ଉରୁଗୁଏର ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ

ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ କ୍ୟାନସରରେ ମୃତ୍ୟୁ । ମାତ୍ର ୨୬  ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି । ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ଖବର ଅନୁସାରେ ଗତ ୧୩ ଅକ୍ଟୋବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଗର୍ଭାଶୟ କର୍କଟରେ ପୀଡିତ ଥିଲେ ଏବଂ ତାଙ୍କର କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିଲା ।  ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟିContinue reading “ଉରୁଗୁଏର ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ”

ଦଳରେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ପ୍ରଦୀପ ମାଝୀ : କହିଲେ, ଅସୁସ୍ଥ ଥିବାରୁ ୧୫ ଦିନ ହେବ ମେଡିକାଲରେ ହୋଇଛି ଆଡମିଟ୍

କନକ ବ୍ୟୁରୋ : ଗତ କିଛି ଦିନ ଧରି ପୂର୍ବତନ ସାଂସଦ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦଳକୁ ନେଇ ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ ଅକ୍ଟୋବର ୧୩ ତାରିଖ ଦିନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମାରାଥାନ ଆଦି ରନ୍-୨୦୨୩ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଥିତିଙ୍କ ସହ ସ୍ୱତନ୍ତ୍ରContinue reading “ଦଳରେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ପ୍ରଦୀପ ମାଝୀ : କହିଲେ, ଅସୁସ୍ଥ ଥିବାରୁ ୧୫ ଦିନ ହେବ ମେଡିକାଲରେ ହୋଇଛି ଆଡମିଟ୍”

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଜନ ଅସନ୍ତୋଷ : ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ପ୍ରୟାସ ହେଉଛି । ଏପରି ହେଲେ ଜିଲ୍ଲାବାସୀ ବରଦାସ୍ତ କରିବେ ନାହିଁ । ସିବିଆଇ ତଦନ୍ତ ଦାବିରେ ଆଜି ରାଉରକେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା । ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛି ଜେଏମଏମ୍ । ଏହି ମାମଲାରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛି । ଏହାସହ ସୁସ୍ମିତାଙ୍କContinue reading “ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଜନ ଅସନ୍ତୋଷ : ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ”

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜନପ୍ରତିନିଧିଙ୍କ ଧାରଣା : ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ପ୍ରସ୍ତାବ ଅଗ୍ରାହ୍ୟ

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଜନପ୍ରତିନିଧିଙ୍କ ଧାରଣା । ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଧାରଣା ଦେଇଛନ୍ତି ୧୫ଟି ପଞ୍ଚାୟତର ଜନପ୍ରତିନିଧି । ଏମାନେ ସମସ୍ତେ ମିଳିତ ମଞ୍ଚ ସମର୍ଥିତ । ରାଜ୍ୟ ସରକାରଙ୍କ ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚ ଦେଇଥିବା ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ ଏମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ, ତାଙ୍କ ସ୍ଥାନରେ ଏଡିଏମ କୈଳାଶ ନାୟକContinue reading “ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜନପ୍ରତିନିଧିଙ୍କ ଧାରଣା : ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ପ୍ରସ୍ତାବ ଅଗ୍ରାହ୍ୟ”

ଜନଶୁଣାଣି ବେଳେ ଉତ୍ତେଜନା : କମ୍ପାନୀକୁ ପ୍ରବଳ ବିରୋଧ; ଗୋ-ବ୍ୟାକ୍ ନାରା ଦେଲେ ହଜାର ହଜାର ଆଦିବାସୀ

କନକ ବ୍ୟୁରୋ : ରାୟଗଡ଼ା ସୁଙ୍ଗେରଠାରେ ଜନଶୁଣାଣୀ ବେଳେ ପ୍ରବଳ ଉତ୍ତେଜନା । ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଗୋବ୍ୟାକ୍ ନାରା ଦେଇଛନ୍ତି ହଜାର ହଜାର ଆଦିବାସୀ । ସିଜିମାଳି ଖଣି ଖନନକୁ ବିରୋଧ ପରେ ଜନଶୁଣାଣୀ ହୋଇପାରିନି । ଅଧାରୁ ଜନଶୁଣାଣୀ ଛାଡ଼ି ପଳାଇଲେ ଅଧିକାରୀ । ପ୍ରଦୂଷଣ ହେଲେ କିଏ ବୁଝିବ, ପୂର୍ବରୁ କେବେ କମ୍ପାନୀ ତାଙ୍କ କଥା ବୁଝିକି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଆଦିବାସୀ । ଏପରିକି ଗ୍ରାମସଭା ଓContinue reading “ଜନଶୁଣାଣି ବେଳେ ଉତ୍ତେଜନା : କମ୍ପାନୀକୁ ପ୍ରବଳ ବିରୋଧ; ଗୋ-ବ୍ୟାକ୍ ନାରା ଦେଲେ ହଜାର ହଜାର ଆଦିବାସୀ”

୯୦ ବର୍ଷର ବୃଦ୍ଧାଙ୍କୁ ଗଳା କାଟି ହତ୍ୟା । ୪ ପୁଅ ଥାଇ ବି ଏକା ରହୁଥିଲେ କାହିଁକି?

କନକ ବ୍ୟୁରୋ: ଲକ୍ଷ୍ନୌରେ ଜଣେ ୯୦ ବର୍ଷିୟା ବୃଦ୍ଧାଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ, ଘଟଣା ସମୟରେ ବୃଦ୍ଧା ଜଣକ ଘରେ ଏକୁଟିଆ ଥିଲେ । ଏକାଧିକ ବ୍ୟକ୍ତି ଆସି ଏପରି ଘଟଣା ଘଟାଇଥିବା ପାରିପାଶ୍ୱିର୍କ ସ୍ଥିତିରୁ ଆଶଙ୍କା କରାଯାଉଛି, ଯାହାର ଯାଞ୍ଚ କରୁଛି ପୁଲିସ । ଏହା ସହ ଏକଥାର ମଧ୍ୟ ପତ୍ତା ଲଗାଉଛି ଯେ, ଏ ବୟସରେ ବୃଦ୍ଧାଙ୍କର କାହା ସହ କି ଶତ୍ରୁତା ହୋଇପାରେ ? କେଉଁContinue reading “୯୦ ବର୍ଷର ବୃଦ୍ଧାଙ୍କୁ ଗଳା କାଟି ହତ୍ୟା । ୪ ପୁଅ ଥାଇ ବି ଏକା ରହୁଥିଲେ କାହିଁକି?”

୫୦୦ କିଲୋମିଟର ଲମ୍ବା ସୁଡ଼ଙ୍ଗର ନେଟୱାର୍କ – ହମାସର ସବୁଠାରୁ ବଡ ଶକ୍ତି ! : ଇସ୍ରାଏଲ କେମିତି କରିବ ସାମନା ?

  ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ଅସ୍ତ୍ରଶସ୍ତ୍ର, କମାଣ୍ଡ ସୁବିଧା ଏବଂ ଯୁଦ୍ଧବିମାନ ଲୁଚାଇବା ପାଇଁ ହମାସ ବର୍ଷ ବର୍ଷ ଧରି ଜନବହୁଳ ଗାଜା ତଳେ ଟନେଲ ବ୍ୟବହାର କରିଆସୁଛି। ସମୟ ଗଡ଼ିବା ସହିତ ଭେଣ୍ଟିଲେସନ୍ ଶାଫ୍ଟ ଏବଂ ବିଦ୍ୟୁତ୍ ସହିତ ଭୂତଳ ରାସ୍ତାଗୁଡିକ ଅଧିକ ଅତ୍ୟାଧୁନିକ ହୋଇସାରିଛି । ହମାସର ଟନେଲ୍ ନେଟୱାର୍କ: ଗାଜା ଉପରେ ଏକ ବଡ଼ ଗ୍ରାଉଣ୍ଡ ଆକ୍ରମଣ କରିବାକୁ ଇସ୍ରାଏଲ୍ ସେନା ପ୍ରସ୍ତୁତ ହେଇସାରିଛି । ଗାଜା ସୀମାରେ ଇସ୍ରାଏଲ ସୈନିକ ଠୁଳContinue reading “୫୦୦ କିଲୋମିଟର ଲମ୍ବା ସୁଡ଼ଙ୍ଗର ନେଟୱାର୍କ – ହମାସର ସବୁଠାରୁ ବଡ ଶକ୍ତି ! : ଇସ୍ରାଏଲ କେମିତି କରିବ ସାମନା ?”

