ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ହମାସର ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ଯାହାର ଚିତ୍ର ସାମ୍ନାକୁ ଆସିଛି । ସହର ଭଙ୍ଗା କୋଠା ଘରର ଗନ୍ତାଘର ପାଲଟିଯାଇଛି । ଇସ୍ରାଇଲ ସେନା ଏପର୍ଯ୍ୟନ୍ତ ୬ ହଜାରୁ ଅଧିକ ରକେଟ ମାଡ କରିସାରିଲାଣି । ଏହାରି ଭିତରେ ବିଶେଷକରି ଆତଙ୍କବାଦୀ ଲୁଚିଥିବା ଉତ୍ତର ଗାଜାର ଥିବା ପ୍ରାୟ ୧୧ ଲକ୍ଷContinue reading “ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ”

ବଜାର ମଝିରେ ବ୍ୟାଙ୍କ ସେବା । ବଦଳ ଚାଲିଛି ଚିରାଫଟା ନୋଟ୍

କନକ ବ୍ୟୁରୋ : ହାତରେ ଅଛି ୫ ଶହ ଟଙ୍କିଆ ନୋଟ । କିନ୍ତୁ ନୋଟଟି ନଷ୍ଟ ହୋଇଯାଇଥିବାରୁ ଏହାକୁ ଖର୍ଚ କରିପାରୁନଥିଲେ । ଟଙ୍କା ବଦଳାଇବାକୁ ବ୍ୟାଙ୍କ ଯିବାକୁ ବି ସମୟ ନଥିଲା । କିନ୍ତୁ ଏବେ ବଜାର ମଝିରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇଥିବାରୁ ଟଙ୍କା ବଦଳାଇବାକୁ ଆସିଛନ୍ତି । କେବଳ ଏହି ଜଣେ ବ୍ୟକ୍ତି ନୁହଁ ଅନେକ ବ୍ୟକ୍ତି ଚିରାଫଟା ଓ ରଙ୍ଗ ଲଗା ନୋଟ ବଦଳାଇବାକୁ ଆସିଛନ୍ତି । ଚିରାଫଟା ନୋଟ୍Continue reading “ବଜାର ମଝିରେ ବ୍ୟାଙ୍କ ସେବା । ବଦଳ ଚାଲିଛି ଚିରାଫଟା ନୋଟ୍”

ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ । ଛାତି ଥରାଇଲା ହମାସ ଆତଙ୍କର କାହାଣୀ

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଜୀବନ ବଂଚାଇ ସ୍ୱଦେଶ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏମାନେ ସବୁ ଶୁକ୍ରବାର ସକାଳୁ ସକାଳୁ ପଂହଚିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ୯ ଓଡିଆ । ବିମଳେନ୍ଦୁ ମହାପାତ୍ର, ଭୂପେଶ ମେହେର, ନୀଳକଣ୍ଠ ମେହେର, ସୁବ୍ରତ ମେହେର, ଆୟୁଷ ମେହେର, ବରୁଣ ବାରିକ, ଜିତେନ କୁମାର ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଆସିଛନ୍ତି । ଆଉ ଦିଲ୍ଲୀରୁ ବିମାନ ଜରିଆରେContinue reading “ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ । ଛାତି ଥରାଇଲା ହମାସ ଆତଙ୍କର କାହାଣୀ”

କଟକ ସହରର ହାଲ୍ ବେହାଲ୍ ! କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ସଫାସଫା ଶୁଣାଇଲେ, ୨୭ ସୁଦ୍ଧା କାମ ସାର

କନକ ବ୍ୟୁରୋ : ଆଗକୁ ପାର୍ବଣ, ଆଉ କିଏ ହେଉଛି କଟକ ସହରର ରାସ୍ତାଘାଟର ଅବସ୍ଥା । ରାସ୍ତା ନିର୍ମାଣ ପାଇଁ କେଉଁଠି ଗାତ ଖୋଲା ଯାଇଛି, ତ ଆଉ କେଉଁଠି ଅସଜଡ଼ା ପଡ଼ିଛି ଡ୍ରେନ୍ । ଏ ସମ୍ପର୍କୀୟ ଏକ ମାମଲାର ଶୁଣାଣି କରି ବିଭାଗୀୟ କର୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି- ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ । ଆସନ୍ତା ୨୭ ତାରିଖ ସୁଦ୍ଧାContinue reading “କଟକ ସହରର ହାଲ୍ ବେହାଲ୍ ! କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ସଫାସଫା ଶୁଣାଇଲେ, ୨୭ ସୁଦ୍ଧା କାମ ସାର”

ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଅଧା ବାଟରୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଯୁବ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ ଫସର ଫାଟିଛି । ବାଇକ ରାଲି କରି ଯୁବ କଂଗ୍ରେସ କର୍ମୀ ଫରେଷ୍ଟ ପାର୍କ ନିକଟରେ ପହଂଚିଥିଲେ । ଭ୍ୟାନରେ ଆସିଥିଲେ ଆଉ କେତେକ ଯୁବ କଂଗ୍ରେସ କର୍ମୀ । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ, ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି ହରିଲୁଟ, ଓଡିଆ ଯୁବକଙ୍କୁ ନିଯୁକ୍ତି ଦାବିରେ ରାଲି କରିବାକୁ ବାହାରିଥିଲା ଯୁବ କଂଗ୍ରେସ ।Continue reading “ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଅଧା ବାଟରୁ ଉଠାଇ ନେଲା ପୋଲିସ”

ବିଶ୍ୱ ଅଣ୍ଡା ଦିବସରେ ଅଣ୍ଡା ଚିନ୍ତା । କାହିଁକି ବଢୁଛି ଅଣ୍ଡାର ଦାମ ?

କନକ ବ୍ୟୁରୋ : ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ । ଅଣ୍ଡାର ଚାହିଦା ବଢାଇବା ପାଇଁ ଟିଭିରେ ଆସୁଥିବା ବିଜ୍ଞାପନ ପିଲାବେଳୁ ଆମେ ଶୁଣି ଆସୁଛୁ । ଅଣ୍ଡା ପୁଷ୍ଟିକର ଓ ସୁଲଭ ହୋଇଥିବାରୁ ସାଧାରଣ ଲୋକେ ଏହାକୁ ଖାଇପାରୁଥିଲେ । କିନ୍ତୁ ଏବେ ଯେଉଁ ଭଳି ଭାବେ ଅଣ୍ଡାର ଦର ବୃଦ୍ଧି ହୋଇଛି ଦୈନିକ ଭୋଜନରେ ଅଣ୍ଡାକୁ ସାମିଲ କରିବା ସମ୍ଭବ ନୁହେଁ । ଓପୋଲୋଫେଡର ତଥ୍ୟ କହୁଛି ଓଡିଶାରେ ଦିନକୁContinue reading “ବିଶ୍ୱ ଅଣ୍ଡା ଦିବସରେ ଅଣ୍ଡା ଚିନ୍ତା । କାହିଁକି ବଢୁଛି ଅଣ୍ଡାର ଦାମ ?”

ଦକ୍ଷିଣ ଭାରତର ସୁପରଷ୍ଟାର ବନାମ ବଲିଉଡ ଆକ୍ସନ ଷ୍ଟାର : ଦଶହରାରେ ଭରପୁର ମନୋରଂଜନ ପାଇବେ ଦର୍ଶକ ଆସୁଛି ଏହିସବୁ ଫିଲ୍ମ

ଦଶହରା ପାଖେଇ ଆସୁଛି । ବଲିଉଡ ହେଉ କି ସାଉଥ ହେଉ ଏହି ଅବସରରେ ଭଲ ଭଲ ଷ୍ଟାରମାନଙ୍କର ଫିଲ୍ମ ରିଲିଜ ହେଇଥାଏ । ଏଥର ମଧ୍ୟ ଦଶହରାରେ ମୁକ୍ତିଲାଭ ଅପେକ୍ଷାରେ ବହୁ ଫିଲ୍ମ ଲାଇନରେ ଅଛି । ବଡ଼ ବଡ଼ ଥିଏଟର ସବୁ ବୁକିଂ ହେଇସାରିଲାଣି । ଆସିବାକୁ ଯାଉଛି ଭିନ୍ନ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର । ଆସନ୍ତୁ ଜାଣିବା ଏଥର ଦଶହରାରେ କାହା କାହା ଫିଲ୍ମ ସବୁ ରିଲିଜ ହେବାକୁ ଯାଉଛି । ଲିୟୋContinue reading “ଦକ୍ଷିଣ ଭାରତର ସୁପରଷ୍ଟାର ବନାମ ବଲିଉଡ ଆକ୍ସନ ଷ୍ଟାର : ଦଶହରାରେ ଭରପୁର ମନୋରଂଜନ ପାଇବେ ଦର୍ଶକ ଆସୁଛି ଏହିସବୁ ଫିଲ୍ମ”

ମାଲିକଙ୍କ ମୃତ୍ୟୁ ପରେ ମଶାଣିରେ ଖୋଜୁଛି । ଫଟୋ ଆଗରେ ଲୁହ ଗଡ଼ାଇ ଅକୁହା କଥାକୁ ପରିପ୍ରକାଶ କରୁଛି

କନକ ବ୍ୟୁରୋ : ପଶୁ ଓ ମଣିଷଙ୍କ ମଧ୍ୟରେ ବନ୍ଧୁତା ଆମେ ଅନେକ ଦେଖିଛେ । ଫିଲ୍ମରେ ଅନେକ କାହାଣୀ ଦେଖିଛେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ମାଲିକ ଓ ପୋଷା କୁକୁର ଭଲପାଇବା ଦେଖି ଆପଣଙ୍କ ଆଖିରୁ ବି ଦୁଇ ଧାର ଲୁହ ଝରି ଆସିବ । ମାଲିକ ଓ ପୋଷ କୁକୁର ଭିତରେ ଥିବା ଅନାବିଳ ସ୍ନେହ ଓ ଶ୍ରଦ୍ଧାରContinue reading “ମାଲିକଙ୍କ ମୃତ୍ୟୁ ପରେ ମଶାଣିରେ ଖୋଜୁଛି । ଫଟୋ ଆଗରେ ଲୁହ ଗଡ଼ାଇ ଅକୁହା କଥାକୁ ପରିପ୍ରକାଶ କରୁଛି”

ଦିବ୍ୟାଙ୍ଗ ପୁଅକୁ ଶିକୁଳିରେ ବାନ୍ଧି ମୁଲ ଲାଗୁଛନ୍ତି ବିଧବା ମାଆ । ଯନ୍ତ୍ରଣାପୂର୍ଣ୍ଣ ଜୀବନରୁ ମୁକୁଳିବା ପାଇଁ ସହଯୋଗ ଲୋଡିଛନ୍ତି ଭୋଗରାଇର ଅଂଜଳି

କନକ ବ୍ୟୁରୋ : ଏ କେମିତିକା ଜୀବନ । ଯେଉଁ ଜୀବନ ଜିଇଁବା ପାଇଁ ଅହରହ କରିବାକୁ ପଡେ ସଂଘର୍ଷ । ପୁଅ ଦୁନିଆକୁ ଆସିବା ଆଗରୁ ଚାଲିଗଲେ ସ୍ୱାମୀ । ୬ ମାସର ଗର୍ଭବତୀ ଅବସ୍ଥାରେ ବିଧବା ହେବାର ଦୁଃଖଠୁ ବଳିଗଲା ପୁଅ ଜନ୍ମ ହେବା ପରର ଦୁଃଖ । ପୁଅକୁ ଦେଖି ଭାବିଥିଲେ, ଜୀବନରେ ଆସିଥିବା ଝଡ ଥମି ଯିବ, ପୁଅ ବଡ ହେଲେ ଦୁଃଖ ଅପସରି ଯିବ । ହେଲେ ବିଧିର ବିଧାନContinue reading “ଦିବ୍ୟାଙ୍ଗ ପୁଅକୁ ଶିକୁଳିରେ ବାନ୍ଧି ମୁଲ ଲାଗୁଛନ୍ତି ବିଧବା ମାଆ । ଯନ୍ତ୍ରଣାପୂର୍ଣ୍ଣ ଜୀବନରୁ ମୁକୁଳିବା ପାଇଁ ସହଯୋଗ ଲୋଡିଛନ୍ତି ଭୋଗରାଇର ଅଂଜଳି”

ଦୁଇ ଭଉଣୀଙ୍କୁ ଅନାଥ କରିଥିଲା କରୋନା । ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ କୋଳେଇ ନେଲେ ସ୍ପେନ୍ ଦମ୍ପତି

କନକ ବ୍ୟୁରୋ : କୁହାଯାଏ, କୌଣସି କାରଣ ବଶତଃ ଜୀବନ ରାସ୍ତାରେ ଗୋଟିଏ ବାଟ ବନ୍ଦ ହୋଇଗଲେ, ଅନ୍ୟ ଏକ ବାଟ ଖୋଲିଯାଏ । ଠିକ୍ ସେମିତି କିଛି ଘଟିଛି ଦୁଇ କୁନି ଶିଶୁଙ୍କ ଭାଗ୍ୟରେ    । ମହାମାରୀ କରୋନା ଏମାନଙ୍କ ଜୀବନକୁ ଅନ୍ଧାର କରିଦେଇଥିଲା । କରୋନାରେ ସଂକ୍ରମିତ ହୋଇ ବାପା-ମାଆ ଦୁହେଁ ଆରପାରିକୁ ଚାଲିଯିବା ପରେ ଅନାଥ ହୋଇଯାଇଥିଲେ ଗଜପତି ଜିଲ୍ଲା ଉଦୟଗିରି ଅଂଚଳର ଦୁଇ ଭଉଣୀ । ସେମାନଙ୍କୁ ଉଦ୍ଧାର କରି ପୋଷ୍ୟContinue reading “ଦୁଇ ଭଉଣୀଙ୍କୁ ଅନାଥ କରିଥିଲା କରୋନା । ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ କୋଳେଇ ନେଲେ ସ୍ପେନ୍ ଦମ୍ପତି”

Design a site like this with WordPress.com
Get started