ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

କନକ ବ୍ୟୁରୋ: ଆଜି ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଛି । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି । ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କContinue reading “ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ”

ଏଥର ୮ ଦିନ ହେବ ବାଲିଯାତ୍ରା: ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏଁ କଟକ ଐତିହାସିକ ବାଲିଯାତ୍ରା

କନକ ବ୍ୟୁରୋ: ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଚଳିତବର୍ଷ ଓରମାସ୍ର ଷ୍ଟଲ୍ ସଂଖ୍ୟା ୪ଶହକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜୀକାରେ ସ୍ଥାନୀତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବାଲିଯାତ୍ରାର କଳେବର ବୃଦ୍ଧି ସହContinue reading “ଏଥର ୮ ଦିନ ହେବ ବାଲିଯାତ୍ରା: ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏଁ କଟକ ଐତିହାସିକ ବାଲିଯାତ୍ରା”

ପ୍ରେମରେ ବାଧା ଦେଲାନି ବୟସ: ୬୫ ବର୍ଷୀୟ ବୃଦ୍ଧାଙ୍କୁ ବିବାହ କଲେ ୬୩ ବର୍ଷୀୟ ବୃଦ୍ଧ, କୁଷ୍ଠରୋଗ ହୋଇଥିବାରୁ କୁଷ୍ଠାଶ୍ରମରେ ହେଉଥିଲେ ଚିକିତ୍ସା

କନକ ବ୍ୟୁରୋ: ପ୍ରେମ ଅସୀମିତ । ପ୍ରେମର ନାହିଁ ବୟସ । ବୟସ ଆଗରେ ହାର ମାନିଛି ପ୍ରେମ । ଆଉ ଏହାର ଜଳନ୍ତ ଉଦାହରଣ ମିଳିଛି ଦାସ ମାରାଣ୍ଡି ଓ ପଦ୍ମାବତୀ ଦାସଙ୍କ କ୍ଷେତ୍ରରେ । ଦାସଙ୍କ ବୟସ ୬୩ ଏବଂ ପଦ୍ମାବତୀଙ୍କ ବୟସ ୬୫ । ଏ ବୟସରେ ପରସ୍ପରକୁ ନିଜର କରି ସଂସାର ଗଢ଼ିବାକୁ ନିଷ୍ପତି ନେଇଛନ୍ତି ଏହି ଦୁଇ ଦମ୍ପତି । ଦୁହିଁଙ୍କ ବିବାହ କରାଇଛନ୍ତି ଜଣେ ଡାକ୍ତର । ତେବେContinue reading “ପ୍ରେମରେ ବାଧା ଦେଲାନି ବୟସ: ୬୫ ବର୍ଷୀୟ ବୃଦ୍ଧାଙ୍କୁ ବିବାହ କଲେ ୬୩ ବର୍ଷୀୟ ବୃଦ୍ଧ, କୁଷ୍ଠରୋଗ ହୋଇଥିବାରୁ କୁଷ୍ଠାଶ୍ରମରେ ହେଉଥିଲେ ଚିକିତ୍ସା”

ଗାଜା ଉପରେ ଆକ୍ରମଣ ମୁହାଁ ଇସ୍ରାଏଲ: ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ନେଇ ସୂଚନା

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ସେଠାରେ ଘନଘନ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଗାଜାରେ ଥିବା ହମାସର ବଡ଼ ବଡ଼ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରୁଛି ଇସ୍ରାଏଲ ସେନା । ବୋମାମାଡ଼ ଜାରି ରହିଛି । ଗାଜାରେ ଏୟାରଷ୍ଟ୍ରାଇକ୍ ଚାଲିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । କହିଛନ୍ତି,Continue reading “ଗାଜା ଉପରେ ଆକ୍ରମଣ ମୁହାଁ ଇସ୍ରାଏଲ: ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ନେଇ ସୂଚନା”

ଆଜି ପବିତ୍ର ମହାଳୟା ଅମାବାସ୍ୟା: ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ପାଇଁ କରାଯାଏ ପିଣ୍ଡଦାନ

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସସ୍କୃତିରେ ଦେଖିବାକୁ ମିଳିଥାଏ । ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଥାନ୍ତି । ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛିContinue reading “ଆଜି ପବିତ୍ର ମହାଳୟା ଅମାବାସ୍ୟା: ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ପାଇଁ କରାଯାଏ ପିଣ୍ଡଦାନ”

ବାସ୍ କେଇ ଘଂଟାର ଅପେକ୍ଷା: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ୍ ଚାଲିଛି । ଆଉ ଟୁର୍ଣ୍ଣାମେଂଟର ଯେଉଁ ମ୍ୟାଚ୍କୁ ଫ୍ୟାନ ଅପେକ୍ଷା କରି ରହିଥିଲେ, ତାହା କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ୍ ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ମଧ୍ୟାହ୍ନ ୨ଟା ବେଳେ ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଯେତେବେଳେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବେ, ସେତେବେଳର ଦୃଶ୍ୟ ଅଦ୍ଭୁତ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁContinue reading “ବାସ୍ କେଇ ଘଂଟାର ଅପେକ୍ଷା: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍”

ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ

କନକ ବ୍ୟୁରୋ: ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ ବଡ଼ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ପୂର୍ବରୁ ବଲିଉଡ କଳାକାରଙ୍କୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ମଧ୍ୟାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବାର ଅଛି । ମ୍ୟାଚ୍ ପୂର୍ବରୁ ୧୨.୩୦ ମିନଟରୁ ମଧ୍ୟାହ୍ନ ୧.୧୦ ମିନିଟ୍ ପର୍ଯ୍ୟନ୍ତ ୩୦ ମିନିଟ୍ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ ସେଲିବ୍ରଟି । ଅରିଜିତ ସିଂ,Continue reading “ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ”

୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ: ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା ସେନା 

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କରିଛି ଭାରତ । ବିଏସଏଏନଏଲ ସହ ମିଶି ୧୫ ହଜାର ୫୦୦ ଫୁଟ ଉଚ୍ଚତାରେ ମୋବାଇଲ ଟାୱାର ପ୍ରତିଷ୍ଠା କରିଛି ଭାରତୀୟ ସେନା । ଭାରତ-ପାକିସ୍ତାନ ସୀମା ଏଲଓସିରେ ଥିବା ସିଆଚେନରେ ପ୍ରବଳ ତୁଷାରପାତ ହୋଇଥାଏ । ଶୀତ ଦିନରେ ଏଠାରେ ରହିବା ସବୁଠୁ ବଡ଼ କଷ୍ଟ । କିନ୍ତୁ ଶତ୍ରୁ ଦେଶ ଉପରେ ନଜର ରଖିବା ଏବଂ ଯୋଯୋଯୋଗ କରିବାContinue reading “୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ: ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା ସେନା “

ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା: ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ

କନକ ବ୍ୟୁରୋ: ଧାରଣାରେ ଫାଟ ଯୋଗୁ ଘଟିଲା ବିହାର ବକ୍ସର ରେଳ ଦୁର୍ଘଟଣା । ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ କରାଯାଉଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ପ୍ରାଥମିକ ରିପୋର୍ଟରୁ ଧାରଣାରେ ଫାଟ ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ୧୧ତାରିଖ ବିଳମ୍ବିତ ରାତିରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସContinue reading “ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା: ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ”

୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା

କନକ ବ୍ୟୁରୋ: ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଦେଶ ପାଳିବ ଗଣତନ୍ତ୍ରର ମହୋତ୍ସବ । ଆଗାମୀ ନିର୍ବାଚନରେ ୧୦୦କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଗଣତନ୍ତ୍ରର ଇତିହାସରେ ଏହା ରେର୍କଡ ସୃଷ୍ଟି କରିବ ବୋଲି ନୂଆଦିଲ୍ଲୀର ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀର ଉଦଘାଟନ ଅବସରରେ କହିଛନ୍ତି ମୋଦି । ୨୦୧୯ ସାଧାରଣ ନିର୍ବାଚନରେ ୯୦କୋଟି ଭୋଟର ସାମିଲ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ଏହି ସଂଖ୍ୟାContinue reading “୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା”

Design a site like this with WordPress.com
Get started