କନକ ବ୍ୟୁରୋ : ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । ଲୋକଙ୍କ ଜୀବନରେ ବଜେଟ୍, ଅନେକ ପରିବର୍ତ୍ତନ ଆଣିବ । ବଜେଟରେ ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ ରାଜ୍ୟରେ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଉଦବୋଧନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ହୃଦୟରେ ଦେଶର ଚାଷୀ ରହିଛନ୍ତି । ବଜେଟ୍,Continue reading “ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ମୋଦି କହିଲେ, ଭାରତର ଆତ୍ମବିଶ୍ୱାସ ବଢାଇବା ଭଳି ବଜେଟ୍, ବଜେଟ୍ ହୃଦୟରେ ଦେଶର ଚାଷୀ ।”
Tag Archives: News
ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି
କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା । ଏହି ରାଜ୍ୟଗୁଡିକରେ ସଡକ ଭିତ୍ତିଭୂମି ପାଇଁ ୨.୨୭ ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ । ପଶ୍ଚିମବଙ୍ଗରେContinue reading “ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି”
ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ
କନକ ବ୍ୟୁରୋ: ସାଧାରଣ ବଜେଟରେ ଆୟକର ସୀମାରେ ହେଲା ନାହିଁ କୌଣସି ବି ପରିବର୍ତ୍ତନ । ବରିଷ୍ଠ ପେନସନ ଭୋଗୀଙ୍କୁ ଆୟକରରେ ମିଳିବ ରିହାତି । ତେବେ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କ ପାଇଁ ଆୟକର ସଂପୂର୍ଣ୍ଣ ଭାବେ ଛାଡ କରିବାକୁ ବଜେଟ-୨୧-୨୨ରେ ସଂସଦରେ ଘୋଷଣା କରାଯାଇଛି । ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ଯେତେବେଳେ ସାରାବିଶ୍ୱ ସଂକଟ ଦେଇ ଗତି କରୁଥିଲା ସେତେବେଳେ ସମସ୍ତଙ୍କର ନଜର ଭାରତContinue reading “ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ”
ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍ : ପେଟ୍ରୋଲ ଉପରେ ଅଢେଇ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲଗାଇଲେ ସରକାର
କନକ ବ୍ୟୁରୋ : ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲାଗିଛି । ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ ଲଗାଯାଇଛି । ଏହା ପରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ବଜେଟରେ ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣContinue reading “ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍ : ପେଟ୍ରୋଲ ଉପରେ ଅଢେଇ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲଗାଇଲେ ସରକାର”
‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ, ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି । ଏଥିମଧ୍ୟରେ ‘ଉଜ୍ଜ୍ୱଳା ଯୋଜନା’କୁ ସାମିଲ କରାଯାଇଛି । ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ । ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତିContinue reading “‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ”
ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍
କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ସୁନା ଓ ରୂପା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୁହା ଓ ଷ୍ଟିଲ୍, ତମ୍ବା ସାମଗ୍ରୀ ବି ଶସ୍ତା ହେବ । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ୍ । ଜିଏସଟିକୁ ଆହୁରି ସରଳ କରିବାକୁ ପ୍ରୟାସ । ଅକ୍ଟୋବର ୧ରୁ ନୂଆ କଷ୍ଟମ ଡ୍ୟୁଟି ଲାଗୁ ହେବ । କ’ଣ ଶସ୍ତା ହେବ ?Continue reading “ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍”
କନକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା
କନକ ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ଜାରି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ନିଆଁ ଯୋଗୁଁ ଚାରିଆଡେ ଧୂଆଁର ବାତାବରଣ ଖେଳିଯାଇଛି । ଯୁଆଡେ ଦେଖିବ ଖାଲି ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି ।Continue reading “କନକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା”
ସାଧାରଣ ବଜେଟରେ ବଡ ଘୋଷଣା : କମର୍ସିଆଲ ଗାଡି ପାଇଁ ୧୫ବର୍ଷ ସମୟ ଧାର୍ଯ୍ୟ
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ । ଏହା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ କାଳରେ ଏହିContinue reading “ସାଧାରଣ ବଜେଟରେ ବଡ ଘୋଷଣା : କମର୍ସିଆଲ ଗାଡି ପାଇଁ ୧୫ବର୍ଷ ସମୟ ଧାର୍ଯ୍ୟ”
ବଜେଟରେ ଶିକ୍ଷା କ୍ଷେତ୍ରକୁ ନେଇ ବଡ଼ ଘୋଷଣା । ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ
କନକ ବ୍ୟୁରୋ: ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ । ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଆଦିବାସୀ ଅଂଚଳମାନଙ୍କରେ ୭୫୮ଟି ଏକଲବ୍ୟ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିସହିତ ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଉଚ୍ଚଶିକ୍ଷା ପାଇଁ ଗଠନ ହେବ କମିଶନ । ୪Continue reading “ବଜେଟରେ ଶିକ୍ଷା କ୍ଷେତ୍ରକୁ ନେଇ ବଡ଼ ଘୋଷଣା । ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ”
ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏମଏସପି ବ୍ୟବସ୍ଥାରେ ହେବ ବଡ ପରିବର୍ତ୍ତନ
କନକ ବ୍ୟୁରୋ : ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ଚାଷୀଙ୍କ ହିତ ପାଇଁ ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ଲକ୍ଷ୍ୟ । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨Continue reading “ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏମଏସପି ବ୍ୟବସ୍ଥାରେ ହେବ ବଡ ପରିବର୍ତ୍ତନ”