କନକ ବ୍ୟୁରୋ : ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଗୋଟେ ଗୋଷ୍ଠୀ ଦୁର୍ବଳ ଥିବାରୁ ଅନ୍ୟ ଗୋଷ୍ଠୀ ପୁରୁଣାContinue reading “ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । “
Tag Archives: News
କୃଷି ଆଇନକୁ ନେଇ ଶରଦ ପାୱାର ଖପ୍ପା । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ । ମୁମ୍ବାଇରେ ଚାଷୀଙ୍କର ବିଶାଳ ବିକ୍ଷୋଭ ପ୍ରଦର୍ଶନ
କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ସୋମବାର ମୁମ୍ବାଇର ଆଜାଦ ମୈଦାନରେ ହଜାର ହଜାର ଚାଷୀ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଏବେ ବି ଏଠାକୁ ଚାଷୀମାନଙ୍କର ସୁଅ ଛୁଟୁଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ ଶରଦ ପାୱାର ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶରଦ କହିଛନ୍ତି, କେନ୍ଦ୍ର ସରକାର ବିନା କୌଣସି ଚର୍ଚ୍ଚାରେ କୃଷି ଆଇନକୁ ପାସ୍ କରିଦେଇଛନ୍ତି । ଯାହାକୁ ନେଇContinue reading “କୃଷି ଆଇନକୁ ନେଇ ଶରଦ ପାୱାର ଖପ୍ପା । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ । ମୁମ୍ବାଇରେ ଚାଷୀଙ୍କର ବିଶାଳ ବିକ୍ଷୋଭ ପ୍ରଦର୍ଶନ”
ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଭାବନା । ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଉଡାଇବେ ଯୁଦ୍ଧ ବିମାନ
କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଉ ଏହି ଦିନ ଦିଲ୍ଲୀ ପରେଡରେ ଇତିହାସ ରଚିବେ ବିହାରୀ ଝିଅ ଭାବନା କାନ୍ତ । କାହିଁକି ନା ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଉଡାଇବେ ବାୟୁସେନାର ଯୁଦ୍ଧ ବିମାନ । ଭାରତୀୟ ବାୟୁସେନା ଏଥର ଗଣତନ୍ତ୍ର ଦିବସରେ ଅନେକ ଯୁଦ୍ଧ ବିମାନ ପ୍ରଦର୍ଶନ କରିବ । ତେଜସଠାରୁ ଆରମ୍ଭ କରି ରୋହିଣୀContinue reading “ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଭାବନା । ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଉଡାଇବେ ଯୁଦ୍ଧ ବିମାନ”
ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଚିଠି ଲେଖି କଲେ ଅନୁରୋଧ
କନକ ବ୍ୟୁରୋ: ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି ।Continue reading “ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଚିଠି ଲେଖି କଲେ ଅନୁରୋଧ”
ଜଙ୍ଗଲରେ ଓପନ୍ ଜିମ୍ । ନିଜକୁ ଫିଟ୍ ରଖିବାର ସଉକ ଯୁବକଙ୍କୁ ବନାଇଛି ଫିଟନେସ୍ ଟ୍ରେନର, ତାଲିମ ନେଉଛନ୍ତି ୩୫ ଯୁବକ
ଯୁଗ ସହ ଲୋକଙ୍କର ରୁଚି ବଦଳିଛି । ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। ନିଜର ବ୍ୟସ୍ତତା ତଥା କର୍ମଜଂଜାଳ ମଧ୍ୟରୁ ସମୟ କାଡ଼ି କିଏ ଜିମ୍ କୁ ଯାଉଛି ତ ଆଉ କିଏ ପ୍ରାତଃ ଭ୍ରମଣରେ । ଜିମକୁ ଗଲେ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ୁଛି। ଅପରପକ୍ଷରେ ଜଣେ ଯୁବକଙ୍କ ପ୍ରଚେଷ୍ଟାରେ ଜଙ୍ଗଲ ମଧ୍ୟରେ ରହିଛି ଶୁଳ୍କ ମୁକ୍ତ ଜିମ୍। ଜୟପୁର ସହରର ଅତି ନିକଟରେContinue reading “ଜଙ୍ଗଲରେ ଓପନ୍ ଜିମ୍ । ନିଜକୁ ଫିଟ୍ ରଖିବାର ସଉକ ଯୁବକଙ୍କୁ ବନାଇଛି ଫିଟନେସ୍ ଟ୍ରେନର, ତାଲିମ ନେଉଛନ୍ତି ୩୫ ଯୁବକ”
ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ରୋକିବାକୁ ରାଜ୍ୟରେ ଖୋଲିବ ସ୍ବତନ୍ତ୍ର ଶାଖା : ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
କନକ ବ୍ୟୁରୋ : ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେହି ସଂକ୍ରାନ୍ତୀୟ ଅପରାଧକୁ ଯେପରି ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ରContinue reading “ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ରୋକିବାକୁ ରାଜ୍ୟରେ ଖୋଲିବ ସ୍ବତନ୍ତ୍ର ଶାଖା : ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ”
ଉତ୍ତର ସିକିମର ନକୁଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା: ୨୦ ତାରିଖରେ ଗଣ୍ଡଗୋଳ ନେଇ ସ୍ପଷ୍ଟ କଲା ଭାରତୀୟ ସେନା
କନକ ବ୍ୟୁରୋ: ଗତ ୨୦ ତାରିଖରେ ଉତ୍ତର ସିକିମର ନାକୁଲାଠାରେ ଭାରତୀୟ ସେନା ଓ ଚୀନର ପିଏଲଏ ମଧ୍ୟରେ ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଭାରତୀୟ ସେନା । ଚୀନ ସେନା ଭାରତ ମାଟି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବାଧା ଦେଇଥିଲେ ସେଠାରେ ମୁତୟନ ଭାରତୀୟ ସୈନିକ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତେବେ ପ୍ରୋଟକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡର ସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେContinue reading “ଉତ୍ତର ସିକିମର ନକୁଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା: ୨୦ ତାରିଖରେ ଗଣ୍ଡଗୋଳ ନେଇ ସ୍ପଷ୍ଟ କଲା ଭାରତୀୟ ସେନା”
ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା…ହୋମଗାର୍ଡଙ୍କ ସେବାକୁ ଭୁଲିପାରିଲେନି ରାୟଗଡା ଏସ୍ପି । ବିଦାୟୀ ସଭାରେ ହୋମଗାର୍ଡ ଶିକା ବାଗଙ୍କୁ କୁଣ୍ଢାଇ ଧରି କାନ୍ଦିଲେ ଏସପି ବିବେକାନନ୍ଦ ଶର୍ମା
କନକ ବ୍ୟୁରୋ: ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା । ରାୟଗଡ଼ା ଜିଳ୍ଲା ଅମ୍ବାଦୋଳା ଥାନାରେ ଦୀର୍ଘ ୩୬ ବର୍ଷ ଧରି ନିଃସ୍ୱାର୍ଥପର ଭାବେ କାମ କରିଥିବା ଶିକା ବାଗଙ୍କୁ ଏକ ଭାବବିହ୍ୱଳ ଭରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ବିଦାୟ ବେଳେ ରାୟଗଡ଼ା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏକ ଅଦ୍ଭୁତପୂର୍ବ ଚିତ୍ର ଦେଖିବାକୁ ମିଳିଥିଲା । ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଖୋଦ୍ ଏସପି ବିବେକାନନ୍ଦ ଶର୍ମା ଶିକା ବାଗଙ୍କୁ କଣ୍ଢାଇ ପକାଇଥିଲେ ଏବଂ କିଛି ସମୟContinue reading “ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା…ହୋମଗାର୍ଡଙ୍କ ସେବାକୁ ଭୁଲିପାରିଲେନି ରାୟଗଡା ଏସ୍ପି । ବିଦାୟୀ ସଭାରେ ହୋମଗାର୍ଡ ଶିକା ବାଗଙ୍କୁ କୁଣ୍ଢାଇ ଧରି କାନ୍ଦିଲେ ଏସପି ବିବେକାନନ୍ଦ ଶର୍ମା”
ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ : ଟାର୍ଗେଟ ନଥିବାରୁ ଧାନ ଉଠୁନଥିବା ଚାଷୀଙ୍କ ଅଭିଯୋଗ
କନକ ବ୍ୟୁରୋ : ଧାନ ବିକ୍ରି ଦାବିରେ ରାଜପଥରେ ଧାନ ରଖି ରାସ୍ତାରୋକ କଲେ କୃଷକ ସଂଗଠନ । ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜରାସ୍ତାକୁ ଅବରୋଧ କରିଛନ୍ତି ରାଜବୋଡ଼ାସମ୍ବର କୃଷକ ସଂଗଠନ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ପ୍ରାୟ ୧୨ ଲକ୍ଷ ଧାନ ପଡ଼ି ରହିଛି । ଦୀର୍ଘଦିନ ହେଲା ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଅଧିକାରୀContinue reading “ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ : ଟାର୍ଗେଟ ନଥିବାରୁ ଧାନ ଉଠୁନଥିବା ଚାଷୀଙ୍କ ଅଭିଯୋଗ”
ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର: ୨୦୧୬ କିମ୍ବା ପରେ ପଂଜୀକୃତ ପିଲାଙ୍କ ପାଇଁ ରହିବ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ; ୫୦% ମଲ୍ଟିପୁଲ ଚଏସ, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର
କନକ ବ୍ୟୁରୋ: ଏଥର ନୂଆ ଢାଞ୍ଚାରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନୋପତ୍ର । ୫୦ ପ୍ରତିଶତ ରହିବ ମଲ୍ଟିପୁଲ ଚଏସ ବେସ୍ ପ୍ରଶ୍ନ, ଯାହାର ଉତ୍ତର ପାଇଁ ୧ ନମ୍ବର ରହିବ । ୩୦ ମାର୍କ ରହିବ ୨ କିମ୍ବା ୩ ମାର୍କ ସମ୍ବୋଳିତ ପ୍ରଶ୍ନ । ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ୨୦ ମାର୍କ ରହିବ । ଏହିଭଳି ଭାବରେ ପ୍ରଶ୍ନପତ୍ର ଢାଞ୍ଚା ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀContinue reading “ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର: ୨୦୧୬ କିମ୍ବା ପରେ ପଂଜୀକୃତ ପିଲାଙ୍କ ପାଇଁ ରହିବ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ; ୫୦% ମଲ୍ଟିପୁଲ ଚଏସ, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର”