ବିଶ୍ୱକପର ରୋମାଞ୍ଚକର ମ୍ୟାଚ୍, ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ପରାଜିତ କଲା ଆଫଗାନିସ୍ତାନ

କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟର ଏକ ରୋମାଞ୍ଚକର ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ପରାଜିତ କରିଛି ଆଫାଗାନିସ୍ତାନ । ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ୬୯ ରନରେ ପରାଜିତ ହୋଇଛି । ଲଗାତର ପରାଜୟ ପରେ ଆଜି ଇଂଲଣ୍ଡକୁ ପରାଜିତ କରି ବିଜୟୀ ହୋଇଛି । ଏହାସହ ୨୦୧୯ ବିଶ୍ୱକପ ଚମ୍ପିଆନ ଦଳକୁ ପରାଜିତ କରି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ICC World Cup | Afghanistan beat England by 69 runsContinue reading “ବିଶ୍ୱକପର ରୋମାଞ୍ଚକର ମ୍ୟାଚ୍, ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ପରାଜିତ କଲା ଆଫଗାନିସ୍ତାନ”

ରୁଟି ଦେଇଛି ରୋଜଗାର । କଟକ ଖାନନଗର ଅଂଚଳର ୧୦ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ରୁଟି

କନକ ବ୍ୟୁରୋ : ମାର୍କେଟରେ ବରା, ପକୁଡ଼ି, ଫାଷ୍ଟ ଫୁଡ଼, ଦହିବରା ଭଳି ଅନେକ ଦୋକାନ ରହିଛି । କିନ୍ତୁ ଖୁବ୍ କମ୍ ସ୍ଥାନରେ ରୁଟି ତିଆରି ଏହାକୁ ବିକ୍ରି କରିବା ଦେଖିବାକୁ ମିଳିଥାଏ । ହାତ ତିଆରି ରୁଟି ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି । ହେଲେ ଏହା ସବୁ ସ୍ଥାନରେ ମିଳିନଥାଏ । ଆଉ ଏହି ରୁଟି ବ୍ୟବସାୟ କରି କିଛି ରୋଜଗାର କରିବାର ଆଶା ନେଇ ଏଥିରେ ସଫଳ ହୋଇଛନ୍ତି କଟକContinue reading “ରୁଟି ଦେଇଛି ରୋଜଗାର । କଟକ ଖାନନଗର ଅଂଚଳର ୧୦ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ରୁଟି”

ତାଳପତ୍ରରୁ ତିଆରି ହେଉଛି ଘରକରଣା ସାମଗ୍ରୀ । ବାହାନଗା କୋଚିଆକୋଇଲି ଗାଁର ୨୨ ଜଣ ମହିଳା ହେଉଛନ୍ତି ଉପକୃତ

କନକ ବ୍ୟୁରୋ : ତାଳ ପତ୍ରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ତାଳ ଗଛର ପତ୍ରରୁ ଆସନ, କୁଂଚିରୁ ଫୁଲ ଡାଲା, ଭୋଗ ଡାଲା, ଛାଂଚୁଣି, ମାଛଧରା ଖଇଁଚି, ମୁଗୁରା, ଚାଉଳ ଧୂଆ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ବାଲେଶ୍ୱର ବାହାନଗା ବ୍ଲକ କୋଚିଆକୋଇଲି ଗାଁର ୨୨ ଜଣ ଏସଏଚଜି ମହିଳା ଏଭଳି କିଛି କାମ କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପ୍ରଥମେ ଗାଁ ଗହଳିରେ ଥିବାContinue reading “ତାଳପତ୍ରରୁ ତିଆରି ହେଉଛି ଘରକରଣା ସାମଗ୍ରୀ । ବାହାନଗା କୋଚିଆକୋଇଲି ଗାଁର ୨୨ ଜଣ ମହିଳା ହେଉଛନ୍ତି ଉପକୃତ”

