ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ବୟାନ । କହିଲେ, ଥିଲେ ପୂର୍ବତନ ସାଂସଦ, ରାଜା ନୀତିଶ ଗଙ୍ଗଦେବ ଚାହିଁଲେ ପୁଣି ଥରେ ହୋଇପାରିବେ ଏମପି ।

କନକ ବ୍ୟୁରୋ : ରାଜା ଚାହିଁଲେ ସାଂସଦ ହେବେ? ପୂର୍ବରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ଆଉ ଯଦି ରାଜା ଚାହାଁନ୍ତି, ତେବେ ସେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇପାରିବେ । ଝାରସୁଗୁଡ଼ା ସଭାରେ ଏଭଳି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, ଆଗକୁ ସେ ଆଉ ଥରେContinue reading “ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ବୟାନ । କହିଲେ, ଥିଲେ ପୂର୍ବତନ ସାଂସଦ, ରାଜା ନୀତିଶ ଗଙ୍ଗଦେବ ଚାହିଁଲେ ପୁଣି ଥରେ ହୋଇପାରିବେ ଏମପି ।”

ଟାହି ଟାପରାରୁ ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ଛୋଟ କଳିକୁ କେନ୍ଦ୍ର କରି ସାଙ୍ଗକୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ।

କନକ ବ୍ୟୁରୋ : ଟାହିଟାପରାକୁ କେନ୍ଦ୍ର କରି ଜଣେ ସାଙ୍ଗକୁ ମାରିଦେଲେ ଆଉ ୪ଜଣ ସାଙ୍ଗ । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବଡଗାଁ ପଞ୍ଚାୟତରେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୪ଜଣ ସାଙ୍ଗକୁ ଗିରଫ କରିଛି । କ୍ୟାମେରା ଆଗରେ ଅଭିଯୁକ୍ତ ବଖାଣିଛି କେମିତି ହୋଇଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ଏହି କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଏକ ସାମାନ୍ୟ ଟାହିଟାପରାକୁContinue reading “ଟାହି ଟାପରାରୁ ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ଛୋଟ କଳିକୁ କେନ୍ଦ୍ର କରି ସାଙ୍ଗକୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ।”

ରାଜନୀତିର ଖେଳରେ କ୍ରିକେଟ୍ ଆଉ ଫୁଟବଲ୍ । ମୟୂରଭଞ୍ଜରେ ଶାସକ ଦଳ ଆରମ୍ଭ କରୁଛି ଏମପିଏଲ୍ । ଯୁବ ଭୋଟରଙ୍କୁ ହାତେଇବାକୁ ଲକ୍ଷ୍ୟ

କନକ ବ୍ୟୁରୋ: ରାଜନୀତିରେ ଖେଳ ଓ ଖେଳକୁ ନେଇ ରାଜନୀତି ଭିତରେ ଏବେ ଚର୍ଚ୍ଚାରେ ରହିଛି, ମୟୁରଭଂଜ ପ୍ରିମିୟର ଲିଗ୍ । କାରଣ ଏହି ଟୁର୍ଣ୍ଣାମେଟ୍ କୌଣସି କ୍ରୀଡ଼ା ସଂଗଠନ କରୁନାହିଁ ବରଂ ଶାସକ ଦଳ ପକ୍ଷରୁ ଆୟୋଜିତ ହେଉଛି ଏକ ମେଗା ସ୍ପୋର୍ଟସ୍ ଇଭେଂଟ । କ୍ରିକେଟ୍ ଓ ଫୁଟବଲ ଭଳି ଲୋକପ୍ରିୟ ଖେଳକୁ ନେଇ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ମୟୁରଭଂଜ ପ୍ରିମିୟର ଲିଗ୍ । ତେବେ ଖେଳ ଭିତରେ କ’ଣ ରହିଛିContinue reading “ରାଜନୀତିର ଖେଳରେ କ୍ରିକେଟ୍ ଆଉ ଫୁଟବଲ୍ । ମୟୂରଭଞ୍ଜରେ ଶାସକ ଦଳ ଆରମ୍ଭ କରୁଛି ଏମପିଏଲ୍ । ଯୁବ ଭୋଟରଙ୍କୁ ହାତେଇବାକୁ ଲକ୍ଷ୍ୟ”

ଖୋଲା ବଜାରରେ କେବେ ମିଳିବ କରୋନା ଟିକା । ପଢନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ: ଜରୁରୀକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ଅନୁମତି ମିଳିବା ପରେ ଗତ ୭ ଦିନ ଭିତରେ ଦେଶରେ ପ୍ରାୟ ୧୪ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତେବେ ଖୋଲା ବଜାରରେ ଏତେ ଶୀଘ୍ର କରୋନା ଟିକା ମିଳିବା ସହଜ ନୁହେଁ । ଜାତୀୟ ଗଣମାଧ୍ୟମକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେବେContinue reading “ଖୋଲା ବଜାରରେ କେବେ ମିଳିବ କରୋନା ଟିକା । ପଢନ୍ତୁ ଏହି ରିପୋର୍ଟ”

ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବ୍ୟକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ ।

କନକ ବ୍ୟୁରୋ : ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ପଂଚଭୁତି ସେକସନ୍ ଅଫିସର ମୁଖ୍ୟ ଫାଟକକୁ ସେହି ଗ୍ରାମର ଦୁର୍ଗା ପଣ୍ଡା ତାର ବାଡ଼ ଦେଇ ଅବରୋଧ କରିଛନ୍ତି । ଏହାସହ ଗେଟ୍ରେ ତାଲା ପକାଇ ରଖିଛନ୍ତି । ଫଳରେ କାର୍ଯ୍ୟାଳୟ ଓContinue reading “ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବ୍ୟକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ ।”

ନବରଙ୍ଗପୁରର ନିଆରା ଦିଆଲି ପର୍ବ । ବର୍ଷର ପ୍ରଥମ ଫସଲ ଅମଳ କରିବା ପରେ ଗୋ-ମାତାଙ୍କୁ ପୂଜା କରନ୍ତି ପ୍ରକୃତି ପ୍ରେମୀ ଆଦିବାସୀ । 

କନକ ବ୍ୟୁରୋ : ପ୍ରକୃତିର ଉପାସକ ଆଦିବାସୀ । ପ୍ରକୃତିଦତ ବସ୍ତୁ ଓ ଜନ୍ତୁଙ୍କୁ ନେଇ ଆଦିବାସୀଙ୍କ ପର୍ବ ଆଉ ପାର୍ବଣ । ସେମିତି ଏକ ପର୍ବ ଦିଆଲି ପର୍ବ । ଯେଉଁ ପର୍ବରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ବର୍ଷକର ପ୍ରଥମ ଫସଲକୁ ପ୍ରସାଦ ଆକାରରେ ଗୋ-ମାତାଙ୍କ ପାଖରେ ପୂଜା କରିଥାନ୍ତି । ଯାହାକୁ ଦିଆଲି ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଗାଇ-ଗୋରୁଙ୍କ ପୂଜା କରିବାର ପରମ୍ପରା ରହିଛି ।Continue reading “ନବରଙ୍ଗପୁରର ନିଆରା ଦିଆଲି ପର୍ବ । ବର୍ଷର ପ୍ରଥମ ଫସଲ ଅମଳ କରିବା ପରେ ଗୋ-ମାତାଙ୍କୁ ପୂଜା କରନ୍ତି ପ୍ରକୃତି ପ୍ରେମୀ ଆଦିବାସୀ । “

ନେତାଜୀଙ୍କୁ ନେଇ ଉଦବୋଧନ ରଖିଲେ ମୋଦୀ । କହିଲେ ସାରା ଦେଶବାସୀ ସୁଭାଷଙ୍କ ପାଖରେ ଋଣୀ । ପ୍ରତିବର୍ଷ ପାଳନ ହେବ ପରାକ୍ରମ ଦିବସ

