କନକ ବ୍ୟୁରୋ: ଗାଁ ଗାଁର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଆମ ଓଡିଶା ନବୀନ ଓଡିଶା ଯୋଜନାର ହୋଇଛି ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୁଭାରମ୍ଭ ହେଲା ‘ନବୀନ ଓଡି଼ଶା’ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ପାଇବେ ୫୦ଲକ୍ଷ ଟଙ୍କା କେନ୍ଦୁଝରର ୬ଟି ନିର୍ବାଚନମଣ୍ଡଳୀର ୨୯୭ଟି ଗ୍ରାମପଞ୍ଚାୟତରContinue reading “ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନା । ଭିଡିଓ କନଫରେନ୍ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସେପଟେ ବିଜ୍ଞାପନକୁ ନେଇ ତେଜିଲା ରାଜନୀତି”
Tag Archives: News
ହମାସ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ । ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ଉଦ୍ୟମ । ହମାସ ଆତଙ୍କବାଦୀଙ୍କ ଧମକ, ଗୋଟିଏ ରକେଟ୍ ମାଡ଼ କଲେ, ଗୋଟିଏ ମୁଣ୍ଡ ଗଡିବ
କନକ ବ୍ୟୁରୋ: ଲଗାତର ଚତୁର୍ଥ ଦିନରେ ଆକାଶ ମାର୍ଗରୁ ଜୋରଦାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଏପର୍ଯ୍ୟନ୍ତ ହମାସ ଆତଙ୍କବାଦୀଙ୍କ ଅଭୂତପୂର୍ବ କ୍ଷତି କରିସାରିଛି ଇସ୍ରାଏଲ । ସେନା ଦାବି କରିଛି ଯେ, ଗାଜାରେ ପ୍ରାୟ ୧୫ଶହ ହମାସ ବିଦ୍ରୋହୀ ସେନାଙ୍କ ମୃତଦେହ ପଡିରହିଛି । ସେପଟେ ଶନିବାର ଅତର୍କିତ ଆକ୍ରମଣ କରିବା ପରେ ଦେଢଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ । ଏବେ ଇସ୍ରାଏଲର ଘନଘନ ଆକ୍ରମଣକୁ ଦେଖି ଧମକContinue reading “ହମାସ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ । ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ଉଦ୍ୟମ । ହମାସ ଆତଙ୍କବାଦୀଙ୍କ ଧମକ, ଗୋଟିଏ ରକେଟ୍ ମାଡ଼ କଲେ, ଗୋଟିଏ ମୁଣ୍ଡ ଗଡିବ”
ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର କଣ ପଡିବ ପ୍ରଭାବ? ବଢିବ କ ଦରଦାମ?
କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସାରା ପୃଥିବୀକୁ ଦୁଇଭାଗରେ ବିଭକ୍ତ କରିଛି । ଇସ୍ରାଏଲ ପାଲେଷ୍ଟାଇନ ଉପରେ ଘନ ଘନ ଆକ୍ରମଣ କରୁଛି । ଆଉ ଯୁଦ୍ଧ ତୀବ୍ରତର ହେଉଛି । ଆଉ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ଭାରତ ସମେତ ସାରା ପୃଥିବୀ ଉପରେ ପଡିବା ସମ୍ଭାବନା ରହିଛି ? ଭାରତ ଉପରେ କି ପ୍ରଭାବ ପକାଇବ ଯୁଦ୍ଧ? ବଢୁଛି ଦରଦାମ ବୃଦ୍ଧିର ଭୟ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଅଧିକ ଦିନ ଜାରି ରହିଲେContinue reading “ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର କଣ ପଡିବ ପ୍ରଭାବ? ବଢିବ କ ଦରଦାମ?”
୩୫ ଏକର ଭୂମି, ୭୫ ବର୍ଷ ପୁରୁଣା ଇତିହାସ, ୩ ଧର୍ମର ଦାବି …
ସମଗ୍ର ବିଶ୍ୱର ସେହି ୩୫ ଏକର ଜମି ଯେଉଁଥିପାଇଁ ବର୍ଷ ବର୍ଷ ଧରି ଯୁଦ୍ଧ ଚାଲିଛି । ଯେଉଁ ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ ର ସେହି ରାତି । ଯେତେବେଳେ ସମଗ୍ର ବିଶ୍ୱ ନିଦ୍ରାରେ ଥିଲା ହଠାତ୍ ଇସ୍ରାଏଲ ଉପରେ ହଜାର ହଜାର ରକେଟ୍ ମାଡ଼ ହେଇଥିଲା । କେହି କିଛି ବୁଝିବା ଆଗରୁ ଶହ ଶହ ଇସ୍ରାଏଲି ନାଗରିକ ମୃତ୍ଯୁ ମୁଖରେ ପଡ଼ିଥିଲେ । ଏହିContinue reading “୩୫ ଏକର ଭୂମି, ୭୫ ବର୍ଷ ପୁରୁଣା ଇତିହାସ, ୩ ଧର୍ମର ଦାବି …”
ଡାକବାକ୍ସ ଡାକୁଛି ଆ… ଆସୁନି ଚିଠି, ଆଜି ବି ଅପେକ୍ଷାରେ ଅବହେଳିତ ଡାକବାକ୍ସ ।
କନକ ବ୍ୟୁରୋ: ଆଉ ଡାକୁନି ଡାକବାଲା କି ଆସୁନି ଚିଠି । ସମୟ ସହ ତାଳ ଦେଇ ଏ ମଣିଷ ଚିଠିର ବ୍ୟବହାରକୁ ବି ଭୁଲିବାକୁ ବସିଛି । ଡାକକଥା ମନେପଡିଲେ, ମନେପଡେ ଚିଠି ପତ୍ର କଥା । ଆଉ ଚିଠି କଥା ଉଠିଲେ କାନରେ ଆପେ ଆପେ ଶୁଭିଯାଏ ଗୋଟେ ନିଛାଟିଆ ଅପରାହ୍ନର ଚିଠି ବାଲାର ଡାକ…’ଚିଠି ଚିଠି… ଚିଠି ନିଅ ଚିଠି…’ ଏ ଡାକରେ ସତରେ ଗୋଟେ ଆତ୍ମୀୟତା ଥିଲା, ଅପେକ୍ଷା ଥିଲା, ଉତ୍ସାହ,Continue reading “ଡାକବାକ୍ସ ଡାକୁଛି ଆ… ଆସୁନି ଚିଠି, ଆଜି ବି ଅପେକ୍ଷାରେ ଅବହେଳିତ ଡାକବାକ୍ସ ।”
କାକଟପୁରରେ ପାଳନ ହେଲା ନିଶା ମଙ୍ଗଳବାର: ମା ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ
କନକ ବ୍ୟୁରୋ: ଚୈତ୍ର ମାସରେ ଯେପରି ମା ମଙ୍ଗଳାଙ୍କ ଓଷା ବ୍ରତଧାରୀ ମାନେ କରନ୍ତି, ଠିକ ସେହିପରି ଆଶ୍ୱିନ ମାସ ମଙ୍ଗଳବାରକୁ ନିଶା ମଙ୍ଗଳବାର ଭାବରେ ବ୍ରତଧାରୀ ମାନେ ପୂଜା କରନ୍ତି, ଏହି ନିଶା ମଙ୍ଗଳବାରର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ, ମହିଳାମାନେ ସେମାନଙ୍କ ପିଲା ମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଏହି ବ୍ରତ ପୂଜା କରନ୍ତି, ନିଶା ମଙ୍ଗଳବାରରେ ବ୍ରତଧାରୀମାନେ ସକାଳୁ ଉପବାସ କରି ରାତିରେ ପଣାପାଣି ପିଇ ବ୍ରତ ସମାପନ୍ନ କରନ୍ତି, ଆଜି ସେହିପରି ନିଶାContinue reading “କାକଟପୁରରେ ପାଳନ ହେଲା ନିଶା ମଙ୍ଗଳବାର: ମା ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ”
ଧର୍ମାନୁଷ୍ଠାନକୁ ଅନୁଦାନ ଘୋଷଣା, ଧର୍ମକୁ ଆଖିଠାର! ଘୋଷଣାର ୬ ମାସ ପରେ ଆରମ୍ଭ ହୋଇନି କାମ
କନକ ବ୍ୟୁରୋ: ଧର୍ମାନୁଷ୍ଠାନ ଗୁଡିକର ପୁନଃରୁଦ୍ଧାର ଓ ସୌନ୍ଦର୍୍ୟକରଣ ଲାଗି ସରକାରଙ୍କ ପକ୍ଷରୁ ୫ଟି ସଚିବ ରାଜ୍ୟସାରା ବୁଲିବୁଲି କୋଟି କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଚାଲିଲେ । ୩ବର୍ଷ ପୁର୍ୱେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏଭଳି ଘୋଷଣା କରିଥିଲେ । ହେଲେ କାର୍୍ୟାରମ୍ଭ ତ ଦୁରର କଥା ଆଜି ଯାଏଁ ଇଟା ଟିଏ ମଧ୍ୟ ପଡିପାରିଲା ନାହିଁ । ଆମେ କହୁଛୁ ନିଜେ ମୁଖ୍ୟମନ୍ତ୍ରୀ ଉନ୍ନତି ଦାୟୀତ୍ୱ ନେଇଥିବା ବ୍ରହ୍ମପୁର ସହରର ଧର୍ମାନୁଷ୍ଠାନ ଗୁଡିକContinue reading “ଧର୍ମାନୁଷ୍ଠାନକୁ ଅନୁଦାନ ଘୋଷଣା, ଧର୍ମକୁ ଆଖିଠାର! ଘୋଷଣାର ୬ ମାସ ପରେ ଆରମ୍ଭ ହୋଇନି କାମ”
