ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ଟ୍ଵିଟର ନେଲା ଏମିତି ଏକ ବଡ଼ ଆକ୍ସନ, ଆତଙ୍କବାଦୀ ସଂଗଠନର ବହୁ ଆକାଉଣ୍ଟ ବନ୍ଦ

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସ ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ୍ ସେନାର ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ୍ ଏବଂ ଗାଜାରେ ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେଇଛନ୍ତି ।  ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକContinue reading “ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ଟ୍ଵିଟର ନେଲା ଏମିତି ଏକ ବଡ଼ ଆକ୍ସନ, ଆତଙ୍କବାଦୀ ସଂଗଠନର ବହୁ ଆକାଉଣ୍ଟ ବନ୍ଦ”

ପି-୨୦ ସମ୍ମିଳନୀରେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଆତଙ୍କବାଦର ପରିଭାଷା ଉପରେ ସହମତି ନ ମିଳିବା ଦୁଃଖର ବିଷୟ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି କି, ବିଶ୍ୱ ଆଜି ଯେଉଁ ସଂଘର୍ଷର ସାମ୍ନା କରୁଛି ସେଥିରୁ କାହାକୁ କିଛି ଲାଭ ମିଳିବ ନାହିଁ । ମାତ୍ର ବିଶ୍ୱ ମାନବତା ଆଧାରରେ ଆଗକୁ ବଢିବାର ଆବଶ୍ୟକତା ରହିଛି । ପି-୨୦ ସମ୍ମିଳନୀରେ ଏଭଳି ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି କି ବିଶ୍ୱସ୍ତରରେ ପରସ୍ପର ଉପରେ ବିଶ୍ୱାସ କରିବା ରାସ୍ତାରେ ଥିବା ପ୍ରତିବନ୍ଧକକୁ ଆମକୁ ଦୂର କରିବାକୁ ପଡିବContinue reading “ପି-୨୦ ସମ୍ମିଳନୀରେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଆତଙ୍କବାଦର ପରିଭାଷା ଉପରେ ସହମତି ନ ମିଳିବା ଦୁଃଖର ବିଷୟ”

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ କଡା ସୁରକ୍ଷା । ଅନେକ ସ୍ଥାନରେ ହାଇ ଆଲର୍ଟ ଜାରି

କନକ ବ୍ୟୁରୋ: ଇସ୍ରାଏଲ- ହମାସ୍ ଯୁଦ୍ଧ ଭିତରେ ଭାରତରେ ହାଇ ଆଲର୍ଟ ଜାରି ହୋଇଛି । ଭାରତରେ ଅବସ୍ଥାପିତ ଇସ୍ରାଏଲର କୂଟନୀତିଜ୍ଞ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ ସତର୍କସୂଚନା ଜାରି ହୋଇଛି । ତାଲିକାଭୁକ୍ତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା କଡାକଡି କରିବାକୁ ସଂଯୁକ୍ତ ସୁରକ୍ଷା ପ୍ରତିଷ୍ଠାନର ସୁରକ୍ଷାକୁ ମଜବୁତ୍ କରିବାକୁ ଆଲର୍ଟ କରାଯାଇଛି । ଜାତିସଂଘର ଜନୈକ ମୁଖପାତ୍ର କହିଛନ୍ତି ଯେ, ଆଜି ଗାଜାର ସମସ୍ତ ଲୋକଙ୍କୁ ସେହି ସହର ପୁରା ଖାଲି କରି ସୁରକ୍ଷିତContinue reading “ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ କଡା ସୁରକ୍ଷା । ଅନେକ ସ୍ଥାନରେ ହାଇ ଆଲର୍ଟ ଜାରି”

ସଭାପତିଙ୍କୁ ନଜଣାଇ କଂଗ୍ରେସର ଆନ୍ଦୋଳନ ? ଶରତ ପଟ୍ଟନାୟକ କହିଲେ, ଦଳର ନାହାନ୍ତି ଯୁବ ସଭାପତି; କିଏ କରୁଥିଲା ଆନ୍ଦୋଳନ

