କନକ ବ୍ୟୁରୋ : ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଏହାର କଡା ଜବାବ ଦେଇଛି ଇସ୍ରାଏଲ ସେନା । ହମାସ ଆତଙ୍କବାଦୀ ସଙ୍ଗଠନର ଆଡ୍ଡା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଏବେ ପର୍ଯ୍ୟନ୍ତ ଉଭୟ ପକ୍ଷର ମୃତକଙ୍କ ସଂଖ୍ୟା ୧୬୦୦ ଟପିଲାଣି । କିନ୍ତୁ ଏହା ଭିତରେ ଇସ୍ରାଏଲର ଆଉ ଏକ ଶତ୍ରୁ ମଧ୍ୟ ଯୁଦ୍ଧ ଆରମ୍ଭ କରିଛି । ସୀମାକୁ ଲାଗି ରହିଥିବାContinue reading “ହମାସ ପରେ ଇସ୍ରାଏଲ ଉପରେ ଆକ୍ରମଣ କଲା ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନ । କିନ୍ତୁ କାହିଁକି?”
Tag Archives: News
ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ୨୦୨୧ରୁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ୍ । ୬ଟି ଟିମରେ ବିଭକ୍ତ ହୋଇଥିଲେ ଆତଙ୍କବାଦୀ, ଜାଣନ୍ତୁ ପୂରା ଘଟଣା
କନକ ବ୍ୟୁରୋ : ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ୪ ଦିନ ହେଲା ଜାରି ରହିଥିବାବେଳେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗାଜାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ହେଲେ ହମାସ ଦାବି କରିଛି ଯେ, ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ ରଖାଯାଇଛି । ତେଣୁ ହମାସ ବିଦ୍ରୋହୀ ସେନା ଚେତାବନୀ ଦେଇଛି ଯେ, ଇସ୍ରାଏଲ ଗୋଟିଏ ରକେଟ୍ ମାଡ କଲେ ଜଣେ ପଣବନ୍ଦୀଙ୍କୁContinue reading “ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ୨୦୨୧ରୁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ୍ । ୬ଟି ଟିମରେ ବିଭକ୍ତ ହୋଇଥିଲେ ଆତଙ୍କବାଦୀ, ଜାଣନ୍ତୁ ପୂରା ଘଟଣା”
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଗଠନ ହେବ ‘ସାଇବର ସେନା’, ସମସ୍ତ ରାଜ୍ୟକୁ ଲେଖାଗଲା ଚିଠି
କନକ ବ୍ୟୁରୋ : ଦ୍ରୁତ ଗତିରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଭାରତ ପରବର୍ତ୍ତୀ ସ୍ତରର ସାଇବର ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ‘ସାଇବର ସେନା’ର ଏକ ଶାଖା ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶାଖାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ବାହିନୀ ସହ କେନ୍ଦ୍ରୀୟ ପୋଲିସContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଗଠନ ହେବ ‘ସାଇବର ସେନା’, ସମସ୍ତ ରାଜ୍ୟକୁ ଲେଖାଗଲା ଚିଠି”
ଦେଢ ଶହ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ : ନୂଆ ମାଲଗୋଦାମ ପାଇଁ ବ୍ୟବସାୟୀ ସଙ୍ଘର ରୂପରେଖ ପ୍ରସ୍ତୁତ
