କନକ ବ୍ୟୁରୋ: ବଲାଙ୍ଗିର ସହରର ହାତୀଶାଲପଡାରେ ହୋଇଥିବା ବାରିକେଡିଂ ବ୍ୟବସ୍ଥା, କୋଭିଡ ପରିଚାଳନାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଛିଡା କରିଛି । ଗତବର୍ଷ ଏପ୍ରିଲ ମାସରେ କନଟେନମେଣ୍ଟ ଜୋନ କରିବା ପାଇଁ ୮ଟି ବାଉଁଶ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଲ ହୋଇଥିଲା ୨ଲକ୍ଷ ୪୨ ହଜାର ଟଙ୍କା । ଯାହାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । ସେପଟେ ହାତିଶାଲ ପଡାରେ ଏହି ବାରିକେଡ ତିଆରି କରିଥିବା ଆର ଆଣ୍ଡ ବି ଡିଭିଜନContinue reading “ବଲାଙ୍ଗିର ହାତୀଶାଲପଡାରେ ବାରିକେଡିଂ ବ୍ୟବସ୍ଥାରେ ଦୁର୍ନୀତି । ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ”
Tag Archives: News
ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ଜାଣନ୍ତୁ, କଣ ଶସ୍ତା ଆଉ କଣ ମହଙ୍ଗା
କନକ ବ୍ୟୁରୋ: ସାରାଦେଶ ମହାମାରୀ କରୋନା ଭୁତାଣୁ ସହ ଲଢ଼େଇ କରିବା ଭିତରେ ସୋମବାର ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭୂତାଣୁ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହି ବଜେଟ ଉପରେ ସମସ୍ତଙ୍କର ନଜର ଅଟକି ରହିଥିଲା । ବଜେଟ ଘୋଷଣା ପରେ ଆସନ୍ତୁ ନଜର ପକାଇବା କଣ ଶସ୍ତା ଆଉ କଣ ମହଙ୍ଗା ହେବ .. ଶସ୍ତା ହେବ –Continue reading “ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ଜାଣନ୍ତୁ, କଣ ଶସ୍ତା ଆଉ କଣ ମହଙ୍ଗା”
ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଲା କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ ଲାଗିଲା ୪ ଟଙ୍କା
କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଛି କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ କରିଥାନ୍ତି । କୃଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛିContinue reading “ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଲା କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ ଲାଗିଲା ୪ ଟଙ୍କା”
ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦଶମ ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ଖୋଲିବ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ଫେବୃଆରୀ ୮ ତାରିଖରେ କ୍ଲାସ୍ ଆରମ୍ଭ ହେବା ପରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଚାଲିବା ନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ପାଠ ପଢା ସମୟରେ ପିଲାମାନେContinue reading “ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍ “
କରୋନା ବେଳର ବଜେଟରେ ଚାଷୀ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମୀ ଉପରେ ଫୋକସ । ଦେଖନ୍ତୁ ବଜେଟର ୧୦ଟି ବଡ଼ ଘୋଷଣା ।
କନକ ବ୍ୟୁରୋ : କରୋନା ସଙ୍କଟ ଭିତରେ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ବଢାଇ ଥିବା ବେଳେ ଆୟକର ସ୍ଲାବରେ କୌଣସି ପରିବର୍ତନ କରିନାହାନ୍ତି । ସେହିପରି ବିଦେଶ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ବୀମାକ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବଢାଇଛନ୍ତି ସରକାର । ସଂକଟ ସମୟରେ ଚାକିରିଆଠୁ ଆରମ୍ଭ କରିContinue reading “କରୋନା ବେଳର ବଜେଟରେ ଚାଷୀ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମୀ ଉପରେ ଫୋକସ । ଦେଖନ୍ତୁ ବଜେଟର ୧୦ଟି ବଡ଼ ଘୋଷଣା ।”
ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ
କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କହିବାନୁସାରେ ଏହି ବଜେଟ୍ ଦ୍ବାରା ଓଡ଼ିଶା କ୍ଷତି ସହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସର ଅଂଶ ପ୍ରାୟ ୧୦,୮୪୦ କୋଟି ହ୍ରାସ ପାଇବା ଦ୍ବାରା ଓଡିଶା ପ୍ରଭାବିତ ହେବContinue reading “ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ”
କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୯ ଜଣଙ୍କର ମୃତ୍ଯୁ ଘଟଣା । ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି
କନକ ବ୍ୟୁରୋ: କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଛି ।Continue reading “କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୯ ଜଣଙ୍କର ମୃତ୍ଯୁ ଘଟଣା । ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି”
ବଜେଟ୍ ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା
କନକ ବ୍ୟୁରୋ: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନଃଉଦ୍ଧାର ସହ ପୁଞ୍ଜିନିବେଶ,Continue reading “ବଜେଟ୍ ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା”
କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ । ପ୍ରଧାନମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ, ଦେଖନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ ।
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ କାଳରେ ଅର୍ଥମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଯାହାକି କରୋନା ଭାଇରସ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି । ତେବେ, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ବଜେଟକୁ ନେଇ ଭିନ୍ନ ଭିନ୍ନ ସ୍ତରରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ତେବେ, ଆସନ୍ତୁ ଦେଖିବାContinue reading “କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ । ପ୍ରଧାନମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ, ଦେଖନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ ।”
ନଳକୂପକୁ ନେଇ ତାତିଲେ ଲୋକେ । ଗାଁରେ ନଳକୂପ ବସାଇବା ଲାଗି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।
କନକ ବ୍ୟୁରୋ : ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି । ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି । ସୂଚନା ଅନୁସାରେ ଗାଁରେ ରାସ୍ତାକଡ଼ରେ ଥିବା ନଳକୂପ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଠିଗଲା । ଆଉ ସରକାରଙ୍କ ତରଫରୁ ଗାଁରେ ପୁଣି ଗୋଟିଏContinue reading “ନଳକୂପକୁ ନେଇ ତାତିଲେ ଲୋକେ । ଗାଁରେ ନଳକୂପ ବସାଇବା ଲାଗି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।”