କନକ ବ୍ୟୁରୋ : ଯୁବ କଂଗ୍ରେସର ଆନ୍ଦୋଳନ ନେଇ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ନବୀନ ନିବାସ ଘେରାଉ ସଂପର୍କରେ ସେ ଜାଣି ନାହାନ୍ତି । ଦଳର ନାହାନ୍ତି ଯୁବ ସଭାପତି । ଆନ୍ଦୋଳନକାରୀମାନେ କିଏ, ଲେଟ୍ ମି ଚେକ୍ ବି ବୋଲି କହିଛନ୍ତି ଶରତ ପଟ୍ଟନାୟକ । ସେପଟେ, ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁContinue reading “ସଭାପତିଙ୍କୁ ନଜଣାଇ କଂଗ୍ରେସର ଆନ୍ଦୋଳନ ? ଶରତ ପଟ୍ଟନାୟକ କହିଲେ, ଦଳର ନାହାନ୍ତି ଯୁବ ସଭାପତି; କିଏ କରୁଥିଲା ଆନ୍ଦୋଳନ”

୧୧ ଲକ୍ଷ ପାଲେଷ୍ଟାଇନଙ୍କୁ ଇସ୍ରାଏଲ ସେନାର ଚେତାବନୀ । କହିଲା, ୨୪ ଘଣ୍ଟା ଭିତରେ ଗାଜା ଖାଲିକର ନହେଲେ ……

କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନ ସହ ଲଢେଇ ମଧ୍ୟରେ ଇସ୍ରାଏଲ ସେନା ଗାଜାରେ ରହୁଥିବା ପାଲେଷ୍ଟାଇନମାନଙ୍କୁ ଚେତାବନୀ ଦେଇ କହିଛି କି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗାଜା ଖାଲିକର । ଗାଜାରେ ରହୁଥିବା ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଚେତାବନୀ ଦେଇଛି କି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେମାନେ ଗାଜାର ଦକ୍ଷିଣ ଭାଗକୁ ଚାଲିଯାଆନ୍ତୁ । ଇସ୍ରାଏଲ ସେନା ତରଫରୁ ଗାଜାରେ ରହୁଥିବା ୧୧ ଲକ୍ଷ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁContinue reading “୧୧ ଲକ୍ଷ ପାଲେଷ୍ଟାଇନଙ୍କୁ ଇସ୍ରାଏଲ ସେନାର ଚେତାବନୀ । କହିଲା, ୨୪ ଘଣ୍ଟା ଭିତରେ ଗାଜା ଖାଲିକର ନହେଲେ ……”

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ୍ ସମସ୍ୟା : ହାଇକୋର୍ଟଙ୍କ ଉଦବେଗ; ୨୭ ସୁଦ୍ଧା କାମ ସାରିବାକୁ କଡ଼ା ନିର୍ଦ୍ଦେଶ

କନକ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଲା କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ ସମସ୍ୟା ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଆର ଆଣ୍ଡ ବି, ୱାଟକୋ, ସିଏମସି ସିଟି ଇଞ୍ଜିନିୟର ଏବଂ ଗେଲ ପ୍ରବନ୍ଧକଙ୍କ ସହ ସମସ୍ତ ଅଧିକାରୀ । ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ରହିଛିContinue reading “କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ୍ ସମସ୍ୟା : ହାଇକୋର୍ଟଙ୍କ ଉଦବେଗ; ୨୭ ସୁଦ୍ଧା କାମ ସାରିବାକୁ କଡ଼ା ନିର୍ଦ୍ଦେଶ”

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ : ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ

କନକ ବ୍ୟୁରୋ : ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା । ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା । ବିଶେଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ । ମନେ ହେଉଥିଲା ଗୁଇନ୍ଦା ସୂଚନା ପାଇ ପୂର୍ବରୁ ପ୍ରସ୍ତୁତContinue reading “ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ : ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ”

ଶବ ସତ୍କାର ପାଇଁ ୮ ହଜାର ଟଙ୍କା ତାମିଲନାଡ଼ୁ ରେଳବାଇ ନେବା ଘଟଣା : ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ଶ୍ରମମନ୍ତ୍ରୀ; ତଦନ୍ତ ନିର୍ଦ୍ଦେଶ