କନକ ବ୍ୟୁରୋ: ନେତାଜୀଙ୍କ ପାଖରେ ଏ ସାରା ଦେଶ ଋଣୀ । ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି ତା ସୁଭାଷ ବୋଷଙ୍କ ପାଖରେ ଋଣୀ । ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ । ଶନିବାର ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପଶ୍ଚିମବଙ୍ଗରେ ଆଜି ବେଶ ଆଡମ୍ବର ସହକାରେ ନେତାଜୀଙ୍କContinue reading “ନେତାଜୀଙ୍କୁ ନେଇ ଉଦବୋଧନ ରଖିଲେ ମୋଦୀ । କହିଲେ ସାରା ଦେଶବାସୀ ସୁଭାଷଙ୍କ ପାଖରେ ଋଣୀ । ପ୍ରତିବର୍ଷ ପାଳନ ହେବ ପରାକ୍ରମ ଦିବସ”

ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କରିଦେଲେ ମମତା ବାନାର୍ଜୀ । ଲୋକେ ଜୟ ଶ୍ରୀ ରାମ ନାରା ଦେବାରୁ ରାଗିଗଲେ ମମତା । କହିଲେ କାହାର ଅପମାନ କରିବା ଠିକ୍ ନୁହେଁ

କନକ ବ୍ୟୁରୋ : ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କଲେ ମମତା । ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଥିଲେ । ମମତା ବାନାର୍ଜୀ ମଞ୍ଚ ଉପରକୁ ଉଠିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମର ନାରାContinue reading “ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କରିଦେଲେ ମମତା ବାନାର୍ଜୀ । ଲୋକେ ଜୟ ଶ୍ରୀ ରାମ ନାରା ଦେବାରୁ ରାଗିଗଲେ ମମତା । କହିଲେ କାହାର ଅପମାନ କରିବା ଠିକ୍ ନୁହେଁ”

ଜାତୀୟଉଦ୍ୟାନ ଚାଲିଛି କୁମ୍ଭୀର ଗଣନା । ବରିଷ୍ଠ ପ୍ରାଣୀ ବୈଜ୍ଞାନିକ କହିଲେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣା

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ ଜାନୁଆରୀ ୧୫ରୁ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବ । ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ତଥା ବଉଳା କୁମ୍ଭୀର ବିଷାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗର ୨୩ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଭିତରକନିକା ସଂଲଗ୍ନ ନଦୀ ନାଳରେ ବସବାସ କରୁଥିବା କୁମ୍ଭୀରଙ୍କContinue reading “ଜାତୀୟଉଦ୍ୟାନ ଚାଲିଛି କୁମ୍ଭୀର ଗଣନା । ବରିଷ୍ଠ ପ୍ରାଣୀ ବୈଜ୍ଞାନିକ କହିଲେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣା”

କାଲି ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କଲେଜ୍ ପଢୁଆ ଛାତ୍ରୀ । ଜାଣନ୍ତୁ କାହିଁକି ନିଆଗଲା ଏମିତି ନିଷ୍ପତ୍ତି ।

କନକ ବ୍ୟୁରୋ : ଫିଲ୍ମ ‘ନାୟକ’ର କାହାଣୀ ହୁଏତ ଆପଣଙ୍କର ମନେ ଥିବ । କିପରି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ ଅନିଲ କାପୁର । ଦିନିକିଆ ମୁଖ୍ୟମନ୍ତ୍ରୀ କଥା ଉଠିଲେ ମନକୁ ଆପେ ଆପେ ଚାଲିଆସେ ‘ନାୟକ’ ଫିଲ୍ମର କାହାଣୀ । କିନ୍ତୁ ଆଜି ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଦିନିକିଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସତ କାହାଣୀ କହିବୁ । ସୃଷ୍ଟି ସମ୍ଭାଳିବେ ଶାସନ ଭାର । ୨୪Continue reading “କାଲି ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କଲେଜ୍ ପଢୁଆ ଛାତ୍ରୀ । ଜାଣନ୍ତୁ କାହିଁକି ନିଆଗଲା ଏମିତି ନିଷ୍ପତ୍ତି ।”

Design a site like this with WordPress.com
Get started