ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ଦିଲ୍ଲୀ ଧ୍ୟାନଚାନ୍ଦ ଷ୍ଟାଡିୟମରେ କ୍ରୀଡାବିତଙ୍କୁ ସମ୍ବର୍ନ୍ଧନା ପାଇଁ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ

କନକ ବ୍ୟୁରୋ : ଏସିଆନ ଗେମସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ନ୍ଧନା । ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ କାର୍ଯକ୍ରମରେ ପିଏମ ମୋଦି ଏସିଆନ ଗେମ୍ସରେ ଭାଗ ନେଇଥିବା କ୍ରୀଡାବିତ୍ ମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡାବିତ ମାନଙ୍କୁ ସମ୍ବୋଧିତ କରିଛନ୍ତି । ଭାରତୀୟ କ୍ରୀଡାବିତଙ୍କ ସଫଳତା ଦେଶବାସୀଙ୍କ ପାଇଁ ଗୌରବ ଆଣିଛି । ଏସିଆନ ଗେମସର ଅଧିକାଂଶ ବିଭାଗରେ ଆମ ଖେଳାଳି ଉତମ ପ୍ରଦର୍ଶନ କରିବା ସହ ମେଡାଲ ଆଣିଛନ୍ତି ।Continue reading “ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ଦିଲ୍ଲୀ ଧ୍ୟାନଚାନ୍ଦ ଷ୍ଟାଡିୟମରେ କ୍ରୀଡାବିତଙ୍କୁ ସମ୍ବର୍ନ୍ଧନା ପାଇଁ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ”

ମଧ୍ୟପ୍ରଦେଶ ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ, ଆଦିବାସୀଙ୍କୁ ହୃଦୟରୁ ଘୃଣା କରେ ବିଜେପି

କନକ ବ୍ୟୁରୋ : କଂଗ୍ରେସର ମିଶନ ମଧ୍ୟପ୍ରଦେଶ । ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ବିଜେପି ପଛୁଆବର୍ଗଙ୍କ କଥା କୁହେ କିନ୍ତୁ ହୃଦୟରୁ ସମ୍ମାନ ଦିଏନି । ଯଦି ସମ୍ମାନ ଭାବନା ଥାନ୍ତା ତେବେ ଜାତିଭିତିକ ଜନଗଣନା କରେଇବାକୁ ପଛାନ୍ତା ନାହିଁ । ଯେଉଁଠି ବିଜେପି ସରକାର ସେଠି ମାଳ ମାଳ ଦୁର୍ନିତୀ ଓ ଅପରାଧ ହୋଇଥାଏ । ବିଜେପି ପ୍ରତିଶ୍ରୁତି ଦିଏ ହେଲେ ପୂରଣContinue reading “ମଧ୍ୟପ୍ରଦେଶ ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ, ଆଦିବାସୀଙ୍କୁ ହୃଦୟରୁ ଘୃଣା କରେ ବିଜେପି”

ଘୋଷଣା ହେଲା ତାରିଖ, ଉଷ୍ମ ନିର୍ବାଚନୀ ମାହୋଲ । ଫାଇନାଲରୁ ପୂର୍ବରୁ ସେମିଫାଇନାଲ ଉପରେ ନଜର

କନକ ବ୍ୟୁରୋ : ୫ରାଜ୍ୟ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନ ସୋମବାର ତାରିଖ ଘୋଷଣା କରିବା ପରେ ଚଳଚଂଚଳ ହୋଇଛି ରାଜ୍ୟଠୁ ଜାତୀୟ ରାଜନୀତି । ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ପୂର୍ବଥର ଅପେକ୍ଷା ଏଥରକ ଅଧିକ ଟକ୍କର ହେବା ବୋଲି କୁହାଯାଉଛି । ଯେଉଁ ରାଜ୍ୟରେ କଂଗ୍ରେସ ରହିଛି ସେଠି ବିଜେପି ଶାସନ ଦଖଲ କରିବାକୁ ଜୋରଦାର ପ୍ରୟାସ କରୁଛି । ସେପଟେ କଂଗ୍ରେସ ନିଜ ଶାସନContinue reading “ଘୋଷଣା ହେଲା ତାରିଖ, ଉଷ୍ମ ନିର୍ବାଚନୀ ମାହୋଲ । ଫାଇନାଲରୁ ପୂର୍ବରୁ ସେମିଫାଇନାଲ ଉପରେ ନଜର”

