କନକ ବ୍ୟୁରୋ : ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଆରଡିସିଙ୍କ ସହ ଆଲୋଚନା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା । ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ । ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା । ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜିContinue reading “ରାଜନୀତିରେ ଚାଷୀ ପ୍ରସଙ୍ଗ । ଆରଡିସିଙ୍କ ସହ ବିଜେପିର ୯ ଜଣିଆ ପ୍ରତିନିଧି ଦଳଙ୍କ ଆଲୋଚନା ।”
Tag Archives: News
ଧାନକିଣାକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । କହିଲା, ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ।
କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର ଏଭଳି କିଛି କଥା କହି ବିଜେପି ଉପରେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣରେ ଧାନContinue reading “ଧାନକିଣାକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । କହିଲା, ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ।”
‘ମଞ୍ଜରୀ’ର ନୂଆ ରିଅଲିଟି ସୋ’ ‘ଭାଉଜ ନମସ୍କାର’
ଆପଣ ତ ଜାଣିଥିବେ ! ଭାଇମାନେ ଅଫିସ୍ ବା କାମକୁ ବାହାରିଯିବା ପରେ କିଛି ଭାଉଜ ଘରେ ବସି ବୋର୍ ହୁଅନ୍ତି । କିନ୍ତୁ ଗାର୍ଗୀ ଭାଉଜ ଏମିତି ନୁହନ୍ତି, ଭାଇ ଘରୁ ବାହାରି ଯିବା ପରେ ସେ ନିଜ ନଣନ୍ଦଙ୍କ ସହ ମିଶି ଆରମ୍ଭ କରି ଦିଅନ୍ତି ଜବରଦସ୍ତ ଖଟି । ଏହି ଖଟି ବା କିଟି ପାର୍ଟିକୁ ଆଧାର କରି ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀମାନଙ୍କର, ନାରୀମାନଙ୍କContinue reading “‘ମଞ୍ଜରୀ’ର ନୂଆ ରିଅଲିଟି ସୋ’ ‘ଭାଉଜ ନମସ୍କାର’”
ଜାତୀୟ ରାଜପଥରେ ଚାଲି ଚାଲି ଗଲେ ବିଧାୟିକା : ହାତୀ ଉପଦ୍ରବରେ ଅତିଷ୍ଠ ହେବା ପରେ କରଂଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ; ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ କଲେ ଦାବି
କନକ ବ୍ୟୁରୋ : କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଦୁଧିଆଣି ରେଂଜ ଅଫିସ ଘେରାଉ କରିବା ସହ ୨୨୦ ନଂବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ଖବର ପାଇ କରଂଜିଆ ବିଧାୟିକା ଘଟଣାସ୍ଥଳକୁ ପହଂଚିଥିଲେ । ହେଲେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକେ ବିଧାୟିକାଙ୍କୁ ଜାତୀୟ ରାଜପଥରେ ଚଲାଇContinue reading “ଜାତୀୟ ରାଜପଥରେ ଚାଲି ଚାଲି ଗଲେ ବିଧାୟିକା : ହାତୀ ଉପଦ୍ରବରେ ଅତିଷ୍ଠ ହେବା ପରେ କରଂଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ; ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ କଲେ ଦାବି”
ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି : ସଞ୍ଜୟ ନାୟକଙ୍କୁ ୪ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ
କନକ ବ୍ୟୁରୋ : ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚାରି ବର୍ଷ ଅବଧି ପାଇଁ ସେ କାର୍ଯ୍ୟ କରିବେ । କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ କିମ୍ବା ଏହା ପୂର୍ବରୁ ଯାହା ଅର୍ଡର ହେବ ସେ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ । ପ୍ରଫେସର ସଞ୍ଜୟ କୁମାରContinue reading “ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି : ସଞ୍ଜୟ ନାୟକଙ୍କୁ ୪ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ”
ବାରଣାସୀର କରୋନା ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : କରୋନା ସମୟରେ ସ୍ୱାସ୍ଥ୍ୟ ସେବା ଓ ପ୍ରଥମେ ଟିକା ନେଇଥିବାରୁ ଜଣାଇଲେ ଧନ୍ୟବାଦ
କନକ ବ୍ୟୁରୋ : ସାରା ଦେଶରେ କୋଭିଡ ଟିକାକରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ୨୦୨୧ ଶୁଭରେ ଆରମ୍ଭ ହୋଇଛି । ଭାରତରେ ଏବେ ବିଶ୍ୱର ସବୁଠୁ ବଡ ଟିକାକରଣ ଜାରି ରହିଛି । ଭାରତ ଏବେ ଦୁଇଟି ସ୍ୱଦେଶୀ ଟିକା ବିକଶିତ କରିବା ସବ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଇ ଦେଉଛି । ବାରଣାସୀରେ ପ୍ରଥମ ଦଫାରେ ପ୍ରାୟ ୨୦Continue reading “ବାରଣାସୀର କରୋନା ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : କରୋନା ସମୟରେ ସ୍ୱାସ୍ଥ୍ୟ ସେବା ଓ ପ୍ରଥମେ ଟିକା ନେଇଥିବାରୁ ଜଣାଇଲେ ଧନ୍ୟବାଦ”
ଗଛ ଉପରେ ଭାଲୁ…ତଳେ ଜଗିଛି ମଣିଷ : ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରୁ ଆସିଛି ଏଭଳି ଚିତ୍ର; ଭାଲୁକୁ ଧରିବାକୁ ବନବିଭାଗର ଉଦ୍ୟମ
କନକ ବ୍ୟୁରୋ : ଗଛ ଉପରେ ଭାଲୁ, ତଳେ ମଣିଷ । ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଛନ୍ତି ଲୋକେ । ଭାଲୁକୁ ଦେଖି ଆତଙ୍କିତ ଲୋକେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଆଉଁଳି ଗାଁରେ ଏଭଳି ଘଟଣା ଘଟିଛି । କିଛି ଦିନ ହେଲା ୨ଟି ଭାଲୁ ଗାଁ ଚାରିପଟେ ବୁଲାବୁଲି କରୁଛନ୍ତି । ଭାଲଙ୍କୁ ଦେଖି ଗାଁ ଲୋକେ ବନ ବିଭାଗକୁContinue reading “ଗଛ ଉପରେ ଭାଲୁ…ତଳେ ଜଗିଛି ମଣିଷ : ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରୁ ଆସିଛି ଏଭଳି ଚିତ୍ର; ଭାଲୁକୁ ଧରିବାକୁ ବନବିଭାଗର ଉଦ୍ୟମ”
ଫାଟକ ଭାଙ୍ଗିଲେ, ଧସେଇ ପଶିଲେ । ସମ୍ବଲପୁର ଟାଉନଥାନାରେ ମଣ୍ଡି ସମସ୍ୟା ନେଇ ବିଜେପି କର୍ମୀଙ୍କ ଜୋରଦାର ହଙ୍ଗାମା
ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ଗତକାଲି ଗିରଫ ହୋଇଥିବା ବିଜେପି ନେତାମାନେ ଟାଉନ ଥାନାରେ ରାତି କାଟିଛନ୍ତି । ଏଣେ ଆଜି ସକାଳେ ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ମହିଳା ବିଜେପି କର୍ମୀ ଢେଲା ପଥର ମାଡ଼ କରିଛନ୍ତି । ଅପରପକ୍ଷରେ କର୍ମୀମାନଙ୍କୁ ଶାନ୍ତ କରିବା ଲାଗି ବିଜେପି ନେତୃବୃନ୍ଦ ବୁଝାଇଛନ୍ତି । ସୂଚନାଯୋଗ୍ୟ, ଆର୍ଡିସି ସେମାନଙ୍କୁ ନଭେଟିବା ଓContinue reading “ଫାଟକ ଭାଙ୍ଗିଲେ, ଧସେଇ ପଶିଲେ । ସମ୍ବଲପୁର ଟାଉନଥାନାରେ ମଣ୍ଡି ସମସ୍ୟା ନେଇ ବିଜେପି କର୍ମୀଙ୍କ ଜୋରଦାର ହଙ୍ଗାମା”
ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ
କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭାର ପ୍ରଶ୍ନକାଳ । ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବଜେଟ ଅଧିବେଶନରେ ସମସ୍ତ ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ । ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ । ନାଭା ଆପ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ସୂଚନା ଦେଇଛନ୍ତିContinue reading “ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ”
କଟକରୁ ଆସିଲା ଲଜ୍ଜାଜନକ ଖବର । ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଦୁଦ୍ୟମ
କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ ଜଣେ ମହିଳାଙ୍କ ପିଲା ନ ହେବାରୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲା ନ ହେବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। ଆଜି ଶ୍ବଶୁର ବୋହୂ ସ୍ବର୍ଣ୍ଣଲତାଙ୍କୁ ପାଖକୁ ଡ଼କାଇ ଘରେContinue reading “କଟକରୁ ଆସିଲା ଲଜ୍ଜାଜନକ ଖବର । ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଦୁଦ୍ୟମ”