ରାୟଗଡାର ଉଚ୍ଚ ଶିକ୍ଷିତ ଦମ୍ପତିଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୪ରୁ ୫ହଜାର ଟଙ୍କାର ଛତୁ

କନକ ବ୍ୟୁରୋ : ରାୟଗଡା ପଦ୍ମପୁର ଅନ୍ତର୍ଗତ ନୂଆସାହିର ଦମ୍ପତି ଶ୍ରୀଖଣ୍ଡ ମଣ୍ଡନ ସାହୁ ଓ ସାବିତ୍ରୀ ସାହୁ । ଦୁହେଁ ଗ୍ରାଜୁଏଟ୍ । ସ୍ୱାମୀ ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରି କରି ଭଲ ଦରମା ପାଉଥିଲେ । କିନ୍ତୁ ନିଜସ୍ୱ ଉଦ୍ୟମରେ କିଛି ରୋଜଗାର କରିବା ଆଶାରେ ଆରମ୍ଭ କଲେ ଛତୁ ଚାଷ । ମାର୍କେଟରେ ଛତୁର ଚାହିଦା ରହିଥିବାରୁ କିଛି ରୋଜଗାର ଆଶାରେ ଏହି ଚାଷକୁ ଆପଣାଇଛନ୍ତି । ଛତୁ ଚାଷ ପାଇଁ ଆବଶ୍ୟକୀୟContinue reading “ରାୟଗଡାର ଉଚ୍ଚ ଶିକ୍ଷିତ ଦମ୍ପତିଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୪ରୁ ୫ହଜାର ଟଙ୍କାର ଛତୁ”

ଶୀତତାପ ନିୟନ୍ତ୍ରୀତ କୋଠରୀରେ ରହୁଛନ୍ତି କୁକୁଡ଼ା । ମଣିଷ ବଦଳରେ କୁକୁଡ଼ାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛି ମେସିନ୍

କନକ ବ୍ୟୁରୋ : ଅତ୍ୟାଧୁନିକ ପଦ୍ଧତିରେ କୁକୁଡ଼ା ଫାର୍ମ । ଶୀତତାପ ନିୟନ୍ତ୍ରୀତ କୋଠରୀ ଭିତରେ ରହୁଛନ୍ତି କୁକୁଡ଼ା । ଆଉ ମଣିଷ ବଦଳରେ ମେସିନ୍ କରୁଛି କାମ । ମେସିନ୍ ଦେଉଛି କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ । କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରୀତ ଏହି କୋଠରୀରେ ଲାଗିଛି ଅତ୍ୟାଧୁନିକ ସେନ୍ସର । କୁକୁଡ଼ା ଛୁଆଙ୍କୁ କେତେ ତାପମାତ୍ରା ଦରକାର ତାହା ମଧ୍ୟ ନିର୍ଦ୍ଧାରଣ କରୁଛି ମେସିନ୍ । ଏଭଳି ଏକ କୁକୁଡ଼ା ଫାର୍ମContinue reading “ଶୀତତାପ ନିୟନ୍ତ୍ରୀତ କୋଠରୀରେ ରହୁଛନ୍ତି କୁକୁଡ଼ା । ମଣିଷ ବଦଳରେ କୁକୁଡ଼ାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛି ମେସିନ୍”

ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଫଳ ଚାଷରୁ ମିଳୁଛି ଭଲ ରୋଜଗାର । ବିଦେଶୀ ଫଳ ଚାଷକରି ଅତ୍ମନିର୍ଭର ହେଉଛନ୍ତି ଚାଷୀ

କନକ ବ୍ୟୁରୋ : ଧାନ, ପାନ, ବିରି, ମୁଗ ଭଳି ପାରମ୍ପରିକ ଚାଷ ଅପେକ୍ଷା ଏବେ ଉନ୍ନତ ମାନର ଫଳ ଚାଷ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ବଜାରରେ ବିଦେଶୀ ଫଳର ଚାହିଦା ବଢ଼ୁଛି । ତେଣୁ ଭଦ୍ରକ ଜିଲ୍ଲା ବାସୁଦେବପୁର ରତିକାନ୍ତ ପାଢ଼ୀ ତାଙ୍କ ବାଡ଼ିରେ ଡ୍ରାଗନ୍ ଫ୍ରୁଟ୍, ତାଇୱାନ୍ ପିଙ୍କ ପିଜୁଳି, ଆଭାକାଡ଼ୋ, ଜାପାନିଜ୍ ରେଡ ଗୁଆଭା ଭଳି ଫଳ ଚାଷ କରିଛନ୍ତି । ଯେଉଁ ଫଳର ଦାମ୍ ବଜାରରେ ବେଶ ଅଧିକContinue reading “ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଫଳ ଚାଷରୁ ମିଳୁଛି ଭଲ ରୋଜଗାର । ବିଦେଶୀ ଫଳ ଚାଷକରି ଅତ୍ମନିର୍ଭର ହେଉଛନ୍ତି ଚାଷୀ”

ବରଗଡରେ ସୁଶାନ୍ତ ସିଂ ବନାମ ରୀତା ସାହୁ । ଝାରସୁଗୁଡାରେ ଦୀପାଳୀ ଗୋଷ୍ଠୀ ବନାମ ଅଳକାଙ୍କ ସମର୍ଥକ । ଚର୍ଚ୍ଚାରେ ବିଜେଡି ନେତାଙ୍କ କଳି ।

କନକ ବ୍ୟୁରୋ: ନିର୍ବାଚନକୁ ପ୍ରାୟ ୬ମାସ ବାକି ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ସ୍ଥାନରେ ନେତାଙ୍କ ଭିତରେ ଆରମ୍ଭ ହୋଇଗଲାଣି ପତିଆରାର ଲଢ଼େଇ । ଏମିତିକି ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରେ ଏକାଧିକ ନେତା ନିଜର ଶକ୍ତି ପଦର୍ଶନ କରୁଛନ୍ତି । ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି । ବରଗଡରେ କାହାର ଦମ୍ କେତେ? ସୁଶାନ୍ତ ସିଂ ବନାମ ରୀତା ସାହୁ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ବିଜେପୁର ବିଧାୟିକା ରୀତା ସାହୁଙ୍କContinue reading “ବରଗଡରେ ସୁଶାନ୍ତ ସିଂ ବନାମ ରୀତା ସାହୁ । ଝାରସୁଗୁଡାରେ ଦୀପାଳୀ ଗୋଷ୍ଠୀ ବନାମ ଅଳକାଙ୍କ ସମର୍ଥକ । ଚର୍ଚ୍ଚାରେ ବିଜେଡି ନେତାଙ୍କ କଳି ।”

ବେଆଇନ୍ ଭାବେ ବିଳମ୍ବିତ ରାତିରେ ଖୋଲୁଛି ବାର୍ । ଯୁବତୀଙ୍କ ଉପରେ ହେଉଛି ଟଙ୍କା ବର୍ଷା । ବାର ମାଲିକଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?

କନକ ବ୍ୟୁରୋ: ଆପଣ ଶୋଇପଡ଼ିବା ପରେ କେମିତି ଥାଏ, ରାଜଧାନୀ ରାତିର ଚିତ୍ର? ନିରୋଳା ରାତିରେ ଏଭଳି କିଛି ଘଟଣା ଘଟେ, ଯାହା ହୁଏତ ଆପଣ କେବେ ଭାବି ନଥିବେ । ଆପଣଙ୍କ ସୁରକ୍ଷା କଥା ଚିନ୍ତା କରୁଥିବା କମିଶନରେଟ୍ ପୁଲିସ୍, ବିଳମ୍ବିତ ରାତିରେ ଏଭଳି ଦୃଶ୍ୟ ଦେଖି ତାଜୁବ୍ ହୋଇଯାଇଛି । ବାର ଭିତରେ ପୁଳା ପୁଳା ଟଙ୍କା । ବିଳମ୍ବିତ ରାତିରେ ଯୁବତୀଙ୍କ ଉପରେ ଗ୍ରାହକ ଉଡ଼ାଇଥିବା ବସ୍ତା ବସ୍ତା ଟଙ୍କା ତଳେ ପଡ଼ିଛିContinue reading “ବେଆଇନ୍ ଭାବେ ବିଳମ୍ବିତ ରାତିରେ ଖୋଲୁଛି ବାର୍ । ଯୁବତୀଙ୍କ ଉପରେ ହେଉଛି ଟଙ୍କା ବର୍ଷା । ବାର ମାଲିକଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?”

