କନକ ବ୍ୟୁରୋ: ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ହାଇଦ୍ରାବାଦ୍ ଫ୍ୟାମିଲି କୋର୍ଟ । ଏକ ଛାଡପତ୍ର ମାମଲାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ନ ଦେଇ ଅଲଗା ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ମାମଲା ଦାଏର କରିଥିଲେ ଯାହାକୁ କୋର୍ଟ ଖାରଜ କରିଛନ୍ତି । ସୂଚନା ଅନୁସାରେ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍ ସିଂହଙ୍କ ବିବାହ ହୋଇଥିଲା। କିନ୍ତୁ, କୌଣସିContinue reading “ବାହାଘରରେ ସପ୍ତପଦି ବା ୭ ଫେରା ନିହାତି ଜରୁରୀ, ନହେଲେ ବାହାଘର ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।”
Tag Archives: News
ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜ ଦାସଙ୍କ ପ୍ରାର୍ଥିବ ଶରୀର : ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର୍
କନକ ବ୍ୟୁରୋ : ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମୃତଦେହ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କContinue reading “ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜ ଦାସଙ୍କ ପ୍ରାର୍ଥିବ ଶରୀର : ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର୍”
ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ
କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । ହାଙ୍ଗଝୌରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ । ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଭାରତକୁ ୨୫ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି । ୧୪ଦିନରେ ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଚାଇନିଜ୍ ତାଇପେକୁContinue reading “ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ”
ତାପଙ୍ଗ ବଡସାଉଁଳୀ ପାହାଡରେ ସେଲଫି ନେବା ହେଲା କାଳ : ଗୋଡ ଖସି ଗଭୀର ପାଣିରେ ବୁଡିଗଲେ ଯୁବକ; ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ପାହାଡ଼ ଉପରୁ ଗୋଡ଼ ଖସିବାରୁ ଗଭୀର ପାଣିରେ ବୁଡ଼ିଗଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ସାଉଁଳି ମୁଣ୍ଡିଆରେ । କଟକରୁ ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ ଆଶୁତୋଷ ବେହେରା । ପାହାଡ଼ ଉପରେ ସେଲ୍ଫି ନେଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଆଉ ସିଧା ପାଣିଭିତରେ ବୁଡ଼ିଯାଇଥିଲେ ଆଶୁତୋଷ । ତେବେContinue reading “ତାପଙ୍ଗ ବଡସାଉଁଳୀ ପାହାଡରେ ସେଲଫି ନେବା ହେଲା କାଳ : ଗୋଡ ଖସି ଗଭୀର ପାଣିରେ ବୁଡିଗଲେ ଯୁବକ; ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ”
ସାଂଘାତିକ ଅଭିଯୋଗ ଆଣିଲେ ବାରଗାର୍ଲ : କହିଲେ, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କରାଯାଉଛି ବାଧ୍ୟ
କନକ ବ୍ୟୁରୋ : ବାର୍ ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାର୍ ଗର୍ଲ । ବାର୍ ନାଁରେ କିପରି ସେକ୍ସ କାରବାର କରାଯାଉଛି, ତାର ଅଭିଯୋଗ ଆଣିଛନ୍ତି ବାରଗର୍ଲ ଜଣକ । ଏହାସହ ଗ୍ରାହକଙ୍କ ସହ ସମ୍ପର୍କ ନରଖିବାରୁ ସେମାନଙ୍କୁ ପାଉଣା ମିଳୁ ନଥିବା ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ ଆଣିଛନ୍ତି । The post ସାଂଘାତିକ ଅଭିଯୋଗ ଆଣିଲେ ବାରଗାର୍ଲ : କହିଲେ, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁContinue reading “ସାଂଘାତିକ ଅଭିଯୋଗ ଆଣିଲେ ବାରଗାର୍ଲ : କହିଲେ, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କରାଯାଉଛି ବାଧ୍ୟ”
ଏସିଆନ ଗେମ୍ସରେ ଏଥର ଇତିହାସ ରଚିବ ଟିମ୍ ଇଣ୍ଡିଆ : ପ୍ରଥମ ଥର ପାଇଁ ୧୦୦ଟି ପଦକ ଜିତିବା ପକ୍କା
କନକ ବ୍ୟୁରୋ : ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଏଥର ଇତିହାସ ରଚିବାକୁ ଯାଉଛନ୍ତି । ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତକୁ ୧୦୦ ପଦକ ମିଳିବା ପକ୍କା ହୋଇଯାଇଛି । ଭାରତକୁ ଏଯାଏଁ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି କାଂସ୍ୟ ପଦକ ସହ ୯୫ ପଦକ ମିଳିସାରିଛି । ଏହାସହ ଆଉ କିଛି ଇଭେଂଟରେ ଭାରତ ଫାଇନାଲରେ ପହଂଚିଛି । ଆଜି ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣପଦକ ପାଇଁ ମୁକାବିଲା ହେବ ।Continue reading “ଏସିଆନ ଗେମ୍ସରେ ଏଥର ଇତିହାସ ରଚିବ ଟିମ୍ ଇଣ୍ଡିଆ : ପ୍ରଥମ ଥର ପାଇଁ ୧୦୦ଟି ପଦକ ଜିତିବା ପକ୍କା”
ପତ୍ନୀଙ୍କ ମୃତଦେହକୁ ଟ୍ରଲିରେ ୫ କିଲୋମିଟର ବୋହିଲେ ସ୍ୱାମୀ : ନା ଆସିଲା ଆମ୍ବୁଲାନ୍ସ, ନା ମିଳିଲା ମହାପରାୟଣ ସେବା; ପାଖରେ ପଇସା ନାହିଁ ବୋଲି କେହି ଶୁଣିଲେନି ଗୁହାରି
କନକ ବ୍ୟୁରୋ : ଅନ୍ଧାର ରାତି, ଟ୍ରଲିରେ ପତ୍ନୀର ଶବ, ଆଉ ପତ୍ନୀଙ୍କ ମୃ୍ତଦେହକୁ ୫ କିଲୋମିଟର ଟ୍ରଲିରେ ବୋହିଲେ ସ୍ୱାମୀ । ନା ଆମ୍ବୁଲାନ୍ସ ଆସିଲା, ନା ମହାପରାୟଣ ସେବା କାମରେ ଲାଗିଲା । ସ୍ୱାସ୍ଥ୍ୟସେବାର ଏବିକଳ ଓ ଅଭାବନିୟ ଚିତ୍ର ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରୁ । ସୋର ବ୍ଲକ ଦହିସଡ଼ା ପଂଚାୟତ ଛପୁଲିଆ ଗାଁର ଗୁରୁବା ସିଂଙ୍କ ସ୍ତ୍ରୀ ମମତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ଶୁକ୍ରବାର ପୂର୍ବାହ୍ନରେ ସୋର ଡାକ୍ତରଖାନାକୁContinue reading “ପତ୍ନୀଙ୍କ ମୃତଦେହକୁ ଟ୍ରଲିରେ ୫ କିଲୋମିଟର ବୋହିଲେ ସ୍ୱାମୀ : ନା ଆସିଲା ଆମ୍ବୁଲାନ୍ସ, ନା ମିଳିଲା ମହାପରାୟଣ ସେବା; ପାଖରେ ପଇସା ନାହିଁ ବୋଲି କେହି ଶୁଣିଲେନି ଗୁହାରି”
୧୮ ରାଜ୍ୟରେ ହେବ କଡ଼ା ଟକ୍କର: ୨୮୨ ଆସନରୁ ଏନଡିଏକୁ ମିଳିବ ୧୧୮, ଇଣ୍ଡିଆ ମେଂଟ ଖାତାକୁ ଆସିବ ୧୧୦
କନକ ବ୍ୟୁରୋ: ଯଦି ବର୍ତମାନ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ୧୮ ରାଜ୍ୟର ୨୮୨ ଲୋକସଭା ଆସନରୁ ବିଜେପି ନେତୃତାଧିନ ଏନଡିଏ ୧୧୮ ଆସନ ହାସଲ କରିବ । ଆଉ ବିରୋଧୀ ମେଂଟ ଇଣ୍ଡିଆ ୧୧୦ ଆସନ ହାତେଇବ । ସେହିଭଳି ଉଭୟ ମେଂଟରେ ନଥିବା ଦଳ ବିଜେଡି, ବିଆରଏସ, ୱାଇଏସଆରସିପି ଭଳି ଦଳଗୁଡିକ ୫୪ଟିContinue reading “୧୮ ରାଜ୍ୟରେ ହେବ କଡ଼ା ଟକ୍କର: ୨୮୨ ଆସନରୁ ଏନଡିଏକୁ ମିଳିବ ୧୧୮, ଇଣ୍ଡିଆ ମେଂଟ ଖାତାକୁ ଆସିବ ୧୧୦”
ଅନଲାଇନ ବେଟିଂ ଆପ ମାମଲାରେ ଫସିଗଲେ କଳାକାର: ଇଡି ରାଡାରରେ ବଲିଉଡ କଳାକାର
କନକ ବ୍ୟୁରୋ: ବଲିଉଡରେ ଇଡି ଆତଙ୍କ । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ସାମ୍ନାକୁ ଆସୁଛି ଜଣଙ୍କ ପରେ ଜଣେ ବଲିଉଡ କଳାକାରଙ୍କ ନାଁ । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଜେରା ପାଇଁ ସମନ ମିଳିଥିବାବେଳେ ଏବେ ରାଡ଼ାକୁ ଆସିଛନ୍ତି କମେଡି କଳାକାର କପିଲ ଶର୍ମା, ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ହୁମା କୁରେସୀ । ବେଆଇନ ମହାଦେବ ଅନଲାଇନ ବେଟିଂ ଆପ୍ରେ କଳାକାରଙ୍କ ଭୂମିକା କଣ ସେ ନେଇ ଖୋଳତାଡ଼Continue reading “ଅନଲାଇନ ବେଟିଂ ଆପ ମାମଲାରେ ଫସିଗଲେ କଳାକାର: ଇଡି ରାଡାରରେ ବଲିଉଡ କଳାକାର”
ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି
କନକ ବ୍ୟୁରୋ: ବୁଧବାରଠୁ ସୋସିଆଲ ମିିଡିଆରେ ପରସ୍ପରକୁ ଆକ୍ଷେପ କରିଚାଲିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ନିଜ ସୋସିଆଲ ମିଡିଆ ସ୍ପେଶଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖିବାକୁ ମିଳିଥିଲା । ପୋଷ୍ଟରେ ଲେଖାଯାଇଥିଲା ମୋଦୀ ହେଉଛନ୍ତି ଜୁମଲା ବୟ ବା ମିଛୁଆ ବ୍ୟକ୍ତି । କଂଗ୍ରେସର ପୋଷ୍ଟ ପରେ ଆକ୍ରାତ୍ମକ ହୋଇପଡିଛି ବିଜେପି । ଚୁପ ନରହି ଦେଇଛି କଡ଼ା ଜବାବContinue reading “ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି”