କନକ ବ୍ୟୁରୋ : ନିଜ ଘର ଭାଙ୍ଗି ଯିବା ପରେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତ ପରିବାର । ଗୋଟିଏ ଘରେ ୩ଟି ଲେଖାଏଁ ପରିବାର ରହୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେରୁ ଅଧିକ ସମୟ ହେବ ଏମିତି ଚଳୁଛନ୍ତି ୯ଟି ପରିବାର । ଗୋଟିଏ ଘରେ ୩ଟି ପରିବାର ଏକାଠି ରହୁଥିବାରୁ ଶୋଇବା ବସିବାରେ ବହୁ ଅସୁବିଧା ହେଉଛି । ପରସ୍ପରଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି । କେନ୍ଦ୍ରାପଡାContinue reading “ବସଷ୍ଟାଣ୍ଡ ପାଇଁ ଭଙ୍ଗା ହେଲା ଘର । ବାସ ହରାଇଲେ ୯ଟି ପରିବାର,ଆଶ୍ରୟ ଦେଇଛି ସ୍କୁଲ ବାରଣ୍ଡା”
Tag Archives: News
ସମୁଦ୍ରରେ ବୁଡ଼ିଯିବ କି ଜଗତସିଂହପୁରର ଉପକୂଳବର୍ତି ୫ଟି ପଂଚାୟତ । ଆଡି ବନ୍ଧ ନଥିବାରୁ ଚିନ୍ତାରେ ଗ୍ରାମବାସୀ
କନକ ବ୍ୟୁରୋ : ଜଗତସିଂହପୁରର ଶିଆଳି ବେଳାଭୂମି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ସମୂଦ୍ରର ନୀଳ ଲହଡି, ପ୍ରଶସ୍ତ ବେଳାଭୂମି ଓ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ପର୍ୟ୍ୟଟକଙ୍କ ମନ ମହୁଛି। ହେଲେ ଏବେ ସମୁଦ୍ରର କୁଳ ଲଙ୍ଘି ଜନବସତି ଆଡ଼କୁ ମାଡି ଆସୁଛି। ସିଆଳୀର ସୌନ୍ଦର୍ୟ୍ୟ ବୃଦ୍ଧି କରୁଥିବା ଭିଉ ଟାୱାର ତଳୁ ସମୁଦ୍ର ଜୁଆରରେ ବାଲି ଅତଡା ଖସି ଭୁଶୁଡିବାକୁ ବସିଥିବା ବେଳେ ଅନ୍ୟପଟେ ସମୂଦ୍ରର ଅଶାନ୍ତ ଜୁଆର ପାଣି ଆଖପାଖContinue reading “ସମୁଦ୍ରରେ ବୁଡ଼ିଯିବ କି ଜଗତସିଂହପୁରର ଉପକୂଳବର୍ତି ୫ଟି ପଂଚାୟତ । ଆଡି ବନ୍ଧ ନଥିବାରୁ ଚିନ୍ତାରେ ଗ୍ରାମବାସୀ”
ବ୍ୟାଗରେ ମଦ ବୋତଲ ଧରି ସ୍କୁଲରେ ପହଂଚିଲେ ଶିକ୍ଷକ, ଗାଁ ଲୋକଙ୍କ ଆଖିରେ ପଡିବା ପରେ ହେଲେ ହଟହଟା
କନକ ବ୍ୟୁରୋ : ବିଦ୍ୟାଳୟକୁ ମଦ ବୋତଲ ଧରି ଆସି ହଟହଟା ହେଲେ ପ୍ରଧାନଶିକ୍ଷକ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ସମୟରେ ମାତୃଭାଷା ପରୀକ୍ଷା ବନ୍ଦ ହେବା ଘଟଣାରେ ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ । ଘଟଣା ଏମିତି ହୋଇଥିଲା ଯେ, ପୋଲିସ ଗାଁରେ ପହଂଚି ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ ନିଆଳି ବ୍ଲକ ଅଳଁ ପଂଚାୟତ ମହଙ୍ଗପଡ଼ାରେ ଥିବା ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଦୀର୍ଘContinue reading “ବ୍ୟାଗରେ ମଦ ବୋତଲ ଧରି ସ୍କୁଲରେ ପହଂଚିଲେ ଶିକ୍ଷକ, ଗାଁ ଲୋକଙ୍କ ଆଖିରେ ପଡିବା ପରେ ହେଲେ ହଟହଟା”
ଝିଅକୁ ଝୁରିଝୁରି ଚାଲିଗଲେ ବାପା-ମାଆ । ସ୍ୱାମୀଙ୍କ ଆତ୍ମହତ୍ୟାକୁ ୨୪ ଘଂଟା ନପୁରୁଣୁ ବିଷ ପିଇ ଜୀବନ ହାରିଲେ ସ୍ୱାମୀ
କନକ ବ୍ୟୁରୋ : ଝିଅକୁ ଝୁରିଝୁରି ଶେଷ ହୋଇଗଲା ଗୋଟିଏ ପରିବାର । ଝିଅ ମୃତ୍ୟୁର ୨ ବର୍ଷ ପରେ ଆରପାରିକୁ ଚାଲିଗଲେ ବାପା-ମାଆ । ୨୪ ଘଂଟା ଭିତରେ ଆଗପଛ ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ ଆତ୍ମହତ୍ୟା କରିବାର କେଇ ଘଂଟା ନପୁରୁଣୁ ବିଷ ପିଇ ଜୀବନ ହାରିଦେଲେ ସ୍ତ୍ରୀ । ୪ ବର୍ଷର ଝିଅ ମୃତ୍ୟୁର ୨ ବର୍ଷ ଭିତରେ ଆରପାରିକୁ ଚାଲିଗଲେ ବାପାମାଆ । ଦିନ କେଇଟାରେ ସଫା ହୋଇଗଲା ଗୋଟିଏContinue reading “ଝିଅକୁ ଝୁରିଝୁରି ଚାଲିଗଲେ ବାପା-ମାଆ । ସ୍ୱାମୀଙ୍କ ଆତ୍ମହତ୍ୟାକୁ ୨୪ ଘଂଟା ନପୁରୁଣୁ ବିଷ ପିଇ ଜୀବନ ହାରିଲେ ସ୍ୱାମୀ”
୧୨୮ ବର୍ଷ ପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ । ଆହୁରି ୪ଟି ଗେମକୁ ସାମିଲ କରିବାକୁ ନିଷ୍ପତ୍ତି
କନକ ବ୍ୟୁରୋ : କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅଲମ୍ପିକ୍ସୋର ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷ ପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଶୁକ୍ରବାର ଦିନ ଅଲମ୍ପିକ୍ସରେ ନୂଆ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି କି, କାର୍ଯ୍ୟକାରୀ ବୋର୍ଡର ଅଧିକାରୀମାନେ କ୍ରିକେଟ ସମେତContinue reading “୧୨୮ ବର୍ଷ ପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ । ଆହୁରି ୪ଟି ଗେମକୁ ସାମିଲ କରିବାକୁ ନିଷ୍ପତ୍ତି”
ଦିଲ୍ଲୀ ଅବକାରୀ ନୀତି ମାମଲା : ୨୭ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ସଂଜୟ ସିଂଙ୍କୁ ପଠାଇଲେ କୋର୍ଟ
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଆପର ରାଜ୍ୟସଭା ସାଂସଦ ସଂଜୟ ସିଂ କୋର୍ଟ ତରଫରୁ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ଶୁଣାଣି ବେଳେ ସଂଜୟ ସିଂ ମଧୁମେହ ରୋଗୀ ହୋଇଥିବା କାରଣରୁ ଔଷଧ ପାଇଁ ଭିନ୍ନ ଭାବେ ଏକ ଆପ୍ଲିକେଶନ ଫାଇଲ କରିଛନ୍ତି । କୋର୍ଟ ତରଫରୁ ଅକ୍ଟୋବର ୧୦ ତାରିଖରେ ସମାନ ମାମଲାରେ ଗିରଫ ହୋଇଥିବା ସଂଜୟContinue reading “ଦିଲ୍ଲୀ ଅବକାରୀ ନୀତି ମାମଲା : ୨୭ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ସଂଜୟ ସିଂଙ୍କୁ ପଠାଇଲେ କୋର୍ଟ”
୮୯ ବର୍ଷ ବୟସରେ ତୁଟିଲା ଛାଡପତ୍ର ମାମଲା । ବୃଦ୍ଧା ପତ୍ନୀଙ୍କ ବିକଳ ଆବେଦନରେ ଭାବବିହ୍ୱଳ ହେଲେ ବିଚାରପତି
କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଛାଡପତ୍ରର ସମାଧାନ ହୋଇଛି । ଶେଷରେ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୮୨ ବର୍ଷୀୟା ପତ୍ନୀଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି। ଏଭଳି ଘଟଣା ଘଟିଛି ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ । ବର୍ତ୍ତମାନ ତାଙ୍କର ବୟସ ୮୯ ବର୍ଷ ହେଲାଣି। । ପତ୍ନୀଙ୍କୁ ମଧ୍ୟ ୮୩ ବର୍ଷ ହୋଇସାରିଛି। ତେବେ ସୁପ୍ରିମକୋର୍ଟରେ ବିତର୍କ ବେଳେContinue reading “୮୯ ବର୍ଷ ବୟସରେ ତୁଟିଲା ଛାଡପତ୍ର ମାମଲା । ବୃଦ୍ଧା ପତ୍ନୀଙ୍କ ବିକଳ ଆବେଦନରେ ଭାବବିହ୍ୱଳ ହେଲେ ବିଚାରପତି”
