କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗଯୋଗରେ ଅଛି। ତେବେ ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ଏବଂ ପର୍ୟ୍ୟଟକ ସେମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ନେଇଯିବା ପାଇଁ ତେଲ୍ ଅବିବସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ଇସ୍ରାଏଲରେContinue reading “ଇସ୍ରାଏଲରେ ଅଛନ୍ତି ୧୮ ହଜାର ଭାରତୀୟ, ସୁରକ୍ଷା ଚିନ୍ତାରେ ସରକାର”
Tag Archives: News
ଯାତ୍ରାପଡିଆର ନିଦ୍ରା ହେଲା ଶେଷନିଦ୍ରା : ମା’ ଓ ପୁଅ ଉପରେ ମାଡିଗଲା ଟ୍ରକ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪ଜଣ
କନକ ବ୍ୟୁରୋ : କାମାକ୍ଷାନଗରରେ ଲୋମଟାଙ୍କୁରା ଘଟଣା । ଯାତ୍ରାପଡିଆର ନିଦ୍ରା ହେଲା ଶେଷନିଦ୍ରା । ମା-ପୁଅ ଉପରେ ମାଡିଗଲା ଟ୍ରକ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ । ପରଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ହୋଇଥିବା ବେଳେ ପୁଅର ମୃତ୍ୟୁ କାମାକ୍ଷାନଗର ମେଡିକାଲରେ ହୋଇଛି । ମହାବିରୋଡ ଥାନା କୁଟୁରିଆ ଯାତ୍ରା ପଡିଆରେ ଶୋଇଥିବା ବେଳେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ମୃତକ ହେଲେ ମାଆ ରୁନୁ ପ୍ରଧାନ ଓContinue reading “ଯାତ୍ରାପଡିଆର ନିଦ୍ରା ହେଲା ଶେଷନିଦ୍ରା : ମା’ ଓ ପୁଅ ଉପରେ ମାଡିଗଲା ଟ୍ରକ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪ଜଣ”
ଇସ୍ରାଏଲ ପ୍ରସଙ୍ଗ : ଆଜି ୟୁରୋପୀୟ ଦେଶର ସବୁ ବିଦେଶ ମନ୍ତ୍ରୀଙ୍କ ବୈଠକ; ଇସଲାମିକ ରାଷ୍ଟ୍ରମାନଙ୍କ ଜରୁରୀ ବୈଠକ ଡାକିଲା ଇରାନ
କନକ ବ୍ୟୁରୋ : ଇସ୍ରାଏଲ ପ୍ରସଙ୍ଗରେ ଆଜି ୟୁରୋପୀୟ ଦେଶର ବଡ଼ ବୈଠକ ବସୁଛି । ୟୁରୋପୀୟ ଦେଶର ସବୁ ବିଦେଶ ମନ୍ତ୍ରୀଙ୍କ ବୈଠକ ବସିବ । ସେହିପରି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାରୁ ଇସଲାମିକ୍ ରାଷ୍ଟ୍ରମାନଙ୍କ ଜରୁରୀ ବୈଠକ ଡାକିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି ।Continue reading “ଇସ୍ରାଏଲ ପ୍ରସଙ୍ଗ : ଆଜି ୟୁରୋପୀୟ ଦେଶର ସବୁ ବିଦେଶ ମନ୍ତ୍ରୀଙ୍କ ବୈଠକ; ଇସଲାମିକ ରାଷ୍ଟ୍ରମାନଙ୍କ ଜରୁରୀ ବୈଠକ ଡାକିଲା ଇରାନ”
ରାଲି ପାଲଟିଲା ରଣକ୍ଷେତ୍ର : ବିଜେପିର ଦୁଇ ନେତାଙ୍କ ମଧ୍ୟରେ ମାଡପିଟ; ଅନନ୍ତ ଦାସ ଓ ଗୋପାଳଜୀ ପାଣିଗ୍ରାହୀ ହାତାହାତି
କନକ ବ୍ୟୁରୋ : ସ୍ୱାଗତ ସମାରୋହରେ ଖଣ୍ଡଯୁଦ୍ଧ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଲାଙ୍ଗୀର ଗସ୍ତବେଳେ ବିଜେପିର ଦୁଇ ନେତା ହତାହତି ହୋଇଛନ୍ତି । ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଆସିଥିଲେ । ଆରଟିଓ ଛକ ପାଖରେ ତାଙ୍କୁ ସ୍ୱାଗତ କରିବା ସମୟରେ ୨୦୧୯ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଓ ସ୍ଥାନୀୟ ନେତା ଗୋପାଳଜୀ ପାଣିଗ୍ରାହୀ ହାତାହାତି ହୋଇଥିଲେ । ରାଜ୍ୟ ବିଜେପି ସଭାପତିଙ୍କୁ ଫୁଲମାଳ ଦେବା ସମୟରେ ଦୁଇଜଣ ମୁହାଁମୁହିଁContinue reading “ରାଲି ପାଲଟିଲା ରଣକ୍ଷେତ୍ର : ବିଜେପିର ଦୁଇ ନେତାଙ୍କ ମଧ୍ୟରେ ମାଡପିଟ; ଅନନ୍ତ ଦାସ ଓ ଗୋପାଳଜୀ ପାଣିଗ୍ରାହୀ ହାତାହାତି”
ଆଜି ଏସୀୟ କ୍ରୀଡାବିତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ : ଚଳିତ ବର୍ଷ ଏସୀଆଡରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ
କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସବୁ ଆଥଲେଟଙ୍କୁ ସମ୍ବୋଧିତ କରିବେ । ଚଳିତ ବର୍ଷ ଏସୀଆଡରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ । ମୋଟ୍ ୧୦୭ଟି ପଦକ ନିଜ ନାଁରେ କରିଛି ଭାରତ । ଯେଉଁଥିରେ ରହିଛି ୧୮ଟି ସ୍ୱର୍ଣ୍ଣ, ୩୮ଟିContinue reading “ଆଜି ଏସୀୟ କ୍ରୀଡାବିତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ : ଚଳିତ ବର୍ଷ ଏସୀଆଡରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ”
କ୍ରିକେଟ୍ ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍ : ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ବାଂଲାଦେଶ; ଦ୍ୱିତୀୟ ମୁକାବିଲାରେ ପାକିସ୍ତାନ-ଶ୍ରୀଲଙ୍କା
