ଆଜି ପବିତ୍ର ଶାମ୍ବ ଦଶମୀ: ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜାକରି ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ; ବିଶ୍ୱାସ ରହିଛି, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

କନକ ବ୍ୟୁରୋ: ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ଦୃଶ୍ୟମାନ ହେଉନଥିବାରୁ ରୀତିନୀତିରେ ପୂଜାର୍ଚ୍ଚନା ବିଳମ୍ବିତ ହୋଇଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ପୂତ୍ର ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଧର୍ମୀୟ ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଲେ ମନୋକାମନା ପୂରଣ ହୁଏ ।Continue reading “ଆଜି ପବିତ୍ର ଶାମ୍ବ ଦଶମୀ: ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜାକରି ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ; ବିଶ୍ୱାସ ରହିଛି, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା”

ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି

କନକ ବ୍ୟୁରୋ : ଲୋୟର ପିଏମଜିରୁ ଆନ୍ଦୋଳନ କରୁଥିବା ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଛି ପୁଲିସ । ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରାୟ ୨ଶହ ପୁଲିସ କର୍ମଚାରୀ ପହଂଚିଥିଲେ ଲୋୟର ପିଏମଜିରେ । ପ୍ରଥମେ ଆନ୍ଦୋଳନକାରୀ ଏଏନଏମକର୍ମୀଙ୍କୁ ଆନ୍ଦୋଳନସ୍ଥଳ ଛାଡି ଚାଲିଯିବାକୁ ପୁଲିସ କର୍ମୀ ବୁଝାଇଥିଲେ । ହେଲେ ଆନ୍ଦୋଳନକାରୀ କିଛି ନ ଶୁଣିବାରୁ ବଳପୂର୍ବକ ଉଠାଇ ନେଇଛନ୍ତି ପୁଲିସ । ରାଜଧାନୀରେContinue reading “ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି”

ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍

କନକ ବ୍ୟୁରୋ: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ  ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ।  ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କContinue reading “ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍”

ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ

କନକ ବ୍ୟୁରୋ: ବର୍ତ୍ତମାନ ସବୁଆଡେ ପାଳନ ହେଉଛି ସଡକ ସୁରକ୍ଷା ସପ୍ତାହ । ଲୋକମାନଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଉଛି ଓ ନପିନ୍ଧିଥିବା ଅମାନିଆଙ୍କୁ ସଚେତନ କରିବା ସହ ତାଗିଦ୍ ମଧ୍ୟ କରାଯାଉଛି । ହେଲେ ଖଲ୍ଲିକୋଟରୁ ଆସିଛି ଅଭାବନୀୟ ଚିତ୍ର । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ତରଫରୁ ଗାଡି ଚେକିଂ କରାଯାଉଥିବା ବେଳେ କନେଷ୍ଟବଳ ସୁଦର୍ଶନ ଜେନାଙ୍କContinue reading “ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ”

ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ

କନକ ବ୍ୟୁରୋ: ସ୍ୱଦେଶୀ ଟିକା କୋଭାକ୍ସିନ ଦକ୍ଷତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର । ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଶୁକ୍ରବାର ପ୍ରକାଶ ପାଇଛି ତଥ୍ୟ । ଏଥିରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି କୋଭାକ୍ସିନ ଟିକା ବେଶ୍ ପ୍ରଭାବୀ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ଏହି ଟିକାର ସେଭଳି କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେContinue reading “ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ”

ଆଜି ଆଉ ଜଣେ ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜୀବନର ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଃଶ୍ୱାସ ଥିବା ଯାଏଁ ବିତାଇଥିଲେ ସେ ବନ୍ଦୀ ଜୀବନ

କନକ ବ୍ୟୁରୋ: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ । ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସ୍ପର୍ଧିତ ସ୍ବାଭିମାନର ସ୍ବର ଥିଲେ ସେ। ସିପାହୀ ବିଦ୍ରୋହକୁContinue reading “ଆଜି ଆଉ ଜଣେ ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜୀବନର ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଃଶ୍ୱାସ ଥିବା ଯାଏଁ ବିତାଇଥିଲେ ସେ ବନ୍ଦୀ ଜୀବନ”

ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ

କନକ ବ୍ୟୁରୋ : ବୟସ ଗଢିଲାଣି । ପାଖକୁ ଆସୁଥିବା ବାର୍ଦ୍ଧକ୍ୟ ଭତ୍ତା ସରକାରୀ ନଥିପତ୍ରରେ ଲେଉଟି ଗଲାଣି । ଆଧାର ଆଳ ଦେଖାଇ ଭତ୍ତା କାଟି ଦେଇଛନ୍ତି ବାବୁ । ମାଲକାନଗିରି ମାଥିଲି ବ୍ଲକ ନୂଆଗୁଡା ଗାଁରୁ ଆସିଛି ବୁଢି ମାଉସୀର ଆଧାର କାହାଣୀ । ନୂଆଗୁଡାର ସୁକ୍ରି ପୂଜାରୀ, ବୟସ ୮୦ ଡେଇଁ ସାରିଛି । ବୟସର ଅପରାହ୍ନରେ ଆଖିକୁ ଦେଖାଯାଉନି କି ପାଖରେ ଆଧାର କାର୍ଡ ନାହିଁ । ତେଣୁ ୩ ବର୍ଷContinue reading “ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ”

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ: ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ

କନକ ବ୍ୟୁରୋ: ଆଜି ହେଉଛି ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନାୟକ ତଥା ଓଡିଶାର ଦୁଇ ସୁଯୋଗ୍ୟ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିିଥି । ମହାପୁରୁଷଙ୍କ ଜନ୍ମତିଥିରେ ମନେପକାଉଛି ଦେଶ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିଲେ ନେତାଜୀ । ପିଲାଟି ଦିନୁ ସେ ଥିଲେ ମେଧାବୀ ଓ ବୁଦ୍ଧିମାନ । ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଥିଲେ ସୁବାଷ ।Continue reading “ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ: ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ”

ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଦୈତନଗରୀ । କୁହୁଡି ଯୋଗୁଁ ୧୦ ମିଟର ଦୂରରୁ କିଛି ଦେଖାଯାଉ ନାହିଁ । ବର୍ଷା ଭଳି କୁହୁଡି ପଡୁଛି । ରାସ୍ତାରେ ଲୋକମାନେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଗାଡି ଚାଳକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଞ୍ଚିବା ଏକContinue reading “ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ”

ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ

କନକ ବ୍ୟୁରୋ: ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳ‌ରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି। ଗତରାତିରୁ ଆରମ୍ଭ ହୋଇଥିବାContinue reading “ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ”

Design a site like this with WordPress.com
Get started