ନିଖୋଜର ୩୫ ବର୍ଷ ପରେ ଘର ବାହୁଡା: ୧୨ ବର୍ଷ ତଳୁ ସରିଥିଲା ଶୁଦ୍ଧିକ୍ରିୟା
କନକ ବ୍ୟୁରୋ: ନିଖୋଜର ୩୫ ବର୍ଷ ପରେ ଘରକୁ ଫେରିଲା ଯାମିନି ସେଠୀ । ଘରେ ବି ଦୀର୍ଘ ୧୨ ବର୍ଷ ହେଲାଣି ଶୁଦ୍ଧି କ୍ରିୟା ସାରିଦେଇଥିଲେ ପରିବାର ଲୋକ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଢୋଳମରା ଗାଁରୁ ଏମିତି ଏମିତି ଏକ ଖବର ଆସିଛି । ଆଜିକୁ ୩୫ ବର୍ଷ ତଳେ ଢୋଳମରା ଗାଁର ପାଣ୍ଡବ ସେଠୀଙ୍କ ପୁଅ ଯାମିନି, ଦାଦନ ଖଟିବାବାକୁ ଯାଇଥିଲେ ରାଜସ୍ଥାନ । ସେବେ ଠାରୁ ଆଉ ତାଙ୍କର କିଛିContinue reading “ନିଖୋଜର ୩୫ ବର୍ଷ ପରେ ଘର ବାହୁଡା: ୧୨ ବର୍ଷ ତଳୁ ସରିଥିଲା ଶୁଦ୍ଧିକ୍ରିୟା”
ଗଂଜାମ ଧରାକୋଟରେ ଶ୍ରମିକଙ୍କ ଟଙ୍କା ନେଲା କିଏ? ମନରେଗା କାମରେ ମହାଦୁର୍ନୀତି ଅଭିଯୋଗ
କନକ ବ୍ୟୁରୋ: ଏମ୍.ଜି.ଏନ୍.ଆର୍.ଜି.ଏରେ ମହାଦୃନତି । କାମ ନ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ କି ଦୁଇଟି କାମ ନୁହେଁ ୧୦ ଟି କାମରେ ହରିଲୁଟ ଅଭିଯୋଗ । ସୁଚନା ଅଧିକାରରେ ମିଳିଲାନି ତଥ୍ୟ । ତେଣୁ ଲୋକାୟୁକ୍ତ ଙ୍କ ଦ୍ୱାରସ୍ଥ ହେଲେ ଲୋକ । ବ୍ଲକର ବି.ଡି.ଓ , ଜେ.ଇ , ପଂଚାୟତ ପି.ଇ.ଓ ଓ ଜି.ଆର୍.ଏସ୍ ବିରୋଧରେ ଆଣିଲେ ଦୃନିତିର ଅଭିଯୋଗ । ପ୍ରଶାସନିକ ବାବୁ ଓ ଠିକାଦାରଙ୍କ ମଧୁContinue reading “ଗଂଜାମ ଧରାକୋଟରେ ଶ୍ରମିକଙ୍କ ଟଙ୍କା ନେଲା କିଏ? ମନରେଗା କାମରେ ମହାଦୁର୍ନୀତି ଅଭିଯୋଗ”
ଶିକ୍ଷକଙ୍କ ବିରୋଧରେ ମଦ ବିକ୍ରି ଅଭିଯୋଗ: ମାଲକାନିଗିର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଏସଏଚଜି ମହିଳା
କନକ ବ୍ୟୁରୋ: ଶିକ୍ଷକ ବିକୁଥିଲେ ମଦ! ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ମହିଳା । ମଦ ବିକ୍ରି କରୁଥିବା ଅଭିଯୋଗ ନେଇ ଜଣେ କାର୍ଯ୍ୟରତ ଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରସ୍ତ ହୋଇଛନ୍ତି ଏସ୍ଏଚ୍ଜି ମହିଳା । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଂଚାୟତର ବିଭିନ୍ନ ଗାଁରେ ନିଶାନିବାରଣ ଶୋଭାଯାତ୍ରାର ଆୟୋଜନ କରିଥିଲେ ଏସ୍ଏଚ୍ଜି ମହିଳା । ତେବେ ଗତ ୩ ତାରିଖରେ ମହିଳାମାନେ କିଆଙ୍ଗ ଗାଁ ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରିContinue reading “ଶିକ୍ଷକଙ୍କ ବିରୋଧରେ ମଦ ବିକ୍ରି ଅଭିଯୋଗ: ମାଲକାନିଗିର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଏସଏଚଜି ମହିଳା”