ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ । ନବରାତ୍ର ଆରମ୍ଭ ପୂର୍ବରୁ ରିଲିଜ ହେଲା ନୂଆ ଗରବା ଗୀତ ଗରଭୋ

କନକ ବ୍ୟୁରୋ : ନବରାତ୍ର ମୌକାରେ ରିଲିଜ ହେଲା ନୂଆ ଗରବା ଗୀତ । ସୋସିଆଲ ମିଡିଆ ସ୍ପେଶ-ଏକ୍ସରେ ଗାୟିକା ଧ୍ୱନୀ ଭାନୁଶାଳୀ ଏକ ପୋଷ୍ଟ କରି ଗୀତ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗଚୀ । ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ଧ୍ୱନୀ ଭାନୁଶାଳୀ ଗୀତରେ କଣ୍ଠଦାନ କରିଛନ୍ତି । ତେବେ ଧ୍ୱନୀଙ୍କ ଏକ୍ସ ପୋଷ୍ଟକୁ ରିପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପୋଷ୍ଟରେContinue reading “ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ । ନବରାତ୍ର ଆରମ୍ଭ ପୂର୍ବରୁ ରିଲିଜ ହେଲା ନୂଆ ଗରବା ଗୀତ ଗରଭୋ”

ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ ନିର୍ମାଣ କରୁଛି ଡ୍ରାଗନ

କନକ ବ୍ୟୁରୋ : ସୁଧୁରୁନି ଚୀନ । ସାଟେଲାଇଟ ଫଟୋରେ ବାରମ୍ବାର ଧରାପଡୁଛି ଚୀନର ଚାଲ । ଏଲଏସସି ନିକଟରେ ଗାଁ ନିର୍ମାଣ କରୁଛି ଡ୍ରାଗନ । ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଚୀନ ଗାଁ ସହ ସେନା ଶିବିର ନିର୍ମାଣ କରୁଥିବା ପୁଣି ଥରେ ପ୍ରମାଣ ଦେଇଛି ସାଟେଲାଇଟ ଫଟୋ । କେବଳ ସେତିକି ନୁହେଁ ୱାଚ ଟାୱାର ସହ ମୋବାଇଲ ଟାୱାରର ନିର୍ମାଣ କାମ ଦ୍ରୁତ ଗତିରେ କରିଛି । କଂକ୍ରିଟରେ ନିର୍ମିତ ଘରContinue reading “ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ ନିର୍ମାଣ କରୁଛି ଡ୍ରାଗନ”

ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ

କନକ ବ୍ୟୁରୋ : ରକ୍ତ କର୍କଟ ରୋଗୀ ଭାରତରେ ପାଇପାରିବେ ଅତ୍ୟାଧୁନିକ ଚିକିତ୍ସା । ନିକଟରେ ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତରେ ପ୍ରଥମେ ସ୍ୱଦେଶୀ କାର ଟି ବା ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପି ଆରମ୍ଭ ହେବାକୁ ଯାଉଛି । ଏହି ଚିକିତ୍ସା ଦ୍ୱାରା ବିଶେଷ କରି ରକ୍ତକର୍କଟର ଚିକତ୍ସା କରାଯିବ । ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଆମେରିକାରେ ଏହି ଥେରାପିରେ ରୋଗୀଙ୍କContinue reading “ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ”

ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ମୁଖ୍ୟ ନିର୍ବାଚନ କମିଶନ । ପ୍ରଚାର ଖର୍ଚ୍ଚ ଉପରେ ଲାଗିବ ବଡ କଟକଣା, ଆସିଲା ରେଟ୍ ଚାର୍ଟ

