କନକ ବ୍ୟୁରୋ : ଖୋର୍ଦ୍ଧାର ଏକ ଘରୋଇ ଇଂଜିନିୟରିଂ କଲେଜରେ ଡିପ୍ଲୋମା କରୁଥିବା ରୋଜି ବେହେରାଙ୍କ ଜୀବନ ସଂଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଏବେ ଏହି ଘଟଣାରେ ହସ୍ତକ୍ଷେପ କରିଛି ଓଡିଶା ମୋ ପରିବାର । ଏନେଇ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ କହିଛନ୍ତି, କନକ ନ୍ୟୁଜରୁ ଖବର ପ୍ରସାରଣ ପରେ ଅବଗତ ହେଲି । ସାର୍ଟିଫିକେଟ ଅଭାବରୁ ଚାକିରିରୁContinue reading “ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲା ଓଡିଶା ମୋ ପରିବାର । “
Tag Archives: News
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।
କନକ ବ୍ୟୁରୋ : ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ-ଏନଜି ବା ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ର। ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ସଫଳ ହୋଇଥିବା ସୂଚନା ମିଳିଛି। DRDO conducted successful maiden launch of Akash-NG (New Generation) Missile from Integrated Test Range off the coast of OdishaContinue reading “ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।”
ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ସକାଳ ସାଢେ ୬ଟାରୁ ସକାଳ ୯ଟା ସାଧାରଣ ଲୋକଙ୍କୁ ଗାନ୍ଧୀ ମାର୍ଗ ମନା
କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର କମିଶନରେଟ୍ ପୋଲିସ ଏଥିପାଇଁ ଟ୍ରାଫିକ୍ ରୁଟ୍ ଧାର୍ଯ୍ୟ କରିଛି । ପୋଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସିContinue reading “ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ସକାଳ ସାଢେ ୬ଟାରୁ ସକାଳ ୯ଟା ସାଧାରଣ ଲୋକଙ୍କୁ ଗାନ୍ଧୀ ମାର୍ଗ ମନା”
ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ ।
କନକ ବ୍ୟୁରୋ : ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ଏହି ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ, ୬୨ଟି ଅଫୁଟା ଗୁଳି ଓ ୬ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଗତ ୨୦ ତାରିଖ ସକାଳ ୯ଟା ସମୟରେ କୌଣସି ଏକ କାମରେ ଦେବରାଜ ସୁମଣ୍ଡଳContinue reading “ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ ।”
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସ୍ପଷ୍ଟୀକରଣ । ବନ୍ଦ ହେବନି ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍
କନକ ବ୍ୟୁରୋ: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଗୁଜବ ଅଟେ ବୋଲି ଟ୍ବିଟ୍ କରି ସୂଚନା ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟ୍ବିଟ୍ କରି ଲେଖିଛି ଯେ ‘ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍Continue reading “ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସ୍ପଷ୍ଟୀକରଣ । ବନ୍ଦ ହେବନି ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍”
ଅବହେଳିତ ସଂଗ୍ରାମୀଙ୍କ ଏନ୍ତୁଡିଶାଳ । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟିବାକୁ ଯାଉଛି ରାୟଗଡାର ଗୋପାଳବାଡ଼ି ଗାଁ । ଯେଉଁଠି ଦିନେ ସ୍ୱାଧୀନତା ସଂଗ୍ରାମ ପାଇଁ ବସୁଥିଲା ଗୁପ୍ତ ବୈଠକ
କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳିବ ୭୨ ତମ ଜନରାଜ୍ୟ ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି । ହେଲେ ଆଜିର ଦିନରେ ନିଜର ପରିଚୟ ଖୋଜୁଛି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳର ବାର୍ତ୍ତା ବହନ କରୁଥିବା ରାୟଗଡା ଜିଲ୍ଲାର ଗୋପାଳବାଡ଼ି । ରାୟଗଡ଼ା କଲୋନରା ବ୍ଲକ ଅନ୍ତର୍ଗତ ଗୋପାଳବାଡ଼ି ଗାଁ । ସ୍ୱାଧନତା ସଂଗ୍ରାମ ବେଳେ ଏଠି ଏକାଠି ହେଉଥିଲେ ବିନୋବା ଭାବେ, ଜୟ ପ୍ରକାଶ ନାରାୟଣ, ଗୋପବନ୍ଧୁ ଦାସ,Continue reading “ଅବହେଳିତ ସଂଗ୍ରାମୀଙ୍କ ଏନ୍ତୁଡିଶାଳ । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟିବାକୁ ଯାଉଛି ରାୟଗଡାର ଗୋପାଳବାଡ଼ି ଗାଁ । ଯେଉଁଠି ଦିନେ ସ୍ୱାଧୀନତା ସଂଗ୍ରାମ ପାଇଁ ବସୁଥିଲା ଗୁପ୍ତ ବୈଠକ”
ଗଲୱାନ ଘାଟିରେ ସହିଦ ହୋଇଥିଲେ ସନ୍ତୋଷ ବାବୁ । ଗଣତନ୍ତ୍ର ଦିବସରେ ମିଳିବ ମହାବୀର ଚକ୍ର ସମ୍ମାନ !
କନକ ବ୍ୟୁରୋ: ଗତବର୍ଷ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିବ ମହାବୀର ଚକ୍ର । ୭୨ ତମ ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ । ତାଙ୍କ ସହ ଆଉ କିଛି ଯବାନଙ୍କୁ ମଧ୍ୟ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ସେନାରେ ପରମବୀର ଚକ୍ର ପରେ ମହାବୀର ଚକ୍ରକୁ ସବୁଠୁ ବଡ ସମ୍ମାନ କୁହାଯାଏ । ଆଉ ଏହିContinue reading “ଗଲୱାନ ଘାଟିରେ ସହିଦ ହୋଇଥିଲେ ସନ୍ତୋଷ ବାବୁ । ଗଣତନ୍ତ୍ର ଦିବସରେ ମିଳିବ ମହାବୀର ଚକ୍ର ସମ୍ମାନ !”
ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଆସୁଛି ‘ତୁ ଭାରି ବିୟୁଟିଫୁଲ୍’ ।
କନକ ବ୍ୟୁରୋ : ‘ତୁ ଭାରି ବିୟୁଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟା୩୦ରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ନାୟକ, ଲିପ୍ସା ମିଶ୍ରContinue reading “ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଆସୁଛି ‘ତୁ ଭାରି ବିୟୁଟିଫୁଲ୍’ ।”
ଜଙ୍ଗଲୀ ଗାଁକୁ ଘାରିଛି ବିଜୁଳି ଚିନ୍ତା । ସାତକୋଶିଆ ନାନୋ ସ୍ମାର୍ଟ ଭିଲେଜରେ ନାହିଁ ବିଜୁଳି ସଂଯୋଗ । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର
କନକ ବ୍ୟୁରୋ : ସଞ୍ଜ ନଇଁବା କ୍ଷଣି ମାଡି ଆସେ ଅନ୍ଧାର । ଠିକ୍ ଅନ୍ୟ ସବୁ ଅଞ୍ଚଳ ଭଳି । ହେଲେ ଏଠି ରାତିର ଅନ୍ଧାର ଦୂର କରିବା ପାଇଁ ନାହିଁ ବିଜୁଳି ବ୍ୟବସ୍ଥା । ସୂର୍ଯ୍ୟଦୋୟର ସକାଳକୁ ଅପେକ୍ଷା କରିବାକୁ ପଡେ ଏଠାକାର ଅଧିବାସୀଙ୍କୁ । ଆମେ କୁହଛୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଦେଶର ପ୍ରଥମ ନାନୋ ଗ୍ରୀଡ୍ ସ୍ମାଟ୍ ଭିଲେଜ ଛୋଟକେଇ ଗାଁର କଥା । ବ୍ୟାଘ୍ର ପ୍ରକଳ୍ପContinue reading “ଜଙ୍ଗଲୀ ଗାଁକୁ ଘାରିଛି ବିଜୁଳି ଚିନ୍ତା । ସାତକୋଶିଆ ନାନୋ ସ୍ମାର୍ଟ ଭିଲେଜରେ ନାହିଁ ବିଜୁଳି ସଂଯୋଗ । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର”
ନେତାଜୀ ଜୟନ୍ତୀରେ ନାରାବାଜି ଘଟଣା । ବିଜେପିକୁ ହମଲା କଲେ ମମତା । କହିଲେ ମୁଣ୍ଡ କଟିଯିବ ପଛେ ତଳକୁ କରିବିନି
କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ବିଜେପି କର୍ମୀଙ୍କ ନାରାବାଜି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ହୁଗୁଳିର ଏକ ଜନସଭାକୁ ଉଦବୋଧନ ଦେଇ ସେ ବିଜେପି ଉପରେ ଜୋରଦାର ହମଲା କରିଛନ୍ତି । ଏଥସହ ସେ ନିଜ ଗଳା କାଟି ଦେବେ ପଛେ, ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି । ଗତ ଜାନୁଆରୀ ୨୩ ତାରିଖରେ ସାରା ଦେଶରେ ନେତାଜୀ ଜୟନ୍ତୀ ପାଳନ ହୋଇଥିଲା ।Continue reading “ନେତାଜୀ ଜୟନ୍ତୀରେ ନାରାବାଜି ଘଟଣା । ବିଜେପିକୁ ହମଲା କଲେ ମମତା । କହିଲେ ମୁଣ୍ଡ କଟିଯିବ ପଛେ ତଳକୁ କରିବିନି”