ଇମାମଙ୍କ ୱିକେଟ ନେବା ପୂର୍ବରୁ ମୁହଁ ପାଖକୁ ବଲ ନେଇ କଣ କହୁଥିଲେ ପାଣ୍ଡ୍ୟା? ମ୍ୟାଚ୍ ପରେ ନିଜେ କଲେ ଖୁଲାସା ।

କନକ ବ୍ୟୁରୋ : ପଡିଆ ଭିତରେ ମନ୍ତ୍ର ପଢୁଥିଲେ କି ହାର୍ଦ୍ଦିକ ପାଣ୍ଡ୍ୟା? ଇମାମଙ୍କ ୱିକେଟ ନେବା ପରେ କାହିଁକି ଆରମ୍ଭ ହେଲା ଏହି ଚର୍ଚ୍ଚା । ଇମାମଙ୍କ ୱିକେଟ ନେବା ପୂର୍ବରୁ ମୁହଁ ପାଖକୁ ବଲ ନେଇ କଣ କରୁଥିଲେ ହାର୍ଦ୍ଦିକ । ମ୍ୟାଚ୍ ପରେ ସୋସିଆଲ ମିଡ଼ିଆରେ ଏବେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତ-ପାକିସ୍ତାନ ମ୍ୟାଚର ୧୩ ତମ ଓଭରରେ ଏଭଳି କିଛି ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦୀContinue reading “ଇମାମଙ୍କ ୱିକେଟ ନେବା ପୂର୍ବରୁ ମୁହଁ ପାଖକୁ ବଲ ନେଇ କଣ କହୁଥିଲେ ପାଣ୍ଡ୍ୟା? ମ୍ୟାଚ୍ ପରେ ନିଜେ କଲେ ଖୁଲାସା ।”

ଭୟଙ୍କର ସଡ଼କ ଦୁର୍ଘଟଣା : କଣ୍ଟେନର ସହ ମିନି ଭ୍ୟାନ ଧକ୍କା; ୧୨ ତୀର୍ଥଯାତ୍ରୀ ମୃତ, ୨୩ ଗୁରୁତର

କନକ ବ୍ୟୁରୋ : ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ବଡ଼ ଦୁର୍ଘଟଣା । କଣ୍ଟେନର ସହ ମିନି ଭ୍ୟାନ ଧକ୍କାରେ ୧୨ ତୀର୍ଥଯାତ୍ରୀ ମୃତ, ୨୩ ଗୁରୁତର । ଶନିବାର ବିଳମ୍ବିତ ରାତିରେ ମୁମ୍ବାଇଠୁ ୩୫୦କିମି ଦୂର ବୈଜାପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ଭ୍ୟାନଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେContinue reading “ଭୟଙ୍କର ସଡ଼କ ଦୁର୍ଘଟଣା : କଣ୍ଟେନର ସହ ମିନି ଭ୍ୟାନ ଧକ୍କା; ୧୨ ତୀର୍ଥଯାତ୍ରୀ ମୃତ, ୨୩ ଗୁରୁତର”

କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ପବରେ ଚଢାଉ

କନକ ବ୍ୟୁରୋ : ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୋଲିସର ଚଢାଉ । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡିକ ଉପରେ ଚଢାଉ କରିଛି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍ । କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢାଉ କରାଯାଇଛି । ରାତି ୧.୩୦ଯାଏ ଅନୁମତି ଥିଲେ ମଧ୍ୟ କେତେକContinue reading “କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ପବରେ ଚଢାଉ”

ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର : କେଉଁଠୁ ଆସିଲା ଡଲାର ? ସିବିଆଇର ତଦନ୍ତକାରୀ ଟିମର ଖୋଳତାଡ

କନକ ବ୍ୟୁରୋ : ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର । ଡାକ୍ତରଙ୍କ ଠାରୁ ଜବତ ହୋଇଥିବା ୨୦ହଜାର ୫୫୮ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୭ଲକ୍ଷ ଟଙ୍କାକୁ ନେଇ ଚାଲିଛି ଖୋଳତାଡ଼ । କେଉଁ ଉପାୟରେ ଡାକ୍ତର ଜଣକ ୨୦ହଜାର ୫୫୮ଡଲାର ସଂଗ୍ରହ କରିଥିଲେ ସେନେଇ ତଦନ୍ତ ଚଳାଇଛି ସିବିଆଇର ତଦନ୍ତକାରୀ ଟିମ୍ । ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଲାଞ୍ଚ ଆକାରରେ ଡଲାର ନେଉଥିବା ସିବିଆଇ ସନ୍ଦେହ କରୁଛି । ଏପରିକି ପୂର୍ବରୁ ବହୁContinue reading “ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର : କେଉଁଠୁ ଆସିଲା ଡଲାର ? ସିବିଆଇର ତଦନ୍ତକାରୀ ଟିମର ଖୋଳତାଡ”

ଚର୍ଚ୍ଚାରେ ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲେ ଚିଠି : ଲେଖିଲେ ଜ୍ୟାକଲିନଙ୍କ ପାଇଁ ନବରାତ୍ରରେ ରଖିବେ ଉପବାସ, ସବୁ ଠିକ୍ କରିବେ ମା’

କନକ ବ୍ୟୁରୋ : ଜେଲରୁ ପ୍ରେମିକାକୁ ନବରାତ୍ରିର ଶୁଭେଚ୍ଛା ଜଣାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ୯ ଦିନ ଉପବାସ ବ୍ରତ କରିବ ବୋଲି ଏକ ସ୍ୱତନ୍ତ୍ର ଚିଠି ଲେଖି ପଠାଇଛି ସୁକେଶ । ଏହି ଚିଠିରେ ଲେଖାଅଛିି କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି, ଜ୍ୟାକଲିନଙ୍କ ମଙ୍ଗଳ ପାଇଁ ଏବଂ ତାଙ୍କ ଉପରୁ ସବୁ ବାଧାବିଘ୍ନ ଦୂର କରିବା ପାଇଁContinue reading “ଚର୍ଚ୍ଚାରେ ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲେ ଚିଠି : ଲେଖିଲେ ଜ୍ୟାକଲିନଙ୍କ ପାଇଁ ନବରାତ୍ରରେ ରଖିବେ ଉପବାସ, ସବୁ ଠିକ୍ କରିବେ ମା’”

 ସିଙ୍ଗଲ ବେଡରୁମ୍, ୮୪ ଆକାଉଣ୍ଟ, ୮୫୪ କୋଟିର ଠକେଇ… ୨ ଇଞ୍ଜିନିୟରଙ୍କ ଠକେଇ ତରିକା ଜାଣିଲେ ଅଶ୍ଚର୍ଯ୍ୟ ହେବେ

କନକ ବ୍ୟୁରୋ: ଗୋଟିଏ ବଖରା ଘର, ୮୪ ଆକାଉଣ୍ଟ ଓ ୮୫୪ କୋଟି ଟଙ୍କାର ମହା ଠକେଇ । ବେଙ୍ଗାଳୁରୁ ପୁଲିସ ଯେତେବେଳେ ୩୫ ବର୍ଷର ଜଣେ ଏମବିଏ ଗ୍ରାଜୁଏଟ୍ ଓ ୩୬ ବର୍ଷର ସଫ୍ଟଓୟାର ଇଞ୍ଜିନିୟରଙ୍କୁ ଧରିଲା ସେତେବେଳେ ସେମାନଙ୍କ ଠକେଇର ତରିକା ଜାଣିବା ପରେ ପୁଲିସର ହୋସ୍ ଉଡିଯାଇଥିଲା । ଦୁଇ ଅଭିଯୁକ୍ତ ଠକେଇର ଏପରି ଜାଲ ବିଛାଇଥିଲେ ତାହା ଜାଣି ପୁଲିସର ମୁଣ୍ଡ ଘୁରେଇ ଦେଇଥିଲା । ଦୁଇ ଅଭିଯୁକ୍ତଙ୍କ ସହ ସେମାନଙ୍କContinue reading ” ସିଙ୍ଗଲ ବେଡରୁମ୍, ୮୪ ଆକାଉଣ୍ଟ, ୮୫୪ କୋଟିର ଠକେଇ… ୨ ଇଞ୍ଜିନିୟରଙ୍କ ଠକେଇ ତରିକା ଜାଣିଲେ ଅଶ୍ଚର୍ଯ୍ୟ ହେବେ”

ଶ୍ରୀମନ୍ଦିରରେ ଅଶାଳୀନ ପୋଷାକ ପରିଧାନ କଟକଣା : ଯାଞ୍ଚ କରିବାକୁ ଅଛନ୍ତି କେବଳ ପୁରୁଷ କର୍ମଚାରୀ; ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚ ନେଇ ଉଠିଲା ଆପତ୍ତି

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗୁ ହେବାକୁ ଥିବା ଅଶାଳୀନ ପୋଷାକ ପରିଧାନ କଟକଣାକୁ ନେଇ ଦେଖାଦେଇଛି ବିବାଦ । ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ କର୍ମଚାରୀ । ଏଭଳି ସ୍ଥଳେ ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚ ନେଇ ଆପତ୍ତି ଉଠିଛି । ଆସନ୍ତାକାଲି ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଅଶାଳୀନ ପୋଷାକ ପରିଧାନ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଚତନତା ଆରମ୍ଭ ହୋଇଛି ।Continue reading “ଶ୍ରୀମନ୍ଦିରରେ ଅଶାଳୀନ ପୋଷାକ ପରିଧାନ କଟକଣା : ଯାଞ୍ଚ କରିବାକୁ ଅଛନ୍ତି କେବଳ ପୁରୁଷ କର୍ମଚାରୀ; ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚ ନେଇ ଉଠିଲା ଆପତ୍ତି”

ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ : ବେଙ୍ଗାଲୁରୁରେ ‘ମୋଷ୍ଟ ଇନସପେୟାରିଂ ଆଇକନ୍ ଅଫ ଦି ଇୟର’ ସମ୍ମାନରେ ହେଲେ ସମ୍ମାନିତ

କନକ ବ୍ୟୁରୋ : ବେଙ୍ଗାଲୁରୁରେ ସମ୍ମାନୀତ ହେଲେ ଓଡ଼ିଆ ଝିଅ । ‘ପେଡ୍ ପିରିୟଡ୍ ଲିଭ କ୍ୟାପନିଂ’ କରି ୧୨ଟି ରାଜ୍ୟ ବୁଲିସାରିଲେଣିି ଓଡ଼ଆ ଝିଅ ରଞ୍ଜିତା ପ୍ରିୟଦର୍ଶନୀ । ଏବେ ବେଙ୍ଗାଲୁରୁ ହୋଇଥିବା ଫାଭ ଫେୟାର ପକ୍ଷରୁ ଏକ ପୁରସ୍କାର କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଠାରେ ‘ମୋଷ୍ଟ ଇନସପେୟାରିଂ ଆଇକନ୍ ଅଫ ଦି ଇୟର’ରେ ସମ୍ମାନୀତ ହୋଇଥିଲେ ରଞ୍ଜିତା ପ୍ରିୟଦର୍ଶନୀ । ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେContinue reading “ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ : ବେଙ୍ଗାଲୁରୁରେ ‘ମୋଷ୍ଟ ଇନସପେୟାରିଂ ଆଇକନ୍ ଅଫ ଦି ଇୟର’ ସମ୍ମାନରେ ହେଲେ ସମ୍ମାନିତ”

ବେଗୁନିଆ ପୋଲିସର କଳାକାରନାମା : ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଚାଲାଣ ବେଳେ ଧରିଲେ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ପଦାରେ ପଡ଼ିଲା ବେଗୁନିଆ ପୋଲିସର କଳାକାରନାମା । ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଥାନାରୁ ଚାଲାଣ ବେଳେ ଧରିଲେ ସ୍ଥାନୀୟ ଲୋକ । ଘଟଣା ସମ୍ପର୍କରେ ଏସଡିପିଓଙ୍କୁ ଖବର ଦେଇଥିଲେ ଲୋକେ । ଗତକାଲି ଖୋର୍ଦ୍ଧା ବେଗୁନିଆ ପୋଲିସର ବାଣ ଗୋଦାମରେ ଚଢ଼ାଉ କରି ଟ୍ରକ ଟ୍ରକ ବାଣ ଜବତ କରାଯାଇଥିଲା । ଖାଲି ବାଣ ନୁହେଁ ସମାନ ଦିନରେ ଅନ୍ୟ ସ୍ଥାନରେ ଚଢ଼ାଉ କରି ବେଆଇନ୍Continue reading “ବେଗୁନିଆ ପୋଲିସର କଳାକାରନାମା : ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଚାଲାଣ ବେଳେ ଧରିଲେ ସ୍ଥାନୀୟ ଲୋକ”

ଜମ୍ମୁ-କାଶ୍ମୀରରେ ସହିଦ ହୋଇଥିବା ଅଗ୍ନିବୀରଙ୍କୁ ମିଳିଲାନି ଗାର୍ଡ ଅଫ୍ ଅନର । ଭାରତୀୟ ସେନା କହିଲା ଏହାର କାରଣ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଅକ୍ଟୋବର ୧୧ ତାରିଖରେ ଅଗ୍ନିବୀର ଅମୃତପାଲ ସିଂହ ସହିଦ ହୋଇଥିବାବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇନଥିବା ଘଟଣାରେ ପଞ୍ଜାବର ବିରୋଧୀ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହା ମଧ୍ୟରେ ଭାରତୀୟ ସେନା ଶନିବାର ବୟାନ ଜାରି କରି ଗାର୍ଡ ଅଫ୍ ଅନର ଦିଆଯାଇଥିବା ଘଟଣାର କାରଣ କହିଛି । ବିବୃତିରେ ସେନା କହିଛି, ନିଜ ବନ୍ଧୁକଦ୍ୱାରା ନିଜେ ନିଜକୁ ଗୁଳି କରିଥିବାରୁ ଆଘାତ ହେବା ପରେ ଅମୃତପାଲ ସିଂହଙ୍କ ମୃତ୍ୟୁContinue reading “ଜମ୍ମୁ-କାଶ୍ମୀରରେ ସହିଦ ହୋଇଥିବା ଅଗ୍ନିବୀରଙ୍କୁ ମିଳିଲାନି ଗାର୍ଡ ଅଫ୍ ଅନର । ଭାରତୀୟ ସେନା କହିଲା ଏହାର କାରଣ”

Design a site like this with WordPress.com
Get started