ । ଏନେଇ ସୂଚନା ଦେଇଛନ୍ତି ପୁଅ ପ୍ରିୟବ୍ରତ ସାମନ୍ତରାୟ । ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଯୁଧିଷ୍ଠିର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୁଧିଷ୍ଠିର । ଯୁଧିଷ୍ଠିର କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ । କିନ୍ତୁ ପିପିଲିContinue reading “ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ, ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ତ୍ୟାଗ କଲେ ଶେଷ ନିଶ୍ୱାସ ।”

ନେତାନ୍ୟାହୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଜନତା । ନେତାନ୍ୟାହୁଙ୍କ ଯଥାଶୀଘ୍ର ଇସ୍ତଫା ଦାବି କଲେ

କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପୁରା ଦୁନିଆକୁ ସ୍ତବ୍ଧ କରିଛି । ଏଥିରେ ୧୪୦୦ ରୁ ଅଧିକ ଇସ୍ରାଏଲି ପ୍ରାଣ ହରାଇଥିବାବେଳେ ଅନକ ଏବେ ହମାସ ଆତଙ୍କବାଦୀଙ୍କ କବଜାରେ ଅଛନ୍ତି । ହମାସ ଦ୍ୱାରା ଇସ୍ରାଏଲୀ ଶିଶୁ ଓ ମହିଳାଙ୍କୁ ବନ୍ଧକ ବନାଯିବା ଘଟଣାକୁ ନେଇ ପୀଡିତଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଏବେ ଉଗ୍ର ରୂୁପ ନେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନContinue reading “ନେତାନ୍ୟାହୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଜନତା । ନେତାନ୍ୟାହୁଙ୍କ ଯଥାଶୀଘ୍ର ଇସ୍ତଫା ଦାବି କଲେ”

ବିକଶିତ ଆମେରିକାକୁ ଜ୍ଞାନ ବାଣ୍ଟିଲା ବିକାଶଶୀଳ ଭାରତ : ଏସ୍. ସୋମନାଥଙ୍କ ବୟାନ, ଚନ୍ଦ୍ରଯାନ-୩ର ବୈଷୟିକ ଜ୍ଞାନ ଇସ୍ରୋକୁ ମାଗିଥିଲା ନାସା

କନକ ବ୍ୟୁରୋ : ନାସା ମାଗିଥିଲା ଚନ୍ଦ୍ରଯାନ-୩ର ଟେକ୍ନୋଲୋଜି । ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ ନାସାର ବୈଜ୍ଞାନିକମାନେ ଭାରତକୁ ଏହାର ଟେକ୍ନୋଲୋଜି ସେୟାର କରିବାକୁ କହିଥିଲେ । ଚନ୍ଦ୍ରଯାନ-୩ ମହାକାଶଯାନର ବିକାଶ କରାଯାଉଥିବା ସମୟରେ ବେଷୟିକ ତଥ୍ୟ ମାଗିଥିଲା ନାସା । ଏପରି ବୟାନ ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ତାମିଲନାଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ରୋ ମୁଖ୍ୟ ଏପରି ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୩ ବିକଶିତ ହେବା ସମୟରେ ନାସା-ଜେପିଏଲରContinue reading “ବିକଶିତ ଆମେରିକାକୁ ଜ୍ଞାନ ବାଣ୍ଟିଲା ବିକାଶଶୀଳ ଭାରତ : ଏସ୍. ସୋମନାଥଙ୍କ ବୟାନ, ଚନ୍ଦ୍ରଯାନ-୩ର ବୈଷୟିକ ଜ୍ଞାନ ଇସ୍ରୋକୁ ମାଗିଥିଲା ନାସା”

Design a site like this with WordPress.com
Get started