କନକ ନ୍ୟୁଜ: ମୁଖାଗ୍ନି- ମୃତ୍ୟୁ ପରର ମୁଖ୍ୟ କର୍ମ, ଅନ୍ତିମ ସଂସ୍କାରର ପ୍ରାଥମିକ ପ୍ରକ୍ରିୟା । ମାନବ ସମାଜରେ ବିଶ୍ୱାସ ରହିଛି, ମୁଖାଗ୍ନି ମୋକ୍ଷ ପ୍ରାପ୍ତିର ପଥ ମଧ୍ୟ । ସନ୍ତାନ ହୁଅନ୍ତୁ ବା ସମ୍ପର୍କୀୟ ପ୍ରାଣହୀନ ଶରୀରରେ ମୁଖାଗ୍ନି ଦେବା ପରେ ହିଁ ସମ୍ପୂର୍ଣ୍ଣ ହୁଏ ଶବ ସକ୍ରାର । ତେବେ ମୁଖାଗ୍ନିକୁ ନେଇ ନବରଙ୍ଗପୁର ଏବଂ ପାଟଣାଗଡରୁ ଆସିଛି ଦୁଇଟି ଭିନ୍ନ ଭିନ୍ନ ଖବର । ଯାହା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛିContinue reading “ମୃତ୍ୟୁ ପରର ଦୁଇଟି କାହାଣୀ । ଜେଲରେ ପୁଅ, ବାପାଙ୍କୁ ମୁଖାଗ୍ନି ଦେଲେ ସ୍ୱେଚ୍ଛାସେବୀ । ପୂର୍ଣ୍ଣ ହେଲା ଇଚ୍ଛା- ଝିଅ ଦେଲା ବାପା ମୁହଁରେ ନିଆଁ ।”
Tag Archives: News
ସାଙ୍ଗର ଶେଷ ସତ୍କାର ପାଇଁ ଏକାଠି ହେଇଛନ୍ତି ସାଙ୍ଗ । ଫୁଲରେ ସଜାଇ ଦେଉଛନ୍ତି ମଶାଣୀ । ସହିଦ ପୁଅକୁ ଶେଷ ବିଦାୟ ଦେବ କେନ୍ଦୁଢିପ ଗାଁ ।
କନକ ବ୍ୟୁରୋ: ଦିନେ ଯେଉଁ ସାଙ୍ଗକୁ ଫୁଲ ତୋଡା ଦେଇ ଗାଁକୁ ସ୍ୱାଗତ କରୁଥିଲେ, ଏବେ ସେଇ ସାଙ୍ଗ ପାଇଁ ମଶାଣୀ ଭୁଇଁରେ ସଜାଉଛନ୍ତି ଫୁଲ । ସାଙ୍ଗର ଶେଷ ସତ୍କାର ପାଇଁ ସାଙ୍ଗମାନେ ଏକାଠି ହେଇଛନ୍ତି । ଆଉ କେନ୍ଦୁଢିପ ଗାଁର ମଶାଣୀକୁ ଆଜି ଫୁଲରେ ସଜାଉଛନ୍ତି । ସିକ୍କିମରେ ଓଡିଆ ଯବାନ ସରୋଜ ଦାସ ସହିଦ ହେବା ପରେ ଆଜି ତାଙ୍କ ପାର୍ଥିବ ଶରୀର ଆସି ଜନ୍ମମାଟିରେ ପହଞ୍ଚିଛି । ଭୁବନେଶ୍ୱରରେ ସରୋଜଙ୍କ ପାର୍ଥିବContinue reading “ସାଙ୍ଗର ଶେଷ ସତ୍କାର ପାଇଁ ଏକାଠି ହେଇଛନ୍ତି ସାଙ୍ଗ । ଫୁଲରେ ସଜାଇ ଦେଉଛନ୍ତି ମଶାଣୀ । ସହିଦ ପୁଅକୁ ଶେଷ ବିଦାୟ ଦେବ କେନ୍ଦୁଢିପ ଗାଁ ।”
ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ସାଇବର ଥାନାରେ ଏତଲା ଦେଲା ବୋର୍ଡ ।
କନକ ବ୍ୟୁରୋ: ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଏକ ୟୁଟ୍ୟୁବ ଚ୍ୟାନେଲ ନାଁରେ ଏତଲା ଦେଇଥିବା ସୂଚନା ମିଳିଛି । ଏଥିସହ କ୍ରାଇମବ୍ରାଞ୍ଚ କଟକ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ସଂପୃକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏତଲା ଦେବା ପରେ ବୋର୍ଡContinue reading “ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ସାଇବର ଥାନାରେ ଏତଲା ଦେଲା ବୋର୍ଡ ।”
ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା: ଶିକାରୀ ଓ ସନ୍ଦିଗ୍ଧଙ୍କର ମୋବାଇଲ ଟ୍ରାକିଂ ସହ କଲ ଡିଟେଲ୍ସ ଯାଂଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି
କନକ ବ୍ୟୁରୋ: ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା । ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ ବନ ଅଧିକାରୀ । ଲୋକେସନ ଟ୍ରାକସହ କଲ ଡିଟେଲସ ଯାଂଚ କରିବା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଜୟଦେବଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଏହି ସୂଚନା ଦେଇଛନ୍ତି ୱାଇଲଡ ଲାଇଫ ପିସିସିଏଫ୍ । ସେହିପରି ଶିକାରୀଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି ବନ ଅଧିକାରୀ । ଏପର୍ଯ୍ୟନ୍ତContinue reading “ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା: ଶିକାରୀ ଓ ସନ୍ଦିଗ୍ଧଙ୍କର ମୋବାଇଲ ଟ୍ରାକିଂ ସହ କଲ ଡିଟେଲ୍ସ ଯାଂଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି”
ଦିନେ ଇନଫୋସିସରେ ସଫାକରୁଥିଲେ ଟଏଲେଟ୍: ଗାଁରେ କରୁଥିଲେ ଦିନ ମଜୁରିଆ କାମ, ଏବେ ୨କୋଟି ଟଙ୍କା କମ୍ପାନୀର ମାଲିକ
