କନକ ବ୍ୟୁରୋ : ବୋହୂକୁ ନ୍ୟାୟ ଦେବା ପାଇଁ ମେଳି ବାନ୍ଧିଲେ ଗାଁଲୋକ । ୧୪ ଦିନ ଧରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ ବି ଶୁଣିଲେନି ଶାଶୁ ଘର ଲୋକ । ଆସିକା ବ୍ଲକ କଲୋନୀରୁ ଆସିଛି ଏଭଳି ଏକ ନ୍ୟାୟ ଦାବିର ନିଆରା ଦୃଶ୍ୟ । ଯୌତୁକ ନିର୍ଯାତନା ଦେଇ ଲକ୍ଷ୍ମଣପଲ୍ଲୀ ଗାଁର ପଦ୍ମିନୀ ସ୍ୱାଇଁଙ୍କୁ ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକ । ନ୍ୟାୟ ଦାବିରେ ଦୁଇ ଛୁଆଙ୍କୁ ଧରି ୧୪ ଦିନContinue reading “ବୋହୂକୁ ନ୍ୟାୟ ଦେବା ପାଇଁ ମେଳି ବାନ୍ଧିଲେ ଗାଁଲୋକ : ୧୪ ଦିନ ଧରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ ବି ଶୁଣିଲେନି ଶାଶୁଘର ଲୋକ”
Tag Archives: News
ଡେରାସରେ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗ : ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକ ସାମିଲ
କନକ ବ୍ୟୁରୋ : ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ୱର ଉପକଣ୍ଠ ଡେରାସରେ ବିଶାଳ ଜନ ଆନ୍ଦୋଳନ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ । ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାବେଶରେ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ସହ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଅବରୋଧ କରିଥିବା ଅଭିଯୋଗ ଆଣିContinue reading “ଡେରାସରେ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗ : ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକ ସାମିଲ”
କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ପକ୍ଷରୁ କାର୍ଯ୍ୟକ୍ରମ : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କନକ ବ୍ୟୁରୋ : ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା । ବ୍ୟବସାୟୀମାନେ କେମିତି ଅଧିକ ଦକ୍ଷ ହେବା ସହ ନିଜ ବ୍ୟବସାୟ ପରିସରContinue reading “କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ପକ୍ଷରୁ କାର୍ଯ୍ୟକ୍ରମ : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”
କିନ୍ନରଙ୍କ ନବରାତ୍ର ପୂଜା : ବିନ୍ଦୁସାଗରରେ ବୁଡଦେବା ସହ ଦେବୀ ଦୁର୍ଗାଙ୍କ ଆରାଧନା
କନକ ବ୍ୟୁରୋ : ଆରମ୍ଭ ହୋଇଛି ନବରାତ୍ର । ଗାଁରୁ ସହର ସବୁଠି ପୂଜାର ମାହୋଲ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ଓଡ଼ିଶା କିନ୍ନର ଆଖଡ଼ା ଜାକଜମକରେ ନବରାତ୍ର ପୂଜା କରୁଛି । ପୂଜା ପୂର୍ବରୁ କିନ୍ନର ଆଖଡ଼ା ବିନ୍ଦୁ ସାଗରରୁ କଳସଯାତ୍ରା କରିଛନ୍ତି । ବିନ୍ଦୁସାଗରରେ ବୁଡ଼ ଦେବା ସହ ଦେବୀଦୁର୍ଗାଙ୍କ ଆରାଧନା କରିଛନ୍ତି । କିନ୍ନର ଆଖଡ଼ା ପକ୍ଷରୁ ଆୟୋଜିତ ଏହି କଳସ ଯାତ୍ରାରେ ଅନେକ ମହିଳାଙ୍କ ସହ ସାମିଲ ହୋଇଛନ୍ତିContinue reading “କିନ୍ନରଙ୍କ ନବରାତ୍ର ପୂଜା : ବିନ୍ଦୁସାଗରରେ ବୁଡଦେବା ସହ ଦେବୀ ଦୁର୍ଗାଙ୍କ ଆରାଧନା”
୩ ରାଜ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁଠୁ ଲଢିବେ କିଏ?
କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ, ଛତିଶଗଡ, ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶର ୧୪୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ରାଜ୍ୟ ପିସିସି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଛିନ୍ଦୱାଡା ଆସନରୁ ଲଢିବେ । ସେହିପରି ଛତିଶଗଡର ୩୦ ବିଧାନସଭା ଆସନ ଓ ତେଲେଙ୍ଗାନାର ୫୫ ବିଧାନସଭା ଆସନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକାContinue reading “୩ ରାଜ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁଠୁ ଲଢିବେ କିଏ?”