କନକ ବ୍ୟୁରୋ : ଦେଢ ଶହ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାଶ୍ୱର୍କୁ ସ୍ଥାନାନ୍ତର କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ନୂଆ ମାଲଗୋଦାମ ପାଇଁ ବ୍ୟବସାୟୀ ସଂଘ ଚୂଡାନ୍ତ ରୁପରେଖ ପ୍ରସ୍ତୁତ କରିସାରିଛନ୍ତି । ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ଏନେଇ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି । ଖୁଚୁରା ବ୍ୟବସାୟୀମାନେ କଟକର ପୁରୁଣା ମାଲଗୋଦାମରେ ରହିବେ । କେବଳ ୩ଶହ ଛୋଟ,Continue reading “ଦେଢ ଶହ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ : ନୂଆ ମାଲଗୋଦାମ ପାଇଁ ବ୍ୟବସାୟୀ ସଙ୍ଘର ରୂପରେଖ ପ୍ରସ୍ତୁତ”
ରାଲି ବେଳେ ବଲାଙ୍ଗୀରରେ ହାତାହାତି ବିଜେପି ନେତା : ଥାନାରେ ପହଞ୍ଚିଲା ମାମଲା; ଅନନ୍ତ ଦାଶଙ୍କ ବିରୋଧରେ ଫେରାଦ ହେଲେ ଗୋପାଳଜୀ
କନକ ବ୍ୟୁରୋ : ବଲାଙ୍ଗୀର ଟାଉନ ଥାନାରେ ବିଜେପି ନେତାଙ୍କ କଳି । ରାଜ୍ୟ ବିଜେପି ସଭାପତି କିନ୍ତୁ ଦଳୀୟ ନେତାଙ୍କ କଳିକୁ ଏଡାଇ ଦେଉଛନ୍ତି । ଗତକାଲି ମନମୋହନ ସାମଲଙ୍କ ନେତୃତ୍ୱରେ ବଲାଙ୍ଗୀରର ବିଜାଖମନଠାରେ ଏକ ରାଲି ହୋଇଥିଲା । ଆରଟିଓ ଛକ ପାଖରେ ମନମୋହନ ସାମଲଙ୍କୁ ସ୍ୱାଗତ କରିବା ସମୟରେ ୨୦୧୯ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ ଓ ସ୍ଥାନୀୟ ନେତା ଗୋପାଳଜୀ ପାଣିଗ୍ରାହୀ ହତାହାତି ହୋଇଥିଲେ । ରାଜ୍ୟ ବିଜେପି ସଭାପତିଙ୍କୁContinue reading “ରାଲି ବେଳେ ବଲାଙ୍ଗୀରରେ ହାତାହାତି ବିଜେପି ନେତା : ଥାନାରେ ପହଞ୍ଚିଲା ମାମଲା; ଅନନ୍ତ ଦାଶଙ୍କ ବିରୋଧରେ ଫେରାଦ ହେଲେ ଗୋପାଳଜୀ”
ଇସ୍ରାଏଲ ସେନାର ବଡ ଦାବି । କହିଲା, ଗାଜା ପଟ୍ଟୀ ନିକଟରୁ ମିଳିଛି ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତଦେହ
କନକ ବ୍ୟୁରୋ : ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତିନ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀ ଅଞ୍ଚଳରୁ ୧୫ଶହ ହମାସ ଆତଙ୍କବାଦୀଙ୍କ ଶବ ମିଳିଛି । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ କହିଛନ୍ତି କି, ଫିଲିସ୍ତିନ୍ ବନ୍ଧୁକଧାରୀମାନେ ଏବେ ବି ଇସ୍ରାଏଲ ଭିତରେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ସେନାContinue reading “ଇସ୍ରାଏଲ ସେନାର ବଡ ଦାବି । କହିଲା, ଗାଜା ପଟ୍ଟୀ ନିକଟରୁ ମିଳିଛି ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତଦେହ”
ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଖର୍ଚ୍ଚ ହେବ ମୋଟ ୩୩୯୭ କୋଟି ଟଙ୍କା ।
କନକ ବ୍ୟୁରୋ: କନକ ବ୍ୟୁରୋ: ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ପୂରା ରାଜ୍ୟରେ ମୋଟ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ୬୭୯୪ ପଞ୍ଚାୟତରେ କାର୍ଯ୍ୟକାରୀ ହେବ ୯୦୭୨୩ ପ୍ରକଳ୍ପ । ଏହି ଯୋଜନାରେ ପ୍ରତି ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କା । କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାର ଫୋକସରେContinue reading “ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଖର୍ଚ୍ଚ ହେବ ମୋଟ ୩୩୯୭ କୋଟି ଟଙ୍କା ।”