ମାଲିକଙ୍କ ମୃତ୍ୟୁ ପରେ ମଶାଣିରେ ଖୋଜୁଛି: ଫଟୋ ଆଗରେ ଲୁହ ଗଡ଼ାଇ ଅକୁହା କଥାକୁ ପରିପ୍ରକାଶ କରୁଛି
କନକ ବ୍ୟୁରୋ: ପଶୁ ଓ ମଣିଷଙ୍କ ମଧ୍ୟରେ ବନ୍ଧୁତା ଆମେ ଅନେକ ଦିଖିଛେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେଖାଇବୁ ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ମାଲିକଙ୍କ ଦେହାନ୍ତ ପରେ କେମିତି ଏକ ପୋଷା କୁକୁର ତାଙ୍କୁ ଚାରିଆଡ଼େ ଖୋଜିବୁଲୁଛି । ଏପରିକି ଯେଉଁଠି ଅନ୍ତିମ ସଂସ୍କାର କରାଯାଇଥିଲା । ସେହି ମଶାଣୀ ଭୂଇଁରେ ଯାଇ ପୋଡ଼ା କାଠ ଶୁଂଘୁଛି । ଆଉ ପାଟି ଖୋଲୁନଥିଲେ ବି ସେ ଭାବକୁContinue reading “ମାଲିକଙ୍କ ମୃତ୍ୟୁ ପରେ ମଶାଣିରେ ଖୋଜୁଛି: ଫଟୋ ଆଗରେ ଲୁହ ଗଡ଼ାଇ ଅକୁହା କଥାକୁ ପରିପ୍ରକାଶ କରୁଛି”
ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟରେ ଫଟା ନୋଟ୍ ଉଡ଼ାଇ ଲୋକଙ୍କ ପ୍ରତିବାଦ ପରେ ପଶିଲା ବୁଦ୍ଧି: ଏଣିକି ଗ୍ରାମାଞ୍ଚଳ ଓ ହାଟ ବଜାରରେ ଲାଗିବ ବ୍ୟାଙ୍କର କ୍ୟାମ୍ପ
କନକ ବ୍ୟୁରୋ: ଚିରାଫଟା ନୋଟ୍ ବଦଳାଇବାକୁ ନେଇ ଦେଖାଦେଇଥିବା ବିବାଦ ପରେ ଚେତିଛି ଆରବିଆଇ । ବଜାରକୁ ଆସିଛି ବ୍ୟାଙ୍କ । ହାଟ ବଜାରରେ ଲାଗୁଛି ବ୍ୟାଙ୍କର କ୍ୟାମ୍ପ । ଫଳରେ ସହଜରେ ବଦଳାଇ ହେବ ଚିରାଫଟା ନୋଟ୍ । ଏଣିକି ନୋଟ୍ ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କର କ୍ୟାମ୍ପ ଲାଗୁଛି । ରାଜଧାନୀର ୮ ନମ୍ବର କଲ୍ୟାଣୀ ମାର୍କେଟକୁ ଆସିଛି କାନାଡା ବ୍ୟାଙ୍କ । ଯାହା ଫଳରେ ଏଠାର ସହଜରେ ଚିରାଫିଟା ନୋଟ୍ ବଦଳାଇଛନ୍ତି ଗ୍ରାହକContinue reading “ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟରେ ଫଟା ନୋଟ୍ ଉଡ଼ାଇ ଲୋକଙ୍କ ପ୍ରତିବାଦ ପରେ ପଶିଲା ବୁଦ୍ଧି: ଏଣିକି ଗ୍ରାମାଞ୍ଚଳ ଓ ହାଟ ବଜାରରେ ଲାଗିବ ବ୍ୟାଙ୍କର କ୍ୟାମ୍ପ”
ଆମ ସାଂସଦ ଲୋକପ୍ରିୟତା ହରାଇ ସାରିଲେଣି । ବିଧାୟକ ଛିଡା ହେଲେ ହାରିବେ, ସାଂସଦ ଛିଡା ହେଲେ ବି ହାରିବେ । କାହିଁକି ଏମିତି କହିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।
କନକ ବ୍ୟୁରୋ : ସମ୍ବଲପୁର ସାଂସଦ ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ସାଂସଦ ଭାବେ ଛିଡା ହେଲେ ହାରିବେ, ବିଧାୟକ ଭାବେ ଛିଡା ହେଲେ ମଧ୍ୟ ହାରିବେ । ସେ ଛିଡା ହେଲେ ହାରିବାଟା ନିଶ୍ଚିତ । ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କୁ ନେଇ କିଛି ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସ କହିଛନ୍ତି, ପାରିବାରିକ ବିବାଦ କାରଣରୁ ନୀତିଶଙ୍କର ଆଉ ଲୋକପ୍ରିୟତା ନାହିଁ । ତେଣୁ ସେContinue reading “ଆମ ସାଂସଦ ଲୋକପ୍ରିୟତା ହରାଇ ସାରିଲେଣି । ବିଧାୟକ ଛିଡା ହେଲେ ହାରିବେ, ସାଂସଦ ଛିଡା ହେଲେ ବି ହାରିବେ । କାହିଁକି ଏମିତି କହିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।”