ବାଣୀବିହାରରେ କୁଳପତିଙ୍କ ଅଫିସ ଆଗରେ ଛାତ୍ରଙ୍କ ଧାରଣା: ଗତକାଲି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ।  ସେପଟେ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଅଶାନ୍ତ ଛାତ୍ର । ଗତକାଲି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେContinue reading “ବାଣୀବିହାରରେ କୁଳପତିଙ୍କ ଅଫିସ ଆଗରେ ଛାତ୍ରଙ୍କ ଧାରଣା: ଗତକାଲି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି”

ବ୍ରିସବେନରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିଷଭ, ଟେଷ୍ଟରେ ପୂରଣ କଲେ ଦ୍ରୁତ ୧ ହଜାର ରନ୍

କନକ ବ୍ୟୁରୋ : ବ୍ରିସବେନ୍ ଟେଷ୍ଟରେ କ୍ୟାପଟେନ୍ କୁଲ୍ ମାହିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ସବୁଠୁ କମ୍ ଇଂନିସରେ ପୂରଣ କଲେ ୧ ହଜାର ରନ୍। ମଙ୍ଗଳବାର ଟିମ୍ ଇଣ୍ଡିଆର ୱିକେଟ୍ କିପର ରିଷଭ ପନ୍ତ ଟେଷ୍ଟ କ୍ୟାରିୟରରେ ନିଜର ୧ ହଜାର ରନ୍ ପୂରଣ କରିଛନ୍ତି। ମାତ୍ର ୨୭ଟି ପାଳି ଖେଳି ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିସହ ଭାରତୀୟ ୱିକେଟ୍ କିପର ଭାବେ ପନ୍ତ ଟେଷ୍ଟରେContinue reading “ବ୍ରିସବେନରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିଷଭ, ଟେଷ୍ଟରେ ପୂରଣ କଲେ ଦ୍ରୁତ ୧ ହଜାର ରନ୍”

ମହାମାରୀ ସହ ମହାଲଢେଇ: ଟିକା ନେଉଛି ସାରା ଓଡିଶା; ଆଜି ଅପରାହ୍ନରେ ଆସିବ ଆଉ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା

କନକ ବ୍ୟୁରୋ: କରୋନା ସହ ଚାଲିଛି ଲଢେଇ । ଟିକା ନେଉଛି ସାରା ଓଡିଶା । ଆଜି ତୃତୀୟ ଦିନରେ ଚାଲିଛି ଟିକାକରଣ । ଗତକାଲି ଦ୍ୱିତୀୟ ଦିନରେ ଟିକାକରଣର ଶହେ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି । ଗତକାଲି ଲକ୍ଷ୍ୟ ଥିଲା ୩୧ ହଜାର ୯୦୨ । କିନ୍ତୁ ଏହାଠାରୁ ଅଧିକ ୩୨ ହଜାର ୫୨୬ ଜଣ ଟିକା ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରରେContinue reading “ମହାମାରୀ ସହ ମହାଲଢେଇ: ଟିକା ନେଉଛି ସାରା ଓଡିଶା; ଆଜି ଅପରାହ୍ନରେ ଆସିବ ଆଉ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା”

ରିପବ୍ଲିକ୍ ଟିଭିକୁ ଆଇବିଏଫ ସଦସ୍ୟ ପଦରୁ ନିଲମ୍ବନ କରିବାକୁ ଏନବିଏର ଦାବି । ହ୍ୱାଟସଆପ ଚାଟ୍ ଭାଇରାଲକୁ ଏବେ ଚର୍ଚ୍ଚାରେ ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ । 

କନକ ବ୍ୟୁରୋ : ରିପବ୍ଲିକ୍‌ ଟିଭିର ପ୍ରତି‌ଷ୍ଠାତା ତଥା ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ  ଏବଂ ଟିଭି ରେଟିଂ ପ୍ରଦାନକାରୀ ସଂସ୍ଥା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟ୍‌ ବା ବାର୍ତ୍ତା ଆଦାନପ୍ରଦାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ୍‌(ଏନବିଏ)  ପକ୍ଷରୁ ଏକ ବିବୃତିରେ କୁହାଯାଇଛି କି ‘ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ସିଇଓଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟ୍‌ ଦେଖିବା ପ‌ରେ ଖୁବ୍ ଆଶ୍ଚର୍ଯ୍ୟContinue reading “ରିପବ୍ଲିକ୍ ଟିଭିକୁ ଆଇବିଏଫ ସଦସ୍ୟ ପଦରୁ ନିଲମ୍ବନ କରିବାକୁ ଏନବିଏର ଦାବି । ହ୍ୱାଟସଆପ ଚାଟ୍ ଭାଇରାଲକୁ ଏବେ ଚର୍ଚ୍ଚାରେ ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ । “

କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଗାଡି ଧକ୍କା ! ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ

କନକ ବ୍ୟୁରୋ:  ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଭବନ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ପଛେ ପଛେContinue reading “କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଗାଡି ଧକ୍କା ! ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ”

କଟକଣା ଭିତରେ ପାଳନ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା: ରକ୍ତରଂଜିତ ହେଲା ଶୁଳିଆ ପୀଠ; ପରମ୍ପରା ଓ ରୀତିନୀତି ଅନୁସାରେ ପଡିଲା ବଳି

କନକ ବ୍ୟୁରୋ: କରୋନା କଟକଣା ଭିତରେ ରକ୍ତରଂଜିତ ହେଲା ବଲାଙ୍ଗୀର ଶୁଳିଆ ଯାତ୍ରା । ଦେଓଗାଁ ବ୍ଲକ କୁଳିତାପଡା ପଂଚାୟତର ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡିଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଯାତ୍ରା ପାଳନ ହୋଇଛି । ହେଲେ କୋଭିଡ କଟକଣା ସତ୍ତେ୍ୱ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି । ପୂର୍ବରୁ ବଳି ରୋକିବାରେ ବିଫଳ ହୋଇ ଆସୁଥିବା ଜିଲ୍ଲା ଓ ପୁଲିସ ପ୍ରଶାସନ ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନିଛିContinue reading “କଟକଣା ଭିତରେ ପାଳନ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା: ରକ୍ତରଂଜିତ ହେଲା ଶୁଳିଆ ପୀଠ; ପରମ୍ପରା ଓ ରୀତିନୀତି ଅନୁସାରେ ପଡିଲା ବଳି”

ଫୁଟପାଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର । ଅକାଳରେ ଚାଲିଗଲା ୧୫ ଜୀବନ, ୩ ଜଣ ଗୁରୁତର । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ : ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୁରଟର କିମ୍‌ ମାଣ୍ଡବୀ ରାସ୍ତାର ଫୁଟପାଥରେ ଶୋଇଥିବା ୧୮ ଜଣଙ୍କ ଉପରେ ଏକ ଡମ୍ପର ଚଢ଼ିଯିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ଶ୍ରମିକ ଓ ସେମାନଙ୍କ ଘର ରାଜସ୍ଥାନର ବନଶ୍ୱାରା ଜିଲ୍ଲାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କିମ-ମାଣ୍ଡବୀ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଓଭରଟେକ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟର ସହContinue reading “ଫୁଟପାଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର । ଅକାଳରେ ଚାଲିଗଲା ୧୫ ଜୀବନ, ୩ ଜଣ ଗୁରୁତର । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।”

ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନ୍ତର୍ଜାତୀୟ ଅପମାନ । ଋଣ ଶୁଝିପାରୁନି କାଙ୍ଗାଳ ପାକିସ୍ତାନ, ଲିଜରେ ଦେଇଥିବା ବିମାନ ଜବତ କରିନେଲା ମିତ୍ରରାଷ୍ଟ୍ର ମାଲେସିଆ 

ପାକିସ୍ତାନକୁ ଅନ୍ତର୍ଜାତୀୟ ଅପମାନ । କାଙ୍ଗାଳ ପାକିସ୍ତାନକୁ ପାନେ ଦେଇଛି ତାର ମିତ୍ରରାଷ୍ଟ୍ର ମାଲେସିଆ । କଥାହେଲା କ୍ୱାଲଲମପୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ବିମାନ ଛିଡା ହୋଇଥିଲା । ପାକିସ୍ତାନ ଆସିବାକୁ ବିମାନରେ ସବାର ହୋଇସାରିଥିଲେ କର୍ମଚାରୀ ଓ ଯାତ୍ରୀ । କିନ୍ତୁ ସମସ୍ତଙ୍କୁ ତଳକୁ ଓହ୍ଲାଇ ଦିଆଗଲା । କାରଣ ବିମାନକୁ ଲିଜରେ ନେଇ ଟଙ୍କା ଶୁଝିନଥିଲା ପାକିସ୍ତାନ । ଏହାଠାରୁ ବଡ ଅପମାନ ଆଉ କ’ଣ ହୋଇପାରେ ? ଋଣ ଶୁଝିନଥିବାରୁ ପାକିସ୍ତାନContinue reading “ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନ୍ତର୍ଜାତୀୟ ଅପମାନ । ଋଣ ଶୁଝିପାରୁନି କାଙ୍ଗାଳ ପାକିସ୍ତାନ, ଲିଜରେ ଦେଇଥିବା ବିମାନ ଜବତ କରିନେଲା ମିତ୍ରରାଷ୍ଟ୍ର ମାଲେସିଆ “

ଶୀତ, କାକରରେ ଡେଲାଙ୍ଗ ତହସିଲ ଅଫିସ ଆଗରେ ସାରାରାତି ଦୁଇ ମହିଳାଙ୍କ ଧାରଣା । ଚାଷଜମି ସମସ୍ୟାର ସମାଧାନ ନହେବାରୁ ଆରମ୍ଭ କଲେ ଆମରଣ ଅନଶନ

କନକ ବ୍ୟୁରୋ : ତହସିଲ ଅଫିସ ଆଗରେ ଦୁଇ ମହିଳାଙ୍କ ଆମରଣ ଅନଶନ । ଦେହଥରା ଶୀତରେ ବି ରାତିତମାମ ଜାରି ରଖିଲେ ଧାରଣା । ଏଭଳି ଅଭାବନୀୟ ଚିତ୍ର ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ଅଫିସ ସାମ୍ନାରୁ । ନିଜ ହକ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବାପରେ ଏହିଭଳି କଠୋର ପଦକ୍ଷେପ ନେଇଛନ୍ତି ଦୁଇ ମହିଳା । ଜଣେ ଡେଲାଙ୍ଗ ବ୍ଲକ ଜେନାପୁର ଗାଁର ସସ୍ମିତା ମହାନ୍ତିContinue reading “ଶୀତ, କାକରରେ ଡେଲାଙ୍ଗ ତହସିଲ ଅଫିସ ଆଗରେ ସାରାରାତି ଦୁଇ ମହିଳାଙ୍କ ଧାରଣା । ଚାଷଜମି ସମସ୍ୟାର ସମାଧାନ ନହେବାରୁ ଆରମ୍ଭ କଲେ ଆମରଣ ଅନଶନ”

ମମତାଙ୍କୁ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ : ନନ୍ଦୀଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବି ନଚେତ ରାଜନୀତି ଛାଡିଦେବି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ଏବେ ଦୁଇ ଟାଣୁଆ ନେତା ମୁହାଁମୁହିଁ ସ୍ଥିତିକୁ ଆସିଯିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଶୁଭେନ୍ଦୁଙ୍କ ଗଡ଼ ନନ୍ଦୀଗ୍ରାମରେ ମେଗା ରାଲି କରି ମମତା ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ କରିଥିବା ବେଳେ ମମତାଙ୍କ ଗଡ଼ ଦକ୍ଷିଣ କୋଲକାତାରେ ଶୁଭେନ୍ଦୁ ରୋଡ଼ ସୋ’ କରି ଏହି ଚ୍ୟାଲେଞ୍ଜକୁ ଗ୍ରହଣContinue reading “ମମତାଙ୍କୁ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ : ନନ୍ଦୀଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବି ନଚେତ ରାଜନୀତି ଛାଡିଦେବି ।”

Design a site like this with WordPress.com
Get started