ଆମ ଓଡିଶା, ନବୀନ ଓଡିଶା ବିଜ୍ଞାପନକୁ ନେଇ ରାଜନୀତି : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି
କନକ ବ୍ୟୁରୋ : ଆଜି ‘ଆମ ଓଡିଶା, ନବୀନ ଓଡିଶା’ ଯୋଜନାର ବିଜ୍ଞାପନ ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏହି ଯୋଜନାରେ ଶାସକ ଦଳ ବିଜେଡିର ଦଳୀୟ ଚିହ୍ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଶଙ୍ଖ ବିଜେଡିର ଦଳୀୟ ଚିହ୍ନ ହୋଇଥିବାରୁ ସରକାରୀ ଯୋଜନାରେ ରହିବା ଠିକ୍ ନୁହେଁ ବୋଲି ବିଜେପି କହିଛି । ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ବିଜ୍ଞାପନ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ବିରୋଧୀ କହିଛନ୍ତି । ଏହିContinue reading “ଆମ ଓଡିଶା, ନବୀନ ଓଡିଶା ବିଜ୍ଞାପନକୁ ନେଇ ରାଜନୀତି : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି”
ନିର୍ବାଚନ ତାରିଖ ଘୋଷଣା ପରେ ରାଜସ୍ଥାନ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ସମସ୍ତଙ୍କର ନଜର । ଜାଣନ୍ତୁ କେବେ ହେବ ପ୍ରାର୍ଥୀ ତାଲିକା ଘୋଷଣା
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ଏହାକୁ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ଅକ୍ଟୋବର ୧୮ ତାରିଖରେ କଂଗ୍ରେସର ନିର୍ବାଚନ କମିଟି ବୈଠକ ବସିବ । ଏହି ବୈଠକରେ ପ୍ରାର୍ଥୀ ତାଲିକା ଉପରେ ମୋହର ଲାଗିବ । ସେପଟେ ସୋନିଆ ଗାନ୍ଧୀଙ୍କ ସହ ଅଶୋକContinue reading “ନିର୍ବାଚନ ତାରିଖ ଘୋଷଣା ପରେ ରାଜସ୍ଥାନ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ସମସ୍ତଙ୍କର ନଜର । ଜାଣନ୍ତୁ କେବେ ହେବ ପ୍ରାର୍ଥୀ ତାଲିକା ଘୋଷଣା”
ସିକ୍କିମ୍ ବନ୍ୟାରେ ଏବେ ବି ନିଖୋଜ ଓଡ଼ିଆ ଇଞ୍ଜିନିୟର : ସପ୍ତାହେ ହେଲା କିଶୋର ମହାଜନଙ୍କ ମିଳୁନି ପତ୍ତା, ଚିନ୍ତାରେ ପରିବାର
କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ଏବେବି ନିଖୋଜ କାଲିମେଳା ଅଞ୍ଚଳର ଜଣେ ଯୁବ ଓଡ଼ିଆ ଇଞ୍ଜିନିୟର । ସପ୍ତାହେ ହେବ ନିଖୋଜ ଥିବା ଯୁବ ଓଡ଼ିଆ ଇଞ୍ଜିନିୟର ହେଉଛନ୍ତି ଏମଭି-୬୨ ଗାଁର ମିଠୁ ମହାଜନଙ୍କ ପୁଅ କିଶୋର ମହାଜନ । ଗତ ୩ ତାରିଖ ଅପରାହ୍ଣ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ଚିନ୍ତାରେ ଏବେ ପୁରା ପରିବାର । କିଶୋର ହାଇଦ୍ରାବାଦର ଗ୍ରୀନ ଲାଇନ ସୋଲାର ଏନର୍ଜି ନାମକ ଏକ କମ୍ପାନରେ ପ୍ରୋଜେକ୍ଟContinue reading “ସିକ୍କିମ୍ ବନ୍ୟାରେ ଏବେ ବି ନିଖୋଜ ଓଡ଼ିଆ ଇଞ୍ଜିନିୟର : ସପ୍ତାହେ ହେଲା କିଶୋର ମହାଜନଙ୍କ ମିଳୁନି ପତ୍ତା, ଚିନ୍ତାରେ ପରିବାର”