ଚଳିତବର୍ଷ ଡିସେମ୍ବର ମାସରେ ହିଁ ଭାରତ ତାହାର ପ୍ରଥମ ମାନବବିହୀନ ମହାକାଶ ଯାନ ଛାଡ଼ିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣରେ ସୂଚନା ଦେଇଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ‘ଗଗନଯାନ’ ପ୍ରକଳ୍ପ ଅନ୍ତର୍ଗତ ମହାକାଶକୁ ଛାଡ଼ିବାକୁ ଥିବା ମାନବଯୁକ୍ତ ଯାନର ଯାତ୍ରାକୁ ତ୍ରୁଟିହୀନ କରିବା ଲାଗି ତାହା ପୂର୍ବରୁ ଦୁଇ ଥର ଏପରି ମାନବରହିତ ଯାନ ପଠେଇବାର କାର୍ଯ୍ୟକ୍ରମ ରହିଛି। ଏପରି ଯାନର ପ୍ରଥମ ଯାତ୍ରା ଗତ ଡିସେମ୍ବରContinue reading “ଡିସେମ୍ବରରେ ଭାରତ ଛାଡ଼ିବ ପ୍ରଥମ ମାନବବିହୀନ ମହାକାଶ ଯାନ । କରୋନା କଟକଣା ପାଇଁ ଗତବର୍ଷ ଏଥିରେ ବ୍ରେକ୍ ଲାଗିଥିଲା”
Tag Archives: News
ଆଜିଠାରୁ ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରି ବଢ଼ିବା ସଂଭାବନା : ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିବାର ପୂର୍ବାନୁମାନ
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ଆସନ୍ତା ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼Continue reading “ଆଜିଠାରୁ ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରି ବଢ଼ିବା ସଂଭାବନା : ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିବାର ପୂର୍ବାନୁମାନ”
ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା ।
କନକ ବ୍ୟୁରୋ : ଭୂତାଣୁ ଭିତରେ ରାଜ୍ୟ ପାଇଁ ଖୁସି ଖବର । ଏବେ ଗ୍ରୀନ ଜୋନରେ ରହିଛି ଓଡିଶା । କାରଣ ରାଜ୍ୟରେ ଏବେ ହଜାରେ ତଳକୁ ଖସିଛନ୍ତି କୋଭିଡ ସକ୍ରିୟ ସଂଖ୍ୟା । ଆଜିର କୋଭିଡ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୯୫୩ ଜଣ ସକ୍ରିୟ ରହିଛନ୍ତି । ଏହି ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ଦିନକୁ ଦିନ କୋଭିଡ ସ୍ଥିତି ସୁଧୁରିବାରେ ଲାଗିଛି । ଆଜି ରାଜ୍ୟରେ ମୋଟ ୭୯ ଜଣContinue reading “ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା । “
ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ ହାତକୁ ନେଲା ସେନା
କନକ ବ୍ୟୁରୋ : ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଏପରିକି ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗକୁ ଶାସନ ଦାୟିତ୍ୱ ହସ୍ତାନ୍ତର କରିଦିଆଯାଇଛି । ମିଆଁମାରରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ସେନାContinue reading “ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ ହାତକୁ ନେଲା ସେନା”
ରାସ୍ତାରେ ଆଉ ଗଡିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ଆଉ ରାସ୍ତାରେ ଚାଲିବନାହିଁ
କନକ ବ୍ୟୁରୋ : ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ୧୫ବର୍ଷ ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବନାହିଁ । ଏହି ଗାଡି ଗୁଡିକୁ ହଟାଇବା ପାଇଁ ସରକାର ନୂଆ ସ୍କ୍ରାପେଜ ପଲିସି ଘୋଷଣା କରିଛନ୍ତି । ଏହି ପଲିସି ଅନୁସାରେ ପୁରୁଣା ଗାଡି ରାସ୍ତାରୁ ହଟିଯିବContinue reading “ରାସ୍ତାରେ ଆଉ ଗଡିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ଆଉ ରାସ୍ତାରେ ଚାଲିବନାହିଁ “
ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ । ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି । ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି ।
କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇସାରିଛି । କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣକୁ ଆହୁରୀ ବ୍ୟାପକ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ବଜେଟରେ କରୋନା ବିରୋଧୀ ଲଢେଇ ପ୍ରାଥମିକତା ପାଇଛି । ଆଜି କରୋନା ଟିକା ପାଇଁ ୩୫ହଜାର କୋଟି ଟଙ୍କାର ବଜେଟContinue reading “ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ । ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି । ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି । “
ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନରେ ଅଧ୍ୟକ୍ଷ ଭାବେ ମିଳିଲା ନିଯୁକ୍ତି ।
କନକ ବ୍ୟୁରୋ : ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍ର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓପିଏସସି ରେଗୁଲେସନ ଆକ୍ଟ ଅନୁସାରେ ସେ ଓଡିଶା ଲୋକାସେବ କମିସନର ଭାବେ ଦାୟିତ୍ୱ ତୁଳାଇବେ ।Continue reading “ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନରେ ଅଧ୍ୟକ୍ଷ ଭାବେ ମିଳିଲା ନିଯୁକ୍ତି । “
କୃଷି ଆଇନ ବିରୋଧରେ କୃଷକ ମୋର୍ଚ୍ଚାର ଚକାଜାମ । ଫେବୃଆରୀ ୬ରେ ସାରା ଦେଶରେ ଗାଡି ମୋଟର ବନ୍ଦ
କନକ ବ୍ୟୁରୋ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ନୂଆ ଆଇନକୁ ବିରୋଧ କରି ଆସନ୍ତା ଫେବୃଆରୀ ୬ରେ ସାରା ଦେଶରେ ଚକାଜାମ୍ କରିବେ ଚାଷୀ । ଏନେଇ ସୋମବାର ସୂଚନା ଦେଇଛି କୃଷକ ମୋର୍ଚ୍ଚା । ଫେବୃଆରୀ ୬ ତାରିଖ ଦ୍ୱି ପହର ୧୨ଟାରୁ ୩ଟା ଯାଏଁ ସାରା ଦେଶରେ ଚକାଜାମ୍ କରାଯିବ । ଏହାପୂର୍ବରୁ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଟ୍ରାକ୍ଟରContinue reading “କୃଷି ଆଇନ ବିରୋଧରେ କୃଷକ ମୋର୍ଚ୍ଚାର ଚକାଜାମ । ଫେବୃଆରୀ ୬ରେ ସାରା ଦେଶରେ ଗାଡି ମୋଟର ବନ୍ଦ”
ଫେବୃଆରୀ ୬ରୁ ଆରମ୍ଭ ହେଉଛି +୨ ଫର୍ମ ପୂରଣ । ପ୍ରଥମେ ଏକ୍ସ-ରେଗୁଲାର ଓ ପରେ ରେଗୁଲାର ଛାତ୍ର କରିବେ ଫର୍ମ ଫିଲଅପ୍
କନକ ବ୍ୟୁରୋ: ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ । ପ୍ରଥମେ ଏକ୍ସ-ରେଗୁଲାର, ଏହାପରେ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ଏନେଇ ସୋମବାର ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଫେବୃଆରୀ ୬ ତାରିଖରୁ ୧୨ ତାରିଖ ଯାଏଁ ଏକ୍ସ-ରେଗୁଲାର ପିଲାଙ୍କ ଫର୍ମ ପୂରଣ ଚାଲିବContinue reading “ଫେବୃଆରୀ ୬ରୁ ଆରମ୍ଭ ହେଉଛି +୨ ଫର୍ମ ପୂରଣ । ପ୍ରଥମେ ଏକ୍ସ-ରେଗୁଲାର ଓ ପରେ ରେଗୁଲାର ଛାତ୍ର କରିବେ ଫର୍ମ ଫିଲଅପ୍”
ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ଆସିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ । ସୁରେଶ ଫେରାର, ବନ୍ଧା ହେଲେ ମଧୁମଂଜରୀ ଧଳ
କନକ ବ୍ୟୁରୋ: ଏୟାରପୋର୍ଟ ଥାନାରୁ ମହିଳା ଅଭିଯୁକ୍ତକୁ ଘୋଷାଡି ଘୋଷାଡି ନେଲା ପୋଲିସ । ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣଙ୍କ ହେଉଛନ୍ତି ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଫେରାର ସମ୍ପାଦକ ସୁରେଶ ବେହେରାଙ୍କ ସହଯୋଗୀ ମଧୁମଂଜରୀ ଧଳ । ଉଭୟ ମିଶି ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ସହ ଯୌନଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟContinue reading “ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ଆସିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ । ସୁରେଶ ଫେରାର, ବନ୍ଧା ହେଲେ ମଧୁମଂଜରୀ ଧଳ”