ଇସ୍ରାଏଲ ଉପରେ ହମାସ ଆକ୍ରମଣ । ଇରାନର ଭୂମିକା ନେଇ ଉଠିଲା ପ୍ରଶ୍ନ, ଦୁଇ ମାସ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାସଂଘର୍ଷ । ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ‘ହମାସ’ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରଣକ୍ଷେତ୍ର ପାଲଟିଛି ଗାଜା, ଘନଘନ ହେଉଛି ମିଜାଇଲ୍, ତୋପ ଓ ରକେଟ୍ ମାଡ । ଏହାରି ଭିତରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ନେଇ ସାମ୍ନାକୁ ଆସିଛି ଏକ ବଡ ତଥ୍ୟ । କୁହାଯାଉଛି ଇସ୍ରାଏଲ ଉପରେ ଶନିବାର ହୋଇଥିବା ଭୟଙ୍କର ଆକ୍ରମଣ ପଛରେ ରହିଛି ଇରାନରContinue reading “ଇସ୍ରାଏଲ ଉପରେ ହମାସ ଆକ୍ରମଣ । ଇରାନର ଭୂମିକା ନେଇ ଉଠିଲା ପ୍ରଶ୍ନ, ଦୁଇ ମାସ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା”

ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର । ସିକିମ୍ ବନ୍ୟାରେ ନିଖୋଜ ଯୁବ ଓଡ଼ିଆ ଇଞ୍ଜିନିୟର !

କନକ ବ୍ୟୁରୋ: କିଶୋର ହାଇଦ୍ରାବାଦର ଏକ କମ୍ପାନରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଗତ ଏକ ମାସ ହେଲା କମ୍ପାନୀ କାମରେ ସିକ୍କିମ ଯାଇଥିଲେ । ସିକ୍କିମର ଲୋଚନ ଘାଟିରେ ଥିବା ଆଇଟିବିପି ଯବାନଙ୍କ କ୍ୟାମ୍ପରେ ରହିଥିବା ପରିବାରକୁ ଜଣାଇଥିଲେ କିଶୋର । ପରେ ସେଠାରେ ବନ୍ୟାସ୍ଥିତି ଘଟିଥିବା ଟିଭିରେ ଖବର ଜାଣିବା ପରେ ପୁଅ ପାଖକୁ ଫୋନ କରିଥିଲେ । ହେଲେ ଅଚାନକ୍ ବନ୍ଦ ହୋଇଯାଇଥିଲା ଫୋନ୍ । ସେବେଠାରୁ କିଶୋରଙ୍କ କୌଣସିContinue reading “ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର । ସିକିମ୍ ବନ୍ୟାରେ ନିଖୋଜ ଯୁବ ଓଡ଼ିଆ ଇଞ୍ଜିନିୟର !”

ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି ଇସ୍ରାଏଲ

କନକ ବ୍ୟୁରୋ : ଇସ୍ରାଏଲରେ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଇସ୍ରାଏଲ ସେନା । ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତ ଦେହ ଇସ୍ରାଏଲରୁ ଠାବ ହୋଇଛି । ସେପଟେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଆତଙ୍କବାଦୀ ସୀମାରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି । ହିଜବୁଲ୍ଲାର ଆକ୍ରମଣ ପରେ ଏବେ ଆଶଙ୍କା ଦେଖା ଦେଇଛି, ଏକାସାଙ୍ଗରେ ଦୁଇ ସୀମାରେ ଶତ୍ରୁ ସହ ଇସ୍ରାଏଲ ସେନା ମୁକାବିଲା କରିବାକୁ ପଡିବ । ସେପଟେ ହିଜବୁଲ୍ଲାContinue reading “ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି ଇସ୍ରାଏଲ”

ନିଶା ଛାଡିବାକୁ ଆସିଥିଲେ, ହେଲେ ଶବ ହୋଇ ଫେରିଲେ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଆରମ୍ଭ

କନକ ବ୍ୟୁରୋ: ନିଶା ଛଡାଇବାକୁ ଯାଇଥିଲେ , କିନ୍ତୁ ଶବ ହୋଇ ଫେରିଲେ । ଭୁବନେଶ୍ୱର ଧଉଳିର ନିଶା ନିବାରଣ କେନ୍ଦ୍ରରେ ଛବି ନାୟକ ନାମକ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଛି । ଏଭଳି ଆକସ୍ମିକ ମୃତ୍ୟକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଉ ମୃତ୍ୟୁ ପୂର୍ବର ଭିଡିଓ ଘଟଣାର ମୋଡକୁ ବଦଳାଇଦେଇଛି । ମୃତ ଛବିଙ୍କ ଶରୀରେ ମାଡର ଦାଗ ଦେଖିବାକୁ ମିଳିଛି । ଆଉ ଘଟଣାର ତଦନ୍ତ ଆରମ୍ଭContinue reading “ନିଶା ଛାଡିବାକୁ ଆସିଥିଲେ, ହେଲେ ଶବ ହୋଇ ଫେରିଲେ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଆରମ୍ଭ”

ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ । ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ । ହେଲେ, ୮୫ କିଲୋମିଟର କେମିତି ଆସିଲେ ହୋଇନି ସ୍ପଷ୍ଟ

