କନକ ବ୍ୟୁରୋ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ପରେଡ ଉତ୍ସବ ସରିବା ପରେ କିନ୍ତୁ ପୋଲିସର ଦାୟିତ୍ୱ ସରୁନାହିଁ । କାରଣ ସୈନିକମାନଙ୍କ ଭଳି ଆଜି କୃଷକମାନେ ବି ପରେଡ କରିବେ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂContinue reading “ଆଜି ଦିଲ୍ଲୀରେ ଗଡିବ ଚାଷୀଙ୍କ ଟ୍ରାକ୍ଟର । ନୂଆ କୃଷି ଆଇନକୁ ବିରୋଧ କରି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବେ ଆନ୍ଦୋଳନରତ କୃଷକ”
Tag Archives: News
ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି; ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ଆଜି ସାଧାରଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟContinue reading “ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି; ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା”
୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି ଆତ୍ମନିର୍ଭରଶୀଳ
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସଂବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ଦୀର୍ଘ ଦିନରୁ କୃଷି ନୀତିରେ ସୁଧାରକୁ ଅପେକ୍ଷା ଥିଲା, ଏହା ଚାଷୀଙ୍କୁ ଲାଭ ପହଁଚାଇବ । ରାଷ୍ଟ୍ରପତି କହିଛନ୍ତି ଆରମ୍ଭରୁ କୃଷୀ ଆଇନକୁ ନେଇ କିଛି ଆଶଙ୍କା ଥିଲା , ଯାହାକୁ ଦୂର କରାଯାଉଛି । ଦେଶର କୃଷକ, ବୈଜ୍ଞାନିକ ଏବଂ ସୈନିକ ପ୍ରଶଂସାର ପାତ୍ର । ଗଣତନ୍ତ୍ର ଦିବସ ଅବସରରେContinue reading “୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି ଆତ୍ମନିର୍ଭରଶୀଳ”
ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି
କନକ ବ୍ୟୁରୋ: ଫୋନ୍ କରି ଡାକିଲେ ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ପୁଲିସ ଘଟଣାର ଛାନ୍ଭିନ୍ ଚଳାଇଛି। ଜୟନ୍ତଙ୍କ ମୁଣ୍ଡ ପଛ ପଟେ ଗଭୀର କ୍ଷତContinue reading “ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି “
ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପ୍ରତିଭାକୁ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ଦେଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ ।
କନକ ବ୍ୟୁରୋ : ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଆଉ ଓଡ଼ିଶାର ୬ ଜଣଙ୍କୁ ଏହି ପଦ୍ମ ପୁରସ୍କାର ମିଳିବାକୁ ଘୋଷଣା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରତିଭାସମ୍ପନ୍ନ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେବା ସହ ଜାତୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତିContinue reading “ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପ୍ରତିଭାକୁ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ଦେଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ ।”
ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ
କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ଗେମିଂ ଆପ୍ ପବ-ଜି ଭାରତରୁ ବ୍ୟାନ୍ ହେବା ପରେ ଏବେ ଆସୁଛି ଫୌ-ଜି । ଯାହାକି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରେ ଏହାର ପ୍ରି ରେଜିଷ୍ଟ୍ରେସନ ଆରମ୍ଭ କରିଛି । ଆଣ୍ଟ୍ରୋଏଡ୍ ୮ କିମ୍ବା ଏହାଠାରୁ ଅଧିକ ଭର୍ସନର ମୋବାଇଲରେ ଏହି ଗେମ୍ ଉପଲବ୍ଧ ହୋଇପାରିବ । ତେବେ ଏହା ପୂର୍ବରୁ କମ୍ପାନୀ ଏହାର ରେଜିଷ୍ଟ୍ରେସନ ଆରମ୍ଭ କରିଛି । କୌଣସିContinue reading “ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ”
୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା । ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର
କନକ ବ୍ୟୁରୋ : ୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । ୭ଟି ବର୍ଗରେ ପୁରସ୍କାର ପାଇବେ ୨୦ ଜଣ ପୋଲିସ ଅଧିକାରୀ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଆଇଜି ଜୟନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂ, ଏସପି ବ୍ରିଜେଶ କୁମାର ରାଏ, ମିତ୍ରଭାନୁ ମହାପାତ୍ର, ଏସପି ଅଶ୍ୱିନୀ କୁମାର ପଟ୍ଟନାୟକ, ଏସଡିପିଓ ଅଶ୍ୱିନୀ କୁମାର ସାହୁ, ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ସଦାନନ୍ଦ ପାଣି, ସୁବେଦାରContinue reading “୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା । ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର “
ଘୋଷଣା ହେଲା ପଦ୍ମ ପୁରସ୍କାର । ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ କେଉଁ ପୁରସ୍କାର?
କନକ ବ୍ୟୁରୋ : ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ଯେଉଁଥିରୁ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ୭ ପଦ୍ମବିଭୂଷଣ ବିଜେତାଙ୍କ ମଧ୍ୟରୁ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । କଳା କ୍ଷେତ୍ର ପାଇଁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ମୋଟ ୬ ଜଣଙ୍କୁ ପଦ୍ମContinue reading “ଘୋଷଣା ହେଲା ପଦ୍ମ ପୁରସ୍କାର । ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ କେଉଁ ପୁରସ୍କାର?”
ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି
କନକ ବ୍ୟୁରୋ: ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତମାନର ପ୍ରଧାନମନ୍ତ୍ରୀ କେପି, ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି । ଗତ କିଛିContinue reading “ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି”
ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି
କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେContinue reading “ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି”