କନକ ବ୍ୟୁରୋ : ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗାଁର ଜଗଦୀଶ ଚନ୍ଦ୍ର ସିଂ । ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲି ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ହେଲେ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁContinue reading “ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ : ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ”
Tag Archives: News
ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ : ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍, ଧରାପଡିଲେ ୨୨୦
କନକ ବ୍ୟୁରୋ : ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ । ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ପୋଲିସ । ଗତ ଦୁଇ ଦିନ ମଧ୍ୟରେ ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ ୨୦୧ ଜଣ, ମଡି ଫାଏଡ ସାଇଲେନ୍ସର ପାଇଁ ୧୩ ଜଣ, ବେଆଇନ ପାର୍କିଂ ପାଇଁ ୮୪ ଜଣ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାବାଦ ମଦ ପିଇ ଗାଡି ଚଳାଚଳ ପାଇଁ ୬ ଜଣଙ୍କୁ ସ୍ଥାନୀୟ ଥାନାକୁ ପଠାଇ ଦିଆଯାଇଛିContinue reading “ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ : ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍, ଧରାପଡିଲେ ୨୨୦”
ଗାଜା ଷ୍ଟ୍ରିପ୍: ୪୧ କିଲୋମିଟର ଲମ୍ବର ସେହି ଭୂମି , ଯାହାପାଇଁ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଦଶନ୍ଧି ଦଶନ୍ଧି ଧରି ଯୁଦ୍ଧ କରୁଛନ୍ତି
ଏବେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରିରହିଛି । ଗାଜା ଷ୍ଟ୍ରିପରୁ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଇସ୍ରାଏଲ୍ ସୈନ୍ୟବାହିନୀ ମଧ୍ୟ କ୍ରମାଗତ ଭାବରେ ହାମାସର ଆଡ୍ଡା ଉପରେ ଆକ୍ରମଣ କରୁଛି ଏବଂ ଗାଜା ଷ୍ଟ୍ରିପରେ ହାମାସର ଅନେକ ଠିକଣାକୁ ରକେଟ୍ ସାହାଯ୍ୟରେ ଧ୍ୱଂସ କରିଛି । ଗାଜା ଷ୍ଟ୍ରିପ୍ କ’ଣ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣContinue reading “ଗାଜା ଷ୍ଟ୍ରିପ୍: ୪୧ କିଲୋମିଟର ଲମ୍ବର ସେହି ଭୂମି , ଯାହାପାଇଁ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଦଶନ୍ଧି ଦଶନ୍ଧି ଧରି ଯୁଦ୍ଧ କରୁଛନ୍ତି”
ସ୍କୁଲ ପିଲାଙ୍କୁ ପଢ଼ାଯିବ ହକିର ବିଜୟ ଗାଥା : ଛାତ୍ରଛାତ୍ରୀଙ୍କ ମନରେ ହକି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଆରା ପଦକ୍ଷେପ
କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ ପଢ଼ାଯିବ ହକିର ବିଜୟ ଗାଥା । ଚଳିତ ଏସିଆନ୍ ଗେମରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ହକି ଖେଳାଳି । ଅନେକ ସମୟରେ ରାଜ୍ୟ ସରକାର ହକି ଖେଳକୁ ଗରୁତ୍ୱ ଦେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ହକି ଖେଳ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବେ ଛାତ୍ରଛାତ୍ରୀ । ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମContinue reading “ସ୍କୁଲ ପିଲାଙ୍କୁ ପଢ଼ାଯିବ ହକିର ବିଜୟ ଗାଥା : ଛାତ୍ରଛାତ୍ରୀଙ୍କ ମନରେ ହକି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଆରା ପଦକ୍ଷେପ”
ନଭେମ୍ବର ୨୩ରେ ଭୋଟ୍, ଡିସେମ୍ବର ୩ରେ ରେଜଲ୍ଟ । ରାଜସ୍ଥାନରେ କିଏ ଗଢିବ ସରକାର? କଂଗ୍ରେସ – ବିଜେପି ଭିତରେ ଜୋରଦାର ହେବ ଟକ୍କର….
କନକ ବ୍ୟୁରୋ: ରାଜସ୍ଥାନରେ ବଦଳିବ କି ସରକାର? ନା ନିଜ ଗଡ ରକ୍ଷା କରିପାରିବ କଂଗ୍ରେସ? ରାଜସ୍ଥାନରେ କେଉଁ ଦଳର ନେତା ହେବେ ମୁଖ୍ୟମନ୍ତ୍ରୀ? ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଇଛି ତାରିଖ । ଆସନ୍ତା ନଭେମ୍ବର ୨୩ ତାରିଖରେ ଏଠାରେ ଭୋଟ୍ ପଡିବାକୁ ଥିବାବେଳେ, ଡିସେମ୍ବର ୩ ତାରିଖରେ ଆସିବ ଫଳାଫଳ । ମୋଟ ୨୦୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍Continue reading “ନଭେମ୍ବର ୨୩ରେ ଭୋଟ୍, ଡିସେମ୍ବର ୩ରେ ରେଜଲ୍ଟ । ରାଜସ୍ଥାନରେ କିଏ ଗଢିବ ସରକାର? କଂଗ୍ରେସ – ବିଜେପି ଭିତରେ ଜୋରଦାର ହେବ ଟକ୍କର….”
ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ : ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି; ଲିଖିତ ପ୍ରତିଶ୍ରୁତି ପରେ ନିଆଯିବ ନିଷ୍ପତ୍ତି
କନକ ବ୍ୟୁରୋ : ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ । ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି । ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘContinue reading “ସରିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ : ସଂଘ କହିଲା ସକରାତ୍ମକ ଆଲୋଚନା ହୋଇଛି; ଲିଖିତ ପ୍ରତିଶ୍ରୁତି ପରେ ନିଆଯିବ ନିଷ୍ପତ୍ତି”
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଜାଣନ୍ତୁ, କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ?
କନକ ବ୍ୟୁରୋ: ୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ ସହିତ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ମୁତାବକ, କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କେଉଁ ରାଜ୍ୟରେ କେବେ ପଡିବ ଭୋଟ୍ ? ମିଜୋରାମ – ନଭେମ୍ବରContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଜାଣନ୍ତୁ, କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ?”
କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସର ଦିୱାନା ହେଲେ ଗୌତମ ଗମ୍ଭୀର । କହିଲେ, ଯୁବ ଖେଳାଳୀ କୋହଲିଙ୍କ ଠାରୁ ଶିଖିବା ଉଚିତ୍ ।
କନକ ବ୍ୟୁରୋ : ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କେମିତି ସମ୍ପର୍କ ତାହା କାହାକୁ ଅଛପା ନୁହେଁ । ଆଇପିଏଲରେ ଉଭୟଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ଏବେ ବି ଭୁଲିନଥିବେ କ୍ରିକେଟପ୍ରେମୀ । ଉଭୟ ପରସ୍ପରକୁ ନେଇ ଅନେକ ସମୟରେ ବୟାନବାଜି କରୁଥିବାର ଦେଖିବାକୁ ମିଳେ । କିନ୍ତୁ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଗୌତମ ଗମ୍ଭୀର । ମ୍ୟାଚ୍ ପରେ ଗୌତମ କହିଛନ୍ତି,Continue reading “କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସର ଦିୱାନା ହେଲେ ଗୌତମ ଗମ୍ଭୀର । କହିଲେ, ଯୁବ ଖେଳାଳୀ କୋହଲିଙ୍କ ଠାରୁ ଶିଖିବା ଉଚିତ୍ ।”
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୫ଟି ସହରର ୩୦ହଜାର ପରିବାର ହେବେ ଉପକୃତ
କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ଯୋଡି ହେଲା ଆହୁରି ୫ଟି ସହର । ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର, ନିମାପଡା ସହରରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ୫ ଟି ସହରରେ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରୁ ଭିସି ଯୋଗେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀContinue reading “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୫ଟି ସହରର ୩୦ହଜାର ପରିବାର ହେବେ ଉପକୃତ”
ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଭୂମିରୁ ବର୍ବରତାର ଦୃଶ୍ୟ : ‘ମୋତେ ହତ୍ୟା କରନାହିଁ’, ଯୁବତୀ ଜଣକ ଆତଙ୍କବାଦୀଙ୍କୁ ନେହୁରା ହେଉଥିବା ଭିଡିଓ ଭାଇରାଲ୍
କନକ ବ୍ୟୁରୋ : ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଭୂମିରୁ ଆସିଛି ବର୍ବରତାର ଦୃଶ୍ୟ । ଜଣେ ଇସ୍ରାଏଲ ଯୁବତୀଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ ହେଉଛି । ଯୁବତୀ ଜଣକ ମୋତେ ହତ୍ୟା କରନାହିଁ ବୋଲି ଆତଙ୍କବାଦୀଙ୍କୁ ନେହୁରା ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ ବାଇକରେ ବଳପୂର୍ବକ ବାଇକରେ ବସାଇ ନେଇଯିବା ବେଳେ ଯୁବତୀ ଛାଡି ଦେବାକୁ, ତାଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ କରୁଛନ୍ତି । ସେହି ସ୍ଥାନରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁContinue reading “ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଭୂମିରୁ ବର୍ବରତାର ଦୃଶ୍ୟ : ‘ମୋତେ ହତ୍ୟା କରନାହିଁ’, ଯୁବତୀ ଜଣକ ଆତଙ୍କବାଦୀଙ୍କୁ ନେହୁରା ହେଉଥିବା ଭିଡିଓ ଭାଇରାଲ୍”