କନକ ବ୍ୟୁରୋ: ଆନ୍ଧ୍ର ଭୋଟର ତାଲିକାରେ ଓଡ଼ିଶା ଲୋକଙ୍କ ନାଁ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତର ଏକାଧିକ ଲୋକଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରହିଛି । ୬ରୁ ଆଧିକା ଗାଁର ପ୍ରାୟ ଶହେ ଜଣ ଗ୍ରାମବାସୀଙ୍କ ନାଁ ରହିଛି ଆନ୍ଧ୍ର ପ୍ରଦେଶ ସବାକୋଟ ପଂଚାୟତର ଭୋଟର ତାଲିକାରେ । ଆନ୍ଧ୍ରର ରାଜନୈତିକ ଦଳର ପତାକା ଓ ପ୍ରଚାର ପତ୍ର ଲାଗିବା ପରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ଗଙ୍ଗାବାଡ଼Continue reading “କୋରାପୁଟ ପରେ ଆନ୍ଧ୍ର ଭୋଟର ତାଲିକାରେ ଗଜପତି ଜିଲ୍ଲାର ଗ୍ରାମବାସୀଙ୍କ ନାଁ । ବିବାଦୀୟ ଗଙ୍ଗାବାଡ ପଂଚାୟତର ଏକାଧିକ ଗ୍ରାମବାସୀଙ୍କୁ ତାଲିକାଭୁକ୍ତ କରିଛି ପଡୋଶୀ ରାଜ୍ୟ ।”
Tag Archives: News
ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।
କନକ ବ୍ୟୁରୋ: ପାହାଡ ତଳେ ଘର, ପଲିଥିନ ତଳେ ଜୀବନ । ଭଙ୍ଗା କାନ୍ଥ ଲେଖା ଏମାନଙ୍କ ଭାଗ୍ୟ ଆଉ ଭାଗ୍ୟକୁ ଆଦରି ବଢୁଛନ୍ତି ଭବିଷ୍ୟତ । ନା ଶକ୍ତ କବାଟ ଅଛି, ନା ଖଣ୍ଡେ ଝରକା । ମାଟିକାନ୍ଥ ବି ମାଟିରେ ମିଶିବାକୁ ବସିଲାଣି । ଆଉ ଏତିକି ବେଳେ ଏହି ପାଲ ହିଁ ଭରସା, ପଲିଥିନ ହିଁ ସାହା । ବାଉଁଶ କେଇଁ ଖଣ୍ଡର ଘର ଭିତରେ ଅତି ଦୟନୀୟ ଭାବେ ଜୀବନ ଅତିବାହିତContinue reading “ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।”
ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।
କନକ ବ୍ୟୁରୋ : ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶବ୍ୟାପୀ ଚକାଜାମ । ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ଚକାଜାମ କରିଥିଲେ କୃଷକ ସଂଗଠନ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଛାଡିକି ଅନ୍ୟ ସବୁ ରାଜ୍ୟ ଚକାଜାମ କରିଥିଲେ କୃଷକ ସଂଗଠନ । ଦିନ ୧୨ଟାରୁ ଦିନ ୩ଟା ଯାଏଁ ଏହି ଆନ୍ଦୋଳନ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ କୃଷକମାନେ ଚକାଜାମ କରିଥିଲେ । ଫଳରେ କିଛି ସ୍ଥାନରେContinue reading “ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।”
କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ
କନକ ବ୍ୟୁରୋ : କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ । ତାହେଲେ ହୋଇଯାଆନ୍ତୁ ସାବଧାନ । ଗୋଟିଏ ଭୁଲ ଯୋଗୁଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କିଛି କ୍ଷଣ ମଧ୍ୟରେ ଠକ ଲୁଟି ନେବେ ଆପଣଙ୍କ ଟଙ୍କା । ତେଣୁ ଏହି ଟ୍ରାନଞ୍ଜାକ୍ସନ କରିବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ । ବର୍ତ୍ତମାନ ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ପେଟ୍ରୋଲ ପମ୍ପContinue reading “କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ”
କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ
କନକ ବ୍ୟୁରୋ : ଟିକା ନନେଲେ ଦରମା କଟିବ । କଟକ ଜିଲ୍ଲାପାଳ ଗତକାଲି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଟିକା ନନେଲେ କାହାର ଦରମା କଟିବନି ବୋଲି କହିଛନ୍ତି କଟକ ଜିଲ୍ଳାପାଳ ଭବାନୀଶଙ୍କର ଚଇନି । ସ୍ୱେଚ୍ଚାକୃତ ଟିକାଦାନକୁ ହେଳା ନକରି ଟିକା ନେବା ଉଚିତ୍ ବୋଲି କହିଛନ୍ତି ଜିଲ୍ଲାପାଳ । ୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ଦରମା ବନ୍ଦ ହେବ ବୋଲି ଗତକାଲି ଜିଲ୍ଲାପାଳ କହିଥିଲେContinue reading “କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ”
ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି
କନକ ବ୍ୟୁରୋ: ଘରୋଇ ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ର ଲୋକପ୍ରିୟତା ବଢୁଥିବା ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି । ଏହାର ମଡେଲ କିଭଳି ରହିବ ଓ ଏହାକୁ ଘରୋଇ ଡିଜିଟାଲ କରେନ୍ସି ଭଳି ବ୍ୟବହାର କରାଯିବ ନା ଆଇନଗତ ଭାବେ କିଛି ପରିବର୍ତ୍ତନ କରାଯିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ କରୁଛିContinue reading “ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି”
ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ ।
କନକ ବ୍ୟୁରୋ : ରେଳ ଅନୁଦାନ ପ୍ରସଙ୍ଗରେ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ବିଜେପି । ଗତକାଲି ରେଳ ବଜେଟକୁ ନେଇ ବିତର୍କ କରିବାକୁ ଡାକରା ଦେଇଥିଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର କହିଛନ୍ତି, ମାଷ୍ଟର କ୍ୟାଂଟିନ ଛକ ଆସନ୍ତୁ ଖୋଲା ବିତର୍କ ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ଯଦିContinue reading “ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ । “
ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛିContinue reading “ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।”
ତଣ୍ଟି ଚିପି ମାରିଲେ, ମୁଣ୍ଡ କାଟି ନେଲେ । କଟାମୁଣ୍ଡ ମହିଳାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଚିହ୍ନଟ ପାଇଁ ପୋଲିସ ମାରିଲା ପୋଷ୍ଟର ।
କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ କଟାମୁଣ୍ଡ ମିଳିବା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯିବା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଅଲଗା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । । ଅଧିକ ପ୍ରମାଣପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଚ୍ଚେଦ କରାଯାଇଛି । ଏମ୍ସରେ ରି ପୋଷ୍ଟମର୍ଟମ କରାଯାଇଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ । ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲାContinue reading “ତଣ୍ଟି ଚିପି ମାରିଲେ, ମୁଣ୍ଡ କାଟି ନେଲେ । କଟାମୁଣ୍ଡ ମହିଳାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଚିହ୍ନଟ ପାଇଁ ପୋଲିସ ମାରିଲା ପୋଷ୍ଟର । “
ଚାଷୀଙ୍କ ଚକାଜାମକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ସିଂଘୁ, ଗାଜିପୁର, ଟିକରି ବର୍ଡରରେ ପୁଲିସ ଛାଉଣୀ
କନକ ବ୍ୟୁରୋ : ନୂତନ କୃଷି ଆଇନ୍କୁ ବିରୋଧ କରି ଆଜି ଦେଶବ୍ୟାପୀ ‘ଚକା ଜାମ୍’ ହେଉଥିବା ବେଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକରେ ହାଇ ଆର୍ଲଟ ଜାରି କରାଯାଇଛି । ଏଥିସହ ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି । ଦିଲ୍ଲୀ ପୁଲିସ୍ ଚିଠି ଲେଖି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍କୁ ଆବଶ୍ୟକ ପଡ଼ିଲେ ପ୍ରାୟ ୧୨ଟି ମେଟ୍ରୋ ଷ୍ଟେସନ୍କୁ ସଟ୍ଡାଉନ୍ କରିବାକୁ ପ୍ରସ୍ତୁତ ରହିବାକୁ କହିଛି । ନୂଆଦିଲ୍ଲୀର ଡିସିପି ଡିଏମ୍ଆର୍ସିକୁ ଏହିContinue reading “ଚାଷୀଙ୍କ ଚକାଜାମକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ସିଂଘୁ, ଗାଜିପୁର, ଟିକରି ବର୍ଡରରେ ପୁଲିସ ଛାଉଣୀ”