ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଛି । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଯଦି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ, ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ।ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍Continue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ”

ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୩ ଜଣିଆ ଟିମ ମୃତ ପିଏଙ୍କ ସରକାରୀ ବାସଭବନ ଠାରେ ପିଏଙ୍କ ପରିବାରଙ୍କୁ ପଚରାଉଚରା କରିଛନ୍ତି । ପୂର୍ବରୁ ମାଲକାନଗିରି ପୁଲିସ ପରେ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ତେବେ ପୁଲିସ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହେବା ପରେ  କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି । ତେବେContinue reading “ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ”

ଆଜିଠୁ ବଦଳିବ ୧୦ ନିୟମ… କ’ଣ ଶସ୍ତା… କ’ଣ ହେବ ମହଙ୍ଗା? ଲୋକଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ :  ଅପେକ୍ଷା ଆଉ କିଛି ସମୟର । ପାଖାପାଖି ଦିନ ୧୧ଟାରେ ଘୋଷଣା ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ । ଅନେକ କ୍ଷେତ୍ରରେ କେନ୍ଦ୍ରସରକାର କରିପାରନ୍ତି ବଡ ପରିବର୍ତ୍ତନ, ନେଇପାରନ୍ତି ବଡ ବଡ ନିଷ୍ପତ୍ତି, ଆଣିପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଆଉ ଏହାର ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ କି ନାହିଁ । ମହଙ୍ଗା ହେବ ଏଲପିଜି… Continue reading “ଆଜିଠୁ ବଦଳିବ ୧୦ ନିୟମ… କ’ଣ ଶସ୍ତା… କ’ଣ ହେବ ମହଙ୍ଗା? ଲୋକଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ?”

ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ

କନକ ବ୍ୟୁରୋ: ମହାମାରୀ କରୋନାର ପଞ୍ଝାରୁ ଧିରେ ଧିରେ ଦେଶ ମୁକୁଳୁଥିବା ବେଳେ ଆଜି ସଂସଦରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ । ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁContinue reading “ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ”

ଅର୍ଥମନ୍ତ୍ରୀଙ୍କ ଖାତା ବହିରୁ କାହାକୁ ମିଳିବ କ’ଣ ? ଚାଷୀ ଆନ୍ଦୋଳନକୁ ଦେଖି କୃଷକଙ୍କ ପାଇଁ ଆସିପାରେ ବଡ ପ୍ୟାକେଜ । ପଢନ୍ତୁ ସାଧାରଣ ବଜେଟକୁ ନେଇ ୧୦ ବଡ ତଥ୍ୟ ।

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । କରୋନା କାଳରେ ଉପସ୍ଥାପିତ ହେବାକୁ ଥିବା ବଜେଟ ଐତିହାସିକ ହୋଇପାରେ । ତେବେ ଆଜିର ବଜେଟରେ କାହା ଉପରେ ରହିବ ନଜର ? ୧. କର ପ୍ରଣାଳୀ ସିଧା ଲୋକଙ୍କ ପକେଟ ଉପରେ ସିଧାପ୍ରଭାବ ପକାଇଥାଏ । ତେଣୁ ଆଜିର ବଜେଟରେ ଆୟକର ରିହାତି ଉପରେ କି ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।Continue reading “ଅର୍ଥମନ୍ତ୍ରୀଙ୍କ ଖାତା ବହିରୁ କାହାକୁ ମିଳିବ କ’ଣ ? ଚାଷୀ ଆନ୍ଦୋଳନକୁ ଦେଖି କୃଷକଙ୍କ ପାଇଁ ଆସିପାରେ ବଡ ପ୍ୟାକେଜ । ପଢନ୍ତୁ ସାଧାରଣ ବଜେଟକୁ ନେଇ ୧୦ ବଡ ତଥ୍ୟ ।”

ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହାଛଡା ଫେବ୍ରୁଆରୀ ୧ ତାରିଖରୁ ଅର୍ଥାତ ଆଜିଠାରୁ କେତେକ ବଡ ପରିବର୍ତ୍ତନ ହେବାକୁ ଯାଉଛ, ଯାହା ସାଧାରଣ ଲୋକଙ୍କ ସହ ଯୋଡି ହୋଇରହିଛି ଓ ଏହାର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡିପାରେ । ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଯୋଡି ହୋଇଥିବା ବେଳେ ଆଉ କିଛି ସିଧା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜରContinue reading “ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ”

ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ : ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା

କନକ ବ୍ୟୁରୋ : ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ‘ଜୁଗାର’ ପତ୍ରିକାର ବାର୍ଷିକ ବିଶେଷ ସଂଖ୍ୟା, ୨୦୨୦ର ଉନ୍ମୋଚନ ଉତ୍ସବ ଝାରୁସୁଗୁଡାରେ ଆୟୋଜିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଝାରୁସୁଗୁଡାର ସଂସ୍କୃତି ଭବନ ପରିସରରେ ଏହି ଉତ୍ସବ ହୋଇଛି । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଏଥିରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସେ କହିଥିଲେ, ଆଗକୁ ବିContinue reading “ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ : ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା”

ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ

କନକ ବ୍ୟୁରୋ: ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ ହେବା ଆଗରୁ ଦେଶର ଅର୍ଥନୀତି ପାଇଁ ଜିଏସଟି ଭଲ ଖବର ଆଣିଛି । ଜାନୁଆରିରେ ୧ ଦଶମିକ ଦୁଇ ଶୂନ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଜାନୁଆରିରେ ମୋଟ ୧ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଜିଏସଟି ଆଦାୟ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତContinue reading “ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ”

କୋରାପୁଟ କୋଟପାଡ଼ ମୁର୍ତାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ : ୯ ମୃତ, ୧୩ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଗଲା ଜୀବନ । କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗଦଲପୁରର ଡୁମୁରିପାଲି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି । ଖବର ପାଇ ଅଗ୍ନିଶମବାହିନୀ ଓ ପୁଲିସContinue reading “କୋରାପୁଟ କୋଟପାଡ଼ ମୁର୍ତାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ : ୯ ମୃତ, ୧୩ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା”

କରୋନା କାଳରେ ଆଜି ଆସୁଛି ସାଧାରଣ ବଜେଟ୍: ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ; କେନ୍ଦ୍ର ବଜେଟରୁ‌ ଅଧିକ ଆଶା କରୁଛି ଓଡ଼ିଶା

କନକ ବ୍ୟୁରୋ: ଦେଶରେ କୋଭିଡ୍ ସଂକ୍ରମଣ ସ୍ତର ନିୟନ୍ତ୍ରଣରେ ଥିବା ତଥା ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପ୍ରୟାସ କରାଯାଉଥିବା ବେଳେ ବଜେଟକୁ ନେଇ ସବୁ ମହଲରେ ଉତ୍କଷ୍ଠା ବଢ଼ିବାରେ ଲାଗିଛି। ବିଶେଷକରି ଓଡ଼ିଶା ଭଳି ରାଜ୍ୟର ଆଶା କେନ୍ଦ୍ରଠାରୁ ଟିକିଏ ଅଧିକ ରହିଛି। ରାଜ୍ୟ ଆଶା କରୁଛି ଯେ ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର, ଯାହା ଫଳରେ ରାଜ୍ୟ ଅର୍ଥନୀତିରେContinue reading “କରୋନା କାଳରେ ଆଜି ଆସୁଛି ସାଧାରଣ ବଜେଟ୍: ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ; କେନ୍ଦ୍ର ବଜେଟରୁ‌ ଅଧିକ ଆଶା କରୁଛି ଓଡ଼ିଶା”

Design a site like this with WordPress.com
Get started