କନକ ବ୍ୟୁରୋ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣା ଦିନକୁ ଦିନ ନୂଆମୋଡ ନେଉଛି । ମା ଓ ଝିଅଙ୍କୁ ସେମାନଙ୍କ ନିଜ ଗାଁ ଛତିଶଗଡର ଖାରିବାହାଲକୁ ନିଆଯାଇଛି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ , ପୁଲିସ ଓ ଆସ୍ଥା ଗୃହ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦୁଇଜଣଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହାପରେ ଛତିଶଗଡ ପୁଲିସ କେଉଁ ପରିସ୍ଥିତିରେ ମା-ଝିଅ ସୁନ୍ଦରଗଡ ଯାଇଥିଲେ ଓ ଦୁଷ୍କର୍ମ ବୟାନର ସତ୍ୟତାContinue reading “ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ । ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ । ହେଲେ, ୮୫ କିଲୋମିଟର କେମିତି ଆସିଲେ ହୋଇନି ସ୍ପଷ୍ଟ”

ରାଜ୍ୟ ବିଜେପି ସଭାପତିଙ୍କ ରାଲି ବେଳେ ବଲାଙ୍ଗୀରରେ ହାତାହାତି ବିଜେପି ନେତା । ଥାନାରେ ପହଞ୍ଚିଲା ମାମଲା । ବଳରାମ ସିଂ ଯାଦବଙ୍କ ବିରୋଧରେ ଫେରାଦ ହେଲେ ଗୋପାଳଜୀ

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ, ଶୋଭାଯାତ୍ରାରେ ନେତା ପିଟାପିଟା ହେବା ମାମଲା ଏବେ ଥାନାରେ ପହଞ୍ଚିଛି । ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ । ସେ ବଳରାମ ସିଂ ଯାଦବ ଓ ତାଙ୍କ ସମର୍ଥକ ଅନନ୍ତ ଦାସଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନେତାଙ୍କ ଆଗରେ ପିଟାପିଟି ଥାନାରେ ପହଞ୍ଚିଲା କଳିContinue reading “ରାଜ୍ୟ ବିଜେପି ସଭାପତିଙ୍କ ରାଲି ବେଳେ ବଲାଙ୍ଗୀରରେ ହାତାହାତି ବିଜେପି ନେତା । ଥାନାରେ ପହଞ୍ଚିଲା ମାମଲା । ବଳରାମ ସିଂ ଯାଦବଙ୍କ ବିରୋଧରେ ଫେରାଦ ହେଲେ ଗୋପାଳଜୀ”

ବାହାନଗା ଦୁର୍ଘଟଣାର ଅପରିଚିତଙ୍କ ମୃତଦେହର କରାଯାଉଛି ଶେଷକୃତ୍ୟ । ପର୍ଯ୍ୟାୟ କ୍ରମେ ସମସ୍ତ ୨୮ଟି ଅଚିହ୍ନା ଶବର କରାଯିବ ସଂସ୍କାର

କନକ ବ୍ୟୁରୋ: ଶ୍ମଶାନରେ ଅଚିହ୍ନା ଶବର ପରିଚୟ ନେଇ ଜଳିଯାଇଛି, ବାହାନଗା ଟ୍ରେନ୍ ଦୁର୍ଘଟଣାର ଯାତ୍ରୀଙ୍କ ଜୁଇ । ୪ ମାସ ତଳେ ଯେଉଁ ଯାତ୍ରୀମାନଙ୍କ ନାଁ ଓ ଠିକଣା ସହ ଟ୍ରେନରେ ଚଢ଼ିଥିଲେ, ସେଇଯାତ୍ରମାନେ ଏବେ ଅଜଣା- ଅପରିଚିତର ଆଖ୍ୟା ନେଇ ବିଦାୟ ନେଇଛନ୍ତି । ଭୁବନେଶ୍ୱର ଭରତପୁର ଓ ସତ୍ୟନଗର ଶ୍ମଶାନରେ ଜଳୁଥିବା ନିଆଁ, ସେଇ ମର୍ମନ୍ତୁଦ ଦୁର୍ଘଟଣାର ଲୋମହର୍ଷଣ କାହାଣୀକୁ ପୁଣି ଥରେ ମନେ ପକାଇଦେଇଛି । ପରିଚୟ ଖୋଜିବାର ସମସ୍ତ କସରତContinue reading “ବାହାନଗା ଦୁର୍ଘଟଣାର ଅପରିଚିତଙ୍କ ମୃତଦେହର କରାଯାଉଛି ଶେଷକୃତ୍ୟ । ପର୍ଯ୍ୟାୟ କ୍ରମେ ସମସ୍ତ ୨୮ଟି ଅଚିହ୍ନା ଶବର କରାଯିବ ସଂସ୍କାର”

Design a site like this with WordPress.com
Get started