ଗୁହାଳ ଘରେ ୫୦ ବର୍ଷ ଧରି ବୃଦ୍ଧ ଦମ୍ପତ୍ତି । ଘର ଖଣ୍ଡେ ପାଇଁ ଦୁଃଖ ଶୁଣୁନି ପ୍ରଶାସନ

କନକ ବ୍ୟୁରୋ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୌରପୁର ପଞ୍ଚାୟତର ଇଚ୍ଛାପୁର ଗାଁର ଏଇ ନୂଆଣିଆ ଭଙ୍ଗା କୁଡିଆରେ ରୁହନ୍ତି ବୃଦ୍ଧ ଦମ୍ପତ୍ତି । ତାଙ୍କର ଏହି ଘରକୁ ଟିକେ ଭଲ କରି ଦେଖିଲେ । ଆପଣଙ୍କୁ କ’ଣ ଭଳି ଲାଗୁଛି । ଇଏ ଘର ନୁହେଁ ଗୋରୁ ଗୁହାଳ । ଯେଉଁଠି ଏଇ ଦୁଇ ବୟସ୍କ ମଣିଷ ଗତ ୫୦ ବର୍ଷ ହେଲାଣି ଅତି କଷ୍ଟରେ ଦିନ କାଟୁଛନ୍ତି । ୭୦ ବର୍ଷର ନିରଞ୍ଜନ ଜେନାଙ୍କୁContinue reading “ଗୁହାଳ ଘରେ ୫୦ ବର୍ଷ ଧରି ବୃଦ୍ଧ ଦମ୍ପତ୍ତି । ଘର ଖଣ୍ଡେ ପାଇଁ ଦୁଃଖ ଶୁଣୁନି ପ୍ରଶାସନ”

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଶକ୍ତିପୀଠରେ ଆରମ୍ଭ ହେଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା; ବିଭିନ୍ନ ବେଶରେ ଦର୍ଶନ ଦେବେ ମହାମାୟୀ

କନକ ବ୍ୟୁରୋ : ଆଜିଠୁ ମାଆଙ୍କ ନବରାତ୍ରୀ ପୂଜା । ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଦେଶର ବିଭିନ୍ନ ଶକ୍ତିପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜମ୍ମୁର ପ୍ରସିଦ୍ଧ ମାଆ ବୈଷ୍ଣୋ ଦେବୀଙ୍କ ଶକ୍ତିପୀଠରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କContinue reading “ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଶକ୍ତିପୀଠରେ ଆରମ୍ଭ ହେଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା; ବିଭିନ୍ନ ବେଶରେ ଦର୍ଶନ ଦେବେ ମହାମାୟୀ”

ଭାରତର ‘ଅପରେସନ୍ ଅଜୟ’ : ତୃତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୧୯୭ ଭାରତୀୟ; ବଖାଣିଲେ ଯୁଦ୍ଧଭୂମିର ଅନୁଭୂତି

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ଫେରିଛନ୍ତି ୧୯୭ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ତୃତୀୟ ପର୍ଯ୍ୟାୟରେ ୧୯୭ଜଣ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଯୁଦ୍ଧଭୂମିରେ ତାଙ୍କର ଅନୁଭୂତି ବଖାଣିଛନ୍ତି ସ୍ୱଦେଶ ଫେରିଥିବା ଭାରତୀୟ । ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମContinue reading “ଭାରତର ‘ଅପରେସନ୍ ଅଜୟ’ : ତୃତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୧୯୭ ଭାରତୀୟ; ବଖାଣିଲେ ଯୁଦ୍ଧଭୂମିର ଅନୁଭୂତି”

ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବକ : ରାଧାକିଶୋରପୁର ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଯାତ୍ରୀ

କନକ ବ୍ୟୁରୋ : ଛୁଆ ଖେଳୁଥିବା ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ । ପୁରୀ -ଅନୁଗୁଳ ଫାଷ୍ଟ ପାସେଞ୍ଜର ଟ୍ରେନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ପ୍ଲାଷ୍ଟିକ ସାପକୁ ଜୀବନ୍ତ ସାପ ଭାବି ଭୟରେ ଟ୍ରେନରୁ ଡେଇଁ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଢେଙ୍କାନାଳ ପଣ୍ଡୁଆ ଅଞ୍ଚଳର ସାଗର ନାଏକ । ହାଇଦ୍ରାବାଦରୁ ଢେଙ୍କାନାଳ ଫେରିବା ସମୟରେ ରାଧାକିଶୋରପୁର ଷ୍ଟେସନ ଠାରେ ଏହି ଅଘଟଣ ଘଟିିଛିContinue reading “ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବକ : ରାଧାକିଶୋରପୁର ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଯାତ୍ରୀ”

ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ : ଗାଜାରେ ଇସ୍ରାଏଲ ସେନା; ଲୋକେ ଗାଜା ଛାଡିବା ପରେ କରିବ ଆକ୍ରମଣ

