ଗୋଟେ ଦେଶର ଗୁଇନ୍ଦା ସଂସ୍ଥାର ହାତ ଅଛି । ସମୟ ଆସିଲେ ପ୍ରମାଣ ଦେବୁ । ସାହିଦ ଲତିଫ ହତ୍ୟାରେ ବିଲିବିଳଉଛି ପାକିସ୍ତାନ 

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ  ସାହିଦ ଲତିଫକୁ ଗତ ୧୧ ତାରିଖରେ ଅଜଣା ଆତତାୟୀ ମାନେ ଗୁଳି କରି ହତ୍ୟା କରିଥିଲେ । ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ ଲତିଫ । ଭାରତୀୟ ଏଜେନ୍ସିର ରାଡ଼ାରରେ ଥିଲା । ସାହିଦ ଲତିଫର ହତ୍ୟାକୁ ଆତଙ୍କବାଦୀ ଘଟଣା ଭାବେ ଚିତ୍ରଣ କରୁଛି ପାକିସ୍ତାନ । ଏହି ଘଟଣାରେ ତିନିଜଣ ଆରୋପୀଙ୍କୁ ଗିରଫ କରିଛି ବୋଲି ପାକିସ୍ତାନ ପୋଲିସ ଦାବି କରୁଛି । ପାକିସ୍ତାନ ପୋଲିସର ବିବୃତ୍ତି ଅନୁସାରେContinue reading “ଗୋଟେ ଦେଶର ଗୁଇନ୍ଦା ସଂସ୍ଥାର ହାତ ଅଛି । ସମୟ ଆସିଲେ ପ୍ରମାଣ ଦେବୁ । ସାହିଦ ଲତିଫ ହତ୍ୟାରେ ବିଲିବିଳଉଛି ପାକିସ୍ତାନ “

ମେଡିକାଲ କଲେଜରେ ନାମ ଲେଖା ନାଁରେ ସାଇବର ଠକେଇ: ଛାତ୍ରଙ୍କୁ ଚୁନା ଲଗାଇଲେ ୧୬ ଲକ୍ଷରୁ ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ନିଟ୍ରେ ବିଫଳ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ଠକ । ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ରଖି କଲ୍ କରୁଥିଲେ । ସରକାରୀ ମେଡିକାଲ କଲେଜ ବଲାଙ୍ଗୀର, ବାରିପଦା ଓ କୋରାପୁଟରେ ସ୍ପଟ୍ ଆଡମିସନ କରି ନାମଲେଖାଇ ଦେବାକୁ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଜଣେ ଛାତ୍ରଙ୍କଠାରୁ ୧୬ଲକ୍ଷରୁ ଅଧିକ ଟଙ୍କାContinue reading “ମେଡିକାଲ କଲେଜରେ ନାମ ଲେଖା ନାଁରେ ସାଇବର ଠକେଇ: ଛାତ୍ରଙ୍କୁ ଚୁନା ଲଗାଇଲେ ୧୬ ଲକ୍ଷରୁ ଲକ୍ଷରୁ ଅଧିକ ଟଙ୍କା”

ଲେବାନନରେ ରକେଟ୍ ମାଡ କଲା ଇସ୍ରାଏଲ, ରଏଟର୍ସ ସାମ୍ବାଦିକ ମୃତ

କନକ ବ୍ୟୁରୋ: ପାଲେଷ୍ଟାଇନ୍ ସହ ଯୁଦ୍ଧ ଭିତରେ ଲେବାନନ୍ ଉପରେ ରକେଟ୍ ମାଡ କରିଛି ଇସ୍ରାଏଲ । ଫଳରେ ଏଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲୀ ସେନା ଓ ଲେବାନୀୟ ଆତଙ୍କବାଦୀ ହେଜ୍‌ବୋଲ୍ଲାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତରେContinue reading “ଲେବାନନରେ ରକେଟ୍ ମାଡ କଲା ଇସ୍ରାଏଲ, ରଏଟର୍ସ ସାମ୍ବାଦିକ ମୃତ”

ବାଙ୍କୀରେ ଛାତ୍ରଙ୍କୁ ଚାପିଦେଲା ପିକଅପ୍ ଭ୍ୟାନ: ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର

କନକ ବ୍ୟୁରୋ: ବାଙ୍କୀ କଟକ ରାସ୍ତାର ରଣଶଂଖ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ହରିରାଜପୁର ଗାଁର ୩ଜଣ ଦଶମ ଶ୍ରେଣୀ ଛାତ୍ର ଏକ ବାଇକ ଯୋଗେ ଚକୁଳେଶ୍ୱରରୁ ଟ୍ୟୁସନ୍ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ବାଙ୍କୀରୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବାଇକ୍ର ସାମ୍ନାପଟୁ ଧକ୍କା ଦେଇଥିଲା ।Continue reading “ବାଙ୍କୀରେ ଛାତ୍ରଙ୍କୁ ଚାପିଦେଲା ପିକଅପ୍ ଭ୍ୟାନ: ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର”

ପୂର୍ବରୁ ଭାରତ-ପାକିସ୍ତାନରେ ହେଉଥିଲା କଡା ଟକ୍କର: ଖେଳାଳି-ଖେଳାଳି ଭିତରେ ହେଉଥିଲା ଲଢେଇ

କନକ ବ୍ୟୁରୋ: ଆଜି ବିଶ୍ୱକପ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଫ୍ୟାନ । କାରଣ ଉଭୟ ଦେଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ବେଳେ ବେଳେ ଏମିତି ହୋଇଛି କି ପଡିଆ ମଝିରେ ମୁହାଁ ମୁହିଁ ହୋଇଛନ୍ତି ଉଭୟ ଦେଶରେ ଖେଳାଳି । ଏବେ ଆଉ ସେମିତି ଦେଖିବାକୁ ମିଳୁନି । ତେବେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଖେଳାଳିContinue reading “ପୂର୍ବରୁ ଭାରତ-ପାକିସ୍ତାନରେ ହେଉଥିଲା କଡା ଟକ୍କର: ଖେଳାଳି-ଖେଳାଳି ଭିତରେ ହେଉଥିଲା ଲଢେଇ”

ପଶ୍ଚିମବଙ୍ଗ ହାୱଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗୋଦାମ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହାୱଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଗୋଦାମ । ନିଅାଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ଦମକଳ ବାହିନୀର ୧୧ଟି ଗାଡ଼ି ମୁତୟନ ହୋଇଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖାଇବା ତେଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନାContinue reading “ପଶ୍ଚିମବଙ୍ଗ ହାୱଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗୋଦାମ”

୧୦୦ ଲକର୍, ୫୦୦ କୋଟି ବ୍ଲାକମନି, ୫୦ କେଜି ସୁନା…ବରିଷ୍ଠ ବିଜେପି ନେତାଙ୍କ ଚାଞ୍ଚଲ୍ୟକର ଦାବି

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜସ୍ଥାନରେ ରାଜନୈତିକ ସରଗରମ ଦେଖାଦେଇଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ କିରୋଡିଲାଲ ମୀଣା ଏଭଳି ଏକ ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୀଣା କହିଛନ୍ତି ଯେ, ଜୟପୁରରେ ୧୦୦ଟି ବ୍ୟକ୍ତିଗତ ଲକରରେ ୫୦୦ କୋଟି କଳାଧନ ଓ ୫୦ କେଜି ସୁନା ରଖାଯାଇଛି । ସେ ପୁଲିସର ଉପସ୍ଥିତିରେ ଲକର ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ।Continue reading “୧୦୦ ଲକର୍, ୫୦୦ କୋଟି ବ୍ଲାକମନି, ୫୦ କେଜି ସୁନା…ବରିଷ୍ଠ ବିଜେପି ନେତାଙ୍କ ଚାଞ୍ଚଲ୍ୟକର ଦାବି”

ପୁଣି ଆନ୍ଧ୍ରର ଅନୁପ୍ରବେଶ: କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଅଂଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇଲେ ବ୍ଲକ ଅଧ୍ୟକ୍ଷା । କୋଟିଆ ଗ୍ରାମପୁଂଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଅନେକ ସମୟରେ ଆନ୍ଧ୍ରର ଅଧିକାରୀ ମାନେ କୋଟିଆ ଗ୍ରାମପୁଂଜ ସହିତ ସୀମାନ୍ତ ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଆନ୍ଧ୍ରର କିଛି ସ୍ୱାସ୍ଥ୍ୟକର୍ମୀContinue reading “ପୁଣି ଆନ୍ଧ୍ରର ଅନୁପ୍ରବେଶ: କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ”

କର୍ଣ୍ଣାଟକରେ ଠିକାଦାରଙ୍କ ଘରେ ଆୟକର ବିଭାଗର ଚଢ଼ଉ: ଦୁଇଜଣଙ୍କ ଘରୁ ମିଳିଲା ନଗଦ ୪୨ କୋଟିରୁ ଅଧିକ ଟଙ୍କା

କନକ ବ୍ୟୁରୋ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଆୟକର ବିଭାଗର ରେଡ୍ । ଦୁଇ ଜଣ ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ଟି ପେଟିରେ ଭର୍ତି ହୋଇ ରହିଥିଲା ୫ ଶହ ଟଙ୍କିଆ ନୋଟ୍ । ବିଏସ୍ଆର ଇନ୍ଫ୍ରାଟେକ୍ ଏବଂ ଷ୍ଟାର ଇନ୍ଫ୍ରାଟେକ୍ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରିଥିଲା । ରେଡ୍ ବେଳେ ବିପୁଳ ପରିମାଣର ଟଙ୍କା ସହ ଅନେକ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତContinue reading “କର୍ଣ୍ଣାଟକରେ ଠିକାଦାରଙ୍କ ଘରେ ଆୟକର ବିଭାଗର ଚଢ଼ଉ: ଦୁଇଜଣଙ୍କ ଘରୁ ମିଳିଲା ନଗଦ ୪୨ କୋଟିରୁ ଅଧିକ ଟଙ୍କା”

ଭାରତର ଅପରେସନ୍ ଅଜୟ ଜାରି: ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ

କନକ ବ୍ୟୁରୋ: ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇContinue reading “ଭାରତର ଅପରେସନ୍ ଅଜୟ ଜାରି: ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ”

Design a site like this with WordPress.com
Get started