ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି; କିଛି ଗୋରୁଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ : ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର- ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଡ୍ରାଇଭର ଜଣକ ଗୁୁରୁତର ଆହତ ହୋଇଥିଲେ । ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାରContinue reading “ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି; କିଛି ଗୋରୁଙ୍କ ମୃତ୍ୟୁ ସୂଚନା”

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବଢ଼ିଲା ସୁରକ୍ଷା : ‘Y’ ବଦଳରେ ମିଳିବ ‘Z’ ଶ୍ରେଣୀ ସୁରକ୍ଷା; ସୁରକ୍ଷା ଦାୟିତ୍ୱରେ ରହିବେ ୧୪ରୁ ୧୫ ଜଣ ସଶସ୍ତ୍ର କମାଣ୍ଡୋ

କନକ ବ୍ୟୁରୋ : ବଢ଼ିଲା ଜୟଶଙ୍କର ସୁରକ୍ଷା । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ୱାଇ ବଦଳରେ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଇବି ଗୁଇନ୍ଦା ରିପୋର୍ଟ ଅନୁସାରେ, ଜୟଶଙ୍କରଙ୍କ ପ୍ରତି ବିପଦ ଥିବାରୁ ତାଙ୍କର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର କମାଣ୍ଡୋ ଦ୍ୱାରା ୱାଇ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିଲା । ନିକଟରେ ଗୃହ ମନ୍ତ୍ରାଳୟରContinue reading “ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବଢ଼ିଲା ସୁରକ୍ଷା : ‘Y’ ବଦଳରେ ମିଳିବ ‘Z’ ଶ୍ରେଣୀ ସୁରକ୍ଷା; ସୁରକ୍ଷା ଦାୟିତ୍ୱରେ ରହିବେ ୧୪ରୁ ୧୫ ଜଣ ସଶସ୍ତ୍ର କମାଣ୍ଡୋ”

ପୁରୀ ଦେଖିବ କି ବଡ଼ ଲଢ଼େଇ ? ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ରାମକୃଷ୍ଣ ଓ ଜୟନ୍ତଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ପୁରୀ ଦେଖିବ କି ବଡ଼ ଲଢ଼େଇ ? ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଓ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଏ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ୨୦୨୪ ନିର୍ବାଚନରେ ଯଦି ଏଭଳି କିଛି ଘଟେ, ତାହେଲେ ଭାରତ ଇତିହାସର ଏହା ସବୁଠାରୁ ରୋଚକ ନିର୍ବାଚନ ହେବ, କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଉଭୟ ନେତାContinue reading “ପୁରୀ ଦେଖିବ କି ବଡ଼ ଲଢ଼େଇ ? ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ରାମକୃଷ୍ଣ ଓ ଜୟନ୍ତଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା”

ଇସ୍ରାଏଲକୁ ଚେତାବନୀ ଦେଲା ହମାସ : ଭିଡିଓ ବାର୍ତ୍ତାରେ ବଡ ଆକ୍ରମଣ ନେଇ ସୂଚନା

କନକ ବ୍ୟୁରୋ : ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଇସ୍ରାଏଲ ଗାଜା ଷ୍ଟ୍ରିପ୍ ଉପରେ ବୋମା ମାଡ଼ କରୁଥିବା ବେଳେ ଏବେ ସିରିଆର ଦୁଇଟି ବିମାନ ବନ୍ଦରକୁ ମଧ୍ୟ ଟାର୍ଗେଟ୍ କରିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନା, ହମାସର ଠିକଣା ଉପରେ ପ୍ରାୟ ୬ ହଜାର ବୋମା ପକାଇ ସାରିଛି । ସେପଟେ ଇସ୍ରାଏଲକୁ ଚେତାବନୀ ଦେଇଛି ହମାସ । ଇସ୍ରାଏଲକୁ ଧ୍ୱଂସContinue reading “ଇସ୍ରାଏଲକୁ ଚେତାବନୀ ଦେଲା ହମାସ : ଭିଡିଓ ବାର୍ତ୍ତାରେ ବଡ ଆକ୍ରମଣ ନେଇ ସୂଚନା”

ଭାରତର ଅପରେସନ୍ ଅଜୟ : ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

କନକ ବ୍ୟୁରୋ : ଭାରତର ଅପରେସନ୍ ଅଜୟ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଲେ ଭାରତୀୟ । ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟର ଶୁଭାରମ୍ଭ କରିଛନ୍ତିContinue reading “ଭାରତର ଅପରେସନ୍ ଅଜୟ : ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ”

ଆରମ୍ଭ ହୋଇଛି ଲାକମୀ ଫ୍ୟାଶନ ୱିକ । ଶୋର ୨ୟଦିନରେ ଶୋଷ୍ଟପର ହୋଇ ନାମୀଦାମୀ ଫ୍ୟାଶନ ଡିଜାଇନର ପୋଷାକ ପିନ୍ଧି ଷ୍ଟେଜକୁ ଓହ୍ଲାଇଲେ କଳାକାର

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଯାଇଛି ଲାକମୀ ଫ୍ୟାଶନ ୱିକ୍ ୨୦୨୩ । ୫ ଦିନ ଧରି ଚାଲିବାକୁ ଥିବା ଏହି ଫ୍ୟାଶାନ ଶୋ ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ୧୫ ଅକ୍ଟୋବର ଯାଏଁ ଚାଲିବ । ଏଥିପାଇଁ ଦିଲ୍ଲୀରେ ପହଂଚିଛନ୍ତି ବଲିଉଡର ବହୁ ନାମିଦାମୀ ତାରକା । ଫ୍ୟାଶନ ୱିକ୍ରେ ର୍ୟାମ୍ପୱାର୍କ କରିବା ସହ ନିଜ ଜଲୱା ଦେଖାଇବାକୁ ଷ୍ଟାରମାନେ ଗ୍ଲାମରିୟସ ଅନ୍ଦାଜରେ ନଜର ଆସିଛନ୍ତି । ତେବେ ପ୍ରଥମContinue reading “ଆରମ୍ଭ ହୋଇଛି ଲାକମୀ ଫ୍ୟାଶନ ୱିକ । ଶୋର ୨ୟଦିନରେ ଶୋଷ୍ଟପର ହୋଇ ନାମୀଦାମୀ ଫ୍ୟାଶନ ଡିଜାଇନର ପୋଷାକ ପିନ୍ଧି ଷ୍ଟେଜକୁ ଓହ୍ଲାଇଲେ କଳାକାର”

ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ବୁଧବାର ବିହାରର ବକ୍ସର ଦେଖିଛି ବଡ ରେଳ ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ମଝି ରାସ୍ତାରେ ହଠାତ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହେଲା ଓ ବଡ ଦୁର୍ଘଟଣାର ଶିକାର ହୋଇଥିଲା । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଁଚିବା ପାଇଁ ଯେଉଁ ଯାତ୍ରୀ ହସଖୁସିରେ ଯାତ୍ରା ଆରମ୍ଭ କରିଥିଲେ ସେମାନେ ହୁଏତ ଅଜଣା ଥିବେ ଯେContinue reading “ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା”

ଗଙ୍ଗାଜଳରେ ୧୮ ପତିଶତ ଜିଏସଟି ଲାଗୁ କରିବା କେନ୍ଦ୍ରର ନିଷ୍ପତିକୁ କଂଗ୍ରେସ ବିରୋଧ ।ଖଡ଼ଗେ କହିଲେ ଶ୍ରଦ୍ଧାଳୁଙ୍କ ଉପରେ ପଡିବ ବୋଝ

କନକ ବ୍ୟୁରୋ : ଗଙ୍ଗାଜଳ ଉପରେ ୧୮ ପତିଶତ ଜିଏସଟି ଲାଗୁ କରିବା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ ଆପତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଆମ ଭାରତୀୟଙ୍କ ଜୀବନରେ ଜନ୍ମଠୁ ନେଇ ମୃତ୍ୟୁ ଯାଏଁ ମୋକ୍ଷଦାୟିନୀ ମା ଗଙ୍ଗାଙ୍କ ଅନେକ ମହତ୍ୱ ରହିଛି, ହେଲେ ଆପଣଙ୍କ ସରକାର ଏଥିରେ ୧୮Continue reading “ଗଙ୍ଗାଜଳରେ ୧୮ ପତିଶତ ଜିଏସଟି ଲାଗୁ କରିବା କେନ୍ଦ୍ରର ନିଷ୍ପତିକୁ କଂଗ୍ରେସ ବିରୋଧ ।ଖଡ଼ଗେ କହିଲେ ଶ୍ରଦ୍ଧାଳୁଙ୍କ ଉପରେ ପଡିବ ବୋଝ”

ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ମା’ ପେଟରେ ବଢ଼ୁଥିବା ଭ୍ରୁଣକୁ ହତ୍ୟା କରିବା ସପକ୍ଷରେ ନୁହେଁ କହିଲେ ମୁଖ୍ୟ ବିଚାରପତି

କନକ ବ୍ୟୁରୋ : ୨୬ସପ୍ତାହର ଗର୍ଭ ଶେଷ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଗୁରୁବାର ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି କୌଣସି ଭ୍ରୁଣ ହତ୍ୟା କରିବାକୁ ଅନୁମତି ଦେବା ସପକ୍ଷରେ ନାହାଁନ୍ତି । କୋର୍ଟ କହିଛନ୍ତି ଭ୍ରୁଣର ଅଧିକାର ଓ ମାର ଅଧିକାର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେବି ପାରଦୀୱାଲା, ମନୋଜ ମିଶ୍ରଙ୍କ ଦ୍ୱାରା ଗଠିତContinue reading “ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ମା’ ପେଟରେ ବଢ଼ୁଥିବା ଭ୍ରୁଣକୁ ହତ୍ୟା କରିବା ସପକ୍ଷରେ ନୁହେଁ କହିଲେ ମୁଖ୍ୟ ବିଚାରପତି”

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଆମେରିକାର ଏଟ୍ରିଂ । ବଢ଼ିଲା ଇସ୍ରାଏଲର ବଳ, ଆମେରିକା ପଠାଇଲା ଯୁଦ୍ଧାସ୍ତ୍ର

କନକ ବ୍ୟୁରୋ : ଭିଓ-ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉଗ୍ର ରୂପ ନେଉଥିବାବେଳେ ଏବେ ଏଂଟ୍ରି କରିଛି ଆମେରିକା । ଇସ୍ରାଏଲକୁ ସମର୍ଥନ ଜଣାଇ ଯୁଦ୍ଧାସ୍ତ୍ର ଯୋଗାଣ ଆରମ୍ଭ କରିଛି । ବୁଧବାର ନେଭାତିମ ବିମାନବନ୍ଦରରେ ଯୁଦ୍ଧାସ୍ତ୍ରର ପ୍ରଥମ ବ୍ୟାଚ୍ ପହଁଚିଥିବା ସୂଚନା ମିଳିଛି । ଜଳପଥ ଓ ଆକାଶପଥ ଇସ୍ରାଏଲକୁ ବିପୁଳମାତ୍ରାର ଘାତକ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପଠାଇଛି ଆମେରିକା ଇସ୍ରାଏଲକୁ ଆମେରିକାର ଯୁଦ୍ଧାସ୍ତ୍ର ଯୋଗାଣ -ଇସ୍ରାଏଲକୁ ଆମେରିକା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ ଆରମ୍ଭ -ଇସ୍ରାଏଲରContinue reading “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଆମେରିକାର ଏଟ୍ରିଂ । ବଢ଼ିଲା ଇସ୍ରାଏଲର ବଳ, ଆମେରିକା ପଠାଇଲା ଯୁଦ୍ଧାସ୍ତ୍ର”

Design a site like this with WordPress.com
Get started