କନକ ବ୍ୟୁରୋ : ବାଜି ସାରିଛି ନିର୍ବାଚନୀ ବିଗୁଲ । ୫ରାଜ୍ୟ ପାଇଁ ଭୋଟଦାନ ତାରିଖ ଘୋଷଣା ପରେ ମୁଖ୍ୟ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦଳମାନେ ନିଜ ନିଜ ତରିକାରେ ଜୋରଦାର ପ୍ରଚାର ଆରମ୍ଭ କରିସାରିଲେଣି ଏହା ଭିତରେ ନିର୍ବାଚନ କମିଶନ ପ୍ରାର୍ଥୀ ଓ ଦଳମାନଙ୍କ ପାଇଁ ବଡ ନିଷ୍ପତି ନେଇଛନ୍ତି । ପ୍ରଚାର ସମୟରେ ଅର୍ଥ ଖର୍ଚ୍ଚ ଉପରେ ରୋକ୍ ଲଗାଇବା ପାଇଁ କଡ଼ା ନିଷ୍ପତିContinue reading “ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ମୁଖ୍ୟ ନିର୍ବାଚନ କମିଶନ । ପ୍ରଚାର ଖର୍ଚ୍ଚ ଉପରେ ଲାଗିବ ବଡ କଟକଣା, ଆସିଲା ରେଟ୍ ଚାର୍ଟ”

ଜିିତିଲା ଭାରତ, ହାରିଲା ପାକିସ୍ତାନ । ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ୱକପରେ ପୁଣି ହାରିଲା ଚିର ପ୍ରତିଦ୍ୱନ୍ଦ୍ୱୀ

କନକ ବ୍ୟୁରୋ: ବିଶ୍ୱକପରେ ପାକିସ୍ତାନକୁ ପୁଣି ହରାଇଲା ଭାରତ । ଅହମ୍ମଦାବାଦରେ ବିଜୟୀ ହେଲା ଟିମ୍ ଇଣ୍ଡିଆ । ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବଡ ବିଜୟ ହାସଲ କରିଛି ରୋହିତ ବାହିନୀ । ପାକିସ୍ତାନ ଟିମକୁ ଭାରତ ୭ ୱିକେଟରେ ପରାସ୍ତ କରିଛି । Make it 3⃣ in a row for #TeamIndia! Shreyas Iyer sails past FIFTY as India beat Pakistan by 7Continue reading “ଜିିତିଲା ଭାରତ, ହାରିଲା ପାକିସ୍ତାନ । ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ୱକପରେ ପୁଣି ହାରିଲା ଚିର ପ୍ରତିଦ୍ୱନ୍ଦ୍ୱୀ”

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରେ ପଶିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି । ଗୋଟିଏ ପଟେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ହମାସ ଚରମପନ୍ଥୀଙ୍କୁ ନିପାତ କରିବାକୁ ଶପଥ ନେଇଛି । ଏହି କ୍ରମରେ ଗତକାଲି ଇସ୍ରାଏଲ ସେନା ଗାଜାରେ ଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନ ଛାଡିବାକୁ ଚେତାବନୀ ଦେବା ପରେ ଏବେ ଲକ୍ଷ ଲକ୍ଷ ଲୋକ ଗାଜା ଛାଡି ଅନ୍ୟତ୍ରContinue reading “ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରେ ପଶିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ”

ଯୁଦ୍ଧ ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ‘ଅପରେସନ ଅଜୟ’ରେ ଫେରୁଛନ୍ତି ଭାରତୀୟ

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ୨ୟ ପଯ୍ୟାୟରେ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ । ଦୁଇ ଦିନରେContinue reading “ଯୁଦ୍ଧ ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ‘ଅପରେସନ ଅଜୟ’ରେ ଫେରୁଛନ୍ତି ଭାରତୀୟ”

ଯୁବପିଢ଼ି ପାଇଁ କେନ୍ଦ୍ରର ବଡ଼ ଯୋଜନା । ଅକ୍ଟୋବର ୩୧ରେ ‘ମେରା ଯୁବା ଭାରତ’ ପ୍ଲାଟଫର୍ମ

କନକ ବ୍ୟୁରୋ: ଯୁବଶକ୍ତିର ଭରପୂର ଉପଯୋଗ ଏବଂ ଯୁବପିଢ଼ିର ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ମେରା ଯୁବା ଭାରତ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବଢ଼ାଇବା ଓ ସୃଜନଶୀଳତା ବୃଦ୍ଧି କରିବା । ଏହି ପ୍ଲାଟଫର୍ମ ଜରିଆରେ ଉପକୃତ ହେବେ ୧୫ରୁ ୨୯ ବର୍ଷ ବୟସର ଯୁବକ ଯୁବତୀ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହା ଜରିଆରେContinue reading “ଯୁବପିଢ଼ି ପାଇଁ କେନ୍ଦ୍ରର ବଡ଼ ଯୋଜନା । ଅକ୍ଟୋବର ୩୧ରେ ‘ମେରା ଯୁବା ଭାରତ’ ପ୍ଲାଟଫର୍ମ”

ଗାଜାରେ ଭୟଙ୍କର ମାନବ ସଙ୍କଟ । ଇସ୍ରାଏଲର ଧମକ ପରେ ଘର ଛାଡୁଛନ୍ତି ପ୍ରାୟ ୧୧ ଲକ୍ଷ ଲୋକ । ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ

କନକ ବ୍ୟୁରୋ: ଗାଜାରେ ମାନବୀୟ ସଙ୍କଟ ଉପୁଜିପାରେ । ହମାସ ଆତଙ୍କୀକୁ ନିପାତ କରିବାକୁ ଇସ୍ରାଏଲ ଦୃଢ ସଂକଳ୍ପ ନେବା ପରେ ଏଭଳି ଏକ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉତ୍ତର ଗାଜାରେ ଏବେ ଇସ୍ରାଏଲ ସେନା ପ୍ରବେଶ କରିଛି । ଆଉ ଆତଙ୍କବାଦୀ ସଂଗଠନକୁ ଖୋଜି ଖୋଜି ନିପାତ କରିବାରେ ଲାଗିଛି । ଅନ୍ୟପଟେ ଏବେ ୧୧ ଲକ୍ଷ ଉତ୍ତର ଗାଜା ବାସୀ ବିସ୍ଥାପିତ ହେବା ଭୟରେ ଆଶ୍ରୟ ମାଗିଛନ୍ତି ।Continue reading “ଗାଜାରେ ଭୟଙ୍କର ମାନବ ସଙ୍କଟ । ଇସ୍ରାଏଲର ଧମକ ପରେ ଘର ଛାଡୁଛନ୍ତି ପ୍ରାୟ ୧୧ ଲକ୍ଷ ଲୋକ । ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ”

ପୋଲିସ ହାତରେ ଲେଡି ଲୁଟେରା । ମାଷ୍ଟରମାଇଣ୍ଡ ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ । ନିଶା ଦେଇ କରୁଥିଲା ଲୁଟ୍

କନକ ବ୍ୟୁରୋ: ଆପଣମାନେ ବିଭିନ୍ନ ସମୟରେ ଶୁଣିଥିବେ ନିଶା ଦିଆ ଲୁଟେରା ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ଲୁଟିଥାନ୍ତି । କେତେବେଳେ ଯାତ୍ରୀଙ୍କ ସହ ବନ୍ଧୁତା କରିବା ପରେ ନିଶା ବିସ୍କୁଟ ଦେଇ ତ ଆଉ କେତେବେଳେ ଚା’ରେ ନିଶା ଟାବଲେଟ୍ ମିଶାଇ ଲୁଟ୍ କରିଥାନ୍ତି । ତେବେ ମାଷ୍ଟରକ୍ୟାଣ୍ଟିନରେ ମାତିଥିବା ନିଶା ଗ୍ୟାଙ୍ଗ ଧରାପଡିବା ପରେ ସାମନାକୁ ଆସିଛି, ଲୁଟିଆ ଗ୍ୟାଙ୍ଗର ପୂରା କାହାଣୀ । ନାମ- ମୁସ୍କାନ ଓରଫ ସରିଫା ଖାତୁନ । ବୟସ ୨୨Continue reading “ପୋଲିସ ହାତରେ ଲେଡି ଲୁଟେରା । ମାଷ୍ଟରମାଇଣ୍ଡ ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ । ନିଶା ଦେଇ କରୁଥିଲା ଲୁଟ୍”

Design a site like this with WordPress.com
Get started