ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା, ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଦେଖାଉଥିଲା ଲୋଭ ।

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଲୋଭ ଦେଖାଉଥିଲା ମଧୁମଂଜରୀ ଓ ସୁରେଶ ବେହେରା । ଗତକାଲି ଏୟାରପୋର୍ଟ ଥାନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ । ଅନ୍ୟପକ୍ଷେ ସୁରେଶ ବେହେରା ଏଯାଏଁ ବି ଫେରାର ରହିଛି । ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା ଦିନକୁContinue reading “ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା, ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଦେଖାଉଥିଲା ଲୋଭ ।”

ଫେବୃଆରୀ ୧୮ରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ୨୨ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍

କନକ ବ୍ୟୁରୋ: ଫେବୃଆରୀ ୨୨ ତାରିଖରେ ଆସିବ ରାଜ୍ୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଣିବେ ବଜେଟ୍ । ଏଥିସହ ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ନିଜର ଉଦବୋଧନ ରଖିବେ । ଏହାପରେ ୨୨ ତାରିଖରେ ଅର୍ଥମନ୍ତ୍ରୀContinue reading “ଫେବୃଆରୀ ୧୮ରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ୨୨ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍”

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ । କେତେକ ଜିଲ୍ଲାରେ ଅନୁଭୂତ ହେବ ଶୀତ ଲହରୀ ।

କନକ ବ୍ୟୁରୋ : ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁର ପ୍ରଭାବରେ ଆଗାମୀ ୩ ରୁ୪ ଦିନ ଯାଏଁ ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ ୫ ଦିନ ପାଇଁ ପାଗ ମୁଖ୍ୟତଃContinue reading “ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ । କେତେକ ଜିଲ୍ଲାରେ ଅନୁଭୂତ ହେବ ଶୀତ ଲହରୀ ।”

ଆକ୍ସନ ମୋଡରେ ସରକାର । ଚାଷୀ ଆନ୍ଦୋଳନରେ ମିଛ ଖବର ଖେଳାଉଥିବା ୨୫୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ୨୫୦ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କଲେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏହି ଫେକ୍ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିଦେଇଛି । ଏହି ଆକାଉଣ୍ଟରୁ ଲଗାତାର ଭାବେ ଚାଷୀ ଆନ୍ଦୋଳନକୁ ନେଇ ଉତ୍ତେଜନାପୂର୍ଣ୍ଣ ଟୁଇଟ୍ କରାଯାଉଥିଲା ବୋଲି କୁହାଯାଇଛି । ଏହି ଟ୍ୱିଟର ଆକାଉଣ୍ଟରୁ ଚାଷୀ ଆନ୍ଦୋଳନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ପ୍ରଘଟ କରାଯାଉଥିଲା ।Continue reading “ଆକ୍ସନ ମୋଡରେ ସରକାର । ଚାଷୀ ଆନ୍ଦୋଳନରେ ମିଛ ଖବର ଖେଳାଉଥିବା ୨୫୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ”

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ।

କନକ ବ୍ୟୁରୋ: ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍‌ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍‌ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳContinue reading “ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ।”

ଅଟୋରେ ଯାଉଥିବା ବେଳେ ଖସିପଡିଲା ବ୍ୟାଗ୍ । ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ସିରସି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମର ଦୈମତି ଅମନାତ୍ୟ (୫୦) ସ୍ୱାମୀ ଶୋଭା ଅମନାତ୍ୟଙ୍କ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ତେବେ ତଣ୍ଡାଗୁଡା ଛକ ନିକଟରେContinue reading “ଅଟୋରେ ଯାଉଥିବା ବେଳେ ଖସିପଡିଲା ବ୍ୟାଗ୍ । ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର ।”

ସୋସିଆଲ୍ ମିଡିଆରେ ଝିଅର ଫଟୋ ସେଆର୍ କଲେ ଅନୁଷ୍କା । ନାଁ ରଖିଲେ ‘ଭାମିକା’

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀ ୧୧ ତାରିଖରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏବେ ସେମାନେ ପ୍ରଥମ କରି ତାଙ୍କ ଝିଅର ଫଟୋକୁ ସୋସିଆଲ୍ ମିଡିଆରେ ସେଆର୍ କରିବା ସହିତ ତା ନାଁ ବିଷୟରେ ସୂଚନା ଦେଇଛନ୍ତିି ।   View this post on Instagram   A post shared by AnushkaSharma1588 (@anushkasharma) //www.instagram.com/embed.jsContinue reading “ସୋସିଆଲ୍ ମିଡିଆରେ ଝିଅର ଫଟୋ ସେଆର୍ କଲେ ଅନୁଷ୍କା । ନାଁ ରଖିଲେ ‘ଭାମିକା’”

ଅଧାରେ ଅଟକିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ । ବ୍ରେନ ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।

କନକ ବ୍ୟୁରୋ: ବିଛଣାରେ ଶୋଇଛି ପୋଲିସିଆ ସ୍ୱପ୍ନ । ରୋଗ ଯନ୍ତ୍ରଣାର ଚାବୁକ ମାଡରେ ମଉଳି ଯାଇଛି ଜୀବନକୁ ନେଇ ଦେଖିଥିବା ସୁନେଲୀ ସପନ । ସେ ହାରିଯାଇଛି, ସେ ଭାଙ୍ଗି ଯାଇଛି, ନିଜକୁ ନେଇ ଜାଳିଥିବା ଆଶାର ଆଲୋକ ଅନ୍ଧାର ହୋଇଛି । ଅନ୍ୟମାନଙ୍କ ପରି ବାପାମାଆଙ୍କ ଇଚ୍ଛାକୁ ପୂରଣ କରିବାକୁ ସୁମିତ୍ରା ବି କରୁଥିଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ପୋଲିସ ଚାକିରି କରି ଘରର ଦୁଃଖ ଦୂର କରିବା ସହ ସମାଜର ସେବା ପାଇଁContinue reading “ଅଧାରେ ଅଟକିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ । ବ୍ରେନ ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।”

ବଜେଟରେ ବଡ ଘୋଷଣା: ମହଙ୍ଗା ହେବ ମଦ । ବିଦେଶୀ ମୋବାଇଲ୍, କପଡା, ବିଦ୍ୟୁତ ଉପକରଣ ଦାମ ବି ବଢିବ

କନକ ବ୍ୟୁରୋ: ଏଥର ବଜେଟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ୍ କରିଛନ୍ତିି । ଯାହାର ଖର୍ଚ୍ଚକୁ ଭରଣ କରିବାକୁ ଯାଇଁ କେନ୍ଦ୍ର ସରକାର ବିଭିନ୍ନ ଉତ୍ପାଦର ଦାମ ବଢାଇଛନ୍ତି । ଅନେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି, ଯାହାକି ଫେବୃଆରୀ ୨ ତାରିଖରୁ ଲାଗୁ ହେବ । ଏହି କ୍ରମରେ କାଲିଠୁ ଦେଶରେ ମଦ ମହଙ୍ଗା ହେବ । ଏହା ପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁContinue reading “ବଜେଟରେ ବଡ ଘୋଷଣା: ମହଙ୍ଗା ହେବ ମଦ । ବିଦେଶୀ ମୋବାଇଲ୍, କପଡା, ବିଦ୍ୟୁତ ଉପକରଣ ଦାମ ବି ବଢିବ”

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । 

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଥିଲା । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । “

Design a site like this with WordPress.com
Get started