କନକ ବ୍ୟୁରୋ : ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଏସଏଚଜି ମହିଳା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଂଚାୟତର ବିଭିନ୍ନ ଗାଁରେ ନିଶାନିବାରଣ ଶୋଭାଯାତ୍ରାର ଆୟୋଜନ କରି ଥିଲେ ଏସଏଚଜି ମହିଳାମାନେ । ତେବେ ଗତ ୩ ତାରିଖରେ ମହିଳାମାନେ କିଆଙ୍ଗ ଗାଁଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି କସିଗୁଡାଓ ବାଦଲିଗୁଡା ଦେଇ ଭଇଁସାଘାଟ ଗାଁକୁ ଯିବାର କାର୍ଯ୍ୟକ୍ରମ ଥିଲାContinue reading “ଶିକ୍ଷକଙ୍କ ନାଁରେ ମଦ ବିକ୍ରି ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଏସଏଚଜି ମହିଳା”
Tag Archives: News
ପରକୀୟା ପ୍ରୀତି ଯୋଗୁଁ ଚାଲିଗଲା ଜିଆରଏସଙ୍କ ଜୀବନ : ହତ୍ୟାକରି ରାସ୍ତାରେ ଫିଙ୍ଗିଦେଲା ମହିଳାଙ୍କ ପ୍ରେମିକ
କନକ ବ୍ୟୁରୋ : ପରକିୟା ପ୍ରୀତି ଯୋଗୁଁ ଚାଲିଗଲା ଜିଆରଏସଙ୍କ ଜୀବନ । ହତ୍ୟା କରି ରାସ୍ତା କଡରେ ଫିଙ୍ଗିଦେଲା ମହିଳାଙ୍କ ପ୍ରେମିକ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ । ଉସ୍ତାପଡା ପଞ୍ଚାୟତର ଜିଆରଏସ ଭାବେ କାମ କରୁଥିବା ସୁଶୀଲ କୁମାର ମହାନ୍ତିଙ୍କ ମୃତ୍ୟୁରେ ପୋଲିସକୁ ମିଳିଛି ସଫଳତା । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ତଦନ୍ତ ବେଳେ ପୋଲିସContinue reading “ପରକୀୟା ପ୍ରୀତି ଯୋଗୁଁ ଚାଲିଗଲା ଜିଆରଏସଙ୍କ ଜୀବନ : ହତ୍ୟାକରି ରାସ୍ତାରେ ଫିଙ୍ଗିଦେଲା ମହିଳାଙ୍କ ପ୍ରେମିକ”
ନିଯୁକ୍ତି ନାହିଁ ତ ଭୋଟ ନାହିଁ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
କନକ ବ୍ୟୁରୋ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ବଡ଼ ଧରଣର ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବେକାର ଯୁବକ-ଯୁବତୀମାନେ ପ୍ରତିବାଦ କରିଛନ୍ତି । ଓଡ଼ିଶା ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସୁନ୍ଦରଗଡ଼ର ସ୍ଥାନୀୟ ଯୁବକଙ୍କୁ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତିି । ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ଓ ଆଖପାଖ ଅଞ୍ଚଳର ଶତାଧିକ ଯୁବକମାନେ ନାରୀ କଲ୍ୟାଣ କେନ୍ଦ୍ରରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ପିଲାଙ୍କ ଏହିContinue reading “ନିଯୁକ୍ତି ନାହିଁ ତ ଭୋଟ ନାହିଁ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ”
ବିଲ ଡିହରେ ପ୍ରସବ କଲେ ଗର୍ଭବତୀ : ଗାଁକୁ ରାସ୍ତା ନାହିଁ ବୋଲି ଯାଇ ପାରିଲାନି ଆମ୍ବୁଲାନ୍ସ
କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ ବୋଲି ଯାଇପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ଖଟିଆରେ ବୋହିବାକୁ ପଡ଼ିଲା । ଏପରି ଏକ ସ୍ପର୍ଶକାତର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବହଲପଦର ପଞ୍ଚାୟତର ଫବସିପାଲି ଗାଁରେ । ପ୍ରସବ ପାଇଁ ଗାଁର ଫିରୋଜ ମିର୍ଜାଙ୍କ ପତ୍ନୀଙ୍କୁ ଡାକ୍ତରଖାନା ନେବାକୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଖବର ପାଇ ଆମ୍ବୁଲାନ୍ସ ବି ଆସିଥିଲା । ହେଲେ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବାଟରେ ଅଟକି ରହିଥିଲା ।Continue reading “ବିଲ ଡିହରେ ପ୍ରସବ କଲେ ଗର୍ଭବତୀ : ଗାଁକୁ ରାସ୍ତା ନାହିଁ ବୋଲି ଯାଇ ପାରିଲାନି ଆମ୍ବୁଲାନ୍ସ”
ରାଷ୍ଟ୍ରପତିଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ : କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ
କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ । କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ରାଷ୍ଟ୍ରପତି ୨୦୨୦ରୁ ବିଶ୍ୱବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିବେ । ସମାବର୍ତ୍ତନ ଉତ୍ସବରେ ୪୦୦ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚଡି ଓ ଏମଫିଲ୍ ଡିଗ୍ରୀ ପ୍ରଦାନ କରାଯିବ । ଶ୍ରୀନଗରର ଡାଲ୍ ହ୍ରଦରେ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋରେ ମଧ୍ୟ ଯୋଗଦେବେ ରାଷ୍ଟ୍ରପତି । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁContinue reading “ରାଷ୍ଟ୍ରପତିଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ : କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ”
ଏୟାରଷ୍ଟ୍ରିପ ପୁନରୁଦ୍ଧାରରେ ବାଧା : ଆସିଲେନି ଜିଲ୍ଲାପାଳ, ହୋଇପାରିଲାନି ଜମି ହସ୍ତାନ୍ତର; ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଅର୍ମଦା ଏୟାରଷ୍ଟ୍ରିପ ପୁନରୁଦ୍ଧାରରେ ବାଧା । ଗତକାଲି ଏୟାରଷ୍ଟ୍ରିପ୍ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ଥିଲା । ପ୍ରତିରକ୍ଷା ବିଭାଗ ପକ୍ଷରୁ ଅର୍ମଦା ଏୟାରଷ୍ଟ୍ରିପ ଠାରେ ରାଜ୍ୟ ସରକାରଙ୍କୁ ଜମିହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମୟୂରଭଞ୍ଜ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜମିଗ୍ରହଣ କରିଥାନ୍ତେ । ହେଲେ ଆସିଲେ ନାହିଁ ଜିଲ୍ଲାପାଳ । ଫଳରେ ଜମିହସ୍ତାନ୍ତରContinue reading “ଏୟାରଷ୍ଟ୍ରିପ ପୁନରୁଦ୍ଧାରରେ ବାଧା : ଆସିଲେନି ଜିଲ୍ଲାପାଳ, ହୋଇପାରିଲାନି ଜମି ହସ୍ତାନ୍ତର; ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ”
ସ୍କୁଲ ପରେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା : ପ୍ରତି ସୋମବାର ପିଲାଙ୍କୁ ଏକାଠି କରି ଦିଆଯିବ ବାର୍ତ୍ତା
କନକ ବ୍ୟୁରୋ : ସ୍କୁଲ ପରେ ଏବେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା । ପ୍ରତି ସୋମବାର ଦିନ ପିଲାଙ୍କୁ ଏକାଠି କରି ହକିର ସଫଳ କାହାଣୀ ବିଷୟରେ ଅବଗତ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପିଲାଙ୍କୁ ଜଣାଯିବ । କ୍ୟାମ୍ପସରେ ହକିର ସଫଳତାକୁ ନେଇ ପୋଷ୍ଟର ମଧ୍ୟ ଲଗାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁContinue reading “ସ୍କୁଲ ପରେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା : ପ୍ରତି ସୋମବାର ପିଲାଙ୍କୁ ଏକାଠି କରି ଦିଆଯିବ ବାର୍ତ୍ତା”
ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୧ଟି ମୃତଦେହର ଶେଷକୃତ୍ୟ ହୋଇଛି । ଭୁବନେଶ୍ୱର ଭରତପୁରରେ ଅନ୍ତିମ ସଂସ୍କାର କରାଯାଇଛି । ରାତି ସାରା ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ଅବଶିଷ୍ଟ ମୃତଦେହ ଦାହ କରାଯିବ ବୋଲି ଜଣାପଡ଼ିଛି । ୪ ମାସ ତଳେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନଥିଲା । ଆଉ ପରିିଚୟ ଖୋଜିବାର ସମସ୍ତ କସରତ ସରିଯିବାContinue reading “ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ”
୬୯ବର୍ଷ ବୟସରେ ବଲିଉଡର ଏଭରଗ୍ରୀନ ନାୟିକା ରେଖା । ଜନ୍ମଦିନରେ ନାୟିକାଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ
କନକ ବ୍ୟୁରୋ : ଅଭିନୟ,ସୌନ୍ଦଯ୍ୟ,ବିବାଦକୁ ନେଇ ବଲିଉଡରେ ଲମ୍ବା ସଫର ଅତିକ୍ରମ କରିଛନ୍ତି ଭାନୁ ରେଖା ଓରଫ ରେଖା । ତାମିଲ ଫିଲ୍ମର ଦୁଇ ପରିଚିତ ଚେହେରା ପୁଷ୍ପାଭଲି ଓ ଜାମନି ଗଣେଷଙ୍କ ଝିଅ ଭାନୁ ରେଖା ୧୯୫୪ ମସିହାରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ପ୍ରତି ଇଚ୍ଛା ନଥିବା ସତ୍ୱେ ପରିବାର ଦାୟିତ୍ୱ ସମ୍ଭାଳିବା ପାଇଁ କେବଳ ୧୩ବର୍ଷ ବୟସରେ ରଙ୍ଗମଂଚ ଦୁନିଆରେ ସେ ପାଦ ରଖିଥିଲେ । ଶ୍ୟାମଳ ରଙ୍ଗ ପାଇଁ ପ୍ରାରମ୍ଭିକContinue reading “୬୯ବର୍ଷ ବୟସରେ ବଲିଉଡର ଏଭରଗ୍ରୀନ ନାୟିକା ରେଖା । ଜନ୍ମଦିନରେ ନାୟିକାଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ”
ବଢ଼ିଲା ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଇଡି ରିମାଣ୍ଡ । ଅକ୍ଟୋବର ୧୩ପର୍ଯର୍ନ୍ତ ରିମାଣ୍ଡରେ ରହିବେ ଆପ୍ ସାଂସଦ
କନକ ବ୍ୟୁରୋ : ବଢୁଛି ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଅଡୁଆ, ୧୩ ଅକ୍ଟୋବର ପର୍ଯ୍ୟନ୍ତ ଇଡି ରିମାଣ୍ଡ ବୃଦ୍ଧି । ଇଡି ପ୪ରୁ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ୩ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଜେରା ବେଳେ ସଞ୍ଜୟ ସିଂ ସହଯୋଗ କରୁନଥିବା କୋର୍ଟରେ କହିଲା ଇଡି । ଗିରଫର ୬ଦିନ ପରେ ବି ସଞ୍ଜୟ ସିଂ ତଦନ୍ତରେ ସହଯୋଗ କରୁନାହାଁନ୍ତି । ଏପର୍ଯ୍ୟନ୍ତ କଲ ଡାଟା ରେକର୍ଡContinue reading “ବଢ଼ିଲା ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଇଡି ରିମାଣ୍ଡ । ଅକ୍ଟୋବର ୧୩ପର୍ଯର୍ନ୍ତ ରିମାଣ୍ଡରେ ରହିବେ ଆପ୍ ସାଂସଦ”