କନକ ବ୍ୟୁରୋ : ସପ୍ତମ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ପ୍ରଥମ ଥର ପାଇଁ ସୁରକ୍ଷା ତ୍ରୁଟି ମାନିଲା ଇସ୍ରାଏଲ । ସୁରକ୍ଷାରେ ତ୍ରୁଟି ଥିବା ସ୍ୱୀକାର କଲେ ଇସ୍ରାଏଲ ସେନା ମୁଖ୍ୟ । କହିଲେ ସୁରକ୍ଷା ତ୍ରୁଟି ପାଇଁ ଆଇଡିଏଫ୍ ଦାୟୀ । ଆଗକୁ ଏହି ତ୍ରୁଟି ଆମ ପାଇଁ ଶିକ୍ଷା । ଲୋକଙ୍କ ଆଶା ପୂରଣ କରିପାରିନୁ । ହମାସକୁ ମାଟିରେ ମିଶାଇବା ଆମର ଲକ୍ଷ୍ୟ । ସେପଟେ ଇସ୍ରାଏଲକୁ ଚେତାବନୀ ଦେଇଛି ହମାସContinue reading “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ : ସୁରକ୍ଷାରେ ତ୍ରୁଟି ଥିବା ସ୍ୱୀକାର କଲେ ଇସ୍ରାଏଲ ସେନା ମୁଖ୍ୟ; କହିଲେ ହମାସକୁ ମାଟିରେ ମିଶାଇବା ଆମର ଲକ୍ଷ୍ୟ”
Tag Archives: News
ପୁରୀରୁ ନବୀନ ଲଢ଼ିବା ପ୍ରସ୍ତାବ ପରେ ଜୋର ଧରିଲା ଚର୍ଚ୍ଚା : ବିଜେଡି କହିଲା, ‘ଯେଉଁଠୁ ଚାହିଁବେ ସେଇଠୁ ଲଢ଼ିବେ ସୁପ୍ରିମୋ’
କନକ ବ୍ୟୁରୋ : ପୁରୀରୁ ନବୀନ ପଟ୍ଟନାୟକ ଲଢ଼ିବା ପ୍ରସ୍ତାବ ପରେ ଜୋର ଧରୁଛି ଚର୍ଚ୍ଚା । ଏହି ପ୍ରସଙ୍ଗରେ ବିଜେଡି ବିଜେଡ଼ି ବିଧାୟକ ଶଶୀ ବେହେରା କହିଛନ୍ତି, ଯେଉଁଠୁ ଚାହିଁବେ ସେଇଠୁ ଲଢ଼ିବେ ସୁପ୍ରିମୋ । ପୁରୀ ଲୋକଙ୍କ ମନରୁ ସ୍ୱତଃ ପ୍ରବୃତ ଭାବେ ଏକଥା ଆସିଛି । ପୁରୀର ବିକାଶକୁ ନେଇ ସେମାନେ ଖୁସି ଅଛନ୍ତି ତେଣୁ ଏମିତି ଆଶା ରଖିଛନ୍ତି । ସେହିପରି ସଂସଦ ଭାବେ ନରେନ୍ଦ୍ର ମୋଦୀଙ୍କ ଲଢ଼ିବାକୁ ନେଇ ସେContinue reading “ପୁରୀରୁ ନବୀନ ଲଢ଼ିବା ପ୍ରସ୍ତାବ ପରେ ଜୋର ଧରିଲା ଚର୍ଚ୍ଚା : ବିଜେଡି କହିଲା, ‘ଯେଉଁଠୁ ଚାହିଁବେ ସେଇଠୁ ଲଢ଼ିବେ ସୁପ୍ରିମୋ’”
ସମୁଦ୍ରରୁ ବିଶାଳକାୟ କୁମ୍ଭୀର ଉଦ୍ଧାର : କାବୁ କରି ବନବିଭାଗକୁ ଖବର ଦେଲେ ମତ୍ସ୍ୟଜୀବୀ
କନକ ବ୍ୟୁରୋ : ସମୁଦ୍ରରୁ ବିଶାଳକାୟ କୁମ୍ଭୀର ଉଦ୍ଧାର । କାବୁ କରି ବନବିଭାଗକୁ ଖବର ଦେଲେ ମତ୍ସ୍ୟଜୀବୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ଅଞ୍ଚଳର କିଛି ସତ୍ମ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରି ସାରି ସମୁଦ୍ର ମଝିରେ ଥିବା ମୁରଲୀଚଡ ଦୀପରେ ବସିଥିବା ବେଳେ କୁମ୍ଭୀରକୁ ଦେଖିଥିଲେ । ମତ୍ସ୍ୟଜୀବୀମାନେ ମିଶି କୁମ୍ଭୀରକୁ କାବୁ କରି ପରବର୍ତ୍ତୀ ସମୟରେ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ, ମତ୍ସ୍ୟଜୀବୀContinue reading “ସମୁଦ୍ରରୁ ବିଶାଳକାୟ କୁମ୍ଭୀର ଉଦ୍ଧାର : କାବୁ କରି ବନବିଭାଗକୁ ଖବର ଦେଲେ ମତ୍ସ୍ୟଜୀବୀ”
ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀ ଆରମ୍ଭ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ନୂଆଦିଲ୍ଲୀର ଯଶୋଭୂମିରେ ଆରମ୍ଭ ହୋଇଛି ଦୁଇ ଦିନିଆ ପି-୨୦ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ବିଭନ୍ନ ଦେଶର ୨୬ ଜଣ ବାଚସ୍ପତି, ୧୦ ଜଣ ଉପବାଚସ୍ପତି, ଆପିୟୁର ଅଧ୍ୟକ୍ଷ ସମେତ ୫୦ ଜଣ ସାଂସଦ ଓ ୧୪ ଜଣ ସେକ୍ରେଟାରୀ ଜେନେରାଲ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କିତ ୪ଟି ଅଧିବେଶନ ଅନୁଷ୍ଠିତ ହେବ । ଏକ ପୃଥିବୀ, ଏକContinue reading “ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀ ଆରମ୍ଭ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”
‘ସାବଧାନ! ଇସ୍ରାଏଲ ବିରୋଧୀ ନାରା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ’: ଯୋଗୀଙ୍କର କଡା ନିର୍ଦ୍ଦେଶ
କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଚାଲୁଥିବାବେଳେ ଭାରତରେ ଯୋଗୀଙ୍କର କଡା ନିର୍ଦ୍ଦେଶ । ନିକଟରେ ଆଲିଗଡ ୟୁନିଭର୍ସିଟିରେ ପାଲେଷ୍ଟାଇନ୍ ସମର୍ଥନରେ ଇସ୍ରାଏଲ ବିରୋଧୀ ନାରା ଦିଆଯିବାକୁ ନେଇ କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଭାରତର ଇସ୍ରାଏଲ ସମର୍ଥନ ବିରୋଧରେ କେହି ସ୍ୱର ଉଠାଇଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ନବରାତ୍ରୀ ବା ଆସନ୍ତା କୌଣସି ପର୍ବାଣୀକୁ ନେଇ ସବୁ ଜିଲ୍ଲାର ଡିଏମଙ୍କୁୁ ଯୋଗୀContinue reading “‘ସାବଧାନ! ଇସ୍ରାଏଲ ବିରୋଧୀ ନାରା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ’: ଯୋଗୀଙ୍କର କଡା ନିର୍ଦ୍ଦେଶ”
ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ବାନ୍ଧିଲା ସିବିଆଇ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ, ଚଢାଉ ବେଳେ ଘରୁ ମିଳିଲାଣି କୋଟିଏରୁ ଅଧିକ ଟଙ୍କା ।
କନକ ବ୍ୟୁରୋ : ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହା ପରେ ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁContinue reading “ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ବାନ୍ଧିଲା ସିବିଆଇ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ, ଚଢାଉ ବେଳେ ଘରୁ ମିଳିଲାଣି କୋଟିଏରୁ ଅଧିକ ଟଙ୍କା ।”
ଇସ୍ରାଏଲକୁ ଇରାନର ଚେତାବନୀ । ଗାଜା ଉପରେ ରକେଟ ମାଡ ବନ୍ଦ ନ କଲେ ଅନ୍ୟ ମୋର୍ଚ୍ଚାରୁ ଆରମ୍ଭ ହେବ ଯୁଦ୍ଧ ।
କନକ ବ୍ୟୁରୋ : ହମାସ ଆତଙ୍କବାଦୀ ଆକ୍ରମଣର ପ୍ରତି ଜବାବ ଦେଇ ଇସ୍ରାଏଲ ଗାଜା ପଟ୍ଟି ଉପରେ ଜୋରଦାର ଆକ୍ରମଣ କରିଛି । ଆକାଶପଥରୁ ଘନ ଘନ ରକେଟ ମାଡରେ ଗାଜା ପଟ୍ଟିରେ ଥିବା ହମାସ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ୍ୱସ୍ତୁପରେ ପରିଣତ କରିଛି ଇସ୍ରାଏଲ । ତେବେ ଇସ୍ରାଏଲର ପ୍ରତି ଆକ୍ରମଣ ଦେଖି ହମାସ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଇରାନ ଚିହିଁକି ଉଠିଛି । ସିଧାସଳଖ ଧମକ ଦେଇ ଇରାନ କହିଛି, ଯଦି ଇସ୍ରାଏଲ ଆକ୍ରମଣ ବନ୍ଦContinue reading “ଇସ୍ରାଏଲକୁ ଇରାନର ଚେତାବନୀ । ଗାଜା ଉପରେ ରକେଟ ମାଡ ବନ୍ଦ ନ କଲେ ଅନ୍ୟ ମୋର୍ଚ୍ଚାରୁ ଆରମ୍ଭ ହେବ ଯୁଦ୍ଧ ।”
ଡାକ୍ତରଙ୍କ ଘରେ ସିବିଆଇ ରେଡ୍ : କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀ ମୁଦ୍ରା ଜବତ
କନକ ବ୍ୟୁରୋ : ସିବିଆଇ ହାତରେ ଧରା ପଡିଲେ ଡାକ୍ତର । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଛି ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀContinue reading “ଡାକ୍ତରଙ୍କ ଘରେ ସିବିଆଇ ରେଡ୍ : କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀ ମୁଦ୍ରା ଜବତ”
କାଲି ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ : ସବୁ ହୋଟେଲ ଫୁଲ୍; ରୋଗୀ ପାଲଟି ହସ୍ପିଟାଲର ରୁମ୍ ବୁକ୍ କରୁଛନ୍ତି ଫ୍ୟାନ୍ସ
କନକ ବ୍ୟୁରୋ : କାଲି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି । ଆଉ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ ବୋଲି ଏହାକୁ କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଅଧିକ କ୍ରେଜ ଏ ମ୍ୟାଚ ପାଇଁ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ଲଢ଼ିବେ ଦୁଇ ପଡ଼ୋଶୀ । ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥରContinue reading “କାଲି ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ : ସବୁ ହୋଟେଲ ଫୁଲ୍; ରୋଗୀ ପାଲଟି ହସ୍ପିଟାଲର ରୁମ୍ ବୁକ୍ କରୁଛନ୍ତି ଫ୍ୟାନ୍ସ”
ସ୍ଥାୟୀ ପଟ୍ଟା ଦାବି, ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ସାମାଜିକ ଅନୁଷ୍ଠାନ ଓ ବ୍ୟବସାୟୀ ସଂଘର ମିଳିତ ଆହ୍ୱାନରେ ବନ୍ଦ ପାଳନ
କନକ ବ୍ୟୁରୋ : ୧୨ ଘଣ୍ଟିଆ ବୁର୍ଲା ବନ୍ଦ । ସ୍ଥାୟୀ ପଟ୍ଟା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ସହରବାସୀ । କେବଳ ଜରୁରୀ ତଥା ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ସବୁ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିଛି । ବୁର୍ଲା ସହରବାସୀ ବହୁଦିନରୁ ସ୍ଥାୟୀ ପଟ୍ଟା ଦାବି କରି ଆସୁଥିବା ବେଳେ ଆଜି ଯାଏଁ ସମସ୍ୟାର ସମାଧାନ ହୋଇନି । ଏପରିକି ରାସ୍ତା ପ୍ରଶସ୍ତିକରଣ ନାଁରେ ବୁର୍ଲା ସହରରେ ଉଚ୍ଛେଦContinue reading “ସ୍ଥାୟୀ ପଟ୍ଟା ଦାବି, ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ସାମାଜିକ ଅନୁଷ୍ଠାନ ଓ ବ୍ୟବସାୟୀ ସଂଘର ମିଳିତ ଆହ୍ୱାନରେ ବନ୍ଦ ପାଳନ”