କନକ ବ୍ୟୁରୋ : ଶବ ସତ୍କାର ପାଇଁ ୮ ହଜାର ଟଙ୍କା ତାମିଲନାଡ଼ୁ ରେଳବାଇ ନେବା ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ଶ୍ରମମନ୍ତ୍ରୀ । ଘଟଣାର ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ । ଏହା ସହ ତାମିଲନାଡ଼ୁରେ ଥିବା ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ପାଖକୁ ପଠାଇଲେ ଆର୍ଥିକ ସହାୟତା । ଏବେ ମୃତ ମନୋରଞ୍ଜନ ନାଏକଙ୍କ ଅନ୍ତିମ ସତ୍କାର କରାଯିବ । ଘଟଣାର ସମ୍ପର୍କରେ ଜାଣିବା ପରେ ମୃତContinue reading “ଶବ ସତ୍କାର ପାଇଁ ୮ ହଜାର ଟଙ୍କା ତାମିଲନାଡ଼ୁ ରେଳବାଇ ନେବା ଘଟଣା : ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ଶ୍ରମମନ୍ତ୍ରୀ; ତଦନ୍ତ ନିର୍ଦ୍ଦେଶ”

ପୂର୍ବତନ ପ୍ରଧାନମନ୍ତ୍ରୀ, ଫେସନ ମଡେଲ୍, ଆକ୍ଟର . ସମସ୍ତେ ଦେଶପାଇଁ ଅସ୍ତ୍ର ଧରିଲେଣି

ଇସ୍ରାଏଲ ଚାରିପଟେ ଶତ୍ରୁଦେଶମାନେ ଘେରି ରହି ଅଛନ୍ତି । ପ୍ରାୟ ସବୁ ସମୟରେ ସେମାନେ କେଉଁ ନା କେଉଁ ପଟୁ ଆକ୍ରମଣର ଶିକାର ହୋଇଥାନ୍ତି । ଏପରି ସ୍ଥଳରେ ତାଙ୍କ ଦେଶରେ ସମସ୍ତଙ୍କ ପାଇଁ ମିଳିଟାରୀ ଟ୍ରେନିଂ ବାଧ୍ୟତାମୂଳକ ଅଟେ । ତାଙ୍କ ଦେଶ ଉପରେ ଯେତେବେଳେ ବିପଦ ଆସେ ସେତେବେଳେ ତାଙ୍କର ସମସ୍ତ ସକ୍ଷମ ନାଗରିକ ମାନେ ଅସ୍ତ୍ରଧରି ଯୁଦ୍ଧକ୍ଷେତ୍ରକୁ ବାହାରି ଆସନ୍ତି । ସେମାନଙ୍କୁ ରିଜର୍ଭ ସୈନିକ କୁହାଯାଏ । ଦେଖିବାକୁ ଗଲେ ସେମାନଙ୍କରContinue reading “ପୂର୍ବତନ ପ୍ରଧାନମନ୍ତ୍ରୀ, ଫେସନ ମଡେଲ୍, ଆକ୍ଟର . ସମସ୍ତେ ଦେଶପାଇଁ ଅସ୍ତ୍ର ଧରିଲେଣି”

ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ଆସନ, ଯିଏ ବିରୁଦ୍ଧରେ ଲଢିବ ତାଙ୍କର ପରାଜୟ ନିଶ୍ଚିତ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେଲେ ବଡ ବୟାନ । 

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ଲଢିବାକୁ ଆଗ୍ରହ ଥିବା ନେଇ ଧର୍ମେନ୍ଦ୍ର କହିବା ପରେ କେଉଁ ଆସନରୁ ସେ ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଢେଙ୍କାନାଳ ନା ସମ୍ବଲପୁର, କେଉଁ ଆସନରୁ ଧର୍ମେନ୍ଦ୍ର ଲଢିବେ ତାହାକୁ ନେଇ କୌଣସି ନିଷ୍ପତ୍ତି  ହୋଇନଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବଡ ବୟାନ ଦେଇଛନ୍ତି । ଦେବଗଡ ବିଧାୟକ ସୁବାସ କହିଛନ୍ତି, ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁବୁଠୁContinue reading “ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ଆସନ, ଯିଏ ବିରୁଦ୍ଧରେ ଲଢିବ ତାଙ୍କର ପରାଜୟ ନିଶ୍ଚିତ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେଲେ ବଡ ବୟାନ । “

Design a site like this with WordPress.com
Get started