ବିଧାୟକଙ୍କୁ ବିଦା କରିବା ପାଇଁ ଜନତାଙ୍କ ଶପଥ : ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ
କନକ ବ୍ୟୁରୋ : ବିଧାୟକଙ୍କୁ ବିଦା କରିବା ପାଇଁ ଜନତାଙ୍କ ଶପଥ । ମା’ ତାରିଣୀଙ୍କ ପୀଠରେ ଏଭଳି ଶପଥ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ । ସୋର ବିଧାୟକ ପର୍ଶୁରାମ ଧଡା ଜଣେ ଦୂରାଚାରୀ ଜନ ପ୍ରତିନିଧି ବୋଲି ଅଭିଯୋଗ କରିବା ସହ ସେ କୌଣସି ଉନ୍ନୟନ ମୂଳକ କାମ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଗତକାଲି ସୋରରୁ ପ୍ରାୟ ୬୦୦ କର୍ମୀ ଘଟଗାଁContinue reading “ବିଧାୟକଙ୍କୁ ବିଦା କରିବା ପାଇଁ ଜନତାଙ୍କ ଶପଥ : ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ”
ବିଜେପିର ‘ଶିବ’ଙ୍କୁ ଟକ୍କର ଦେଇପାରିବେ କି କଂଗ୍ରେସର ‘ହନୁମାନ’?… ହାଇ ପ୍ରୋଫାଇଲ ସିଟ୍ ଉପରେ ରହିବ ନଜର ।
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । କାରଣ ଭାରତୀୟ ଜନତା ପାର୍ଟି ନେଉଛି ଚମକାଇ ଦେବା ଭଳି ନିଷ୍ପତ୍ତି । ମଧ୍ୟପ୍ରଦେଶରେ ବିଜେପିର ପ୍ରଥମ ଦୁଇଟି ତାଲିକା ହଇଚଇ ସୃଷ୍ଟି କରିଥିଲା । ଏହାପରେ ତୃତୀୟ ତାଲିକା ବି କିଛି ବିରୋଧୀ ନେତାଙ୍କୁ ହାର୍ଟବିଟ୍ ବଢାଇ ଦେଇଥିଲା । ଅପରପଟେ କଂଗ୍ରେସ ବି ନିଜର ପ୍ରଥମ ତାଲିକା ଜାରି କରିଛି । ଏଥିରେ ଦଳର ଏକାଧିକContinue reading “ବିଜେପିର ‘ଶିବ’ଙ୍କୁ ଟକ୍କର ଦେଇପାରିବେ କି କଂଗ୍ରେସର ‘ହନୁମାନ’?… ହାଇ ପ୍ରୋଫାଇଲ ସିଟ୍ ଉପରେ ରହିବ ନଜର ।”
ମ୍ୟାଚ୍ ମଝିରେ ଚିଡିଲେ କୋହଲି! ଭିନ୍ନ ଶୈଳୀରେ ପାକିସ୍ତାନ ବ୍ୟାଟରଙ୍କୁ କଲେ ଟ୍ରୋଲ, ଭାଇରାଲ ହେଲା ଭିଡ଼ିଓ ।
କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ମଧ୍ୟରୁ ବିରାଟଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚର ୧୩ତମ ଓଭରରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ମାତ୍ର କେଇ ମିନିଟ୍ ମଧ୍ୟରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁ ଭିଡ଼ିଓରେ କୋହଲି ଭିନ୍ନ ଅନ୍ଦାଜରେ ପାକିସ୍ତାନ ବ୍ୟାଟରଙ୍କୁContinue reading “ମ୍ୟାଚ୍ ମଝିରେ ଚିଡିଲେ କୋହଲି! ଭିନ୍ନ ଶୈଳୀରେ ପାକିସ୍ତାନ ବ୍ୟାଟରଙ୍କୁ କଲେ ଟ୍ରୋଲ, ଭାଇରାଲ ହେଲା ଭିଡ଼ିଓ ।”
୩ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ : ପାଟଣା ଆସନରୁ ଲଢ଼ିବେ ଭୁପେଶ ବାଘେଲ, ଛିନ୍ଦୱାଡ଼ାରୁ ଲଢ଼ିବେ କମଳନାଥ
କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । ୩ରାଜ୍ୟ ପାଇଁ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ମଧ୍ୟପ୍ରଦେଶର ୧୪୪, ତେଲେଙ୍ଗାନାର ୫୫ ଓ ଛତିଶଗଡ଼ର ୩୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମଧ୍ୟପ୍ରଦେଶ ଛିନ୍ଦୱାଡା ଆସନରୁ କମଳନାଥଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ବୁଧନୀ ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ଦଳContinue reading “୩ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ : ପାଟଣା ଆସନରୁ ଲଢ଼ିବେ ଭୁପେଶ ବାଘେଲ, ଛିନ୍ଦୱାଡ଼ାରୁ ଲଢ଼ିବେ କମଳନାଥ”
ନିପାତ ହେଲା ହମାସ ଟପ୍ କମାଣ୍ଡର ବିଲାଲ, ଇସ୍ଲାମିକ୍ ଜେହାଦ୍ ହେଡକ୍ୱାର୍ଟର ଧ୍ୱଂସ, ଗାଜା ନାଗରିକଙ୍କ ସାମ୍ନାରେ ଜନ୍ମ ମୃତ୍ୟୁର ପ୍ରଶ୍ନ
କନକ ବ୍ୟୁରୋ: ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଏୟାର ଷ୍ଟ୍ରାଇକ୍ କରି ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କରିଛି । ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନରଟପ୍ କମାଣ୍ଡର ଥିଲା ଏବଂ ଇସ୍ରାଏଲରେ ପଶି ଲୋକଙ୍କ ହତ୍ୟା କରିବାରେ ସାମିଲ ଥିଲା । ଏହା ବ୍ୟତୀତ ଇସ୍ରାଏଲ ଫୋର୍ସ ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି । କହିରଖୁଁ, ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକ ଉତ୍ତରContinue reading “ନିପାତ ହେଲା ହମାସ ଟପ୍ କମାଣ୍ଡର ବିଲାଲ, ଇସ୍ଲାମିକ୍ ଜେହାଦ୍ ହେଡକ୍ୱାର୍ଟର ଧ୍ୱଂସ, ଗାଜା ନାଗରିକଙ୍କ ସାମ୍ନାରେ ଜନ୍ମ ମୃତ୍ୟୁର ପ୍ରଶ୍ନ”