କନକ ବ୍ୟୁରୋ: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଯଦି ତୁମେ ସଂଘର୍ଷ କରିଛ ତେବେ ସଫଳତା ନିଶ୍ଚେ ପାଇବ । ଏହାର ଏକ ବଡ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ରର ଦାଦା ସାହେବ ଭଗତ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପ୍ରେରଣା ପାଇବେ । ଆଉ ଜାଣିପାରିବେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା କିଏ ଦାଦା ସାହେବ ଭଗତ? ଆଉ ତାଙ୍କର ସଫଳତାର କାହାଣୀContinue reading “ଦିନେ ଇନଫୋସିସରେ ସଫାକରୁଥିଲେ ଟଏଲେଟ୍: ଗାଁରେ କରୁଥିଲେ ଦିନ ମଜୁରିଆ କାମ, ଏବେ ୨କୋଟି ଟଙ୍କା କମ୍ପାନୀର ମାଲିକ”
ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ । ବୋମାରେ ଧ୍ୱଂସବିଧ୍ୱଂସ ହେଲା ଗାଜା । ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା ।
କନକ ବ୍ୟୁରୋ: ପାଲେଷ୍ଟାଇନକୁ ପାନେ ଦେବାକୁ ଏବେ ଯୁଦ୍ଧ ମୈଦାନରେ ନିଜର ଫାଇଟର ଜେଟକୁ ନିଯୁକ୍ତ କରିଛି ଇସ୍ରାଏଲ୍ । ଇସ୍ରାଏଲର ସେନା ଗାଜା ପଟ୍ଟି ପଟରୁ ହମାସ ବିରୋଧରେ ‘ଅପରେସନ୍ ଆଇରନ୍ ସ୍କ୍ୱାର୍ଡ’ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଆକାଶ ପଥରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା । ଆକାଶରେ ଏବେ ଲଢୁଆ ବିମାନ ପଇଁତରା ମାରୁଥିବାବେଳେ, ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ଉପରେ ଇସ୍ରାଏଲ ତରଫରୁ ପାଲଟା ଆକ୍ରମଣ କରାଯାଇଛିContinue reading “ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ । ବୋମାରେ ଧ୍ୱଂସବିଧ୍ୱଂସ ହେଲା ଗାଜା । ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା ।”
ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ମହିଳା ପରେ ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ
କନକ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣିମ ସଫଳତା । ପୁରୁଷ କବାଡିରେ ଗୋଲ୍ଡ ମେଡାଲ ପାଇଲା ଭାରତ । ଇରାନ ଟିମକୁ ୩୩-୨୯ରେ ହରାଇ ଭାରତୀୟ ପୁରୁଷ କବାଡି ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ମହିଳା କ୍ରିକେଟ ଟିମ ପରେ ପୁରୁଷ କ୍ରିକେଟ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ ମୁକାବିଲା ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିଲା । ହେଲେ ବର୍ଷା ବାଧକ ସାଜିବାରୁ ମ୍ୟାଚ ରଦ୍ଦContinue reading “ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ମହିଳା ପରେ ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ”
ଏସୀୟ କ୍ରୀଡା, ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ
କନକ ବ୍ୟୁରୋ : ଏସୀୟ କ୍ରୀଡାରେ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଲା । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛି । ସେହିଭଳି ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଛି ଭାରତୀୟ ମହିଳା କବାଡି ଦଳ । ସେପଟେ ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓContinue reading “ଏସୀୟ କ୍ରୀଡା, ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ”
ଭୁବନେଶ୍ୱରରେ ଓଡିଆ ଯବାନଙ୍କ ପାର୍ଥିବ ଶରୀର : ସିକ୍କିମ ବନ୍ୟାରେ ସହିଦ ହୋଇଥିଲେ ସରୋଜ କୁମାର ଦାସ
କନକ ବ୍ୟୁରୋ : ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେContinue reading “ଭୁବନେଶ୍ୱରରେ ଓଡିଆ ଯବାନଙ୍କ ପାର୍ଥିବ ଶରୀର : ସିକ୍କିମ ବନ୍ୟାରେ ସହିଦ ହୋଇଥିଲେ ସରୋଜ କୁମାର ଦାସ”
ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଘୋଷଣା କରିଛନ୍ତି । ଏସୀୟ କ୍ରୀଡାରେ ହକିରେ ସ୍ୱର୍ଣ୍ଣ ବିଜୟ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲContinue reading “ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ”