କ’ଣ ହେବ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଗ୍ୟ ? ଡବଲ ମର୍ଡର ଘଟଣା, ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଜେଏମଏଫସି କୋର୍ଟ

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ସମନ କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ପଠାଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ କୁମାର ବରାଳ କରିଥିବା ଅଭିଯୋଗ ଆଧାରରେ କୋର୍ଟ ଏହି ସମନ ପଠାଇଥିବା ସୂଚନାContinue reading “କ’ଣ ହେବ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଗ୍ୟ ? ଡବଲ ମର୍ଡର ଘଟଣା, ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଜେଏମଏଫସି କୋର୍ଟ”

କେଉଁ ଆସନରୁ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର ପ୍ରଧାନ ? ରାଜ୍ୟର ନିର୍ବାଚନ ମାହୋଲକୁ କରିବ କି ପ୍ରଭାବିତ ? ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲୋକସଭା ନିର୍ବାଚନ ଲଢିବା ନେଇ ଆଗ୍ରହ ଦେଖାଇବା ପରେ ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି । କେଉଁ ଆସନରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବେ ? ନିର୍ବାଚନ ଲଢିବା ପାଇଁ ସମ୍ବଲପୁରକୁ ବାଛିବେ ନା ଢେଙ୍କାନାଳ ଲୋକସଭା ଆସନକୁ ବାଛିବେ ? ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବେ ରାଜ୍ୟର ନିର୍ବାଚନ ମାହୋଲକୁ ପ୍ରଭାବିତ କରିବ କି ? ଏଭଳି ଅନେକ ପ୍ରଶ୍ନ ଉଠୁଛିContinue reading “କେଉଁ ଆସନରୁ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର ପ୍ରଧାନ ? ରାଜ୍ୟର ନିର୍ବାଚନ ମାହୋଲକୁ କରିବ କି ପ୍ରଭାବିତ ? ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା”

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା : ଖବର ପ୍ରସାରଣ ପରେ ତତ୍ପର ମାଧ୍ୟମିକ ଶିକ୍ଷା ପରିଷଦ; ବୋର୍ଡ ପକ୍ଷରୁ ସାଇବର ଥାନାରେ ଦିଆଯିବ ଏତଲା

କନକ ବ୍ୟୁରୋ : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ହେଲା ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନ ପତ୍ର ଲିକ୍ ମାମଲାର ହେବ ଅନୁସନ୍ଧାନ । ସାଇବାର ଥାନାରେ ଆଜି ଏତଲା ଦେବ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନ ପତ୍ର ଲିକ୍ କରୁଥିବା ୟୁଟ୍ୟୁବ ଚ୍ୟାନେଲର ତାଲିକା ଦେବ ବୋର୍ଡ । ଏନେଇ କନକ ନ୍ୟୁଜରେ ସୂଚନା ଦେଇଛନ୍ତି ବୋର୍ଡContinue reading “ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା : ଖବର ପ୍ରସାରଣ ପରେ ତତ୍ପର ମାଧ୍ୟମିକ ଶିକ୍ଷା ପରିଷଦ; ବୋର୍ଡ ପକ୍ଷରୁ ସାଇବର ଥାନାରେ ଦିଆଯିବ ଏତଲା”

କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା, ୨ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ

କାନାଡାର ବ୍ରିଟିଶ କଲମ୍ବିଆରେ ଏକ ବିମାନ ଦୁର୍ଘଟଣା ଘଟିଛି । ଭାନକୋଭର ନିକଟ ଚିଲିୱାକ୍ ରେ  ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଦୁଇ ଭାରତୀୟ ପାଇଲଟ ମୁମ୍ବାଇର ବାସିନ୍ଦା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିକହନ୍ତି । ଏହି ଦୁଇ ଟ୍ରେନି ପାଇଲଟ ମୁମ୍ବାଇରContinue reading “କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା, ୨ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ”

ଭୀଷଣ ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ । କେନ୍ଦ୍ର ଆଫଗାନିସ୍ତାନର ପଶ୍ଚିମ କ୍ଷେତ୍ରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଏଥିରେ ହୋଇଥିବା କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ । ଥରେ ନୁହେଁ ଲଗାତାର ଦୁଇ ଥର ଭୂମିକମ୍ପ ହୋଇଛି । ଆଜି ୧୨ଟା ୧୧ ମିନିଟରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୬.୧ ଥିବାବେଳେ ପରେ ପରେ ୧୨ଟା ୧୯ ମିନିଟରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା , ଯାହାର ତୀବ୍ରତା ରିକ୍ଟର ସ୍କେଲରେContinue reading “ଭୀଷଣ ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧”

ନର୍ଗିସ୍ ମହମ୍ମଦଙ୍କୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ନେଇ ଇରାନ କ୍ରୋଧିତ

ଚଳିତ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ନୂଆ ବିବାଦ । ଇରାନ କରିଛି ଜୋରଦାର ବିରୋଧ  ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୧ ବର୍ଷୀୟ ସାମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ନର୍ଗିସ୍ ମହମ୍ମଦ ଗତ ଦୁଇ ଦଶନ୍ଧିର ଅଧିକାଂଶ ସମୟ ରାଜ୍ୟ ବିରୋଧୀ ପ୍ରଚାର ପ୍ରସାର କରିବା ଏବଂ ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରିବା ଭଳି ଏକାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ନଭେମ୍ବର ୨୦୨୧  ରୁ ସେ ଜେଲରେContinue reading “ନର୍ଗିସ୍ ମହମ୍ମଦଙ୍କୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ନେଇ ଇରାନ କ୍ରୋଧିତ”