ବିଜେଡି ଫୋକସରେ ଗୋପାଳପୁର । ବିକ୍ରମଙ୍କୁ ଦାୟିତ୍ୱ, ଗୋପବନ୍ଧୁଙ୍କୁ ନେଇ ସସପେନ୍ସ । ଅଲୋଡା ହେଲେ କି ଗୋପବନ୍ଧୁ?

କନକ ବ୍ୟୁରୋ: ଗଞ୍ଜାମର ଗୋପାଳପୁର ବିଧାନସଭା ଆସନ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ନିର୍ବାଚନଣ୍ଡଳୀର ଦାୟିତ୍ୱ କିଏ ନେବ, ତାକୁ ନେଇ ଦଳର ଚିନ୍ତା ବଢିଯାଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ଦାୟିତ୍ୱ ଦିଆଯାଇଥିଲା । ଏବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ୱ ଦିଆଯାଇଛି । ଆଉ ବିକ୍ରମ ପଣ୍ଡା ଇନ ହେବା ଓ ଗୋପବନ୍ଧୁଙ୍କୁ ଦାୟିତ୍ୱରୁContinue reading “ବିଜେଡି ଫୋକସରେ ଗୋପାଳପୁର । ବିକ୍ରମଙ୍କୁ ଦାୟିତ୍ୱ, ଗୋପବନ୍ଧୁଙ୍କୁ ନେଇ ସସପେନ୍ସ । ଅଲୋଡା ହେଲେ କି ଗୋପବନ୍ଧୁ?”

ବିଧାୟକଙ୍କୁ ହଟାଇବା ପାଇଁ ଶପଥ । ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ । ଏପଟେ କାଲି ସମାବେଶ କରି ଶକ୍ତି ପ୍ରଦର୍ଶନ କରିପାରନ୍ତି ସୋର ବିଧାୟକ । 

କନକ ବ୍ୟୁରୋ: ଶାସକ ଦଳର ବିଧାୟକଙ୍କୁ ବିଦା କରିବା ପାଇଁ ବିରୋଧୀ ଦଳର ନେତା କିମ୍ବା କର୍ମୀ ବିରୋଧ କରିବା, ତାଙ୍କୁ ହଟାଇବା ପାଇଁ ଶପଥ ନେବା ବୁଝାପଡୁଛି । କିନ୍ତୁ ବାଲେଶ୍ୱର ଜିଲ୍ଳା ସୋରରେ ବୋହୁଛି ଓଲଟା ଗଙ୍ଗା । ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ହଟାଇବା ପାଇଁ ଶପଥ ନେଇଛନ୍ତି ବିଜେଡି କର୍ମୀ । ସେମାନେ ଶପଥ ନେଇ କହିଛନ୍ତି ଯେ, ଆଜି ମା’ ତାରିଣୀଙ୍କ ପବିତ୍ର ପୀଠରେ, ମା’ ତାରିଣୀଙ୍କ ଆଶୀର୍ବାଦରେ, ମା’ଙ୍କContinue reading “ବିଧାୟକଙ୍କୁ ହଟାଇବା ପାଇଁ ଶପଥ । ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ । ଏପଟେ କାଲି ସମାବେଶ କରି ଶକ୍ତି ପ୍ରଦର୍ଶନ କରିପାରନ୍ତି ସୋର ବିଧାୟକ । “

Design a site like this with WordPress.com
Get started