କନକ ବ୍ୟୁରୋ : ଆଜି ବିଶ୍ୱକପରେ ଖେଳାଯିବ ଦୁଇଟି ମ୍ୟାଚ୍ । ଇଂଲଣ୍ଡ-ବାଂଲାଦେଶ ଓ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ଧର୍ମଶାଳାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ବାଂଲାଦେଶ । ସେହିପରି ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ପରାଜୟରୁ ଇଂଲଣ୍ଡ ଅଭିଯାନ ଆରମ୍ଭ କରିଥିଲା । ନ୍ୟୁଜିଲାଣ୍ଡଠାରୁ ୯ ୱିକେଟରେ ଦଳ ପରାସ୍ତ ହୋଇଥିଲା । ଆଜି ପ୍ରତ୍ୟାବର୍ତ୍ତନ ଆଶା ନେଇ ପଡ଼ିଆକୁ ଓହ୍ଲାଇବContinue reading “କ୍ରିକେଟ୍ ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍ : ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ବାଂଲାଦେଶ; ଦ୍ୱିତୀୟ ମୁକାବିଲାରେ ପାକିସ୍ତାନ-ଶ୍ରୀଲଙ୍କା”
ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି : ୧୭ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାର; ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ
କନକ ବ୍ୟୁରୋ : ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅକ୍ଟୋବର ମାସର ତାତି, ମାର୍ଚ୍ଚ, ଏପ୍ରିଲ ମାସର ତାତି ପରି ଅନୁଭବ ହେଉଛି । ଗତକାଲି ୩୫ ଡିଗ୍ରୀ ଉପରେ ରହିଥିଲା ୧୭ ସହରର ପାରଦ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଓ ରାତିର ତାପାମାତ୍ରା ୨୦ ଡିଗ୍ରୀ ରହୁଛି । କୋରାପୁଟ ଭଳି ପାହାଡିଆContinue reading “ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି : ୧୭ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାର; ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ”
ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାଯୁଦ୍ଧ : ସମଗ୍ର ଗାଜା ପଟ୍ଟିକୁ କବଜା କରିବା ପାଇଁ ସେନାକୁ ଇସ୍ରାଏଲର ନିର୍ଦ୍ଦେଶ; ଖାଦ୍ୟ, ପାଣି, ବିଜୁଳି ଓ ଗ୍ୟାସ୍ ଯୋଗାଣ ବନ୍ଦ
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାଯୁଦ୍ଧ । ପାଲେଷ୍ଟିନୀୟ ଆତଙ୍କୀ ସଂଗଠନ ହମାସ୍ ଉପରେ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ନିଜ ସେନାକୁ ସମଗ୍ର ଗାଜା ପଟ୍ଟି କବ୍କା କରିବାକୁ ନିର୍ଦ୍ଦେଶ ଦେଇଛି । ସେନାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ଯୋଗାଇ ଦିଆଯାଇଛି । ଇସ୍ରାଏଲ ଘନଘନ ମିସାଇଲ୍, ତୋପ ଓ ରକେଟ୍ ମାଡ଼ କରୁଛି । ଗାଜାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ମଧ୍ୟ ମିସାଇଲ୍Continue reading “ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାଯୁଦ୍ଧ : ସମଗ୍ର ଗାଜା ପଟ୍ଟିକୁ କବଜା କରିବା ପାଇଁ ସେନାକୁ ଇସ୍ରାଏଲର ନିର୍ଦ୍ଦେଶ; ଖାଦ୍ୟ, ପାଣି, ବିଜୁଳି ଓ ଗ୍ୟାସ୍ ଯୋଗାଣ ବନ୍ଦ”
ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ? ଆଜିଠୁ କରାଯିବ ସଚେତନ; ଜାନୁଆରୀ ପହିଲାରୁ କଡାକଡି ହେବ ନିୟମ
କନକ ବ୍ୟୁରୋ : ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ? ଏ ନେଇ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀContinue reading “ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ? ଆଜିଠୁ କରାଯିବ ସଚେତନ; ଜାନୁଆରୀ ପହିଲାରୁ କଡାକଡି ହେବ ନିୟମ”
ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ : ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ
କନକ ବ୍ୟୁରୋ : ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ । ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ । ସାମାଜିକ ସୁରକ୍ଷା କର୍ମୀ, ଆସ୍ଥାଗୃହ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ହେଲା ହସ୍ତାନ୍ତର । ଗତକାଲି ସୁନ୍ଦରଗଡ଼ ଆସିଥିଲେ ମହିଳାଙ୍କ ଭଉଣୀ ଓ ସାନ ଝିଅ । ସେମାନେ ସୁନ୍ଦରଗଡ଼ରେ ପହଁଚିବା ପରେ ମା’-ଝିଅଙ୍କ ପ୍ରକୃତ ଠିକଣା ମିଳିଥିଲା । ସେମାନଙ୍କ ଘର ଝାଡ଼ଖଣ୍ଡରେ ନୁହେଁ ଛତିଶଗଡ଼ ତୁମୁଲା ଥାନା ଅଂଚଳରେ ବୋଲିContinue reading “ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ : ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ”