କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା । ଆଉ ବୋଡ ର୍କତୃପକ୍ଷ ସଜାଗ ହୋଇଗଲେ । ପରୀକ୍ଷାର ମାର୍କ ଭବିଷ୍ୟତ ନିର୍ଦ୍ଦାରଣ କରୁନଥିଲେ ବି ସରକାରୀ ସ୍ତରରେ ତିଆରି ହୋଇଥିବା ପ୍ରଶ୍ନ ୟୁଟ୍ୟୁବକୁ କେମିତି ଗଲା ତାହା ତଦନ୍ତସାପେକ୍ଷ । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ଘଟଣା ପରେ ପ୍ରମାଣ ସହିତ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ଖୁଲମଖୁଲା ଭାବରେ ପ୍ରଶ୍ନ ଉତର ୟୁଟ୍ୟୁବରେ ଘୁରି ବୁଲୁଥିଲା ।Continue reading “ପ୍ରହସନ ପାଲଟିଛି ଷାଣ୍ମାସିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍ ଖବର ପ୍ରସାରଣ ପରେ ପଶିଲା ଚେତା, ସାଇବର ଥାନାରେ ଏତଲା ଦେଲେ ବୋର୍ଡ କର୍ତ୍ତୃପକ୍ଷ”
Tag Archives: News
କେଉଁଠୁ ଲଢିବେ ଧର୍ମେନ୍ଦ୍ର? ଢେଙ୍କାନାଳ ନା’ ସମ୍ବଲପୁର? ଆରମ୍ଭ ହେଲା ଅଙ୍କକଷା
କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ପିଟିଆଇରେ ଧର୍ମେନ୍ଦ୍ରଙ୍କ ଖବର ରାଜ୍ୟ ରାଜନୀତିର ଭବିଷ୍ୟତ ପ୍ରଭାବକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଚ୍ଛା, ଲୋକସଭା ନିର୍ବାଚନ ଲଢିବେ । ଆଉ ତାହା ପୁଣି ଓଡିଶାରୁ । ଢେଙ୍କାନାଳ ନା ସମ୍ବଲପୁର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ବିଜେପି ଶିବିର ଏହାକୁ ନେଇ ଉତ୍ସାହିତ ଥିବା ବେଳେ ବିଜେଡି କହୁଛି ଧର୍ମେନ୍ଦ୍ର ଲଢିଲେ ବି ଆମେ ଜିତିବୁ । ଓଡିଶାରୁContinue reading “କେଉଁଠୁ ଲଢିବେ ଧର୍ମେନ୍ଦ୍ର? ଢେଙ୍କାନାଳ ନା’ ସମ୍ବଲପୁର? ଆରମ୍ଭ ହେଲା ଅଙ୍କକଷା”
ଜନ୍ମମାଟିରେ ଝରିଲା ଲୁହ: ସହିଦ ଯବାନ ସରୋଜ ଦାସଙ୍କୁ ଅନ୍ତିମ ଶ୍ରଦ୍ଧାଂଜଳି ଜଣାଇଲା ଶୋକାକୂଳ ଗାଁ ଲୋକ
କନକ ବ୍ୟୁରୋ: ଲୁହରେ ଭିଜିଲା ସହିଦ ସରୋଜ ଦାସଙ୍କ ଗାଁ । କିଏ ନିଜ ପିଲା ଦିନର ସାଙ୍ଗକୁ ଖୋଜି ବାହୁନି ବାହୁନି ହୋଇ କାନ୍ଦୁଛି ତ ଆଉ କିଏ କ୍ରିକେଟ ପଡିଆର ଜଣେ ସହଯୋଗୀକୁ ହରାଇଛି ବୋଲି କହି ସହିଦ ସରୋଜଙ୍କୁ ମନେ ପକାଇଛି । ଆଜି ଗାଁରେ ମର ଶରୀର ପହଂଚିବା ପରେ ପୁରା ଶୋକାକୂଳ ହୋଇପଡିଛି ଗାଁ । ସେପଟେ ଶେଷ ଫୋନ୍ କଲ ଏବଂ ସରୋଜ କହିଯାଇଥିବା କଥାକୁ ମନେ ପକାଇContinue reading “ଜନ୍ମମାଟିରେ ଝରିଲା ଲୁହ: ସହିଦ ଯବାନ ସରୋଜ ଦାସଙ୍କୁ ଅନ୍ତିମ ଶ୍ରଦ୍ଧାଂଜଳି ଜଣାଇଲା ଶୋକାକୂଳ ଗାଁ ଲୋକ”
ଉଲଗ୍ନ ହୋଇ ଯାଉଥିଲେ, ଲୋକେ କେବଳ ଦେଖୁଥିଲେ: ଚିକିତ୍ସା ପରେ ମୁହଁ ଖୋଲିଲେ ମହିଳା, କହିଲେ ଅତ୍ୟାଚାରର କାହାଣୀ
କନକ ବ୍ୟୁରୋ: ଉଲଗ୍ନ ମହିଳାଙ୍କ କରୁଣ କାହାଣୀ । ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ଏହି ଦୁଇ ମହିଳାଙ୍କ କାହାଣୀ ଆପଣଙ୍କୁ ସ୍ତବ୍ଧ କରି ଦେଇପାରେ । ପ୍ରାଥମିକ ସୂଚନାରୁ ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡିଥିଲା, କିନ୍ତୁ ମାନସିକ ସ୍ଥିତି କାହିଁକି ଖରାପ ଅଛି ତାହା ଜଣାପଡିନଥିଲା । ପରେ ନିଜ ମୁହଁରେ ମହିଳା କହିଛନ୍ତି ଦୁଷ୍କର୍ମର କଳା କାହାଣୀ । ବିଧାୟିକା କୁସୁମ ଟେଟେ ସିନା ଉଲଗ୍ନ ଶରୀରରେ ଲୁଗା ଦେଇଦେଲେ ହେଲେ ମନ ଭିତରରContinue reading “ଉଲଗ୍ନ ହୋଇ ଯାଉଥିଲେ, ଲୋକେ କେବଳ ଦେଖୁଥିଲେ: ଚିକିତ୍ସା ପରେ ମୁହଁ ଖୋଲିଲେ ମହିଳା, କହିଲେ ଅତ୍ୟାଚାରର କାହାଣୀ”
ଆସିଛି ପାର୍ବଣ, ଜମୁଛି ପୂଜା: ଶାରଦୀୟ ପାର୍ବଣ ଋତୁରେ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା
କନକ ବ୍ୟୁରୋ: ଆସିଛି ପାର୍ବଣ ରୁତୁ । ଆଉ ଜମୁଛି ପୂଜା । ବିଭିନ୍ନ ଶକ୍ତି ପୀଠ ମା’ ଆଗମନ ପାଇଁ ବେଶ ଚଳଚଂଚଳ ହୋଇପଡ଼ିଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଓ ବୌଦ୍ଧର ମା’ ଭୈରବୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ମୂଳାଷ୍ଟମୀରେ ୧୦୮ ଗରା ସୁବାସିତ ଜଳରେ ମା’ଙ୍କର ମହାସ୍ନାନ କରାଯାଇ ଘଂଟଘଂଟା,Continue reading “ଆସିଛି ପାର୍ବଣ, ଜମୁଛି ପୂଜା: ଶାରଦୀୟ ପାର୍ବଣ ଋତୁରେ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା”
କଲେଜ ପାଇଁ ଜମି ଦେଇଦଲେ ବରଗଡ଼ର ଦରଦୀ ଚାଷୀ: ନିଜର ୫ ଏକର ଜମି ଦାନ କରି ଚର୍ଚ୍ଚାରେ ଚାଷୀ ମାୟାଧର
କନକ ବ୍ୟୁରୋ: ପିଲାଙ୍କ ପାଠ ପଢ଼ା ପାଇଁ ଜମି ଦେଇଦେଲେ ଜଣେ ଦରଦୀ ଚାଷୀ । ନିଜର ୫ ଏକର ଜମି ସେ କଲେଜ ତିଆରି ପାଇଁ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ବରଗଡ଼ ଅଂଚଳର ଏହି ଚାଷୀ ଜଣଙ୍କ ଏବେ ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ସେବା କରି ଚର୍ଚ୍ଚାକୁ ଆସିଛନ୍ତି ଚାଷୀ ମାୟାଧର ପୋଢ଼ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତContinue reading “କଲେଜ ପାଇଁ ଜମି ଦେଇଦଲେ ବରଗଡ଼ର ଦରଦୀ ଚାଷୀ: ନିଜର ୫ ଏକର ଜମି ଦାନ କରି ଚର୍ଚ୍ଚାରେ ଚାଷୀ ମାୟାଧର”
ପରିଣତ ବୟସରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଣାସ ଅଂଚଳର ରବିନ୍ଦ୍ର ମଉସା: ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ଅଳତା ସିନ୍ଦୂର
କନକ ବ୍ୟୁରୋ: ଯେଉଁ ବୟସରେ ବଂଚିବା ପାଇଁ ଅନ୍ୟର ସାହାରା ଅବଶ୍ୟକ ସେହି ବୟସରେ ଜୀବନ ଜିଇବା ପାଇଁ କରୁଛନ୍ତି ସଂଘର୍ଷ । ପରିଣତ ବୟରେ ପରିବାର ଲୋକେ ପର କରିଦେବା ପରେ ସେ ଜୀବନରେ ହାର ମାନିନାହାନ୍ତି । ବରଂ ପୁରୀ ଜିଲ୍ଲା କଣାସ ଅଂଚଳରେ ସିନ୍ଦୂର ଓ ଅଳତା ବିକ୍ରି କରି ପେଟ ପୋଷୁଛନ୍ତି ରବିନ୍ଦ୍ର ମଉସା । ବୟସ ୭୫ ଟପିଲାଣି । ହାତରେ ଦୁଇଟି ପୁରୁଣା ବ୍ୟାଗ୍ । ପାଦ ମଧ୍ୟContinue reading “ପରିଣତ ବୟସରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଣାସ ଅଂଚଳର ରବିନ୍ଦ୍ର ମଉସା: ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ଅଳତା ସିନ୍ଦୂର”
ଝିଅ ନଥିଲେ, ବାପାଙ୍କ ପାଇଁ ସେ ଥିଲେ ପୁଅ: ବାପାଙ୍କ ଶେଷ ଇଛା ପୂରଣ କରି ପୁଅ ଭଳି ମୁଖାଗ୍ନି ଦେଲେ ନବରଙ୍ଗପୁରର ରେଶମା
କନକ ବ୍ୟୁରୋ: ମଲା ପରେ ପୁଅ ହିଁ କେବଳ ମୁଖାଗ୍ନି ଦେଇପାରିବେ ତାହା ଅନେକ ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ପୁଅ ନୁହେଁ ଝିଅ ବି ଦେଇପାରିବେ ମୁଖାଗ୍ନି । ଆଉ ଯାହାକୁ ପ୍ରମାଣିତ କରିଛନ୍ତି ନବରଙ୍ଗରର ଝିଅ ରେଶମା । ଏଭଳି କିଛି କରି ସେ ତାଙ୍କ ବାପାଙ୍କ ଅନ୍ତିମ ଇଛା ପୂରଣ କରିଛନ୍ତି । ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ମୋତେ ମୁଖାଗ୍ନି ଦେବୁContinue reading “ଝିଅ ନଥିଲେ, ବାପାଙ୍କ ପାଇଁ ସେ ଥିଲେ ପୁଅ: ବାପାଙ୍କ ଶେଷ ଇଛା ପୂରଣ କରି ପୁଅ ଭଳି ମୁଖାଗ୍ନି ଦେଲେ ନବରଙ୍ଗପୁରର ରେଶମା”
କାଳ ହେଲା ଖରାପ ରାସ୍ତା: ଟ୍ରକ୍ ଚକା ତଳେ ଚାଲିଗଲା ୫ ବର୍ଷର ପୁଅର ଜୀବନ, ବାପା ଗୁରୁତର
କନକ ବ୍ୟୁରୋ: କାଳ ପାଲଟିଲା ଖରାପ ରାସ୍ତା । ଟ୍ରକ୍ ଦୁର୍ଘଟଣା ଯୋଗୁଁ ଚାଲିଗଲା ୫ ବର୍ଷର ପୁଅର ଜୀବନ । ବାପା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଅକୁ ହରାଇ କାନ୍ଦୁଛି ପୁରା ପରିବାର । ରାସ୍ତା ଖରାପ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ-ଯଶିପୁର ମୁଖ୍ୟ ବଜାର ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅସ୍ଥାୟୀ ଭାବେ ରାସ୍ତା ମରାମତି କରୁଥିବାରୁ ଉଭୟ ପାଶ୍ୱର୍ରେ ଶହContinue reading “କାଳ ହେଲା ଖରାପ ରାସ୍ତା: ଟ୍ରକ୍ ଚକା ତଳେ ଚାଲିଗଲା ୫ ବର୍ଷର ପୁଅର ଜୀବନ, ବାପା ଗୁରୁତର”
ସୁନ୍ଦରଗଡରେ ଉଲଗ୍ନ ବୁଲୁଥିବା ଦୁଇ ମହିଳାଙ୍କ ମିଳିଲା ପରିଚୟ: ସଂପର୍କରେ ଉଭୟ ମାଆ-ଝିଅ, ଘର ଝାଡଖଣ୍ଡ । ଆଣିଲେ ସାଂଘାତିକ ଅଭିଯୋଗ
କନକ ବ୍ୟୁରୋ: ସୁନ୍ଦରଗଡ ରାସ୍ତାରେ ଦୁଇ ମହିଳା ଉଲଗ୍ନ ହୋଇ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ସହାୟତାର ହତା ବଢାଇଥିଲେ ବିଧାୟକ କୁସୁମ ଟେଟେ । ଏହି ଖବର ଆମେ ଗତକାଲି ଆପଣଙ୍କୁ ଦେଖାଇଥିଲୁ । ଆଜି ସେହି ଖବରର ସାଂଘାତିକ ସତ ସାମ୍ନାକୁ ଆସିଛି । ପ୍ରଥମେ ସେମାନଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ସନ୍ଦେହ କରାଯାଉଥିଲା । ହେଲେ ଗୋଟିଏ ଦିନର ଚିକିତ୍ସା ପରେ ସେମାନେ ସଂପର୍କରେ ମାଆ ଓ ଝିଅ ବୋଲି ଜଣାପଡିଛିContinue reading “ସୁନ୍ଦରଗଡରେ ଉଲଗ୍ନ ବୁଲୁଥିବା ଦୁଇ ମହିଳାଙ୍କ ମିଳିଲା ପରିଚୟ: ସଂପର୍କରେ ଉଭୟ ମାଆ-ଝିଅ, ଘର ଝାଡଖଣ୍ଡ । ଆଣିଲେ ସାଂଘାତିକ ଅଭିଯୋଗ”