କନକ ବ୍ୟୁରୋ : ସଫେଇ କର୍ମଚାରୀଙ୍କ ଧର୍ମଘଟ । ରାଜଧାନୀରେ ୨୧ଟି ୱାର୍ଡର ସଫେଇ କର୍ମଚାରୀ ରାଜମହଲ ଛକରେ ଧର୍ମଘଟ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଓ ଔରଲାଣ୍ଡ ଏଜେନ୍ସି ବିରୋଧରେ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ସୁରକ୍ଷା, ବୋନସ, ୧୫ ହଜାର ଟଙ୍କା ବେତନ ଓ ପେନସନ ଦାବି କରିବା ସହ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପନୁଃ ନିଯୁକ୍ତି ଦାବିରେ ଏକାଠି ହୋଇଛନ୍ତି ଶହ ଶହContinue reading “ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧର୍ମଘଟ : ବିଏମସି ଓ ଏଜେନ୍ସି ବିରୋଧରେ ହେଲେ ଏକାଠି; ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ”
Tag Archives: News
ମହଙ୍ଗା ହେବ ସୁନା ! ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ; ସୁନା ବଜାର ଉପରେ ପଡ଼ିପାରେ ପ୍ରଭାବ
କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସୁନା ବଜାର ଉପରେ ପଡ଼ିପାରେ । ୩ ହଜାର ଟଙ୍କା ମହଙ୍ଗା ହୋଇପାରେ ସୁନା ଦର । ଏବେ ସୁନା ଦର ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭ ହଜାର ୪୧୫ ଟଙ୍କାରେ ପହଞ୍ଚିଛି । ଯୁଦ୍ଧ ଏପରି ଜାରି ରହିଲେ, ସୁନା ଦର ଆହୁରି ବଢିବା ଆଶଙ୍କା ରହିଛି । ସୁନା ମୂଲ୍ୟ ବଢୁଥିବାରୁ ଗତବର୍ଷ ତୁଳନାରେ ଚଳିତContinue reading “ମହଙ୍ଗା ହେବ ସୁନା ! ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ; ସୁନା ବଜାର ଉପରେ ପଡ଼ିପାରେ ପ୍ରଭାବ”
ହମାସ ଉପରେ ଇସ୍ରାଏଲର ଘନ ଘନ ରକେଟ୍ ମାଡ଼ : ଗୋଟିଏ ରାତିରେ ୨୦୦ଟି ସ୍ଥାନରେ ମିସାଇଲ ମାଡ଼
କନକ ବ୍ୟୁରୋ : ୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଗତକାଲି ଗୋଟିଏ ରାତିରେ ହମାସର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ । ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟContinue reading “ହମାସ ଉପରେ ଇସ୍ରାଏଲର ଘନ ଘନ ରକେଟ୍ ମାଡ଼ : ଗୋଟିଏ ରାତିରେ ୨୦୦ଟି ସ୍ଥାନରେ ମିସାଇଲ ମାଡ଼”
ପାର୍ବଣ ବେଳେ ପତିଆରା ପ୍ରତିଯୋଗିତା, ଛାଇଗଲା ନେତାଙ୍କ ପୋଷ୍ଟର : ଝାରସୁଗୁଡାର ବିଭିନ୍ନ ଛକରେ ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କ ପୋଷ୍ଟର
କନକ ବ୍ୟୁରୋ : ପାର୍ବଣ ବେଳେ ପତିଆରା ପ୍ରତିଯୋଗିତା । ଛାଇଯାଇଛି ନେତାଙ୍କ ପୋଷ୍ଟର । କେହି କାହାରିକୁ ଆକ୍ଷେପ କରୁନଥିଲେ ବି ନିଜର ଉପସ୍ଥିତି ଜାହିର କରିବାକୁ ଲଗାଯାଇଛି ପୋଷ୍ଟର । ପୂଜା ବେଳେ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଦୁଇ ବିଧାୟିକାଙ୍କ ପୋଷ୍ଟର ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଛି । ଯାହା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢାଇଛି । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ପୁରୁଖା ନେତା କିଶୋର ମହାନ୍ତିContinue reading “ପାର୍ବଣ ବେଳେ ପତିଆରା ପ୍ରତିଯୋଗିତା, ଛାଇଗଲା ନେତାଙ୍କ ପୋଷ୍ଟର : ଝାରସୁଗୁଡାର ବିଭିନ୍ନ ଛକରେ ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କ ପୋଷ୍ଟର”
୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ : କାହିଁକି ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବିଗ୍ ବି’ ?
କନକ ବ୍ୟୁରୋ : ୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ । ବିଳମ୍ବିତ ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ । ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେContinue reading “୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ : କାହିଁକି ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବିଗ୍ ବି’ ?”
ଘଣ୍ଟା ଘଣ୍ଟା ଧରି ଟ୍ରକ୍ ତଳେ ପଡିରହି ମରିଯିବାର ଅଭିନୟ କଲେ । ତଥାପି ବଞ୍ଚିଲାନି ଜୀବନ । ବନ୍ଧୁଙ୍କ ସାମ୍ନାରେ ଗୁଳି କରି ହତ୍ୟା କଲେ ହମାସ୍ ଆତଙ୍କବାଦୀ ।
କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ଅତର୍କୀତ ଆକ୍ରମଣର ସବୁଠୁ ପ୍ରଥମ ଶିକାର ହୋଇଥିଲେ ପିସ୍ ମ୍ୟୁଜ୍ିକ ଫେଷ୍ଟିଭାଲର ଯୁବ ସମାଜ । କାରଣ ଏହାର ଗାଜା ସୀମାକୁ ଲାଗି ରହିଥିବା ଇଲାକାରେ ହେଉଥିଲା । ତେବେ ଏଠିକାର ସେ ସମୟର ଦୃଶ୍ୟ ଥିଲା ଅତି ଭୟଙ୍କର । ଏଥିରେ ଇସ୍ରାଏଲର ଜଣେ ପ୍ରଖ୍ୟାତ ଟିଭି ଆଙ୍କର ମାୟନ୍ ଆଡମଙ୍କ ସାନ ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ । ମ୍ୟୁଜିକ୍ ଫେଷ୍ଟିଭାଲContinue reading “ଘଣ୍ଟା ଘଣ୍ଟା ଧରି ଟ୍ରକ୍ ତଳେ ପଡିରହି ମରିଯିବାର ଅଭିନୟ କଲେ । ତଥାପି ବଞ୍ଚିଲାନି ଜୀବନ । ବନ୍ଧୁଙ୍କ ସାମ୍ନାରେ ଗୁଳି କରି ହତ୍ୟା କଲେ ହମାସ୍ ଆତଙ୍କବାଦୀ ।”
ବିଶ୍ୱକପ୍ କ୍ରିକେଟ : ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା; ଭାରତ ଆଗରେ ଚ୍ୟାଲେଞ୍ଜ ଆଫଗାନ୍ ସ୍ପିନ୍; ଆଜି ବି ଖେଳିବେନି ଓପନର ଶୁବମନ ଗିଲ
କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟ୍ରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତ ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ୨୦୧୯ ବିଶ୍ୱକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚକୁ ଭାରତ ୧୧ ରନରେ ଜିତିଥିଲା । ଆଜିର ମ୍ୟାଚରେ ଆଫଗାନିସ୍ତାନର ସ୍ପିନର ଓ ଭାରତର ବ୍ୟାଟରଙ୍କ ମଧ୍ୟରେ ଲଢେଇ ହେବ ।Continue reading “ବିଶ୍ୱକପ୍ କ୍ରିକେଟ : ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା; ଭାରତ ଆଗରେ ଚ୍ୟାଲେଞ୍ଜ ଆଫଗାନ୍ ସ୍ପିନ୍; ଆଜି ବି ଖେଳିବେନି ଓପନର ଶୁବମନ ଗିଲ”
ଶବ ମାନଙ୍କ ମଝିରେ ୭ ଘଣ୍ଟା ଲୁଚି ରହି ନିଜ ଜୀବନ ବଞ୍ଚାଇଲେ: ଯୁବତୀ ବଖାଣିଲ ସେଦିନର ଲୋମଟାଙ୍କୁରା କାହାଣୀ
କନକ ବ୍ୟୁରୋ: ଶନିବାର ଅଚାନକ ହମାସ ଆତଙ୍କବାଦୀ ଇସ୍ରାଏଲର ଚ।।ରିପଟୁ ଅନୁପ୍ରବେଶ କରି ଇସ୍ରାଏଲରେ ରକ୍ତର ହୋଲି ଖେଳିଲେ । ଏହାର ସବୁଠାରୁ ବଡ ଶିକାର ହେଲେ ମ୍ୟୁଜିକ ଫେଷ୍ଟିଭାଲରେ ଯୋଗ ଦେଇଥିବା ପର୍ଯ୍ୟଟକ । ଗାଜା ସୀମାକୁ ଲାଗି ଥିବା କିବୁତଜ୍ ରିମରେ ଚାଲିଥିଲା ମ୍ୟୁଜିକ୍ ଫେଷ୍ଟିଭାଲ । ଏଥିରେ ଯୋଗ ଦେଇଥିଲେ ଇସ୍ରାଏଲି ନାଗରିଖଙ୍କ ସହ ଶହଶହ ବିଦେଶୀ ପର୍ଯ୍ୟଟକ । ଏହାକୁ ଟାର୍ଗେଟ କଲା ହମାସ୍ । ଅଖି ବୁଜା ଗୁଳିମାଡ କରିContinue reading “ଶବ ମାନଙ୍କ ମଝିରେ ୭ ଘଣ୍ଟା ଲୁଚି ରହି ନିଜ ଜୀବନ ବଞ୍ଚାଇଲେ: ଯୁବତୀ ବଖାଣିଲ ସେଦିନର ଲୋମଟାଙ୍କୁରା କାହାଣୀ”
ରଣକ୍ଷେତ୍ର ପାଲଟିଲା ଭଦ୍ରକ ହସ୍ପିଟାଲ : ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ; ହୋଟେଲ ମାଲିକ ମାଡ଼ ମାରିଥିବା ଅଭିଯୋଗ
କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ଭଦ୍ରକ ହସ୍ପିଟାଲ । ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ରାତିରେ ବନ୍ତ ଛକରେ ଥିବା ଏକ ହୋଟେଲ ନିକଟରେ କିଛି ନିଶାଡି ଓ ହୋଟେଲ ମାଲିକଙ୍କ ଭତିରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏହାକୁ କିଛି ଯୁବକ ଅଟକାଉଥିବାରୁ ଉଭୟଙ୍କ ଭିତରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଏଥିରେ ୩ ଜଣ ଗୁରୁତର ହେଲେ । ସେମାନଙ୍କୁContinue reading “ରଣକ୍ଷେତ୍ର ପାଲଟିଲା ଭଦ୍ରକ ହସ୍ପିଟାଲ : ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ; ହୋଟେଲ ମାଲିକ ମାଡ଼ ମାରିଥିବା ଅଭିଯୋଗ”
ହମାସ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ : ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗଲାଣି ୩ ହଜାରରୁ ଅଧିକ ଜୀବନ ; ସମାଧାନ ଲାଗି ଭାରତର ମଧ୍ୟସ୍ଥତା ଲୋଡିଲା ପାଲେଷ୍ଟାଇନ
କନକ ବ୍ୟୁରୋ : ୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ । ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ । ତେଣୁContinue reading “ହମାସ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ : ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗଲାଣି ୩ ହଜାରରୁ ଅଧିକ ଜୀବନ ; ସମାଧାନ ଲାଗି ଭାରତର ମଧ୍ୟସ୍ଥତା ଲୋଡିଲା ପାଲେଷ୍ଟାଇନ”