ଶ୍ରୀମନ୍ଦିର ଐତିହ୍ୟ ବିକାଶକୁ କେନ୍ଦ୍ରୀୟ ଝଟ୍‌କା: ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ; ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିରContinue reading “ଶ୍ରୀମନ୍ଦିର ଐତିହ୍ୟ ବିକାଶକୁ କେନ୍ଦ୍ରୀୟ ଝଟ୍‌କା: ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ; ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ”

ଆଜି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ : ହଳଦିଆରେ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ 

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି । ଆଜିି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପଶ୍ଚିମବଙ୍ଗକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ୱିଟ୍ କରି ମୋଦୀ କହିଛନ୍ତି ଯେ, ସେ ପଶ୍ଚିମବଙ୍ଗର ହଳଦିଆ ଯାଉଛନ୍ତି । ହଳଦିଆContinue reading “ଆଜି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ : ହଳଦିଆରେ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ “

ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ଡ୍ରାଫ୍ଟ ଅଧିନିୟମ । ଶ୍ରୀମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ ସ୍ମାରକୀ ପ୍ରାଧୀକରଣ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ଡ୍ରାଫ୍ଟ ଅଧିନିୟମ । ଶ୍ରୀମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ ।”

ଟିମ୍ ଇଣ୍ଡିଆର ଆଗାମୀ ୩ ବର୍ଷର ଖେଳସୂଚୀ ଘୋଷଣା କଲା ବିସିସିଆଇ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ ଭାରତୀୟ କ୍ରିକେଟ୍ ଦଳ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଗାମୀ ଖେଳସୂଚୀ ଘୋଷଣା କରିଛି ବିିସିସିଆଇ ।  ଆଗାମୀ ୩ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ କେଉଁ କେଉଁ ସିରିଜ୍ ଖେଳିବ ସେ ନେଇ ଘୋଷଣା କରାଯାଇଛି | ତେବେ କାର୍ଯ୍ୟସୂଚୀ ଘୋଷଣା ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କ ପାଇଁ ଛୁଟି ଦାବି କରିଛନ୍ତି | ସେ କହିଛନ୍ତି ଯେ ଖେଳାଳିଙ୍କୁ ଆଇପିଏଲ ପରେ ଅତି କମରେ ଦୁଇ ସପ୍ତାହ ବିଶ୍ରାମ ଦିଆଯିବା ଉଚିତ |Continue reading “ଟିମ୍ ଇଣ୍ଡିଆର ଆଗାମୀ ୩ ବର୍ଷର ଖେଳସୂଚୀ ଘୋଷଣା କଲା ବିସିସିଆଇ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ ଭାରତୀୟ କ୍ରିକେଟ୍ ଦଳ ।”

ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ କରିବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଛତିଶଗଡରେ ପାରିତ ହେଲା ପ୍ରସ୍ତାବ ।

କନକ ବ୍ୟୁରୋ: ରାହୁଲଙ୍କୁ ପୁଣି କଂଗ୍ରେସ କମାଣ ଧରାଇବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଏବେ ଛତିଶଗଡ କଂଗ୍ରେସ ପକ୍ଷରୁ ମଧ୍ୟ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଶନିବାର ଛତିଶଗଡ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ପ୍ରସ୍ତାବ ପାରିତ ହୋଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଉପସ୍ଥିତିରେ ଏହି ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ମଙ୍ଗContinue reading “ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ କରିବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଛତିଶଗଡରେ ପାରିତ ହେଲା ପ୍ରସ୍ତାବ ।”

ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେବେ ବୈଦେଶିକା ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

କନକ ବ୍ୟୁରୋ: ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି । ଆହୁରି ୨୫ଟି ଦେଶ ବିଭିନ୍ନ ସ୍ତରରେ ଭାରତ ପ୍ରସ୍ତୁତ କୋଭିଡ୍ ଟିକା ପାଇଁ ଧାଡିରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ତେବେ ଏହି ଟିକା ପାଇଁ ଲାଗିଥିବା ଧାଡିରେ ତିନି ବର୍ଗର ଦେଶ ଅଛନ୍ତି । ଭାରତରୁ ଟିକା ପାଇବାକୁ ଆଗ୍ରହୀ ତିନି ବର୍ଗ ହେଲେ ଗରିବ, ମୂଲ୍ୟ ସମ୍ବେଦନଶୀଳ ଦେଶ ଓ ଫାର୍ମାସ୍ୟୁଟିକାଲ୍Continue reading “ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେବେ ବୈଦେଶିକା ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।”

୧୪ ଲକ୍ଷ ଟଙ୍କାର ଗାଡି ଉପରେ ମିଳିବ ୩ ଲକ୍ଷ ଟଙ୍କାର ରିହାତି । ଜାଣନ୍ତୁ କିଏ ଦେଉଛି ଏଭଳି ସୁବିଧା ?

କନକ ବ୍ୟୁରୋ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ଗୁରୁବାର ଦିନ ‘ସୁଇଚ୍ ଦିଲ୍ଲୀ’ ଅଭିଯାନ ଆରମ୍ଭ କରିଥିଲେ । ‘ସୁଇଚ୍ ଦିଲ୍ଲୀ’ ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଛନ୍ତି, ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରାଯାଇଛି । ତେବେContinue reading “୧୪ ଲକ୍ଷ ଟଙ୍କାର ଗାଡି ଉପରେ ମିଳିବ ୩ ଲକ୍ଷ ଟଙ୍କାର ରିହାତି । ଜାଣନ୍ତୁ କିଏ ଦେଉଛି ଏଭଳି ସୁବିଧା ?”

ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିର ପରିବର୍ତନ ଯାତ୍ରା ଚାଲିଥିବା ବେଳେ ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଆସନ୍ତାକାଲି ପଶ୍ଚିମବଙ୍ଗ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପଶ୍ଚିମବଙ୍ଗକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ । Tomorrow evening, I would be in Haldia, West Bengal. At a programme there, will dedicate toContinue reading “ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିର ପରିବର୍ତନ ଯାତ୍ରା ଚାଲିଥିବା ବେଳେ ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ”

ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଲଭ୍ ଜିହାଦ ଆଇନ ଆଣିବାକୁ ପଛ ଘୁଂଚା ଦେଲେ ଗୁଜୁରାଟ ସରକାର । ଲଭ ଜିହାଦ ଆଇନ ରାଜ୍ୟରେ ଲାଗୁ ନକରିବା ପାଇଁ ବିଜୟୀ ରୁପାଣୀଙ୍କ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଆଇନ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାଛଡା ରାଜ୍ୟ ସରକାର ଲଭ ଜିହାଦ ବିଲକୁ ବିଧାନସଭାରେ ଉପସ୍ଥାପନ କରିବା ଆଗୁର ଆଇନ ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ନେଇଥିଲେ । ସମସ୍ତେ ଲଭContinue reading “ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି”

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଗଲା ଟିକା । ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ସମ୍ମୁଖ ଯୋଦ୍ଧା ।

କନକ ବ୍ୟୁରୋ : ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା । ଫେବ୍ରୁଆରୀ ୬ ତାରିଖରୁ ରାଜ୍ୟର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି ପର୍ଯ୍ୟାୟରେ ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି କରୋନା ଟିକା । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି ଟିକା । ଟିକା ନେଇଛନ୍ତି ପୋଲିସ ଡିଜି । ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକାContinue reading “ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଗଲା ଟିକା । ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ସମ୍ମୁଖ ଯୋଦ୍ଧା ।”

Design a site like this with WordPress.com
Get started