ବିଶ୍ୱକପରେ ବିଜୟୀ ଇନିଂସ୍ ଖେଳିବା ପରେ ଚର୍ଚ୍ଚାରେ ଲୋକେଶ ରାହୁଲ: ଶ୍ରେୟସ ଆୟରଙ୍କ ଅସୁସ୍ଥତା ଯୋଗୁ ଟିମରେ ସ୍ଥାନ ପାଇଥିଲେ ରାହୁଲ

କନକ ବ୍ୟୁରୋ: ମାସକ ପୂର୍ବରୁ ହୋଇଥିବା ଏସିଆ କପରେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ଲୋକେଶ ରାହୁଲ ବିଶ୍ୱକପର ହିରୋ ସାଜିଛନ୍ତିି । ଟିମ୍ ପାଇଁ ସଙ୍କଟମୋଚ୍ଚକ ସାଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ରବିବାର ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚରେ ୨ ରନରେ ୩ ଟି ୱିକେଟ ହରାଇ ଭାରତ ସଙ୍କଟରେ ପଡିଯାଇଥିଲା । ପରେ ପଡିଆକୁ ଆସିଥିବା ଲୋକେଶ ରାହୁଲ ବିରାଟ କୋହଲିଙ୍କ ସହ ମିଶିContinue reading “ବିଶ୍ୱକପରେ ବିଜୟୀ ଇନିଂସ୍ ଖେଳିବା ପରେ ଚର୍ଚ୍ଚାରେ ଲୋକେଶ ରାହୁଲ: ଶ୍ରେୟସ ଆୟରଙ୍କ ଅସୁସ୍ଥତା ଯୋଗୁ ଟିମରେ ସ୍ଥାନ ପାଇଥିଲେ ରାହୁଲ”

ବଢିଲା କିଙ୍ଗ୍ ଖାନଙ୍କର ସୁରକ୍ଷା: ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତି

କନକ ବ୍ୟୁରୋ: କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ବିଭିନ୍ନ ସମୟରେ ଶାହାରୁଖଙ୍କୁ ଧମକ ମିଳୁଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ସାହାରୁଖଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ପରେ କିଙ୍ଗ ଖାନଙ୍କୁ ଏଭଳି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ମହାରାଷ୍ଟ୍ର ପୋଲିସ । ଏବେ ଶାହାରୁଖ ୱାଇContinue reading “ବଢିଲା କିଙ୍ଗ୍ ଖାନଙ୍କର ସୁରକ୍ଷା: ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତି”

କାହିଁକି ୬ ଅକ୍ଟୋବରରେ ଆକ୍ରମଣ କଲା ହମାସ? କ’ଣ ଥିଲା ୫୦ ବର୍ଷ ତଳର କାହାଣୀ?

କନକ ବ୍ୟୁରୋ: ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଏବଂ ଇସ୍ରାଇଲ ମଧ୍ୟରେଯୁଦ୍ଧ ଭୟଙ୍କର ରୂପଧାରଣ କରିଛି । ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କିନ୍ତୁ କାହିଁକି ଅକ୍ଟୋବର ୬ ତାରିଖ ଦିନ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କଲେ ତାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଅକ୍ଟେବାର ୬ ତାରିଖ, ୧୯୭୩ ଇସ୍ରାଏଲରେ ଇହୁଦୀମାନେ ସେମାନଙ୍କର ସବୁଠୁ ବଡ଼ ପର୍ବ ‘ୟମ କିପୁର’Continue reading “କାହିଁକି ୬ ଅକ୍ଟୋବରରେ ଆକ୍ରମଣ କଲା ହମାସ? କ’ଣ ଥିଲା ୫୦ ବର୍ଷ ତଳର କାହାଣୀ?”

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଅଭିଯୋଗ: ହମାସ ଆକ୍ରମଣ ପଛରେ ପରୋକ୍ଷରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ହାତ ଥିବା କହିଲେ ଟ୍ରମ୍ପ

କନକ ବ୍ୟୁରୋ: ଇସ୍ରାଇଲ-ହମାସ ଯୁଦ୍ଧ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହମାସ ଆକ୍ରମଣ ପଛରେ ପରୋକ୍ଷ ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାତ ଥିବା କହିଛନ୍ତି ଟ୍ରମ୍ପ । ଆମେରିକାର ଟିକସଦାତାଙ୍କ ଅର୍ଥ ଆକ୍ରମଣକାରୀଙ୍କୁ ପାଣ୍ଠି ଯୋଗାଉଥବା ଦୁଃଖର ସହ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଟ୍ରମ୍ପ ଅଭିଯୋଗ ପରେ ଆମେରିକାର ବିରୋଧୀ ଦଳ ରିପବ୍ଲିକାନ ପାର୍ଟି ବଡ଼ ଅଭିଯୋଗ ଆଣଛି । ଗତ ସେପ୍ଟେମ୍ବରରେContinue reading “ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଅଭିଯୋଗ: ହମାସ ଆକ୍ରମଣ ପଛରେ ପରୋକ୍ଷରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ହାତ ଥିବା କହିଲେ ଟ୍ରମ୍ପ”

ଗାଜା ଷ୍ଟ୍ରିଟକୁ ଚାରିପଟୁ ଘେରି ରକେଟ ମାଡ କରୁଛି ଇସ୍ରାଏଲ ସେନା: ବିନା ଖାଦ୍ୟ, ପାଣି, ବିଦ୍ୟୁତରେ ଅଛନ୍ତି ଗାଜାର ୨୩ ଲକ୍ଷ ଲୋକ 

କନକ ବ୍ୟୁରୋ: ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ପାଟଲା ଆକ୍ରମଣ କରୁଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣ ପରେ ଗାଜା ଷ୍ଟ୍ରିଟ୍ରେ ଏଭଳି କିଛି ସ୍ଥିତି ଦେଖବାକୁ ମିଳିଛି । ହାମସ ଆତଙ୍କବାଦୀ ରହୁଥିବା ଗାଜା ଷ୍ଟିପ୍ର ୫୦୦ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ରକେଟ୍ ମାଡ କରିଛି ଇସ୍ରାଇଲ । ଯବାନଙ୍କୁ ବୋର୍ଡରକୁ ପଠାଇବା ସହ ଲମ୍ବା ଏବଂ ଜଟିଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ।Continue reading “ଗାଜା ଷ୍ଟ୍ରିଟକୁ ଚାରିପଟୁ ଘେରି ରକେଟ ମାଡ କରୁଛି ଇସ୍ରାଏଲ ସେନା: ବିନା ଖାଦ୍ୟ, ପାଣି, ବିଦ୍ୟୁତରେ ଅଛନ୍ତି ଗାଜାର ୨୩ ଲକ୍ଷ ଲୋକ “

ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା: ପ୍ରାପ୍ତ ବୟସ୍କଙ୍କୁ ଚିରା, ଫଟା ଜିନ୍ସ ଓ ହ୍ୟାପ ପ୍ୟାଂଟ ମନା

କନକ ବ୍ୟୁରୋ: ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ? ଆଜି ଏ ନେଇ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀContinue reading “ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା: ପ୍ରାପ୍ତ ବୟସ୍କଙ୍କୁ ଚିରା, ଫଟା ଜିନ୍ସ ଓ ହ୍ୟାପ ପ୍ୟାଂଟ ମନା”

ମିଳିଲାନି ବାହାନଗା ଦୁର୍ଘଟଣା ଶବର ପରିଚୟ: ଖୁବଶୀଘ୍ର ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହର ଅନ୍ତିମ ସକ୍ରାର କରାଯିବ । ତେବେ କେତେ ଶବ ସକ୍ରାର ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଏମ୍ସ ପାଖରେ ଏବେ ୨୮ଟି ଚିହ୍ନଟ ହୋଇନଥିବା ମୃତଦେହ ରହିଛି । ଅର୍ଥାତ୍ ୨୮ଟି ମୃତଦେହର କେହି ଦାବିଦାର ନାହାନ୍ତି । ଆଉ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହକୁ ହସ୍ତାନ୍ତର କରାଯାଇ ଅନ୍ତିମ ସଂସ୍କାର କରାଯିବ । କିଛି ଶବ, ଅଜଣା ଓ ଅପରିଚିତର ଆଖ୍ୟାContinue reading “ମିଳିଲାନି ବାହାନଗା ଦୁର୍ଘଟଣା ଶବର ପରିଚୟ: ଖୁବଶୀଘ୍ର ହେବ ଅନ୍ତିମ ସଂସ୍କାର”

ବାର ନାଁରେ ବାରଗାର୍ଲଙ୍କ ଅଭିଯୋଗ: ରାଜଧାନୀରେ ବାରଗାର୍ଲ ବନାମ ବାରଗାର୍ଲ

କନକ ବ୍ୟୁରୋ: ଭୁବନେଶ୍ୱରରେ ବାରଗାର୍ଲ ବନାମ ବାରଗାର୍ଲ । କିଛିଦିନ ବାରଗାର୍ଲମାନେ ରଙ୍ଗିଲା ବାର ମାଲିକଙ୍କ ନାଁରେ ସେମାନଙ୍କୁ ଅନୈତିକ କାମ ପାଇଁ ବାଧ୍ୟ କରୁଥିବା ଥାନାରେ ଅଭିଯୋଗ କରିଥିଲେ । ଆଉ ଏହା ବିରୋଧରେ ଆଜି ଆଉ କିଛି ବାରଗାର୍ଲ ବାହାରିଛନ୍ତି । ମାଲିକଙ୍କ ନାଁରେ ମିଥ୍ୟା ଅଭିଯୋଗ ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । ସେପଟେ ବାର ମାଲିକ ଆଜି ଏ ନେଇ ମୁହଁ ଖୋଲିଛନ୍ତି । ପ୍ରଶ୍ନ ଉଠୁଛି, କିଏ କହୁଛି ସତContinue reading “ବାର ନାଁରେ ବାରଗାର୍ଲଙ୍କ ଅଭିଯୋଗ: ରାଜଧାନୀରେ ବାରଗାର୍ଲ ବନାମ ବାରଗାର୍ଲ”

ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନା, ଯୋଡିହେଲା ଆଉ ୫ ସହର: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୧୨ଲକ୍ଷରୁ ଅଧିକ ଲୋକ

କନକ ବ୍ୟୁରୋ: ଆଉ ୫ ସହରକୁ ସଂପ୍ରସାରିତ ହୋଇଛି ଡ୍ରିଙ୍କ ଫର ଟ୍ୟାପ ଯୋଜନା । ଯୋଜନାର ୩ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଏବେ ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର, ନିମାପଡା ସହରରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ ସହରବାସୀ । ତେବେ ଟ୍ୟାପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ କରି କଟାକ୍ଷ କରିଛି ବିଜେପି । ପ୍ରତି ପରିବାରକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାContinue reading “ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନା, ଯୋଡିହେଲା ଆଉ ୫ ସହର: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୧୨ଲକ୍ଷରୁ ଅଧିକ ଲୋକ”

ଉଲଗ୍ନ ବୁଲୁଥିବା ମହିଳାଙ୍କ ଘଟଣାରେ ନୂଆ ମୋଡ଼: ଝାଡ଼ଖଣ୍ଡରେ ନୁହେଁ ଛତିଶଗଡ଼ରେ ମହିଳାଙ୍କ ଘର

କନକ ବ୍ୟୁରୋ: ସୁନ୍ଦରଗଡ ନିବସ୍ତ୍ର ବୁଲୁଥିବା ମାଆ-ଝିଅଙ୍କ ଘଟଣାରେ ଆଉ ଏକ ମୋଡ଼ ଆସିଛି । ମହିଳାଙ୍କ ଭଉଣୀ ଓ ସାନଝିଅ ସୁନ୍ଦରଗଡ଼ରେ ପହଁଚିବା ପରେ ପ୍ରକୃତ ଠିକଣା ମିଳିଛି । ସେମାନଙ୍କ ଘର ଝାଡ଼ଖଣ୍ଡରେ ନୁହେଁ ଛତିଶଗଡ଼ ତୁମୁଲା ଥାନା ଅଂଚଳରେ ବୋଲି କହିଛନ୍ତି ପରିବାର ଲୋକ । ସଂପୃକ୍ତ ମହିଳାଙ୍କ ଭଉଣୀ ଓ ଝିଅର ବୟାନ ରେକର୍ଡ କରିଛି ପୁଲିସ । ସେମାନେ କହିଛନ୍ତି – ୨ ମହିଳାଙ୍କ ଦୁଃଖ କାହାଣୀ.. ୮ ବର୍ଷContinue reading “ଉଲଗ୍ନ ବୁଲୁଥିବା ମହିଳାଙ୍କ ଘଟଣାରେ ନୂଆ ମୋଡ଼: ଝାଡ଼ଖଣ୍ଡରେ ନୁହେଁ ଛତିଶଗଡ଼ରେ ମହିଳାଙ୍କ ଘର”

Design a site like this with WordPress.com
Get started