କନକ ବ୍ୟୁରୋ : ଗାଜା ଭିତରେ ଧିରେ ଧିରେ ପ୍ରବେଶ କରୁଛନ୍ତି ଇସ୍ରାଏଲ ସେନା । ଗାଜାରୁ ସାଧାରଣ ଲୋକ ଖାଲି ହେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଲୋକ ଖାଲି ହେବା ପରେ ଆକ୍ରମଣ ପାଇଁ ଯୋଜନା କରିଛି ଇସ୍ରାଏଲ । ଏଥିପାଇଁ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ଭୟରେ ଲୋକେ ଗାଜା ଛାଡୁଥିବାର ଚିତ୍ର ସାମ୍ନାକୁ ଆସିଛି । ଉତ୍ତରContinue reading “ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ : ଗାଜାରେ ଇସ୍ରାଏଲ ସେନା; ଲୋକେ ଗାଜା ଛାଡିବା ପରେ କରିବ ଆକ୍ରମଣ”

ଭାରତରେ ହୋପାରେ ୨୦୩୬ ଅଲିମ୍ପିକ୍ସ : ୨୦୩୬ ସହ ୨୦୨୯ ୟୁଥ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

କନକ ବ୍ୟୁରୋ : ଭାରତରେ ହୋପାରେ ୨୦୩୬ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଆୟୋଜନ କରିବାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ । ଅଲିମ୍ପିକ୍ସ ଆୟୋଜନ କରିବା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୁମ୍ବାଇରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ଯୋଗଦେଇ ମୋଦୀ ଏଭଳି ପ୍ରସ୍ତାବ ଦେଇଛନ୍ତି । ୨୦୩୬ ଅଲିମ୍ପିକ୍ସ ପୂର୍ବରୁ ୨୦୨୯ ୟୁଥ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ ଥିବା ମୋଦୀContinue reading “ଭାରତରେ ହୋପାରେ ୨୦୩୬ ଅଲିମ୍ପିକ୍ସ : ୨୦୩୬ ସହ ୨୦୨୯ ୟୁଥ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ”

ପାକିସ୍ତାନରୁ ପୁଣି ହରାଇଲା ଭାରତ : ପଲ୍ଲୀରୁ ଦିଲ୍ଲୀ ଉତ୍ସବ ପାଳିଲେ ଦେଶବାସୀ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗାଁଠୁ ସହର ସବୁଠି ଦେଖବାକୁ ମିଳିଛି ଭାରତ ବିଜୟ ପରେ ଖୁସିର ଆସର । ଅହମ୍ମଦାବାଦରେ ପ୍ରଥମେ ଭାରତୀୟ ବୋଲରଙ୍କ କମାଲ ପରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଭାରତକୁ ବୃହତ ବିଜୟ ଆଣି ଦେଇଛି । ୧୧୭Continue reading “ପାକିସ୍ତାନରୁ ପୁଣି ହରାଇଲା ଭାରତ : ପଲ୍ଲୀରୁ ଦିଲ୍ଲୀ ଉତ୍ସବ ପାଳିଲେ ଦେଶବାସୀ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ”

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଝିଅକୁ ଘରେ ଛାଡି ମାଆ କାମକୁ ଯାଇଥିବା ବେଳେ ପଡୋସୀ ଘରର ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିଥିବା ପିଲା ନାବାଳକ ବୋଲି ସୂଚନା ମଳିଛି । ଗତ ବର୍ଷ ନାବଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବିଧବା ମାଆ ଝିଅକୁ ନେଇ ଏକା ରହୁଥିଲା । ଗତକାଲି ସକାଳୁ ମାଆ କାମ କରିବାକୁContinue reading “ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ”

ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିରେ କଣ କହିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଠାରେ ୧୪୧ ତମ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିର ଉଦଘାଟନ କରିଛନ୍ତି । ଏହି କ୍ରମରେ ସେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଭାରତୀୟ ଟିମ ଓ ଭାରତବାସୀଙ୍କୁ ଏହି ବିଜୟ ପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଭାରତ ବହୁତ ସୁନ୍ଦର ବିଜୟ ହାସଲ କରିଛି । କ୍ରୀଡା ହେଉଛି ଭାରତୀୟContinue reading “ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିରେ କଣ କହିଲେ ପ୍ରଧାନମନ୍ତ୍ରୀ”

ଟାଟା କନ୍ସଲଟାନ୍ସି ସର୍ଭିସେସରେ ଟିପିଏନ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ର-ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି

କନକ ବ୍ୟୁରୋ : ଟାଟା ଗ୍ରୁପ୍ର ଦର୍ଶନ ଏବଂ ସାମାଜିକ ନବସୃଜନ ଅନୁସାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଜରିଆରେ ଲାଇସେନ୍ସପ୍ରାପ୍ତ ଅଂଚଳ ଆଖପାଖ ଗୋଷ୍ଠୀ ସମୁଦାୟର ସାମାଜିକ କଲ୍ୟାଣ ପାଇଁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ଟିସିଏସ୍ ସହିତ ମିଶି ଟିପିଏନ୍ଓଡିଏଲ୍ ଏମ୍ପ୍ଲୟାବିଲିଟି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ରାଇରଙ୍ଗପୁର ଓ ଯାଜପୁରର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି । ରାଇରଙ୍ଗପୁରର ଗୋରୁମହିଷାଣୀ କଲେଜ ଓ ଯାଜପୁର ଭିଟିସିରେ ଟିପିଏନ୍ଓଡିଏଲ୍ ପକ୍ଷରୁ ଆୟୋଜିତContinue reading “ଟାଟା କନ୍ସଲଟାନ୍ସି ସର୍ଭିସେସରେ ଟିପିଏନ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ର-ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି”

Design a site like this with WordPress.com
Get started