ବିଧାୟିକା କୁସୁମ ଟେଟେଙ୍କ ମାନବିକତା : ବିନା ପୋଷାକରେ ଯାଉଥିବା ୨ ମହିଳାଙ୍କୁ ନିଜ ଘୋଡାଇଲେ ନିଜ ଉତ୍ତରୀୟ

କନକ ବ୍ୟୁରୋ : ମାନବିକତା ଦେଖାଇଲେ ବିଜେପି ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସହର ଭିତରେ ଉଲଗ୍ନ ହୋଇ ଚାଲି ଚାଲି ଆସୁଥିବା ଦୁଇ ଜଣ ମହିଳାଙ୍କୁ ବଢାଇଲେ ସହାୟତାର ହାତ । ଇବ୍ ନଦୀର ବ୍ରିଜ ନିକଟରେ ଏମାନେ ବିନା କପଡାରେ ଯାଉଥିବା ଦେଖି ଅଟକି ଯାଇଥିଲେ କୁସୁମ ଟେଟେ । ନିଜ ଉତ୍ତରୀୟ କାଢ଼ି ଦୁଇ ମହିଳାଙ୍କୁ ଘୋଡାଇଥିଲେ । ଏହା ପରେ କର୍ମୀଙ୍କ ସହାୟତାରେ ସୁନ୍ଦରଗଡ ଆସ୍ଥା ଗୃହକୁ ପଠାଇ ଦେଇଛନ୍ତିContinue reading “ବିଧାୟିକା କୁସୁମ ଟେଟେଙ୍କ ମାନବିକତା : ବିନା ପୋଷାକରେ ଯାଉଥିବା ୨ ମହିଳାଙ୍କୁ ନିଜ ଘୋଡାଇଲେ ନିଜ ଉତ୍ତରୀୟ”

କାନାଡାରେ ବିମାନ ଦୁର୍ଘଟଣା । ୨ଭାରତୀୟ ଟ୍ରେନିଂ ପାଇଲଟ ମୃତ

କାନାଡାରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଟ୍ରେନିଂ ପାଇଲଟଙ୍କ ଜୀବନ ଚାଲିଯାଇଥିବା ସୂଚନାରୁ ଜଣାପଡିଛି । ଏହି ଦୁଇ ଭାରତୀୟ ମୁମ୍ବାଇ ନିବାସୀ ଥିଲେ । ଜଣଙ୍କର ନାଁ ଅଭୟ ଏବଂ ଅନ୍ୟ ଜଣଙ୍କ ନାଁ ୟଶ ବିଜୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଏହି ଦୁର୍ଘଟଣା ବ୍ରିଟିସ୍ କଲୋମ୍ବିଆ ନିକଟସ୍ଥ ବ୍ୟାକୁବରଠୁ ପ୍ରାୟ ୧୦୦ କିମି ଦୂରରେ ଘଟିଛି । ସେଠିରେ ଥିବା ଏକ ଛୋଟContinue reading “କାନାଡାରେ ବିମାନ ଦୁର୍ଘଟଣା । ୨ଭାରତୀୟ ଟ୍ରେନିଂ ପାଇଲଟ ମୃତ”

ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଗାଜା ପଟିରୁ ଲଗାତାର ରକେଟ ମାଡ ପରେ ବାଜିଲା ଏମରଜେନ୍ସି ସାଇରନ୍

କନକ ବ୍ୟୁରୋ: ପାଲେଷ୍ଟାଇନ୍ ଗାଜା ପଟିରୁ ଲଗାତାର ୫୦୦୦ ରକେଟ୍ ମାଡ ହେବା ପରେ ଇସ୍ରାଏଲରେ ବାଜି ଉଠିଲା ଜରୁରୀକାଳୀନ ସାଇରନ୍ । ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ । ଗଣମାଧ୍ୟମ ରିପୋର୍ଟ ମୁତାବକ, ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ, ଗାଜାପଟିContinue reading “ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଗାଜା ପଟିରୁ ଲଗାତାର ରକେଟ ମାଡ ପରେ ବାଜିଲା ଏମରଜେନ୍ସି ସାଇରନ୍”

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ : ଫୋନରେ ହତ୍ୟା ଧମକ ଦେଇଥବା ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନରେ ହତ୍ୟା ଧମକ ଦେଇଥବା ଅଭିଯୁକ୍ତ ଗିରଫ । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଜେରା ବେଳେ ଫୋନ୍ କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଅବସାଦ ହେତୁ ଏଭଳି କଲ୍ କରିଥିବା ଅଭିଯୁକ୍ତ କହିଛି । ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି ନକରିବାକୁContinue reading “ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ : ଫୋନରେ ହତ୍ୟା ଧମକ ଦେଇଥବା ଅଭିଯୁକ୍ତ ଗିରଫ”

Design a site like this with WordPress.com
Get started