ଦଲାଲ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ପରେ ଉତ୍ସବ : ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ଭୋଜି ସହ ନାଚଗୀତ 

କନକ ବ୍ୟୁରୋ : ପାରାଦୀପରେ ଉତ୍ସବର ମାହୋଲ । ବନ୍ଦରରେ କାର୍ଯ୍ୟରତ ସିପିଂ କମ୍ପାନୀର କର୍ମଚାରୀ ଏକାଠି ହୋଇ ଭୋଜିର ଆୟୋଜନ କରିବା ସହ ନାଚଗୀତ କରିଛନ୍ତି । ପିଏଚ୍ଓ ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କ ଗିରଫଦାରୀ ପରେ ଖୁସି ମନାଇଛନ୍ତି ସିପିଂ କମ୍ପାନୀର କର୍ମଚାରୀ । ଏହି ମାମଲାର ଅଭିଯୋଗକାରୀ  ଏମିନେନ୍ସ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଫୁଲ ମାଳ ପିନ୍ଧାଇବା ସହ ତାଙ୍କୁ କାନ୍ଧରେ ବସାଇ ନାଚିଛନ୍ତି । ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଡାକ୍ତର ରାଜେନ୍ଦ୍ରContinue reading “ଦଲାଲ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ପରେ ଉତ୍ସବ : ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ଭୋଜି ସହ ନାଚଗୀତ “

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ମରାମତି ଦାବି : ବଡ଼ଦାଣ୍ଡରେ କଂଗ୍ରେସର ବିଶାଳ ରାଲି; ଏକାଠି ହେଲେ ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା

କନକ ବ୍ୟୁରୋ : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି, ପୁରୀରେ କଂଗ୍ରେସର ପ୍ରତିବାଦ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ଏକାଠି ହୋଇ ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଏଥି ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି କାମ ଦାବି କରୁଛନ୍ତି । ପୁରୀ ଏବଂ ଖୋର୍ଦ୍ଧାରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ କରୁଥିବା ଜମିର ସ୍ଥାୟୀ ସମାଧାନ ଭଳିContinue reading “ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ମରାମତି ଦାବି : ବଡ଼ଦାଣ୍ଡରେ କଂଗ୍ରେସର ବିଶାଳ ରାଲି; ଏକାଠି ହେଲେ ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା”

ପୁଣି ଚର୍ଚ୍ଚାରେ ଦିଗପହଣ୍ଡି : ରାଜନୀତି ପାଇଁ ତନ୍ତ୍ରପୂଜା; ଅମାବାସ୍ୟା ରାତିରେ ଅଳାଁଗୁଡା ଜଙ୍ଗଲରେ ମାଛ ବଳି ସହ ତନ୍ତ୍ର ସାଧନା

କନକ ବ୍ୟୁରୋ : ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦିଗପହଣ୍ଡି ଏବେ ପୁୁଣି ଚର୍ଚ୍ଚାରେ । ଏଥର କିନ୍ତୁ ରାଜନୀତି ପାଇଁ ତନ୍ତ୍ରପୂଜା କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ଦିଗପହଣ୍ଡି –ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତ୍ତୀ ଜଙ୍ଗଲରେ ତନ୍ତ୍ରବିଦ୍ୟା ହୋଇଥିବା ଭିଡିଓ ଭାଇରାଲ ହେଉଛି । ଅମାବାସ୍ୟା ରାତିରେ ଏହି ତନ୍ତ୍ରପୂଜା କରାଯାଇଥିବା କୁହାଯାଉଛି । ଏଠାରେ ଚିରା ହୋଇପଡ଼ିଛି ବିପ୍ଲବ ପାତ୍ରଙ୍କ ଫଟୋ, ପାଖରେ ପଡ଼ିଛିContinue reading “ପୁଣି ଚର୍ଚ୍ଚାରେ ଦିଗପହଣ୍ଡି : ରାଜନୀତି ପାଇଁ ତନ୍ତ୍ରପୂଜା; ଅମାବାସ୍ୟା ରାତିରେ ଅଳାଁଗୁଡା ଜଙ୍ଗଲରେ ମାଛ ବଳି ସହ ତନ୍ତ୍ର ସାଧନା”

Design a site like this with WordPress.com
Get started