କନକ ବ୍ୟୁରୋ: ଛତିଶଗଡ଼ର କୋକ୍ରାଲ ଡ଼୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରି ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି । ହଜାର ହଜାର ଆଦିବାସୀ ଏକାଠି ହୋଇ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଓଡିଶା ସୀମାରେ ହେବାକୁ ଥିବା ଡ୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରିଛନ୍ତି । କମାରପାଲି ପଂଚାୟତ ଠାରୁ ବିରାଟ ବଡ଼ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଏମାନେ । ୪ ଗୋଟି ପଂଚାୟତର ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ଡ୍ୟାମ ଓ ମାଇନ୍ସକୁContinue reading “ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ହଜାର ହଜାର ଆଦିବାସୀ: ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି”
Tag Archives: News
ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା
କନକ ବ୍ୟୁରୋ: ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଏହି ଦମଦାର ବିଜୟ ପରେ ନବୀନ ଟୁଇଟ୍ କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟୁଇଟ୍ କରି ନବୀନ ଲେଖିଛନ୍ତି ଯେ, ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା । ଦଳର ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତିContinue reading “ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା”
ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେପଟେ, ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ । ବ୍ରିସବେନର ସ୍ମରଣୀୟ ବିଜୟ ପରେ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେContinue reading “ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି”
ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର
କନକ ବ୍ୟୁରୋ: ତେଜିଲା ଉଷୁନା-ଅରୁଆ ଚାଉଳ ରାଜନୀତି । ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି , କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତContinue reading “ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର”
ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ ।
କନକ ବ୍ୟୁରୋ : ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜୟContinue reading “ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ । “
ଓଡିଶାରେ ନୂଆ ସେନା ଉପମୁଖ୍ୟ: ଭୁବନେଶ୍ୱର ପହଞ୍ଚିଲେ ଚଣ୍ଡି ପ୍ରସାଦ ମହାନ୍ତି; ବିମାନବନ୍ଦରରେ ୧୨୦ ବାଟାଲିୟନ ପକ୍ଷରୁ କରାଗଲା ସ୍ୱାଗତ
କନକ ବ୍ୟୁରୋ: ଓଡିଶାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେContinue reading “ଓଡିଶାରେ ନୂଆ ସେନା ଉପମୁଖ୍ୟ: ଭୁବନେଶ୍ୱର ପହଞ୍ଚିଲେ ଚଣ୍ଡି ପ୍ରସାଦ ମହାନ୍ତି; ବିମାନବନ୍ଦରରେ ୧୨୦ ବାଟାଲିୟନ ପକ୍ଷରୁ କରାଗଲା ସ୍ୱାଗତ”
ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।
କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । ବିଦେଶ ମାଟିରେ ଭାରତର ବଡ ବିଜୟ । ବ୍ରିସବେନରେ ଟିମ୍ ଇଣ୍ଡିଆ ଉଡାଇଲା ବିଜୟ ବାନା । ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କଲା ଭାରତ । ବ୍ରିସବେନ ବିଜୟ ସହ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଉ ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।Continue reading “ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।”
କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ
କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । କେତେକ ବସ୍ତା କଣା ହୋଇ ଚାଷୀ କଷ୍ଟ ଉପାର୍ଜିତ ମୂଲ ସବୁ ତଳେ ଗଦା ହୋଇଛି । ଯାହାକୁ ଜାଣିଲେ ଆପଣମାନେ ବି ବିଚଳିତ ହୋଇଯିବେ । ଚାଷୀଙ୍କ ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ । କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଏହି ଅବ୍ୟବସ୍ଥା ଲାଗି ରହିଛି । ଜୟପୁର ବ୍ଲକର ହାଡିଆContinue reading “କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ”
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ପ୍ରତିବର୍ଷ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ କରାଯିବ ପାଳନ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରେ ସୁବାଷ ବୋଷଙ୍କ ଜନ୍ମଦିନ ପାଳନ କରିବାର ନିଷ୍ପତ୍ତି ନେଇ ଏହି ମହାନ ବୀରଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଣିକି ପ୍ରତିବର୍ଷ ଜାନୁଆରୀ ୨୩କୁ ଲୋକେ ‘ପରାକ୍ରମ ଦିବସ’ ଭାବେ ମନେ ରଖିବେ ବୋଲି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କିContinue reading “କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ପ୍ରତିବର୍ଷ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ କରାଯିବ ପାଳନ ।”
ରାଜ୍ୟରେ ତୃତୀୟ ଦିନରେ ଟିକାକରଣ ଜାରି: ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଏବେ ମନାକଲେ, ପରେ ମାଗଣାରେ ଦିଆଯିବନି ଟିକା
କନକ ବ୍ୟୁରୋ: କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବାକୁ ଅପିଲ କରାଯାଇଛି । କିନ୍ତୁ ଯେଉଁମାନେ ଟିକାକରଣ ପାଇଁ ମନା କରିଦେଉଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେପଟେ ଆଜି ପହଞ୍ଚିବ ଦ୍ୱିତୀୟ ଦଫା କରୋନା ଟିକା । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫Continue reading “ରାଜ୍ୟରେ ତୃତୀୟ ଦିନରେ ଟିକାକରଣ ଜାରି: ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଏବେ ମନାକଲେ, ପରେ ମାଗଣାରେ ଦିଆଯିବନି ଟିକା”