କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର । ଦୀର୍ଘ ଦିନ ହେଲା ଅନୁସରଣ କରାଯାଇ ଆସୁଥିବା ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଆମେରିକାର ଏକ ଟିଭି ଚ୍ୟାନଲେକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଜୋ ବାଇଡେନ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଗୁଇନ୍ଦା ସୂଚନା ପାଇବା ଦେଶପ୍ରତି ବିପଦ ଓ ତାଙ୍କ ପାଟି ଲଗାମହୀନ । ତେଣୁ ଗୁଇନ୍ଦା ସୂଚନା ମିଳିଲେContinue reading “ଆମେରିକାରେ ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା । ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର ।”
Tag Archives: News
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ । ଟାଙ୍ଗୀ ନିକଟରେ ମିଳିଲା ମୃତଦେହ, ଅଜଣା ଟ୍ରକ ଧକ୍କା ଦେଇଥିବା ସନ୍ଦେହ ।
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପ୍ରଫୁଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ । ଟାଙ୍ଗୀ ଅଂଚଳର ନିର୍ମାଣାଧିନ ଟୋଲ ଗେଟ ନିକଟରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ହେଲେ, ପ୍ରାୟ ମାସେ ହେବ ପୋଲିସ ତାଙ୍କୁ ଖୋଜୁଥିବାବେଳେ କେମିତି ସେହି ଅଂଚଳରୁ ତାଙ୍କ ମୃତ ଦେହ ମିଳିଲା ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଫୁଲ୍ଲ ବିଶ୍ୱାଳ । ଜାନୁଆରୀ ୨ ତାରିଖ ମାହାଙ୍ଗା ଡବଲ ମର୍ଡରContinue reading “ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ । ଟାଙ୍ଗୀ ନିକଟରେ ମିଳିଲା ମୃତଦେହ, ଅଜଣା ଟ୍ରକ ଧକ୍କା ଦେଇଥିବା ସନ୍ଦେହ । “
ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସୁଛି ବିଜେପି । ଆଉ ଏପରି ସମୟରେ ଦଳୀୟ କର୍ମୀଙ୍କ ମନରେ ନୂଆ ଉତ୍ସାହ ଓ ଜୋସ ଭରି ଦେବାକୁ ପଶ୍ଚିମବଙ୍ଗର ନବଦ୍ୱୀପରେ ପରିବର୍ତନ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସମାବେଶକୁ ସମ୍ବୋଧନ କରି ସେ ମମତା ସରକାର ଉପରେ ବର୍ଷିଛନ୍ତି । ଶନିବାର ପ୍ରଥମେ ମାଲଦାରେ ପହଂଚି ସେଠାରେ କୃଷକଙ୍କContinue reading “ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ ।”
ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ ଚାଷୀ ନେତା ।
କନକ ବ୍ୟୁରୋ: ଦେଶବ୍ୟାପୀ ୩ ଘଂଟିଆ ଚକାବନ୍ଦ ଆନ୍ଦୋଳନରୁ ଦିଲ୍ଲୀକୁ ବାଦ ଦେଇଥିଲେ ଚାଷୀ ସଂଗଠନ । ହେଲେ ସବୁଠୁ ଅଧିକ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲିର ଉପଦ୍ରବ ଓ ଲାଲକିଲ୍ଲାରେ ହିଂସାର ତିକ୍ତ ଅନୁଭୁତି ଦିଲ୍ଲୀ ପୁଲିସକୁ କୋରି ପକାଇଥିଲା । ତେଣୁ ୩ ଘଂଟିଆ ଚକାଜାମ ଡାକାରକୁ ନେଇ ସତର୍କ ପୁଲିସ ଦିଲ୍ଲୀ ଓ ଦିଲ୍ଲୀ ସୀମାରେ ଏପରି ସୁରକ୍ଷା ବ୍ୟବସ୍ଥା କରିଥିଲା,Continue reading “ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ ଚାଷୀ ନେତା ।”
ଏମଓୟୁ କରି ଅତ୍ୟାଧୁନିକ କ୍ୟାନସର ହସପିଟାଲ ନିର୍ମାଣରୁ ଓହରି ଯିବ କି ଟାଟା ? ୩ ବର୍ଷ ତଳେ ରାଜ୍ୟ ସରକାରଙ୍କ ସହ କରିଥିଲା ଚୁକ୍ତି
କନକ ବ୍ୟୁରୋ : ୨ ବର୍ଷ ତଳେ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ୮୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ କରିବା ପାଇଁ ଶିଳାନ୍ୟାସ କରାଯାଇଥିଲା । ଓଡ଼ିଶା ସରକାରଙ୍କ ସହ ଟାଟା ଟ୍ରଷ୍ଟ କରିଥାନ୍ତା ଏହି କ୍ୟାନସର ହସ୍ପିଟାଲ । ଏବେ ଟାଟା ଟ୍ରଷ୍ଟ ଏହି ପ୍ରକଳ୍ପରୁ ଓହରିଯିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଟାଟା ଟ୍ରଷ୍ଟ ଏ ନେଇ ସ୍ପଷ୍ଟ କରୁନଥିବା ବେଳେ ଜଣେ ଉଦ୍ୟୋଗୀ-ଦମ୍ପତିଙ୍କ ଆର୍ଥିକ ସହାୟତାରେ କ୍ୟାନସର ହସ୍ପିଟାଲContinue reading “ଏମଓୟୁ କରି ଅତ୍ୟାଧୁନିକ କ୍ୟାନସର ହସପିଟାଲ ନିର୍ମାଣରୁ ଓହରି ଯିବ କି ଟାଟା ? ୩ ବର୍ଷ ତଳେ ରାଜ୍ୟ ସରକାରଙ୍କ ସହ କରିଥିଲା ଚୁକ୍ତି”
ଭୁବନେଶ୍ୱର ଚନ୍ଦକାରେ ମିଳିଥିବା ମୁଣ୍ଡବିହୀନ ଶବର ମିଳୁନି ପରିଚୟ । ସେପଟେ ଲାଗିଲା ପୋଷ୍ଟର, ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା
କନକ ବ୍ୟୁରୋ : ଭୁବନେଶ୍ୱରରୁ ମିଳିଥିବା ମୁଣ୍ଡବିହୀନ ଶବର ପରିଚୟ ଖୋଜୁଛି ପୋଲିସ । ଏନେଇ ମହିଳାଙ୍କ ପୋଷ୍ଟର ଲଗାଇଛି ପୋଲିସ, ପରିଚୟ ଦେଲେ ୫୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଛି । ମିଳିଥିବା କଟାମୁଣ୍ଡ ମହିଳାଙ୍କ ପରିଚୟ ପାଇବା ପାଇଁ ଏଭଳି ପଦକ୍ଷେପ ନେଇଛି ପୁଲିସ । କେବଳ ସେତିକି ନୁହେଁ ଲୋକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଇଛି କଟାମୁଣ୍ଡ ମହିଳାଙ୍କ ପୋଷ୍ଟର । ହିନ୍ଦିContinue reading “ଭୁବନେଶ୍ୱର ଚନ୍ଦକାରେ ମିଳିଥିବା ମୁଣ୍ଡବିହୀନ ଶବର ମିଳୁନି ପରିଚୟ । ସେପଟେ ଲାଗିଲା ପୋଷ୍ଟର, ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା “
କୃଷକ ଆନ୍ଦୋଳନକୁ ସେଲିବ୍ରେଟିଙ୍କ ସମର୍ଥନ । ପପଷ୍ଟାର ରିହାନା ପରେ ସମର୍ଥନ ଜଣାଇଲେ ହଲିଉଡ ଅଭିନେତ୍ରୀ ସୁସାନ ସାରାଡନ
କନକ ବ୍ୟୁରୋ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ ବଢିବାରେ ଲାଗିଛି । ପପଷ୍ଟାର ରିହାନାଙ୍କ ସମର୍ଥନ ପରେ ହଲିଉଡର ଆମେରିକୀୟ ଅଭିନେତ୍ରୀ ଓସ୍କାର ବିଜୟୀ ଅଭିନେତ୍ରୀ ସୁସାନ ସାରାଡନ କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିଛନ୍ତି । Standing in solidarity with the #FarmersProtest in India. Read about who they are and why they’re protesting below. https://t.co/yWtEkqQynF — Susan Sarandon (@SusanSarandon) FebruaryContinue reading “କୃଷକ ଆନ୍ଦୋଳନକୁ ସେଲିବ୍ରେଟିଙ୍କ ସମର୍ଥନ । ପପଷ୍ଟାର ରିହାନା ପରେ ସମର୍ଥନ ଜଣାଇଲେ ହଲିଉଡ ଅଭିନେତ୍ରୀ ସୁସାନ ସାରାଡନ”
ଓଡ଼ିଶା ଗାଁରେ ଭୋଟ କରି କବଜା କରିବାକୁ ଆନ୍ଧ୍ର କରୁଛି ଷଡଯନ୍ତ୍ର । କୋରାପୁଟ, ଗଂଜାମ ସୀମାନ୍ତ ଗାଁ ପରେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତ ଉପରେ ପଡୋଶୀ ରାଜ୍ୟର ଆଖି
କନକ ବ୍ୟୁରୋ : କୋରାପୁଟର କୋଟିଆ ଅଂଚଳର କିଛି ଗାଁରେ ଆନ୍ଧ୍ର, ପଂଚାୟତ ନିର୍ବାଚନ କରି କିପରି ଏହି ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚକ୍ରାନ୍ତ କରୁଛି, ତାହା ସାମନାକୁ ଆସିବା ପରେ ଗଂଜାମ ପାତ୍ରପୁର ବ୍ଳକର ୪ଟି ପଂଚାୟତରେ ଅନୁରୂପ ପ୍ରୟାସ କରୁଛି ଆନ୍ଧ୍ର । ଏବେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କିଛି ଗାଁ ଉପରେ ପଡିଛି ଆନ୍ଧ୍ରର ଆଖି । ସୀମାକୁ ନେଇ ବିବାଦ ଚାଲିଥିବା ଗଙ୍ଗାବାଡ଼ ପଂଚାୟତର ଅନେକ ଗ୍ରାମବାସୀଙ୍କContinue reading “ଓଡ଼ିଶା ଗାଁରେ ଭୋଟ କରି କବଜା କରିବାକୁ ଆନ୍ଧ୍ର କରୁଛି ଷଡଯନ୍ତ୍ର । କୋରାପୁଟ, ଗଂଜାମ ସୀମାନ୍ତ ଗାଁ ପରେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତ ଉପରେ ପଡୋଶୀ ରାଜ୍ୟର ଆଖି”
ନୟାଗଡ ଜିଲ୍ଲାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ । ଜଣେ ବେପାରୀ ଗିରଫ ।
କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ଗାଁର ପ୍ରକାଶ ଚନ୍ଦ୍ର ବେହେରା ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଞ୍ଚଳରେ ବ୍ରାଉନସୁଗାରର କାୟା ବିସ୍ତାର କରିଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ପୁଲିସ ଓ ସ୍ପେଶାଲ ଟାସ୍କContinue reading “ନୟାଗଡ ଜିଲ୍ଲାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ । ଜଣେ ବେପାରୀ ଗିରଫ । “
ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଟ୍ରେନିଂ ନେଉଛନ୍ତି ଯୁବକ ଯୁବତୀ
କନକ ବ୍ୟୁରୋ: ମୁଁ ଯବାନ ହେବି । ମାଟି ମା ପାଇଁ ଲଢିବି । ଶତ୍ରୁକୁ ଜବାବ ଦେବି । ଏଭଳି କିଛି ସ୍ୱପ୍ନ ଦେଖି ସେନାବାହିନୀରେ ଭର୍ତି ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏବେ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ଯୁବକ ଯୁବତୀମାନେ ଏଠି ସାମରିକ ଓ ଅଦ୍ଧସାମରିକ ବାହିନୀରେ ଯୋଗଦେବା ପାଇଁ ଟ୍ରେନିଂ ନେବା ସହିତ ନିଜ ସ୍ୱପ୍ନକୁ ସତ କରି ଦେଖାଉଛନ୍ତି । ଆଉ ତା ପୁଣିContinue reading “ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଟ୍ରେନିଂ ନେଉଛନ୍ତି ଯୁବକ ଯୁବତୀ”